ମୁମ୍ବାଇର ପାଣି ସବୁଠାରୁ ବିଶୁଦ୍ଧ
ନୂଆଦିଲ୍ଲୀ,୧୬।୧୧: କେନ୍ଦ୍ରମନ୍ତ୍ରୀ ରାମ ବିଲାସ ପାଶଓ୍ବାନ ଶନିବାର ପାଣିର ଗୁଣବତ୍ତାକୁ ନେଇ ଏକ ର଼୍ୟାକିଂ ଜାରି କରିଛନ୍ତି। ଏହାକୁ ନେଇ ସେ କାହାକୁ ଦୋଷ ଦେଇ ନ ଥିବା ପ୍ରକାଶ କରିଛନ୍ତି। ଦିଲ୍ଲୀ ସମେତ ପ୍ରାୟ ୨୦ଟି ରାଜ୍ୟର ପାଣିର ନମୁନାକୁ…
ଭାଜପା ବିଧାୟିକା ଛୁଇଁଲେ କମଳନାଥଙ୍କ ଚରଣ
ଭୋପାଳ,୧୬।୧୧: ଭାଜପାର ଜଣେ ବିଧାୟିକା ମଧ୍ୟପ୍ରଦେଶର ଏକ ସଭାମଞ୍ଚରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଚରଣ ଛୁଇଁଛନ୍ତି। କମଳନାଥ ତାଙ୍କୁ ଆଶୀର୍ବାଦ ମଧ୍ୟ ଦେଇଛନ୍ତି। ବିଦିଶାରେ ଏକ ହସ୍ପିଟାଲ ଲୋକାର୍ପଣ ଉତ୍ସବରେ କମଳନାଥ ଯୋଗଦେଇଥିଲେ। ଏହି ଅବସରରେ ବିଧାୟିକା ରାଜଶ୍ରୀ ରୁଦ୍ରପ୍ରତାପ ସିଂ ଏଭଳି…
ମହାରାଷ୍ଟ୍ର ସଙ୍କଟ: ସରକାର ଗଠନ ପାଇଁ ମୁମ୍ବାଇରେ ଭାଜପା ଦିଲ୍ଲୀରେ କଂଗ୍ରେସର ବୈଠକ
ନୂଆଦିଲ୍ଲୀ,୧୬।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ମନ୍ଥନ ଚାଲିଛି। ଗୋଟିଏ ପରେ ଭାଜପା ମୁମ୍ବାଇରେ ବୈଠକ କରୁଥିବା ବେଳେ ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ କଂଗ୍ରେସ ବୈଠକ କରୁଛି। ଭାଜପା ବୈଠକରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଓ ଚନ୍ଦ୍ରକାନ୍ତ ପାଟିଲ…
ମିଗ୍- ୨୯କେ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ
ପଣଜି,୧୬।୧୧: ଗୋଆରେ ପ୍ରଶିକ୍ଷଣ ରତ ମିଗ୍- ୨୯କେ ଯୁଦ୍ଧ ବିମାନ ଶନିବାର ସକାଳେ ଦୁର୍ଘଟଣା ଗ୍ରସ୍ତ ହାଇଛି। ପ୍ରଶିକ୍ଷଣ ପାଇଁ ଉଡାଣ ଆରମ୍ଭ କରିବା ସମୟରେ ଏହା ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ଥିବା ୨ ଜଣ ଯାକ ପାଇଲଟ ସୁରକ୍ଷିତ…
ମହାରାଷ୍ଟ୍ରର ନୂଆ ସମୀକରଣକୁ ଦେଖି କିଛି ଲୋକଙ୍କ ପେଟ କାଟୁଛି: ଶିବସେନା
ମୁମ୍ବାଇ,୧୬।୧୧: ମହାରାଷ୍ଟ୍ରରେ ଏବେ ସରକାର ଗଢିବାକୁ ଶିବସେନା ପୁଣି ଥରେ ପାଗ ଭିଡୁଛି। ଏତିକି ବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ଏହାକୁ ହଜମ କରିପାରୁ ନ ଥିବା କହିଛି ଶିବସେନା। ଭାଜପାକୁ ଟାର୍ଗେଟ କରି ଶିବସେନା ସାମନା ମାଧ୍ୟମରେ କଟାକ୍ଷ କରିଛି।…
ନିଜର ୨ ମାସର ଦରମା ଗରିବ ପିଲାଙ୍କୁ ଦାନ କଲେ ଆଇଏଏସ୍ ଅଫିସର
ଶିଲଂ,୧୬।୧୧: ମେଘାଳୟ ଶିଲଂରେ କାର୍ଯ୍ୟ କରୁଥିବା ଆଇଏଏସ୍ ଅଫିସର ସ୍ବପ୍ରିଲ୍ ଟେଂବେ ନିଜର ୨ ମାସର ଦରମା ଗରିବ ପିଲାଙ୍କୁ ଦାନ କରିଛନ୍ତି। ୨୦୧୫ ବ୍ୟାଚ୍ର ଏହି ଆଇଏଏସ୍ ଅଫିସର ଦାନ୍ଦେଗରେ ସିଭିଲ୍ ସବ୍ଡିଭିଜନ୍ରେ ଏସ୍ଡିଓ ଭାବେ କାର୍ଯ୍ୟ କରୁଛନ୍ତି। ଗାରୋ…
୩ ସିଝା ଅଣ୍ଡାର ଦାମ୍ ୧୬୭୨ ଟଙ୍କା
ନୂଆଦିଲ୍ଲୀ: ବଜାରରେ ୩ ସିଝା ଅଣ୍ଡାର ଦାମ୍ ସାଧାରଣତଃ ୨୫ରୁ ୩୫ ଟଙ୍କା ଥିବାବେଳେ ସ୍ଥାନ କାଳ ପାତ୍ର ଅନୁଯାୟୀ ଏହାକୁ ଚଢ଼ାଦରରେ ବିକ୍ରି କରାଯାଉଛି। ଖାଲି ଅଣ୍ଡା କାହିଁକି, ବିଭିନ୍ନ ଜିନିଷର ଦର ଏଭଳି ଅସ୍ବାଭାବିକ ଭାବେ ବୃଦ୍ଧି କରାଯାଉଛି।…
ବଦଳିକୁ ନେଇ ରାଗି ଯାଇ ୬୫ କିଲୋମିଟର ଦୌଡିବାକୁ ଉଦ୍ୟମ କଲେ ଏସ୍ଆଇ
ଇଟାଓ୍ବା,୧୬।୧୧: ଉତ୍ତର ପ୍ରଦେଶ ଇଟାଓ୍ବା ଜିଲାରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଚାକିରିରେ ବଦଳିକୁ ବିରୋଧ କରି ଜଣେ ସବ୍-ଇନସପେକ୍ଟର(ଏସ୍ଆଇ) ୬୫ କିଲୋମିଟର ଦୌଡିବାକୁ ସ୍ଥିର କରିଥିଲେ। ସେ କହିଥିଲେ ତାଙ୍କ ସହ ଅନ୍ୟାୟ ହୋଇଛି। ତେଣୁ…
ଜମ୍ମୁ-କଶ୍ମୀରରେ ଆକ୍ରମଣ ପାଇଁ ପାକିସ୍ତାନର ସହାୟତା ଲୋଡୁଛନ୍ତି ହିଜବୁଲ୍ ଆତଙ୍କବାଦୀ ସଲାଉଦ୍ଦିନ୍: ଏନ୍ଆଇଏ ରିପୋର୍ଟ
ନୂଆଦିଲ୍ଲୀ,୧୬।୧୧: ଜମ୍ମୁ-କଶ୍ମୀରରେ ଆକ୍ରମଣ ପାଇଁ ହିଜବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀ ସୟଦ୍ ସଲାଉଦ୍ଦିନ୍ ଯୋଜନା କରିଛନ୍ତି। ତେବେ ଏଥି ପାଇଁ ସେ ପାକିସ୍ତାନର ସହାୟତା ଲୋଡିଛନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସଲାଉଦ୍ଦିନ୍ଙ୍କର ଏକ ଭିଡ଼ିଓ ଜାରି ହୋଇଛି। ଭିଡ଼ିଓରେ ସେ ଭାରତ…
ଝାଡଖଣ୍ଡ ନିର୍ବାଚନ: ୨୨ଜଣଙ୍କ ପ୍ରାର୍ଥୀପତ୍ର ନାକଚ
ରାଞ୍ଚି,୧୬।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦୬ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ଜଣାପଡିଛି। ଶୁକ୍ରବାର ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରାର୍ଥିପତ୍ର ଯାଞ୍ଚ ପରେ ଏକ ତାଲିକା ପ୍ରକାଶ ପାଇଛି। ଏଥିରେ ୨୨ ଜଣଙ୍କ ପ୍ରାର୍ଥିପତ୍ରକୁ ନାକଚ କରାଯାଇଥିବା ସୂଚନା…
ବରଗଛ ଦେଲା କୁକୁରର ମାଲିକାନା
ଫତେହାବାଦ: ଗୋଟିଏ ନାୟିକାକୁ ଦୁଇଜଣ ନାୟକ। ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଏପରି ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ନାୟିକା ପାଇଁ କିପରି ଦୁହେଁ ଲଢ଼େଇ କରୁଛନ୍ତି ତାହା ବି ଆମେ ଊଣା ଅଧିକେ ଦେଖିଛେ। ସେଥିରୁ ଅଧିକାଂଶ ସିନେମା ସୁପରହିଟ୍…
ପ୍ରଦୂଷଣ ରୋକିବ ଆଉଟ୍ଡୋର୍ ଏୟାର୍ ପ୍ୟୁରିଫାୟର୍
ହାଇଦ୍ରାବାଦ: ବାୟୁ ପ୍ରଦୂଷଣ ଏବେ ଦେଶରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି। ଲୋକେ ଶୁଦ୍ଧ ବାୟୁ ଗ୍ରହଣ କରିବା କଷ୍ଟକର ହୋଇପଡ଼ିଛି। ତେଣୁ ଏହାର ମୁକାବିଲା କରିବା ପାଇଁ ବ୍ୟାପକ ବୃକ୍ଷରୋପଣ ସହ ଅନ୍ୟ ଉପାୟ ମଧ୍ୟ ଚିନ୍ତା କରାଯାଉଛି। ପ୍ରଦୂଷଣକୁ…
Archives


