ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀ
ନୂଆଦିଲ୍ଲୀ,୧୫ା୧୦(ପି.ଟି.): ଜମାତ୍-ଉଲ୍ ମୁଜାହିଦ୍ଦିନ ବାଂଲାଦେଶ (ଜେଏମ୍ବି) ଆତଙ୍କବାଦୀ ସଂଗଠନ ଏବେ ଦେଶ ପାଇଁ ବିପଦ ସୃଷ୍ଟି କରିଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ମହାନିର୍ଦ୍ଦେଶକ ଓ୍ବାଇ.ଏସ୍. ମୋଦି କହିଛନ୍ତି। ଓଡ଼ିଶା ସମେତ ଦେଶର ୭ ରାଜ୍ୟରେ ଏହି ବାଂଲାଦେଶୀ ଆତଙ୍କବାଦୀ ସଂଗଠନ…
ମେଦବହୁଳତାରୁ ଦୂରେଇ ରହିବା ପାଇଁ ଶୀତ ଦିନେ ଖାଆନ୍ତୁ ଏହି ସାଲାଡ୍…
ମୂଳାର ଅନେକ ଔଷଧୀୟ ଗୁଣ ରହିଛି। ଶୀତଦିନେ ମୂଳା ସାଲାଡ୍ ଖାଇଲେ ବହୁ ସିଜିନାଲ୍ ରୋଗରୁ ମୁକ୍ତି ମିଳିଥାଏ। ଏଥିରେ ଫ୍ୟାଟ ନ ଥିବାରୁ ଏହା ମେଦବହୁଳତାରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ମୂଳାରେ ଭିଟାମିନ ବି, ସି,…
ଯେଉଁ ବ୍ୟାଙ୍କରେ କେବେ ତାଲା ପଡେ ନାହିଁ
ଦେଶର ପ୍ରାୟ ସବୁ ବ୍ୟାଙ୍କରେ ସିକ୍ୟୁରିଟି ବ୍ୟବସ୍ଥାକୁ କଡାକଡି କରାଯାଇଥାଏ। କାରଣ ଏଠି ପ୍ରତିଦିନ କାରବାର ହୋଇଥାଏ ମୋଟା ଅଙ୍କର ଅର୍ଥ। ହେଲେ ମହାରାଷ୍ଟ୍ରର ମହମ୍ମଦନଗର ଜିଲାରେ ଏମିତି ଏକ ବ୍ୟାଙ୍କ ଅଛି ଯେଉଁଠି କେବେ ବି ତାଲା ପଡେ ନାହିଁ।…
କଂଗ୍ରେସ ଉପରେ ବର୍ଷିଲେ ମୋଦି
ହରିୟାଣା,୧୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ହରିୟାଣାରେ ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ ଭାଜପା ସରକାରଙ୍କ ଶାସନ କାଳରେ ହୋଇଥିବା ସଫଳତାର କାହାଣୀ କହିଛନ୍ତି। ଏହାସହ ବିରୋଧୀ କଂଗ୍ରେସକୁ ପୁଣି ଟାର୍ଗେଟ କରିଛନ୍ତି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ର ଉଚ୍ଛେଦକୁ ନେଇ…
କଶ୍ମୀରରେ ଆତଙ୍କବାଦୀଙ୍କୁ ଏକାଠି କରିବା ପାଇଁ ମାଧ୍ୟମ ପାଲଟିଛି ମୋବାଇଲ: ସତ୍ୟପାଲ
ଶ୍ରୀନଗର,୧୪।୧୦:କଶ୍ମୀରିଙ୍କ ପାଇଁ ଟେଲିଫୋନ ନୁହେଁ ବରଂ ଜୀବନ ହେଉଛି ଅଧିକ ଗୁରୁତ୍ୱପୂର୍ଣ୍ଣ। ପୂର୍ବରୁ ବି ସେମାନେ ବିନା ଟେଲିଫୋନରେ ଜୀବନ ବିତାଉଥିଲେ। ହେଲେ ଆତଙ୍କବାଦୀମାନେ ଘାଟିରେ ଅଶାନ୍ତି ସୃଷ୍ଟି କରିବା ଓ ଆତଙ୍କବାଦୀ ସଂଗଠନକୁ ଏକତ୍ରିତ କରିବା ପାଇଁ ମୋବାଇଲର ବ୍ୟବହାର…
ସ୍ତ୍ରୀଙ୍କ ସ୍ମୃତିରେ ଦୁର୍ଘଟଣା ଘଟିଥିବା ସ୍ଥାନରେ ମନ୍ଦିର ନିର୍ମାଣ କଲେ ସ୍ବାମୀ
ଜୟପୁର,୧୪।୧୦: ଦୁଇ ମାସ ପୂର୍ବରୁ ରାଜସ୍ଥାନ ସିକର ଜିଲାର ଫତେହପୁରରେ ଏକ ସଡ଼କ ଦୁର୍ଘଟଣାରେ ହରିୟାଣାର ଜିତେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କ(୫୪) ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସ୍ତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ଦୁର୍ଘଟଣା ଘଟିଥିବା ସ୍ଥାନରେ ଜିତେନ୍ଦ୍ର ଏକ ମନ୍ଦିର…
୧୮୮୫ଠାରୁ ରାମଚବୁତରାରେ ହେଉଥିଲା ପୂଜା: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧୪।୧୦: ଅଯୋଧ୍ୟା ମାମଲାର ୩୮ତମ ଦିନର ଶୁୁଣାଣି ସୋମବାର କରାଯାଇଛି। ଏଥିରେ ମୁସଲମାନ୍ ପକ୍ଷଙ୍କ ଆଇନଜୀବୀ ରାଜୀବ ଧାଓ୍ବନଙ୍କୁ ଖଣ୍ଡପୀଠ ପକ୍ଷରୁ ପ୍ରଶ୍ନ କରାଯାଇଥିଲା ଯେ, ରାମଚବୁତରାଠାରେ ୧୮୮୫ଠାରୁ ପୂଜା କରାଯାଉଛି। ଏହାର ପ୍ରାମାଣିକ ତଥ୍ୟ ମଧ୍ୟ ମିଳିଛି। ଏହାର ଉତ୍ତରରେ…
ଦାୟିତ୍ୱ ନେଲେ ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଏସ୍ ଅଫିସର
ଥିରୁଭାନନ୍ତପୁରମ,୧୪।୧୦: ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଏସ୍ ଅଫିସର ପ୍ରାଞ୍ଜଳ ପାଟିଲ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ର ଉଲ୍ଲାସନଗର ନିବାସି ପ୍ରାଞ୍ଜଳ କେରଳ କ୍ୟାଡରରେ ନିଯୁକ୍ତ ହେବାରେ ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଏସ୍ ଅଫିସର। ଏବେ ସେ ଥିରୁଭାନନ୍ତପୁରମର ସବ୍…
ଅର୍ଥମନ୍ତ୍ରୀ ସୀତାରମଣଙ୍କ ସ୍ବାମୀ ପରକଲା ପ୍ରଭାକରଙ୍କ ପରାମର୍ଶ: ନରସିଂହ ରାଓ-ମନମୋହନଙ୍କ ଆର୍ଥିକ ନୀତିକୁ ଗ୍ରହଣ କରନ୍ତୁ ମୋଦି
ନୂଆଦିଲ୍ଲୀ,୧୪।୧୦: ଦେଶର ଆଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। ଏପରିସ୍ଥଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବାମୀ ପରକଲା ପ୍ରଭାକର ଏକ ଇଂଲିଶ୍ ଖବର କାଗଜରେ ପ୍ରକାଶିତ ଲେଖାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ପୂର୍ବତନ…
୧୪ ରାଜ୍ୟରୁ ୧୨୭ ସନ୍ଦିଗ୍ଧ ଆଇଏସ୍ ଗିରଫ: ଜାକିର ନାଇକଙ୍କ ଭାଷଣ ଶୁଣି ଆତଙ୍କବାଦୀ ସଂଗଠନ ଯୋଗାଯୋଗରେ ଥିଲେ
ନୂଆଦିଲ୍ଲୀ,୧୪।୧୦: ଇସଲାମିକ୍ ଧର୍ମ ଉପଦେଶକାରୀ ଜାକିର ନାଇକଙ୍କ ଭାଷଣ ଦ୍ୱାରା ପ୍ରେରିତ ହୋଇ ଆଇଏସ୍ ସହିତ ଯୋଗାଯୋଗରେ ଥିବା ୧୨୭ ସନ୍ଦିଗ୍ଧଙ୍କୁ ୧୪ ରାଜ୍ୟରୁ ଗିରଫ କରାଯାଇଛି। ଏନେଇ ଏନ୍ଆଇଏ ଆଇଜି ଅଶୋକ ମିତ୍ତଲ ସୂଚନା ଦେଇଛନ୍ତି। ସର୍ବାଧିକ ୩୩ ସନ୍ଦିଗ୍ଧଙ୍କୁ…
ମୃତ ଶିଶୁକୁ ପୋତିବାକୁ ଯାଉଥିବା ବେଳେ ଉଦ୍ଧାର ହେଲା ଜୀବନ୍ତ ଶିଶୁ
ବରେଲି,୧୪।୧୦: କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ। ଏହି ଲୋକ କଥାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବରେଲି ଜିଲାରେ। ଜଣେ ବ୍ୟକ୍ତି ନିଜର ମୃତ ଶିଶୁକୁ ଶ୍ମଶାନକୁ ପୋତିବାକୁ ନେଇଥିବା ବେଳେ ସେଠାରୁ ଏକ…
ଗାନ୍ଦେରବଲ୍ରେ ସର୍ଚ୍ଚ ଅପରେଶନ୍: ୨ ହିଜିବୁଲ୍ ଆତଙ୍କବାଦୀ ଗିରଫ; ଏକେ-୪୭ ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ
ଶ୍ରୀନଗର,୧୪।୧୦: ଜମ୍ମୁ-କଶ୍ମୀରରେ ସର୍ଚ୍ଚ ଅପରେଶନ୍ ସମୟରେ ସୋମବାର ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସ୍ଥାନୀୟ ଗାନ୍ଦେରବଲ୍ ଅଞ୍ଚଳରୁ ୨ ହିଜିବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଏକେ-୪୭ ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା କୁହାଯାଉଛି। କିଛି ଆତଙ୍କବାଦୀ…
Archives


