ଜାତୀୟ

ମମତାଙ୍କୁ ପୁଣି ଝଟକା: ଭାଜପାରେ ସାମିଲ୍‌ ହେଲେ ଆଉ ଜଣେ ଟିଏମସି ବିଧାୟକ

କୋଲକାତା, ୧୪।୮: ୨୦୧୯ ଲୋକ ସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ ଲାଗିଥିବା ଝଗଡା ଏପର୍ଯ୍ୟନ୍ତ ଶେଷ ହେବାର ନାଁ ଧରୁନି। ଟିଏମସିର ଅନେକ ବିଧାୟକ ଏବଂ ଏମ୍‌ପି ଦଳ ଛାଡି ଭାଜପାରେ...

ମାର୍କେଟରେ ମିଳୁଛି ମମତା-ମୋଦି ରାଖୀ

ନୂଆଦିଲ୍ଲୀ,୧୪।୮: ରାତି ପାହିଲେ ଦେଶରେ ଭାଇ ଭଉଣୀଙ୍କର ପବିତ୍ର ବନ୍ଧନର ପ୍ରତୀକ ଗହ୍ମାପୂର୍ଣ୍ଣିମା ପାଳନ କରାଯିବ। ଏନେଇ ଦୋକାନ ବଜାର ଚଳଚଞ୍ଚଳ ହୋଇଉଠିଛି। ସହରରେ ଚାରିଆଡେ ଦୋକାନଗୁଡ଼ିରେ ରାଖୀରେ ସଜେଇ ହୋଇଥିବା ବେଳେ ଏହାକୁ କିଣିବା ପାଇଁ ଲୋକମାନଙ୍କର ଭିଡ଼...

ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ କରିଥିବା ୫ ପାଇଲଟ୍‌ଙ୍କୁ ବାୟୁସେନା ମେଡାଲ୍‌

ନୂଆଦିଲ୍ଲୀ,୧୪।୮: ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ କରିଥିବା ୫ ପାଇଲଟ୍‌ଙ୍କୁ ବାୟୁସେନା ମେଡାଲ୍‌ ପ୍ରଦାନ କରାଯିବ। ତାଙ୍କର ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସେମାନଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ। ସେମାନେ ମିରାଜ୍‌-୨୦୦୦ ଯୁଦ୍ଧ ବିମାନର ପାଇଲଟ୍‌। ସେମାନଙ୍କ ମଧ୍ୟରେ ଓ୍ବିଙ୍ଗ୍‌ କମାଣ୍ଡର...

ସତ୍ୟପାଲ୍‌ଙ୍କ ନିମନ୍ତ୍ରଣର ଉତ୍ତର ଦେଲେ ରାହୁଲ: ପଚାରିଲେ କେବେ ଯାଇପାରିବି କଶ୍ମୀର ?

ନୂଆଦିଲ୍ଲୀ, ୧୪।୮: ଜମ୍ମୁ-କଶ୍ମୀର ଗସ୍ତରେ ଯିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ରାଜ୍ୟପାଳ ସତ୍ୟପାଲ୍‌ ମଲିକ୍‌ ନିମନ୍ତ୍ରଣ କରିଛନ୍ତି। ସତ୍ୟପାଲ୍‌ଙ୍କ ଟୁଇଟର ନିମନ୍ତ୍ରଣ ଉତ୍ତରରେ ରାହୁଲ ପଚାରିଛନ୍ତି ଯେ, ସେ କେବେ ସେଠାକୁ ଯାଇପାରିବେ। ଗସ୍ତ ଲାଗି କୌଣସି...

ଜମ୍ମୁ-କଶ୍ମୀର ଉପରେ ମିଥ୍ୟା ଭିଡ଼ିଓ ଭାଇରାଲ କରୁଛି ପାକିସ୍ତାନ

ଶ୍ରୀନଗର,୧୪।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଜମ୍ମୁ-କଶ୍ମୀର ଉପରେ ମିଥ୍ୟା ଭିଡ଼ିଓ ଭାଇରାଲ କରାଉଛି। ଏନେଇ ଜମ୍ମୁ-କଶ୍ମୀର ପୋଲିସ ଏଡିଜି ମୁନିର ଖାଁ ସୂଚନା ଦେଇଛନ୍ତି। ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଭିଡ଼ିଓ ୨୦୧୦...

ଝିଅଙ୍କ ବିବାହ ବୟସସୀମା ୧୮ ପରିବର୍ତ୍ତେ ୨୧ କରାଯାଉ,ସୁପ୍ରିମକୋର୍ଟ ଗଲେ ଭାଜପା ନେତା

ନୂଆଦିଲ୍ଲୀ, ୧୪।୮: ଝିଅଙ୍କ ବିବାହ ବୟସସୀମା ୧୮ ପରିବର୍ତ୍ତେ ୨୧ କରାଯାଉ ବୋଲି ଦାବି କରିଛନ୍ତି ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟ। ଏନେଇ ସେ ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରିଛନ୍ତି। ଭାରତରେ ପୁରୁଷଙ୍କ ବିବାହ ବୟସସୀମା ୨୧ ହୋଇଥିଲାବେଳେ...

ଗୀତ ଦେଲା ପରିଚୟ, ୧୦ ବର୍ଷ ପରେ ଏବେ ଝିଅଙ୍କୁ ଭେଟିଲେ ରାନୁ ମଣ୍ଡଳ

କୋଲକାତା, ୧୪।୮:ଭାଗ୍ୟ କେତେବେଳେ ଯେ କାହାକୁ କେଉଁଠି ଆଣି ଛିଡା କରାଇଦିଏ ତାହା କେହି କହିପାରିବେ ନାହିଁ। ସେମିତି ଜଣେ ଭିକ୍ଷା ବୃତ୍ତି କରୁଥିବ ରାନୁ ମଣ୍ଡଳ ରାତାରାତି ବନିଯାଇଛନ୍ତି ସେଲିବ୍ରିଟି। ଗତ କିଛି ଦିନ ହେବ ପଶ୍ଚିମବଙ୍ଗର ରାଣାଘାଟ...

କଶ୍ମୀର: ୨ ମିନିଟ୍‌ ଫୋନ୍‌ରେ କଥାହେବା ପାଇଁ ଡିସି ଅଫିସ୍‌ ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ଲୋକେ

ଶ୍ରୀନଗର,୧୪।୮: ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବାକୁ ସାମୟିକ ବନ୍ଦ କରାଯାଇଛି। ଏହା ଦ୍ୱାରା ସ୍ଥାନୀୟ ବାସିନ୍ଦା ହଇରାଣ ହେଉଛନ୍ତି। ତେବେ ଡିସି ଅଫିସ୍‌ ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ଫୋନ୍‌ ବ୍ୟବସ୍ଥା କରାଯାଇଛି। ...

ମନ୍ଦିର ବାବରଙ୍କ ନିର୍ଦ୍ଦେଶରେ ହୋଇଥିଲା ଭଙ୍ଗା: ପ୍ରମାଣ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪।୮: ରାମଜନ୍ମଭୂମି-ବାବରୀ ମସ୍‌ଜିଦ୍‌ ମାମଲାର ଶୁଣାଣି ସୁପ୍ରିମ୍‌କୋର୍ଟରେ ପ୍ରତିଦିନ ଜାରି ରହିଛି। ଏନେଇ ବୁଧବାର ରାମଲଲାଙ୍କ ଆଇଜନୀବୀ ସି.ଏସ୍‌. ବୈଦନାଥନ୍‌ ଐତିହାସିକ ଯୋଶେଫ୍‌ ଟାଇଫେନ୍ଥଲରଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଆଧାରରେ କହିଥିଲେ ଯେ, ରାମଙ୍କ ସ୍ମୃତିରେ ସରଜୁ ନଦୀ କୂଳରେ...

ଜମ୍ମୁରୁ ହଟିଲା ୧୪୪ ଧାରା: କଶ୍ମୀରରେ ରହିବ ଜାରି; ସୂଚନା ଦେଲେ ଏଡିଜି

ଶ୍ରୀନଗର,୧୪।୮: ଜମ୍ମୁରୁ ୧୪୪ ଧାରା ସହିତ ଅନ୍ୟ ପ୍ରତିବନ୍ଧକ ହଟାଇ ନିଆଯାଇଛି। ତେବେ କଶ୍ମୀରରେ ଏହା ପୂର୍ବବତ୍‌ ଜାରି ରହିବ। ସ୍ଥିିତିରେ ସୁଧାର ହେଲେ କିଛି ଦିନ ମଧ୍ୟରେ କଶ୍ମୀରରୁ ମଧ୍ୟ ସମସ୍ତ ପ୍ରତିବନ୍ଧକ ହଟାଇ ନିଆଯିବ ବୋଲି ଏଡିଜି...

ପାନୀୟ ଜଳସଙ୍କଟ: ୧୫୦ ଛାତ୍ରୀଙ୍କ କେଶ କଟାଇଲେ ପ୍ରିନ୍ସିପଲ୍‌

ମେଡକ, ୧୪।୮: ପାନୀୟ ଜଳସଙ୍କଟ ଯୋଗୁ ତେଲେଙ୍ଗାନାର ଏକ ସରକାରୀ ସ୍କୁଲରେ ୧୫୦ ଛାତ୍ରୀଙ୍କ କେଶ କଟା ଯାଇଛି। ଛାତ୍ରୀମାନେ ରହୁଥିବା ହଷ୍ଟେଲରେ ପିଇବା ପାଣିର ଘୋର ଅଭାବ ଦେଖାଦେଇଥିବାରୁ ପ୍ରିନ୍ସିପଲ୍‌ କେ.କରୁଣା ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଅଭିଯୋଗ...

ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ଡିସିପି

ଫରିଦାବାଦ୍‌,୧୪।୮: ହରିୟାଣାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଫରିଦାବାଦର ଡେପୁଟୀ କମିଶନର ଅଫ୍‌ ପୋଲିସ୍‌(ଡିସିପି) ବିକ୍ରମ କପୁର ବୁଧବାର ସକାଳୁ ନିଜ ବାସଭବନରେ ଗୁଳିମାରି ଆତ୍ମହତ୍ୟା କରିଛନ୍ତି। ସେ କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଜଣାପଡିନାହିଁ। ସୂନଚାଯୋଗ୍ୟ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri