ମୋବାଇଲ୍ ଆଲୋକରେ ଶହୀଦ୍ ଯବାନଙ୍କ ଅନ୍ତିମ ସଂସ୍କାର: ସୋସିଆଲ୍ ମିଡ଼ିଆରେ ଭାଇରାଲ
ଫିରୋଜାବାଦ,୨୦।୧୦: ଉତ୍ତରପ୍ରଦେଶ ଫିରୋଜାବାଦ୍ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ଶହୀଦ୍ ଯବାନଙ୍କ ଅନ୍ତିମ ସଂସ୍କାର ଅନ୍ଧାରରେ ମୋବାଇଲ୍ ଆଲୋକରେ କରାଯାଇଛି। ଏହା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶାସନ ପକ୍ଷରୁ କାହିଁକି ଆଲୋକର ବ୍ୟବସ୍ଥା କରାଗଲା…
ଟାର୍ଗେଟରେ ଦିଲ୍ଲୀ: ଦୀପାବଳିରେ ୪ଶହ ସ୍ଥାନରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ
ନୂଆଦିଲ୍ଲୀ,୨୦।୧୦: ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ରାଜଧାନୀ ଦିଲ୍ଲୀରେ ଏକ ବଡ ଆକ୍ରମଣ ଯୋଜନା କରୁଥିବା ସୂଚନା ଦେଇଛି ଗୁଇନ୍ଦା ସଂସ୍ଥା। ଏହି ଆତଙ୍କବାଦୀ ସଙ୍ଗଠନ ଦିଲ୍ଲୀର ପାଖାପାଖି ୪ଶହ ସ୍ଥାନକୁ ନିଜ ଟାର୍ଗେଟକୁ ନେଇଥିବା ଜଣାପଡିଛି। ଏଥିରେ ସାମିଲ ଅଛି ବଡ…
ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ୨ ଯବାନ ଶହୀଦ୍
ଶ୍ରୀନଗର,୨୦।୧୦: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲାରେ ରବିିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ୨ ଜଣ ଭାରତୀୟ ଯବାନ ଶହୀଦ୍ ହୋଇଥିବାବେଳେ ଜଣେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକର ମୋର୍ଟାର ଶେଲିଂ ମାଡ଼ରେ ଗୋଟିଏ ଭାରତୀୟ ପୋଷ୍ଟ…
ଭୋଟ ପୂର୍ବରୁ ୧୮ ଲକ୍ଷ ଟଙ୍କା ଜବତ
ନାଗପୁର, ୨୦ା୧୦ (ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୧ରେ ହେବାକୁ ଥିବାବେଳେ ପୋଲିସ ଶୁକ୍ରବାର ରାତିରେ ୧୮ ଲକ୍ଷ ଟଙ୍କା ଜବତ କରିଥିବାବେଳେ ଭାଜପା ପ୍ରାର୍ଥୀ ପରିଣୟ ଫୁକେଙ୍କ ସହଯୋଗୀ ନୀତିନ ନୀଳକଣ୍ଠରାଓଙ୍କ ସମେତ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ…
ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଗୋୟଲଙ୍କ ପିଏସ୍ ମୃତ
ଶାହଜାହାନ୍ପୁର, ୨୦ା୧୦(ପି.ଟି.) : କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ ଗଙ୍ଗ୍ଓ୍ବାରଙ୍କ ବ୍ୟକ୍ତିଗତ ସଚିବ ବ୍ରିଜେଶ କୁମାର ତିଓ୍ବାରୀ (୪୪) ସଡ଼କ ଦୁର୍ଘଟଣାରେ ଶନିବାର ପ୍ରାଣ ହରାଇଛନ୍ତି। ତାଙ୍କ କାର୍ ଏକ ଟ୍ରକ୍ ସହ ଧକ୍କା ଖାଇବାରୁ ଏଭଳି ଘଟଣା…
କମଲେଶ ହତ୍ୟାକାଣ୍ଡ: ୫ ଗିରଫ
ଲକ୍ଷ୍ନୌ,୨୦ା୧୦ : ଉତ୍ତରପ୍ରଦେଶର ହିନ୍ଦୁବାଦୀ ନେତା କମଲେଶ ତିଓ୍ବାରୀ ହତ୍ୟା ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଶୁକ୍ରବାର କମଲେଶଙ୍କୁ ତାଙ୍କ ଲକ୍ଷ୍ନୌ ଘରେ ହତ୍ୟା କରାଯାଇଥିଲା। କମଲେଶଙ୍କ ସ୍ତ୍ରୀ ଦେଇଥିବା ଏତଲା ଆଧାରରେ ଉତ୍ତରପ୍ରଦେଶର ବିଜନୁର ଜିଲାରୁ ୨ ଜଣ…
କୋଠା ଭୁଶୁଡ଼ି ଜଣେ ମୃତ
ବଡୋଦରା,୨୦ା୧୦: ଗୁଜରାଟର ବଡୋଦରା ସହରରେ ଏକ ବହୁମହଲା କୋଠା ଭୁଶୁଡ଼ି ଜଣେ ପ୍ରାଣ ହରାଇଥିତ୍ବାବେଳେ ଭଗ୍ନାବଶେଷ ତଳେ ୭ ଜଣ ଫସିରହିଥିବା ଆଶଙ୍କା କରାଯାଉଛି। ୫ ମହଲା ବିଲ୍ଡିଂ ଭାଙ୍ଗିବା କାର୍ଯ୍ୟରେ ଶ୍ରମିକମାନେ ନିୟୋଜିତ ଥିଲାବେଳେ ଶନିବାର ସନ୍ଧ୍ୟାରେ ତାହା ଭୁଶୁଡ଼ି…
ଇଣ୍ଟରପୋଲ ଅଧିବେଶନ ଆୟୋଜନ କରିବ ଭାରତ
ନୂଆଦିଲ୍ଲୀ,୨୦ା୧୦(ପି.ଟି.): ୨୦୨୨ରେ ଇଣ୍ଟରପୋଲ୍ର ୯୧ତମ ସାଧାରଣ ଅଧିବେଶନ ଭାରତ ଆୟୋଜନ କରିବ। ଅଗଷ୍ଟ ୩୦ରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଇଣ୍ଟରପୋଲ୍ ମହାସଚିବ ଜୁରଗେନ୍ ଷ୍ଟକ୍ଙ୍କ ନିକଟରେ ଏନେଇ ପ୍ରସ୍ତାବ ରଖିଥିଲେ। ପ୍ରସ୍ତାବକୁ ଅନ୍ତର୍ଜାତୀୟ ପୋଲିସ ସଂସ୍ଥାର ସଦସ୍ୟ ରାଷ୍ଟ୍ରମାନେ ବିପୁଳ ସମର୍ଥନ…
ନାଗାମାନଙ୍କ ସ୍ବତନ୍ତ୍ର ସମ୍ବିଧାନ, ପତାକା ଦାବିକୁ କେନ୍ଦ୍ରର ପ୍ରତ୍ୟାଖ୍ୟାନ
ନୂଆଦିଲ୍ଲୀ,୨୦ା୧୦: ନାଗାମାନଙ୍କ ଲାଗି ସ୍ବତନ୍ତ୍ର ସମ୍ବିଧାନ ଓ ପତାକା ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ଏନ୍ଏସ୍ସିଏନ୍-ଆଇଏମ୍ ପକ୍ଷରୁ ଏଥିପାଇଁ ଦାବି ହୋଇଆସୁଥିଲା। ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଶାନ୍ତି ପ୍ରକ୍ରିୟା ଅବିଳମ୍ବେ ଶେଷ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ନାଗା…
ମହାରାଷ୍ଟ୍ର, ହରିୟାଣାରେ ଭାଜପାର ବିଜୟ ନେଇ ଜନମତ ସର୍ଭେ: ପ୍ରଚାରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ
ନୂଆଦିଲ୍ଲୀ,୨୦ା୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ଲାଗି ସୋମବାର ଭୋଟଗ୍ରହଣ ହେବାକୁ ଯାଉଥିଲାବେଳେ ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ବିଭିନ୍ନ ଦଳର ତୁଙ୍ଗ ନେତାମାନେ ଜୋରଦାର ପ୍ରଚାର କରିଥିଲେ। ହରିୟାଣାରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ…
୪୪ ମିନିଟର ଭାଷଣରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି
ସିରସା,୧୯।୧୦: ହରିୟାଣା ବିଧାନସଭା ନିର୍ବାଚନର ଶେଷ ଦିନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଡ୍ଡା ଗ୍ରାଉଣ୍ଡରେ ଆୟୋଜିତ ‘ବିଜୟ ସଂକଳ୍ପ ରାଲି’ରେ ପାଖାପାଖି ୪୪ ମିନିଟ୍ ପର୍ଯ୍ୟନ୍ତ ଉଦ୍ବୋଧନ ଦେଇଥିଲେ। ଆଉ ତାଙ୍କର ଟାର୍ଗେଟରେ ଥିଲା ବିରୋଧୀ କଂଗ୍ରେସ। ସେ କଂଗ୍ରେସ…
ଯେଉଁଠି ମଦ ପିଇଲେ ସମ୍ପୂର୍ଣ୍ଣ ଗାଁକୁ ଦେବାକୁ ପଡିବ ମାଂସ ତରକାରି ସହ ୨ ହଜାର ଟଙ୍କା
ସାଧାରଣତଃ ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ସେମାନଙ୍କର ଭିନ୍ନ ନିୟମ ରହିଥାଏ। ଏହି ନିୟମ ଅନୁଯାୟୀ ନ ଚଳିଲେ ସେମାନଙ୍କୁ ବିଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ। ଏମିତି ଏକ ଆଦିବାସୀ ଅଞ୍ଚଳ ରହିଛି ଗୁଜରାଟ ବିନାଶକାଠ ଜିଲାର ଖାଟିସିତାରା ଗାଁ।…
Archives


