କଂଗ୍ରେସରୁ ବାହାରିବେ କି ଶତ୍ରୁଘ୍ନ
ନୂଆଦିଲ୍ଲୀ,୧୮।୮: ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିବା ବଲିଉଡ୍ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଅଡୁଆ ଏବେ ବଢିଯାଇଛି। କାରଣ ଗତ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲାରେ ଯେଉଁ ଭାଷଣ ଦେଇଥିଲେ ଶତ୍ରୁଘ୍ନ ଏହାର...
ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍: ଦୌଡ଼ରେ ରାଓ୍ବତ ଆଗରେ; ଧନୋଓ୍ବା ୩ ସେନା ପ୍ରମୁଖଙ୍କ ମଧ୍ୟରେ ବରିଷ୍ଠ
ନୂଆଦିଲ୍ଲୀ,୧୮।୮: ଦେଶ ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ପଦବୀରେ କିଏ ବସିବ ସେ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଦୌଡ଼ରେ ସ୍ଥଳସେନା ପ୍ରମୁଖ ଜେନେରାଲ ବିପିନ୍ ରାଓ୍ବତ ଆଗରେ ରହିଛନ୍ତି। ତେବେ ଭାରତୀୟ ସ୍ଥଳସେନା, ବାୟୁସେନା...
ଅଗ୍ନିଶମ ବିଭାଗ ଏନ୍ଓସି ବିନା ଚାଲୁଥିଲା ଏମ୍ସ୍: ଅଗ୍ନିକାଣ୍ଡ ପରେ ଖୋଲିଲା ଗୁମର
ନୂଆଦିଲ୍ଲୀ, ୧୮।୮: ଭାରତର ବଡ଼ ସରକାରୀ ହସ୍ପିଟାଲ ଅଗ୍ନିଶମ ବିଭାଗ ଏନ୍ଓସି ବିନା ଚାଲୁଥିଲା। ଶନିବାର ଏହାର ପୁରାତନ ଟିଚିଂ ବ୍ଲକ୍ ଅଗ୍ନିକାଣ୍ଡ ଘଟିବା ପରେ ଏହାର ଗୁମର ଖୋଲିଛି। ନିୟମ ଅନୁସାରେ ପ୍ରତି ୩ ବର୍ଷରେ ଅଗ୍ନିଶମ ବିଭାଗଠାରୁ...
ବଟର ଫେଷ୍ଟିଭାଲ: ୧୩ହଜାର ଫୁଟ ଉଚ୍ଚରେ ଖେଳାଯାଏ କ୍ଷୀର-ଦହିରେ ହୋଲି
ଡେରାଡୁନ,୧୮।୮: ଉତ୍ତରାଖଣ୍ଡ ଏମିତି ଏକ ରାଜ୍ୟ ଯେଉଁଠି ଅନେକ ଉତ୍ସବକୁ ପ୍ରକୃତି ଓ ଦେବତାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥାଏ। ଆହୁରି ମଧ୍ୟ ଏଠାରେ ଋତୁ ଅନୁଯାୟୀ ଅନେକ ଉତ୍ସବ ପାଳନ କରାଯାଇଥାଏ। ପ୍ରକୃତିକୁ ସମର୍ପଣ କରାଯାଇଥିବା ସେମିତି ଏକ ଉତ୍ସବ...
ବୁଡି ଗଲାଣି ଅଧା ଭାରତ
ନୂଆଦିଲ୍ଲୀ,୧୮।୮: ଲଗାଣ ବର୍ଷାରେ ଦେଶର ଅଧିକାଂଶ ଭାଗରେ ବନ୍ୟା ସୃଷ୍ଟି ହୋଇଛି। ଅଧା ଭାରତ ବନ୍ୟାରେ ବୁଡି ଗଲାଣି କହିଲେ ଚଳେ। ଉତ୍ତରାଖଣ୍ଡରେ ଗଙ୍ଗୋତ୍ରୀ, ୟମୁନୋତ୍ରୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବଦ୍ରିନାଥ ହାଇଓ୍ବେକୁ ବନ୍ଦ କରି ଦିଆଯାଇଛି।...
ବାହାଦୂର ଶାହା ଜାଫରଙ୍କ ବଂଶଜ କହିଲେ ରାମ ମନ୍ଦିର ହେଲେ ପ୍ରଥମେ ଇଟା ସେମାନେ ରଖିବେ
ହାଇଦ୍ରାବାଦ,୧୮।୮: ମୋଗଲ ସମ୍ରାଟଙ୍କ ଶେଷ ଶାସକ ବାହାଦୂର ଶାହା ଜାଫରଙ୍କ ବଂଶଜ ହବିବୁଦ୍ଦିନ ତୁସି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ହବିବୁଦ୍ଦିନ କହିଛନ୍ତି ଯଦି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଏ ତେବେ...
କର୍ନାଟକ ଫୋନ୍ ଟ୍ୟାପିଂ ମାମଲା: ତଦନ୍ତ କରିବ ସିବିଆଇ; ସୂଚନା ଦେଲେ ୟେଦୁରପ୍ପା
ବେଙ୍ଗାଲୁରୁ,୧୮।୮: କର୍ନାଟକରେ ହୋଇଥିବା ଫୋନ୍ ଟ୍ୟାପିଂ ମାମଲାର ତଦନ୍ତ ସିବିଆଇ କରିବ ବୋଲି ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରପ୍ପା ରବିବାର ସୂଚନା ଦେଇଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ସମୟରେ ସେ ଏହା କହିଛନ୍ତି। ଏନେଇ ସୋମବାର ସେ ଚିଠି ଲେଖିବେ। ସମସ୍ତ...
ନିୟନ୍ତ୍ରଣ ରେଖାରେ ହାଇ ଆର୍ଲଟ: ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଷଡ଼ଯନ୍ତ୍ର ରଚିଛି ପାକିସ୍ତାନ
ଶ୍ରୀନଗର,୧୮।୮: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ହାଇ ଆର୍ଲଟ ଜାରି ହୋଇଛି। ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ ବାହାନାରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଉଦ୍ୟମ ଜାରି ରଖିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଆଇଏସ୍ଆଇର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର...
ପୁଣି ପାକିସ୍ତାନକୁ ଟାର୍ଗେଟ କଲେ ରାଜନାଥ
ପଞ୍ଚକୁଲା,୧୮।୮: ହରିୟାଣାର ପଞ୍ଚକୁଲାଠାରେ ରବିବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏକ ଜନସଭାକୁ ଉଦ୍ବୋଧନ ଦେବା ଅବସରରେ ପୁଣିଥରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଯେଉଁଭଳି ବ୍ୟବହାର କରୁଛି ତା’ର ଜବାବ ରଖିଛନ୍ତି...
ଗାଁର ପ୍ରତିଘରେ ଅଛନ୍ତି ଯବାନ: ଶିବାଜୀଙ୍କ ଶାସନ କାଳରୁ ସେନାରେ ଯୋଗଦେବା ରହିଛି ପରମ୍ପରା
ମୁମ୍ବାଇ,୧୮।୮: ମହାରାଷ୍ଟ୍ରର ସାତାରା ଜିଲାରେ ରହିଥିବା ଏକ ଗାଁରେ ପ୍ରତିଘରୁ କେହି ନା କେହି ଜଣେ ଭାରତୀୟ ସେନାରେ ଅଥବା ବିଏସ୍ଏଫ୍ରେ ଯୋଗଦେଇଛନ୍ତି। ଏହି ଗାଁ ହେଉଛି ମିଲିଟ୍ରି ଆପଶିଙ୍ଗେ। ଏହାର ନାମ ପୂର୍ବରୁ କେବଳ ଆପଶିଙ୍ଗେ ଥିଲା। ପ୍ରଥମ...
ମହାକାଳ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେବ ୩ଶହ କୋଟି
ଉଜ୍ଜୟିନୀ,୧୮।୮: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ପ୍ରସିଦ୍ଧ ମହାକାଳ ମନ୍ଦିରରେ ଭକ୍ତଙ୍କର ସୁବିଧା ଓ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ କମଳନାଥ ସରକାର ପ୍ରାୟ ୩ଶହ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡିଛି। ଅନ୍ୟପଟେ ମନ୍ଦିର ଟ୍ରଷ୍ଟକୁ ମଜଭୁତ କରିବାକୁ ସରକାର...
କେମିତି ସମୟ କାଟୁଛନ୍ତି ମୁଫତି, ଅବଦୁଲ୍ଲା
ଶ୍ରୀନଗର,୧୮।୮: ପାଖାପାଖି ୧୨ ଦିନ ହେବ ନଜରବନ୍ଦୀ ଅଛନ୍ତି ଜମ୍ମୁ-କଶ୍ମୀରର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ମେହେବୁବା ମୁଫତି। ହେଲେ ଏବେ ସେମାନେ କେମିତି ସମୟ କାଟୁଛନ୍ତି ତାହା ଜାଣିବା ପାଇଁ କେତେକଙ୍କର ଆଗ୍ରହ ଥିବ। ପ୍ରଥମେ...
Archives


