ଜାତୀୟ

ଉତ୍ତର ପ୍ରଦେଶରେ ଏବେ ଔଷଧ ଦେବ ରୋବୋ

ଲକ୍ଷ୍ନୌ,୧୦।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏବେ ଉତ୍ତର ପ୍ରଦେଶରେ ହାଇଟେକ୍‌ କ୍ଲିନିକ୍‌ର ଯୋଜନା କରୁଥିବା ସୂଚନା ମିଳିଛି। ଗୋରଖପୁରର ଚିଫ୍‌ ମେଡିକାଲ ଅଫିସର ଡ. ଶ୍ରୀକାନ୍ତ ତିଓ୍ବାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ଆଗକୁ ଡାକ୍ତର ନୁହେଁ...

୧୬୫ ଯାତ୍ରୀଙ୍କୁ ନେଇ ଅଟକି ରହିଛି ଥର୍‌ ଏକ୍ସପ୍ରେସ୍‌

ଜୟପୁର,୧୦।୮: ଗତ ଶୁକ୍ରବାର ପାକିସ୍ତାନ ଥର୍‌ ଏକ୍ସପ୍ରେସ୍‌ ଚଳାଚଳକୁ ବନ୍ଦ କରିବା ପରେ ଏବେ ଏଥିରେ ୧୬୫ ଯାତ୍ରୀ ଅଟକି ରହିଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ୮୧ ଭାରତୀୟ ଓ ୮୪ ପାକିସ୍ତାନୀ। ଟ୍ରେନ୍‌ଟି ରାଜସ୍ଥାନର ମୁନାବାଓ...

ସଙ୍କଟରେ ଶାନ୍ତ ରୁହନ୍ତି ମୋଦି: ବିଅର ଗ୍ରିଲ୍ସ

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଡିସ୍‌କଭରି ଚ୍ୟାନେଲର ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ କାର୍ଯ୍ୟକ୍ରମରେ ନଜର ଆସିବେ। ଆସନ୍ତା ୧୨ ତାରିଖରେ ଏହା ପ୍ରସାରଣ ହେବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମର ଉପସ୍ଥାପକ ବିଅର ଗ୍ରିଲ୍ସ ମୋଦିଙ୍କୁ ନେଇ କିଛି...

ଧର୍ମାନ୍ତରଣ ରୋକିବା ପାଇଁ ମୋଦି ସରକାର ଆଣିବେ ଆଇନ: ସଂସଦର ଆସନ୍ତା ଅଧିବେଶନରେ ହୋଇପାରେ ଆଗତ

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସଂସଦର ଆସନ୍ତା ଅଧିବେଶନରେ ଧର୍ମାନ୍ତରଣ ରୋକିବା ପାଇଁ ଆଇନ ଆଣିବାର ସମ୍ଭାବନା ରହିଛି। କେରଳ ଏବଂ ଉତ୍ତର-ପୂର୍ବ ରାଜ୍ୟରେ ଏଭଳି କାର୍ଯ୍ୟ ଅଧିକ ହେଉଥିବାରୁ ସରକାର ଏନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବେ...

ପୁଣି ଥରେ ମିଗ୍‌-୨୧ ଯୁଦ୍ଧ ବିମାନ ଉଡାଇବେ ଅଭିନନ୍ଦନ

ନୂଆଦିଲ୍ଲୀ,୧୦।୮: ପାକିସ୍ତାନ ଏଫ୍‌-୧୬ ବିମାନକୁ ଧ୍ୱଂସ କରିଥିବା ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଏବେ ପୁଣି ଥରେ ମିଗ୍‌-୨୧ ଯୁଦ୍ଧ ବିମାନ ଉଡାଇବେ ବୋଲି ଗ୍ରୀନ୍‌ ସିଗନାଲ ମିଳିଯାଇଛି। ଏବେ ଆଇଏଏଫ୍‌ ବେଙ୍ଗାଲୁରୁର ଇନଷ୍ଟୁଚ୍ୟୁଟ ଅଫ୍‌ ଏରୋସ୍ପେସ୍‌...

କଶ୍ମୀରରୁ ବୋହୂ ଆଣିବାକୁ କହିଲେ ମନୋହର ଲାଲ୍‌ ଖଟ୍ଟର

ଚଣ୍ଡିଗଡ଼,୧୦।୮: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସ୍ଥାନୀୟ ଫତେହବାଦ୍‌ରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମରେ ସେ ଯୋଗଦେଇ ଏବେ କଶ୍ମୀରରୁ ବୋହୂ ଆଣିବା ସହଜ ହୋଇଥିବା କହିଛନ୍ତି। ପୂର୍ବରୁ ବିହାରରୁ ବୋହୂ...

ଲୋପ ପାଇବାକୁ ବସିଛି ଭାରତର ୧୯୭ ଭାଷା

ନୂଆଦିଲ୍ଲୀ,୧୦।୮: ଭାରତର ୧୯୭ ଭାଷା ଲୋପ ପାଇବାକୁ ବସିଛି। ସେଥିମଧ୍ୟରୁ ୧୦ଟି ବିଭିନ୍ନ ଭାଷା ସମ୍ପର୍କରେ ମାତ୍ର ଶହେ ଜଣେ ସୂଚନା ପ୍ରଦାନକାରୀ ରହିଛନ୍ତି। ଏସବୁ ଭାଷା ଆଉ ବ୍ୟବହାର କରାଯାଉନି। ଏନେଇ ୟୁନେକ୍ସୋ ଭାଷା ଆଟଲାସ୍‌ ପକ୍ଷରୁ ପ୍ରକାଶିତ...

ତିରୁମାଲ ମନ୍ଦିରକୁ ୧୪ କୋଟି ଟଙ୍କା ଦାନ କଲେ ୨ ପ୍ରବାସୀ ଭାରତୀୟ

ତିରୁମାଲା,୧୦।୮: ଆନ୍ଧ୍ରପ୍ରଦେଶରେ ଥିବା ଭଗବାନ ବାଲାଜିଙ୍କ ତିରୁମାଲା ମନ୍ଦିରକୁ ୨ ଜଣ ପ୍ରବାସୀ ଭାରତୀୟ ବ୍ୟବସାୟୀ ଶୁକ୍ରବାର ୧୪ କୋଟି ଟଙ୍କା ଦାନ କରିଛନ୍ତି। ତେଲଗୁ କ୍ୟାଲେଣ୍ଡରର ଶ୍ରାବଣ ମାସରେ ଏଠାରେ ଆୟୋଜିତ ହେଉଥିବା ବରଲକ୍ଷ୍ମୀ ପୂଜା ଅବସରରେ ଏମାନେ...

କଂଗ୍ରେସର ନୂଆ ମୁଖ୍ୟ ନିଷ୍ପତ୍ତି ଆଜି

ନୂଆଦିଲ୍ଲୀ, ୧୦ା୮: କଂଗ୍ରେସର ନୂଆ ଅଧ୍ୟକ୍ଷ ନିଯୁକ୍ତି ସମ୍ପର୍କରେ ଶନିବାର ବସିବାକୁ ଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ନିଷ୍ପତ୍ତି ନିଆଯିବ। ଗତ ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ମେ ମାସରେ ଅଧ୍ୟକ୍ଷ ପଦରୁ ରାହୁଲ...

୪ ରାଜ୍ୟରେ ଜଳ ତାଣ୍ଡବ

ଥିରୁଭାନନ୍ଥପୁରମ୍‌/ବେଙ୍ଗାଲୁରୁ/ ମୁମ୍ବାଇ/ଡେରାଡୁନ,୧୦ା୮(ପି.ଟି.): ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ର, କର୍ନାଟକ, ଗୁଜରାଟ ଓ କେରଳ ସମେତ ୭ଟି ରାଜ୍ୟରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। କେରଳରେ ବର୍ଷା ଓ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ୩ ଦିନରେ ୩୦ରେ ପହଞ୍ଚତ୍ଥିବାବେଳେ ୨୨...

ସ୍ବାଭାବିକ ହେଉଛି କଶ୍ମୀର ସ୍ଥିତି

ଶ୍ରୀନଗର/ନୂଆଦିଲ୍ଲୀ,୧୦ା୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଉତ୍ତେଜନା ଓ ହିଂସା ଏଡ଼ାଇବା ପାଇଁ ଜାରି ହୋଇଥିବା କଟକଣାକୁ ପ୍ରଶାସନ ପକ୍ଷରୁ ଧୀରେ ଧୀରେ ଉଠାଇ ଦିଆଯାଉଛି। ଏଥିଯୋଗୁ ଉପତ୍ୟକାରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି। ଶୁକ୍ରବାର କଡ଼ା ସୁରକ୍ଷା...

ବିଜୟ କୁମାର ହୋଇପାରନ୍ତି ଉପରାଜ୍ୟପାଳ

ନୂଆଦିଲ୍ଲୀ,୧୦ା୮: କେନ୍ଦ୍ର ସରକାର ଅବସରପ୍ରାପ୍ତ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ ବିଜୟ କୁମାରଙ୍କୁ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତ କରିପାରନ୍ତି। ୧୯୭୫ ବ୍ୟାଚ୍‌ ତାମିଲନାଡୁ କ୍ୟାଡର ଆଇପିଏସ୍‌ ଅଫିସର ବିଜୟ କୁମାର ସମ୍ପ୍ରତି ରାଜ୍ୟପାଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri