ଜାତୀୟ

କଟେକଲ୍ୟାଣରେ ଡିଆର୍‌ଜି ଯବାନ-ମାଓବାଦୀ ମୁହାଁମୁହିଁ

ରାୟପୁର,୮।୧୦: ଛତିଶଗଡ଼ କଟେକଲ୍ୟାଣରେ ଡିଆର୍‌ଜି ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। ଏହି ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ...

ଭାରତ ସୀମାରେ ପ୍ରବେଶ କଲା ପାକିସ୍ତାନ ଡ୍ରୋନ୍‌

ଫିରୋଜପୁର,୮।୧୦: ପଞ୍ଜାବ ଫିରୋଜପୁରରେ ଥିବା ହୁସୈନିଓ୍ବାଲ ସୀମାନେ ପାକିସ୍ତାନର ଏହ ଡ୍ରୋନ୍‌ ମଙ୍ଗଳବାର ପ୍ରବେଶ କରିଥିବା ଜଣାପଡିଛି। ସାରା ଦେଶ ଦଶହରା ଉତ୍ସବରେ ବୁଡି ରହିଥିବା ବେଳେ ସୁଗୋଯ ଦେଖି ପାକିସ୍ତାନ ଭାରତ ମଧ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା...

ଯାହା ପାଖକୁ ଯାଇଛି ତାକୁ ସର୍ବସ୍ବାନ୍ତ କରିଛି କୋହୀନୂର…

କୋହୀନୂର ହୀରା। ନୀଳ ରଙ୍ଗର ଏହି ହୀରା ସଭିଙ୍କୁ ଆକର୍ଷିତ କରିଥାଏ । ଉର୍ଦ୍ଦୁ ଭାଷାରେ ଏହାର ଅର୍ଥ ଔଜ୍ଜଲ୍ୟର ପାହାଡ଼। ତେବେ ଏହା ଯାହା ପାଖକୁ ଯାଇଛି ତାକୁ ସର୍ବସ୍ବାନ୍ତ କରିଛି । ଇତିହାସରେ କୋହୀନୂରକୁ ନେଇ ଅନେକ...

ମନେପଡେ ରାବଣ ପୋଡିରେ ରେଳ ଦୁର୍ଘଟଣା

ଅମୃତସର,୮।୧୦: ଅକ୍ଟୋବର ୧୯, ୨୦୧୮। ପଞ୍ଜାବର ଅମୃତସରରେ ରେଲ ଧାରଣା ଉପରେ ଠିଆ ହୋଇ ରାବଣ ପୋଡିର ମଜା ନେଉଥିଲେ ପିଲାଠାରୁ ବୟସ୍କ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ଲୋକ। ହେଲେ ସମସ୍ତଙ୍କ ଅନ୍ୟମନସ୍କତା ନିମିଷକରେ ନେଇଗଲା ପ୍ରାୟ ୫୯ ଲୋକଙ୍କ...

ଆରମ୍ଭ ହେଲା ସିନ୍ଦୁର ଖେଳ

କୋଲକତା,୫।୧୦: ବିଜୟା ଦଶମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ସିନ୍ଦୁର ଖେଳ। ଏଥିରେ ବିବାହିତ ମହିଳାମାନେ ମା’ ଦୁର୍ଗାଙ୍କୁ ସିନ୍ଦୁର ଲଗାଇବା ପରେ ସେହି ସିନ୍ଦୁରକୁ ଅନ୍ୟ ମହିଳାଙ୍କ ମଥାରେ ଲଗାଇ ସିନ୍ଦୁର ଖେଳି ଥାଆନ୍ତି। ଏହି...

ଦୀପାବଳିରେ ହେବନାହିଁ ବିଜୁଳି କାଟ: ଆଦିତ୍ୟନାଥ

ଲକ୍ଷ୍ନୌ,୮।୧୦: ଆସନ୍ତା ଦୀପାବଳିରେ ଉତ୍ତର ପ୍ରଦେଶରେ ବିଜୁଳି କାଟ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍‌ ୨୪ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି ଯୋଗାଇ ଦିଆଯିବ। ଉତ୍ତର ପ୍ରଦେଶ ପାଓ୍ବାର କର୍ପୋରେଶନ ପକ୍ଷରୁ ଅତିରିକ୍ତ...

ବାୟୁସେନା ଦିବସ: ନ୍ୟାଶନାଲ ଓ୍ବାର ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଦେଲେ ୩ ସେନାମୁଖ୍ୟ

ନୂଆଦିଲ୍ଲୀ,୮।୧୦: ବାୟୁସେନା ଦିବସ ଅବସରରେ ମଙ୍ଗଳବାର ସେନାମୁଖ୍ୟ ଜେନରାଲ ବିପିନ ରାଓ୍ବତ, ବାୟୁସେନା ମୁଖ୍ୟ ଆର୍‌କେଏସ୍‌ ଭଦୌରିଆ ଓ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ନ୍ୟାଶନାଲ ଓ୍ବାର ମେମୋରିଆଲରେ ପୁଷ୍ପଗୁଚ୍ଛ ଦେଇ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ୮୭...

ରୋହତାଙ୍ଗ୍‌ରେ ବରଫପାତ: ଅଟକି ରହିଲା ୧୫୦ ଗାଡ଼ି; ୨ଶହ ଲୋକ ଉଦ୍ଧାର

କୁଲ୍ଲୁ/ମନାଲି,୮।୧୦: ରୋହତାଙ୍ଗ୍‌ରେ ପ୍ରବଳ ବରଫପାତ ଜାରି ରହିଛି। ରାସ୍ତାରେ ଅଧଫୁଟ ବରଫ ଜମି ରହିବାରୁ ଯାନାବାହନ ଯାତାୟାତ କରିବା ସମ୍ଭବ ହୋଇ ପାରୁନାହିଁ। ସୋମବାର ରାତିରେ ହୋଇଥିବା ବରଫପାତ ଯୋଗୁ କୁଲ୍ଲୁ ଏବଂ ଲାହୌଲ ସ୍ପିତିକୁ ସଂଯୋଗ କରୁଥିବା ରୋହତାଙ୍ଗ୍‌...

ମଧ୍ୟାହ୍ନ ଭୋଜନ ସହ ଯୋଡିହେବ ସକାଳ ଜଳଖିଆ: ଏବେ ପ୍ରଶ୍ନ ପାଠପଢା ହେବ କେତେବେଳେ

ନୂଆଦିଲ୍ଲୀ,୮।୧୦: ସବୁ ପିଲାଙ୍କୁ ଶିକ୍ଷା ସହ ଯୋଡିବାକୁ ଆରମ୍ଭ ହୋଇଥିଲା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ। ଏବେ ଏଥିରେ ସକାଳର ଜଳଖିଆ ସାମିଲ ହେବ ବୋଲି ଜଣାପଡିଛି। ତେବେ ଏହାକୁ ନେଇ କିଛି ରାଜ୍ୟ ପ୍ରଶ୍ନ ଉଠାଇଛନ୍ତି। ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ,...

ପଦୋନ୍ନତି ପରୀକ୍ଷାରେ ଫେଲ୍‌ ହେଲେ ୧୧୯ ବିଚାରପତି

ଅହମ୍ମଦାବାଦ୍‌,୮।୧୦: ଗୁଜରାଟରେ ଏକ ପଦୋନ୍ନତି ପରୀକ୍ଷାରେ ୧୧୯ ଜଣ ବିଚାରପତି ଫେଲ୍‌ ହୋଇଛନ୍ତି। ଜିଲା କୋର୍ଟରେ ୪୦ ବିଚାରପତି ନିଯୁକ୍ତି ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷା ଦେଇଥିବା ହଜାରେ ୩ ଶହ ୭୨ ଆଇନଜୀବୀ ମଧ୍ୟ...

ଆର୍‌ଏସ୍‌ଏସ୍‌ର ‘ପଥ ସଞ୍ଚାଳନ ମାର୍ଚ୍ଚ’ରେ ଯୋଗଦେଲେ ଭାଗବତ

ନାଗପୁର,୮।୧୦: ମହାରାଷ୍ଟ୍ର ନାଗପୁରରେ ମଙ୍ଗଳବାର ଦଶହରା ଅବସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ପକ୍ଷରୁ ଆୟୋଜିତ ‘ପଥ ସଞ୍ଚାଳନ ମାର୍ଚ୍ଚ’ରେ ସଂଘ ମୁଖ୍ୟ ମୋହନ ଭାଗବତ ଯୋଗ ଦେଇଥିବା ସୂଚନା ମିଳିଛି। ସେଠାରେ ସେ ଶସ୍ତ୍ର ପୂଜା କରିବା ପରେ...

ଏଥର କଶ୍ମୀର ଗସ୍ତ କରିପାରିବେ ପର୍ଯ୍ୟଟକ

ନୂଆଦିଲ୍ଲୀ,୮।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ପରେ ଉତ୍ତେଜନା ପରିସ୍ଥିତିକୁ ଲକ୍ଷ୍ୟ କରି ସେଠାରେ ବିଭିନ୍ନ ପ୍ରତିବନ୍ଧକ ଲଗାଯାଇଥିଲା। ସେଠାକୁ ପର୍ଯ୍ୟଟକମାନଙ୍କୁ ଯିବାକୁ ମଧ୍ୟ ବାରଣ କରାଯାଇଥିଲା। ତେବେ ସ୍ଥିତିରେ ସୁଧାର ଆସିବାରୁ ଏବେ ପର୍ଯ୍ୟଟକମାନେ ଗସ୍ତ କରିପାରିବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri