ଗନ୍ ପଏଣ୍ଟ୍ରେ ଯାନବାହନ ଚେକିଂ କରୁଛି ଉତ୍ତରପ୍ରଦେଶ ପୋଲିସ୍: ଭିଡ଼ିଓ ଭାଇରାଲ
ଲକ୍ଷ୍ନୌ,୨୫।୬: ପୂର୍ବରୁ ଉତ୍ତରପ୍ରଦେଶର ଜଣେ ହାବିଲଦାର୍ ଚୋରଙ୍କ ପିଛା କରୁଥିବା ସମୟରେ ବନ୍ଧୁକ ନ ଫୁଟିବାରୁ ପାଟିରେ ଠାଏ ଠାଏ କହୁଥିବାର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହୋଇଥିଲା। ଏବେ ରାଜ୍ୟ ପୋଲିସ ରାସ୍ତାରେ ବିଭିନ୍ନ ଯାନବାହନକୁ ଅଟକାଇ...
ଜମି ବିବାଦ: କଲୋନେଲ୍ଙ୍କ ଦାଦାଗିରି; ୪୦ ଯବାନଙ୍କୁ ନେଇ ଟ୍ରାକ୍ଟରରେ ଚାଷ କଲେ
ପୁଣେ,୨୫।୬: ମହାରାଷ୍ଟ୍ର ଖେଦ୍ ଜିଲାରେ ଜମି ବିବାଦକୁ ନେଇ ଜଣେ କଲୋନେଲ୍ଙ୍କ ଦାଦାଗିରି ଘଟଣା ଲୋକଲୋଚନକୁ ଆସିଛି। ସ୍ଥାନୀୟ ଗୁଲାନି ଗାଁରେ ୬୫ ଏକର ଜମିକୁ ନେଇ କଲୋନେଲ୍ କେଦାର ଗାଏକ୍ୱାଡେ ଏବଂ ସୁନୀଲ ଭରଣେଙ୍କ ପରିବାର ମଧ୍ୟରେ ଦୀର୍ଘ...
ସରକାରୀ ହସ୍ପିଟାଲରୁ ଉଦ୍ଧାର ହେଲା ୩ଫୁଟର ଝିଟିପିଟି
ଫତେହବାଦ,୨୫।୬: ହରିୟାଣାର ଫତେହବାଦର ତୋହାନା ନିକଟସ୍ଥ ସରକାରୀ ହସ୍ପିଟାଲର ଏମାରଜେନ୍ସୀ ଓ୍ବାର୍ଡରୁ ଏକ ବିଶାଳକାୟ ଝିଟିପିଟିକୁ ଉଦ୍ଧାର କରାଯାଇଛି। ଏହି ଝିଟିପିଟିର ଲମ୍ବ ପ୍ରାୟ ୩ଫୁଟ ରହିଥିବା ଜଣାପଡ଼ିଛି। ହସ୍ପିଟାଲର କିଛି କର୍ମଚାରୀ ଏହି ଝିଟିପିଟିକୁ ଉଦ୍ଧାର କରି ସ୍ଥାନୀୟ...
ନିଆରା ବିବାହ: ହେଲାନି କନ୍ୟାଦାନ ନା ବିଦାୟ
ପାଟନା,୨୫।୬: ବିବାହକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ। ବିବାହ ସମୟରେ ନବ ବିବାହିତା ଯୋଡି ବେଦୀରେ ସାତଘେରା ବୁଲିବା ସହ ଉଭୟ ପରସ୍ପରଙ୍କୁ ସାତଟି ପ୍ରତିଶ୍ରୁତି ଦେଇଥାନ୍ତି। କିନ୍ତୁ ବିହାରର ରାଜଧାନୀ ପାଟନାରେ ଏକ ନିଆରା ବିବାହ ଦେଖିବାକୁ...
କୃଷ୍ଣସ୍ବାମୀ ନଟରାଜନ୍ ଭାରତୀୟ ତଟରକ୍ଷୀ ବାହିନୀ ଡିଜି ନିଯୁକ୍ତ
ନୂଆଦିଲ୍ଲୀ, ୨୫।୬: ଭାରତୀୟ ତଟରକ୍ଷୀ ବାହିନୀ ଡିଜି ଭାବେ କୃଷ୍ଣସ୍ବାମୀ ନଟରାଜନ୍ଙ୍କୁ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନ ଡିଜି ଭାବେ କାର୍ଯ୍ୟ କରୁଥିବା ରାଜେନ୍ଦ୍ର ସିଂଙ୍କ ସ୍ଥାନରେ କାର୍ଯ୍ୟ କରିବେ। ଏହି ପଦବୀରେ ସାଢ଼େ ୩ ବର୍ଷ କାର୍ଯ୍ୟ କରିବା...
କଂଗ୍ରେସକୁ ସୁପ୍ରିମ୍କୋର୍ଟରେ ଝଟ୍କା: ଗୁଜରାଟ ରାଜ୍ୟ ସଭା ଉପନିର୍ବାଚନ ଏକାଠି କରାଇବା ଆବେଦନ ଖାରଜ
ନୂଆଦିଲ୍ଲୀ,୨୫।୬: ସୁପ୍ରିମ୍କୋର୍ଟଙ୍କ ରାୟ ଯୋଗୁ କଂଗ୍ରେସକୁ ଝଟ୍କା ଲାଗିଛି। ଗୁଜରାଟର ୨ଟି ରାଜ୍ୟ ସଭା ଆସନ ପାଇଁ ଉପନିର୍ବାଚନ ଏକାଠି କରାଇବା ଲାଗି କଂଗ୍ରେସ ପକ୍ଷରୁ ସୁପ୍ରିମ୍କୋର୍ଟରେ ଏକ ଆବେଦନ କରାଯାଇଥିଲା। ତେବେ ଏହାର ବିଚାର କରି ସୁପ୍ରିମ୍କୋର୍ଟ ନିର୍ବାଚନ...
ବିଚ୍ଛିନ୍ନତାବାଦୀଙ୍କ ସହିତ ହେବନି କୌଣସି ବୁଝାମଣା: ଶାହ
ନୂଆଦିଲ୍ଲୀ,୨୫।୬: ଜମ୍ମୁ-କଶ୍ମୀର ବିଚ୍ଛିନ୍ନତାବାଦୀ ନେତାଙ୍କ ସହିତ କୌଣସି ବୁଝାମଣା ହେବନି। ଯାହା ପୂର୍ବରୁ ହୋଇ ଆସୁଥିଲା ଏବେ ଆଉ ସେପରି କରାଯିବ ନାହିଁ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ସମ୍ବିଧାନ ତଥା ଆଇନ ଅନୁସାରେ ଦୃଢ଼...
ଆଧାର ତ୍ରୁଟି ପାଇଁ ବିବାହ ବନ୍ଦ
ଆନ୍ଧ୍ରପ୍ରଦେଶ,୨୫।୬: ଆଧାରକାର୍ଡରେ ତ୍ରୁଟି ଯୋଗୁ ଯୁବକ ଯୁବତୀଙ୍କ ଭାଙ୍ଗିଲା ବିବାହ। ଏହାପରେ ନ୍ୟାୟ ପାଇଁ ଯୁବତୀ ଜଣଙ୍କ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶରେ ଗୁନ୍ତୁରରେ। ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳର ଜଣେ ବ୍ୟକ୍ତି ଝିଅ...
ପିଓକେରେ ୩ ଶହ ଆତଙ୍କବାଦୀଙ୍କୁ ଏକତ୍ରିତ କରିଛି ପାକିସ୍ତାନ ସୈନ୍ୟ ବାହିନୀ: ଗୋଇନ୍ଦା ରିପୋର୍ଟ
ଶ୍ରୀନଗର,୨୫।୬: ପାକ୍ ଅଧିକୃତ କଶ୍ମୀର(ପିଓକେ)ରେ ପୁଣି ପାକିସ୍ତାନ ସୈନ୍ୟ ବାହିନୀ ଆରମ୍ଭ କରିଛି ଆତଙ୍କବାଦୀ ଅନୁପ୍ରବେଶ ପ୍ରସ୍ତୁତି। ଏଠାରେଥିବା ୧୧ଟି ଲଞ୍ଚ୍ପ୍ୟାଡ୍ରେ ୩ ଶହରୁ ଅଧିକ ଆତଙ୍କବାଦୀଙ୍କୁ ଏକତ୍ରିତ କରାଯାଇଛି। ସୁଯୋଗ ଦେଖି ଭାରତରେ ଅନୁପ୍ରବେଶ ପାଇଁ ଆତଙ୍କବାଦୀମାନେ ଯୋଜନା...
ମହଙ୍ଗା ପଡ଼ିଲା ମୃତ ବ୍ୟକ୍ତିଙ୍କ ଏକ୍ସରେ କରିବା: ୧୧ଡାକ୍ତରଙ୍କୁ ନୋଟିସ
ଲକ୍ଷ୍ନୌ,୨୫।୬: ଉତ୍ତରପ୍ରଦେଶର ଜାଗୃତି ବିହାର ସେକ୍ଟରରେ ଥିବା ଏକ ହସ୍ପିଟାଲରେ ଜଣେ ଚିକିତ୍ସିତ ବ୍ୟକ୍ତିଙ୍କ ଏକ୍ସରେ ଘଟଣାରେ ୧୧ଜଣ ଡାକ୍ତରଙ୍କୁ ଜବାବ ତଲବ ପାଇଁ ନୋଟିସ ଜାରି କରାଯାଇଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ଜାଗୃତି ବିହାର ସେକ୍ଟର ନିକଟରେ...
ଲିଚୁ ଯୋଗୁ ହୋଇନି ମସ୍ତିଷ୍କ ଜ୍ୱର: ଗବେଷକଙ୍କ ମତ
ନୂଆଦିଲ୍ଲୀ,୨୫।୬: ବିହାରରେ ମସ୍ତିଷ୍କ ଜ୍ୱର ଶିଶୁ ମୃତ୍ୟୁ ଘଟଣା ପାଇଁ କେତେକ ଲିଚୁକୁ ଦାୟୀ କରିଥିଲେ। ତେବେ ଏଥି ପାଇଁ ଲିଚୁର କୌଣସି ସମ୍ପର୍କ ନାହିଁ ବୋଲି କେତେକ ଗବେଷକଙ୍କ ମତ ଦେଇଛନ୍ତି। ଏନେଇ ନ୍ୟାସନାଲ୍ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ...
୪ ସନ୍ଦିଗ୍ଧ ଆଇଏସ୍ ଆତଙ୍କବାଦୀ ଗିରଫ
କୋଲକତା,୨୫।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମି ନ ଥିବାବେଳେ ଏବେ ଏଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା କୁହାଯାଉଛି। ସ୍ପେଶାଲ ଟ୍ୟାକ୍ସ୍ ଫୋର୍ସ ପକ୍ଷରୁ କୋଲକତାର ସିଆଲଦା ରେଳ ଷ୍ଟେଶନର ପାର୍କିଂ ଅଞ୍ଚଳରେ ଚଢ଼ାଉ କରାଯାଇ ୪ ସନ୍ଦିଗ୍ଧଙ୍କୁ ଗିରଫ...
Archives


