ରାଷ୍ଟ୍ରପତି ସଚିବଙ୍କ କାର୍ଯ୍ୟକାଳ ୩ ବର୍ଷ ବଢ଼ିଲା
ନୂଆଦିଲ୍ଲୀ,୨୫ା୭(ପି.ଟି.): ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଚିବ ସଞ୍ଜୟ କୋଠାରୀଙ୍କ କାର୍ଯ୍ୟକାଳ ୩ ବର୍ଷ ବୃଦ୍ଧି କରାଯାଇଛି। ଏନେଇ ସରକାର ବୁଧବାର ଅନୁମୋଦନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିଯୁକ୍ତି କମିଟି ୧୯୭୮ ବ୍ୟାଚ୍ର ହରିୟାଣା କ୍ୟାଡର୍ ଆଇଏଏସ୍ ଅଫିସର କୋଠାରୀଙ୍କ...
ଆତଙ୍କବାଦ ନିରୋଧୀ ବିଲ୍ ଲୋକ ସଭାରେ ଗୃହୀତ
ନୂଆଦିଲ୍ଲୀ,୨୫ା୭(ପି.ଟି.): ବିରୋଧୀ ଦଳ ସଦସ୍ୟମାନଙ୍କ ହୋହଲ୍ଲା ଓ କକ୍ଷତ୍ୟାଗ ମଧ୍ୟରେ ଆତଙ୍କବାଦ ନିରୋଧୀ (ସଂଶୋଧନ) ବିଲ୍ ବୁଧବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଏହି ବିଲ୍ ଆଇନରେ ପରିଣତ ହେଲେ ଆତଙ୍କବାଦ ସହ ସମ୍ପୃକ୍ତି ସନ୍ଦେହରେ ଯେକୌଣସି ବ୍ୟକ୍ତିଙ୍କୁ ଆତଙ୍କବାଦୀ...
ଆଣ୍ଠୁଆ ଗୋପାଳ କ୍ଷୀର ପିଇବା ନେଇ ଚର୍ଚ୍ଚା: ସୋସିଆଲ୍ ମିଡ଼ିଆରେ ଭାଇରାଲ
ଭୋପାଳ,୨୫।୭: ମଧ୍ୟପ୍ରଦେଶ ରତ୍ଲାମ୍ର ତାଲ୍ ଅଞ୍ଚଳରେ ଆଣ୍ଠୁଆ ଗୋପାଳ କ୍ଷୀର ପିଇବା ନେଇ ଚର୍ଚ୍ଚା ହେଉଛି। ଏହି ଘଟଣା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଖବର ପ୍ରଚାରିତ ହେବା ପରେ ଆଣ୍ଠୁଆ ଗୋପାଳ ଥିବା ପରିବାରଙ୍କ ଘରେ...
କ୍ଷମତାଚ୍ୟୁତ ହେବାପରେ କୁମାରସ୍ବାମୀ କହିଲେ, ଭବିଷ୍ୟତରେ ମଧ୍ୟ ରାଜନୈତିକ ଅସ୍ଥିରତା ଲାଗି ରହିବ
ବେଙ୍ଗାଲୁରୁ, ୨୪।୭: ଦୁଇ ସପ୍ତାହରେ ଧରି କର୍ନାଟକରେ ଚାଲିଥିବା ରାଜନୀତିକ ନାଟକରେ ଯବନିକା ପଡ଼ିଛି। ମଙ୍ଗଳବାର ଆସ୍ଥା ଭୋଟ ହାରିବା ପରେ କୁମାରସ୍ବାମୀ ସରକାର ଭାଜପା ପାଖରୁ ପରାଜୟ ବରଣ କରିଛି। କୁମାରସ୍ବାମୀ କ୍ଷମତାଚ୍ୟୁତ ହେବା ପରେ ପ୍ରଥମଥର ପାଇଁ...
ଗୋଟିଏ ଦିନରେ ବଜ୍ରପାତରେ ଗଲା ୩୨ ଜଣଙ୍କ ଜୀବନ
ପାଟନା, ୨୪।୭: ବିହାରରେ ଗୋଟିଏ ଦିନରେ ବଜ୍ରପାତରେ ୩୨ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୩୨ଜଣ ଆହତ ହୋଇଛନ୍ତି। ବଜ୍ରପାତରେ ଜାମୁଇରେ ୮, ଔରଙ୍ଗାବାଦରେ ୭, ବାଙ୍କାରେ ୫, ଭାଗଲପୁର ଏବଂ ରେହାତାସ୍ ୩ ଜଣ ଜିଲାରେ, ଗୟା, ମୁଙ୍ଗେର, କଟିଆର ଏବଂ...
ଭିଡ ହିଂସାକୁ ନେଇ ୪୯ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମୋଦିଙ୍କୁ ଚିଠି: ଉଠିଲା ବିବାଦ, ମଣିରତ୍ନମଙ୍କ ଦସ୍ତଖତ ଜାଲ୍
ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଭିଡ଼ ହିଂସାକୁ ନେଇ ଚଳଚ୍ଚିତ୍ର ଜଗତରେ ଉଦବେଗ ପ୍ରକାଶ ପାଇଛି। ଏହାକୁ ରୋକିବା ଲାଗି ୪୯ ଜଣ ପ୍ରତିଷ୍ଠିତ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି। ଏହି ଚିଠି ଦେବାର କିଛି...
ଟିକ୍ଟକ୍ରୁ ୬୦ ଲକ୍ଷ ଭିଡିଓ ହଟିଲା
ନୂଆଦିଲ୍ଲୀ, ୨୪।୭: ବିଶ୍ୱର ହଜାର ହଜାର ଯୁବପିଢ଼ିଙ୍କୁ ମାତ୍ର ୨୦ ସେକେଣ୍ଡରେ ନିଜକୁ ବ୍ୟକ୍ତ କରିବାର ଭିଡିଓ ଆପ ଟିକ୍ଟକ୍ ନିଶା ଘାରିଛି। ଏବେ ଭାରତରେ ୬୦ ଲକ୍ଷରୁ ଅଧିକ ଟିକ୍ଟକ୍ ଭିଡିଓ ହଟାଇ ଦିଆଯାଇଛି। ଭାରତର କଣ୍ଟେଣ୍ଟ୍ ଗାଇଡଲାଇନ୍...
କର୍ନାଟକରେ ଗଣତନ୍ତ୍ରର ପରାଜୟ ଘଟିଛି: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ, ୨୪।୭: କର୍ନାଟକ କ୍ଷମତା ଲୋଭିଙ୍କ ବିଜୟ ଏବଂ ଗଣତନ୍ତ୍ରର ପରାଜୟ ଘଟିଛି ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। କ୍ଷମତା ହାସଲ ପାଇଁ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ପ୍ରଥମ ଦିନରୁ ହିଁ ଟାର୍ଗେଟରେ ରହିଥିଲା। ମେଣ୍ଟ...
କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମନ୍ତବ୍ୟ: ଜୟଶଙ୍କରଙ୍କ ଉପସ୍ଥିତିରେ ହୋଇଥିଲା ମୋଦି-ଟ୍ରମ୍ପ ଆଲୋଚନା
ନୂଆଦିଲ୍ଲୀ, ୨୪।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟକୁ ନେଇ ବୁଧବାର ସଂସଦରେ ପ୍ରବଳ ହଙ୍ଗାମା ଜାରି ରହିଛି। କଂଗ୍ରେସ ପକ୍ଷରୁ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଯାଇ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି...
ଶାସ୍ତ୍ରୀ-ମୁଖାର୍ଜୀ -ଦିନ୍ଦୟାଲଙ୍କ ମୃତ୍ୟୁର ହେବନି ତଦନ୍ତ: ସରକାର
ନୂଆଦିଲ୍ଲୀ,୨୪।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀ, ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦିନ୍ଦୟାଲ୍ ଉପାଧ୍ୟାୟଙ୍କ ମୃତ୍ୟୁର ତଦନ୍ତ କରାଯିବ ନାହିଁ ବୋଲି ବୁଧବାର କେନ୍ଦ୍ର ସରକାର କହିଛନ୍ତି। ଏନେଇ କୌଣସି ଆୟୋଗ ଗଠନର ପ୍ରସ୍ତାବ ନ...
ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ ହରିଚନ୍ଦନ
ବିଜୟଓ୍ବାଡ଼ା,୨୪।୭: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ବୁଧବାର ବିଶ୍ୱଭୂଷଣ ହରିଚନ୍ଦନ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ହାଇକୋର୍ଟ କାର୍ଯ୍ୟନିର୍ବାହୀ ବିଚାରପତି ସି. ପ୍ରବୀନ୍ କୁମାର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜଭବନରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍....
ରାଜ୍ୟ ସଭାରେ କାନ୍ଦିଲେ ଏମ୍ପି: କହିଲେ, ମୋ ମୃତ୍ୟୁରେ ଶୋକ କରିବେ ନାହିଁ
ନୂଆଦିଲ୍ଲୀ, ୨୪।୭: ରାଜ୍ୟ ସଭାରେ ବୁଧବାର କିଛି ଏମ୍ପିଙ୍କ କାର୍ଯ୍ୟକାଳର ଶେଷ ଦିନ ଥିଲା। ଏହି ଅବସରରେ ଜଣେ ଏମ୍ପି ବିଦାୟୀ ଭାଷଣ ଦେଉଥିବାବେଳେ ଭାବୁକ ହୋଇପଡିଛନ୍ତି। ଏଆଇଡିଏମକେ ଏମ୍ପି ବାସୁଦେବନ ମୈତ୍ରୟନ୍ ନିଜ ଭାଷଣରେ କାନ୍ଦି ପକାଇ ସଦନର...
Archives


