୨୦୨୧ରେ ହେବ ଡିଜିଟାଲ ଜନଗଣନା: ଶାହ
ନୂଆଦିଲ୍ଲୀ,୨୩।୯: ଆସନ୍ତା ୨୦୨୧ରେ ଦେଶରେ ଡିଜିଟାଲ ଜନଗଣନା କରାଯିବ। ଏଥିରେ ମୋବାଇଲ୍ ଆପ୍ ବ୍ୟବହୃତ ହେବ। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ଏହା ସହିତ ଏକ ବିଭିନ୍ନ କ୍ଷେତ୍ରରେ ବ୍ୟବହୃତ ହେଉଥିବା ବହୁବିଧ ପରିଚୟ ପତ୍ର ପ୍ରସ୍ତୁତି...
ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଅନୁଷ୍କା
ମୁମ୍ବାଇ: ଫର୍ଚ୍ୟୁନ ଇଣ୍ଡିଆ ୨୦୧୯ର ଶୀର୍ଷ ୫୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ସ୍ଥାନ ମିଳିଛି। ୩୯ ନମ୍ବର ସ୍ଥାନରେ ଥିବା ଅନୁଷ୍କା ଉକ୍ତ ତାଲିକାର ସର୍ବ କନିଷ୍ଠା ମହିଳା...
ଆସୁଛି ସାମୁଦ୍ରିକ ଝଡ଼ ‘ହିକ୍କା’ ୨୫ରେ ଉପକୂଳ ଛୁଇଁବା ସମ୍ଭାବନା
ନୂଆଦିଲ୍ଲୀ,୨୩।୯: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ହିକ୍କା’ ଆସନ୍ତା ୨୫ ତାରିଖ ସକାଳ ସୁଦ୍ଧା ଓମାନ ଉପକୂଳ ଛୁଇଁବ ବୋଲି ଅନୁମାନ କରିଛି ଜାତୀୟ ପାଣିପାଗ ବିଭାଗ। ସୋମବାର ଏହା ଆରବ ସାଗର ମଧ୍ୟରେ ସୃଷ୍ଟି ହାଇଥିବା...
ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ ଜାଣିଶୁଣି କରୁଛି ଅସ୍ତ୍ରବିରତି ଉଲ୍ଲଂଘନ: ସେନାଧ୍ୟକ୍ଷ ବିପିନ ରାଓ୍ବତ
ଚେନ୍ନାଇ,୨୩।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ସୃଷ୍ଟି କାର୍ଯ୍ୟ ଜାରି ରଖିଛି। ବାଲାକୋଟରେ ପୁଣି ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀଙ୍କ ସଦସ୍ୟଙ୍କୁ ଆଇଏସ୍ଆଇ ଇସାରାରେ ତାଲିମ୍ ଦିଆଯାଉଥିବା ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ବିପିନ୍ ରାଓ୍ବତ୍ ଚେନ୍ନାଇଠାରେ...
ଆତ୍ମହତ୍ୟା ଉଦ୍ୟମ ପାଇଁ ୧୮ଘଣ୍ଟା ଧରି ୧୦ମହଲା ଉପରେ ଛିଡା ହେଲେ ଟିକ୍ଟକ୍ ଷ୍ଟାର
ନୂଆଦିଲ୍ଲୀ,୨୩।୯: ଦିଲ୍ଲୀର ହରି ନଗର ଅଞ୍ଚଳରେ ରବିବାର ଜଣେ ବ୍ୟକ୍ତି ୧୦ମହଲା କୋଠାର ଛାତ ଉପରେ ଠିଆ ହେବା ସହ ଆତ୍ମହତ୍ୟା ଧମକ ଦେଉଥିବା ଦେଖିବାକୁ ମିଳିଛି। ହେଲେ ସୋମବାର ଏହି ଡ୍ରମାର ଅନ୍ତ ହୋଇଛି। ଆଉ ଆତ୍ମହତ୍ୟାର ଏକ...
ସୁପ୍ରିମ୍କୋର୍ଟର ୪ ବିଚାରପତି ନେଲେ ଶପଥ: ଆସନ୍ତା ମାସଠାରୁ ଜଣିକିଆ ଖଣ୍ଡପୀଠରେ ବିଚାର ହେବା ସମ୍ଭାବନା
ନୂଆଦିଲ୍ଲୀ, ୨୩।୯: ସୁପ୍ରିମ୍କୋର୍ଟର ୪ ନୂଆ ବିଚାରପତି ସୋମବାର ଶପଥ ନେଇଛନ୍ତି। ଏହାଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ବିଚାରପତି ହିମାଚଳପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଭି. ରାମସୁବ୍ରମଣ୍ୟନ୍, ପଞ୍ଜାବ ହରିୟାଣା ହାଇକୋର୍ଟ ମୁଖ୍ୟ ବିଚାରପତି...
ଅସୁସ୍ଥତା ପାଇଁ ଲକ୍ଷ୍ନୌ ଗଲେ ଚିନ୍ମୟାନନ୍ଦ
ଶାହାଜହାନପୁର,୨୩।୯: ଯୌନ ନିର୍ଯ୍ୟାତନା ମାମଲାରେ ଜେଲ୍ରେ ଥିବା ଭାଜପା ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ସରସ୍ବତୀଙ୍କ ସ୍ବାସ୍ଥ୍ୟ ବିଗିଡି ଯିବାରୁ ତାଙ୍କୁ ଲକ୍ଷ୍ନୌ ପଠାଯାଇଥିବା ଜଣାପଡିଛି। ସେଠାରେ ଥିବା କିଙ୍ଗ ଜର୍ଜ ମେଡିକାଲ କଲେଜରେ ତାଙ୍କୁ ଭର୍ତ୍ତି...
ଚାଲାଣ କାଟିବାରୁ ନିଜ ଗାଡି ପୋଡିଦେଲେ ଅଜଣା ବ୍ୟକ୍ତି
ଇନ୍ଦୋର,୨୩।୯: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଏବେ ପ୍ରାୟ ସବୁ ରାଜ୍ୟରେ ଗାଡି ଚାଳକଙ୍କଠାରୁ ମୋଟା ଅଙ୍କର ଚାଲାଣ କଟାଯାଉଥିବା ଖବର ପ୍ରତିଦିନ ଆସୁଛି। ଏହାକୁ ନେଇ କିଛି ଅଜବ ଖବର ମଧ୍ୟ ଶୁଣିବାକୁ ମିଳୁଛି। ହେଲେ ରବିବାର...
ଭୋଟଗ୍ରହଣ କେନ୍ଦ୍ରରେ ଭୋଟିଂ ଅଧିକାରୀଙ୍କ ମୃତ୍ୟୁ
ରାୟପୁର,୨୩।୯: ଛତିଶଗଡ଼ ଦନ୍ତଓ୍ବାଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାଠାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜାରି ରହିବ। ସ୍ଥାନୀୟ କଟେକଲ୍ୟାଣ ଅଞ୍ଚଳର ଚିକପାଲ ଭୋଟଗ୍ରହଣ କେନ୍ଦ୍ରରେ ନିଯୁକ୍ତ ଭୋଟିଂ ଅଧିକାରୀ ସି....
ଅହମ୍ମଦାବାଦରୁ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଗିରଫ
ଗାନ୍ଧୀନଗର,୨୩।୯: ଗୁଜରାଟ ପୋଲିସଙ୍କୁ ସୋମବାର ଏକ ବଡ଼ ସଫଳତା ମିଳିଛି। ଗୁଜରାଟର ଏଟିଏସ୍ ଓ ଅହମ୍ମଦାବାଦର କ୍ରାଇମ୍ ବ୍ରାଞ୍ଚ ଟିମ୍ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦଦୀ ଅବଦ୍ଦୁଲ ବହାବ ଶେଖଙ୍କୁ ଗିରଫ କରିଛି। ସେ ଜେଦ୍ଦାହରୁ ଅହମ୍ମଦାବାଦକୁ ଫେରୁଥିବା ବେଳେ ତାଙ୍କୁ...
୩ହଜାର ପୃଷ୍ଠାର ରାମଚରିତ ମାନସ ଲେଖିଲେ ଶରଦ
ଜୟିପୁର,୨୩।୯: ରାଜସ୍ଥାନ ଜୟିପୁରର ଜଣେ ବ୍ୟକ୍ତି ଶରଦ ମାଥୁର ୩ ହଜାର ପୃଷ୍ଠାର ରାମଚରିତ ମାନସ ଲେଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶରଦ ଜଣେ କଳାକାର ହୋଇଥିବା ବେଳେ ସେ ଲେଖିଥିବା ରାମ ଚରିତ ମାନସର ଓଜର ପ୍ରାୟ...
ଭୋଟ ଗ୍ରହଣ କେନ୍ଦ୍ରର ୨ଶହ ମିଟର ଦୂରରୁ ମିଳିଲା ଆଇଇଡ଼ି
ରାୟପୁର,୨୩।୯: ଛତିଶଗଡ଼ ଦନ୍ତଓ୍ବାଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ସୋମବାର ସକାଳୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ସ୍ଥାନୀୟ କଟେକଲ୍ୟାଣ ଅଞ୍ଚଳର ପରଚେଲି ଭୋଟଗ୍ରହଣ କେନ୍ଦ୍ରଠାରୁ ୨ ଶହ ମିଟର ଦୂରରୁ ସୁରକ୍ଷା କର୍ମୀ ଏକ ଆଇଇଡ଼ି ଜବତ କରିଛନ୍ତି। ମତଦାନକୁ...
Archives


