ଜାତୀୟ

ରାସ୍ତା ଉପରେ ଶୋଇଥିବା ଶ୍ରଦ୍ଧାଳୁଙ୍କ ଉପରେ ଚଢ଼ିଗଲା ବସ୍‌: ୭ମୃତ

ବୁଲନ୍ଦସହର,୧୧।୧୦: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭ ଜଣଙ୍କ ମତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ମହିଳା ଓ ୩ ଶିଶୁ ଅଛନ୍ତି। ସୂଚନାଯୋଗ୍ୟ, ସମସ୍ତ ଶ୍ରଦ୍ଧାଳୁ ବୈଷ୍ଣୋଦେବୀ ଦର୍ଶନ କରି...

ପୂଜା ପଦ୍ଧତି ଉପରେ ପ୍ରଶ୍ନ ଉଠାଇବା ଠିକ୍‌ ନୁହେଁ: ରାଜନାଥ ସିଂ

ନୂଆଦିଲ୍ଲୀ,୧୧।୧୦: ରାଫାଲ ବିମାନ ଗ୍ରହଣ କରିବା ବେଳେ ‘ଶସ୍ତ୍ର ପୂଜା’କୁ ନେଇ ସମାଲୋଚକଙ୍କୁ ଜବାବ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଫ୍ରାନ୍ସରୁ ସ୍ବଦେଶ ଫେରି ରାଜନାଥ କହିଛନ୍ତି, ପୂଜା ପଦ୍ଧତି ଉପରେ ପ୍ରଶ୍ନବାଚୀ ଉଠାଇବା ଠିକ ନୁହଁ। ଏହା...

ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍ସ:ଆଖିବୁଜିଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ

ଅହମଦାବାଦ: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ମାଉସୀ ପୁଅ ଭାଇ ଅନିଲଭାଇ ସାଙ୍ଗଭିଙ୍କ ରାଜକୋଟରେ ପରଲୋକ ହୋଇଯାଇଛି। ଏଥିଲାଗି ୧୦୮ ଆମ୍ବୁଲାନ୍ସ ଆସିବାରେ ହୋଇଥିବା ଅହେତୁକ ବିଳମ୍ବକୁ ଦୋଷ ଦିଆଯାଇଛି। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ...

ଅର୍ଦ୍ଧସାମରିକ ବାହିନୀ ମୁତୟନ:ଅଧିକ ପୈଠ କରିବେ ରାଜ୍ୟ

ନୂଆଦିଲ୍ଲୀ,୧୧-୧୦:(ଆଇଏଏନ୍‌ଏସ୍‌):ଅର୍ଦ୍ଧସାମରିକ ବାହିନୀ ମୁତୟନ ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ୧୦ ପ୍ରତିଶତ ଅଧିକ ଦେୟ ପୈଠ କରିବେ। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍‌) ଓ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ବାହିନୀ (ଆର୍‌ଏଏଫ୍‌)ର ସେବା ପାଇବାକୁ ହେଲେ ୨୦୨୪...

ନଡ୍ଡାଙ୍କୁ ଜେଡ୍‌ ସୁରକ୍ଷା

ନୂଆଦିଲ୍ଲୀ,୧୧-୧୦(ପି.ଟି.): ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଜେଡ୍‌ ସୁରକ୍ଷା ଯୋଗାଇ ଦିଆଯାଇଛି। ତାଙ୍କୁ ଏଣିକି କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ୩୫ ଜଣ କମାଣ୍ଡୋ ଦିନରାତି ସୁରକ୍ଷା ଯୋଗାଇଦେବେ। ନଡ୍ଡାଙ୍କ ଜୀବନ ପ୍ରତି ବିପଦ ବଢ଼ୁଥିବାରୁ ଏହାକୁ...

କେନ୍ଦ୍ରକୁ କଂଗ୍ରେସର ପ୍ରଶ୍ନ:ଜିନ୍‌ଜିଆଙ୍ଗ୍‌କୁ ନେଇ ନୀରବ କାହିଁକି

ନୂଆଦିଲ୍ଲୀ,୧୧-୧୦:: କଶ୍ମୀରକୁ ନେଇ ଚାଇନା ବାରମ୍ବାର ମୁଣ୍ଡ ଖେଳାଉଥିବାବେଳେ ଜିନ୍‌ଜିଆଙ୍ଗ୍‌, ହଂକଂ ଓ ତିବ୍ବତ ପ୍ରସଙ୍ଗରେ ଭାରତ କାହିଁକି ନୀରବ ରହୁଛି ବୋଲି ଗୁରୁବାର କଂଗ୍ରେସ ପ୍ରଶ୍ନ କରିଛି। ଏହାସହ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଚାଇନାର ହସ୍ତକ୍ଷେପ ରୋକିବାରେ ନରେନ୍ଦ୍ର...

ଆଜି ଆସୁଛନ୍ତି ଚାଇନା ରାଷ୍ଟ୍ରପତି

ମାମଲାପୁରମ୍‌,୧୧-୧୦:(ପି.ଟି.):ଚାଇନା ରାଷ୍ଟ୍ରପତି ଜି. ଜିନ୍‌ପିଙ୍ଗ୍‌ ଶୁକ୍ରବାରଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଥିବାବେଳେ ଏଥିପାଇଁ ତାମିଲନାଡୁର ପୁରାତନ ଐତିହ୍ୟ ଉପକୂଳ ସହର ମାମଲାପୁରମ୍‌ରେ ବ୍ୟାପକ ପ୍ରସ୍ତୁତି ସାଙ୍ଗକୁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜିନ୍‌ପିଙ୍ଗଙ୍କର...

ପ୍ଲାଷ୍ଟିକ୍‌ ଖାଦକ ବ୍ୟାକ୍ଟେରିଆ ଆବିଷ୍କୃତ

ନୂଆଦିଲ୍ଲୀ,୧୧-୧୦(ପି.ଟି.):ଭାରତୀୟ ବୈଜ୍ଞାନିକମାନେ ଗ୍ରେଟର ନଏଡାର ଆର୍ଦ୍ରଭୂମିରୁ ପ୍ଲାଷ୍ଟିକ୍‌ ଖାଦକ ବ୍ୟାକ୍ଟେରିଆର ସନ୍ଧାନ ପାଇଛନ୍ତି। ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବେ ସାରା ବିଶ୍ୱ ପାଇଁ ସମସ୍ୟା ସୃଷ୍ଟି କରିଥିବାବେଳେ ଏହାକୁ ନଷ୍ଟ କରିବା ଦିଗରେ ଭାରତୀୟ ବୈଜ୍ଞାନିକମାନଙ୍କ ଏହି ଆବିଷ୍କାର ସହାୟକ ହୋଇପାରିବ।...

କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଆୟକର ଚଢାଉ

ବେଙ୍ଗାଲୁରୁ,୧୦।୧୦: କଂଗ୍ରେସର ବରିଷ୍ଠ ନେତା ତଥା କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱରଙ୍କ ବାସଭବନରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପରମେଶରଙ୍କ ମାଲିକାନାରେ ଏକ ଟ୍ରଷ୍ଟ ଦ୍ବାରା ପରିଚାଳିତ ମେଡିକାଲ କଲେଜରେ ଅନିୟମିତତା ହୋଇଥିବା ସାମ୍ନାକୁ ଆସିବା...

ଗୋଟିଏ ଦିନ ପରେ ପୂରଣ ହୋଇପାରେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦ

ନୂଆଦିଲ୍ଲୀ,୧୦।୧୦: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଆସନ୍ତା ବର୍ଷ ଫେବୃୟାରୀରେ ଏହି ନିର୍ବାଚନ ହେବ ବୋଲି ଅନୁମାନ କରାଯାଉଛି। ଏହି ସମୟରେ ଦିଲ୍ଲୀର କଂଗ୍ରେସ ଅଧ୍ୟକ୍ଷ ପଦ ଖାଲି ପଡିଥିବା ବେଳେ ଶୁକ୍ରବାର ସୁଦ୍ଧା ଏହାକୁ ପୂରଣ କରାଯିବ...

ରାଫାଲ ବିମାନ କ’ଣ ନୂଆ ଟ୍ରକ୍‌ ଯେ ତାକୁ ପୂଜା କରାଗଲା: ଶରଦ ପାଓ୍ବାର

ନୂଆଦିଲ୍ଲୀ,୧୦।୧୦: ଗୋଟିଏ ଦିନ ପୂର୍ବରୁ ପ୍ରତିରକ୍ଷାମନ୍ତ୍ରୀ ପ୍ୟାରିସ ଯାଇ ଯୁଦ୍ଧ ବିମାନ ରାଫାଲକୁ ଗ୍ରହଣ କରିବା ପୂର୍ବରୁ ଏହାକୁ ପୂଜା କରିଥିଲେ। ଆଉ ଏହାପରେ ପରେ ଏହି ପୂଜାକୁ ନେଇ ବିରୋଧୀ ଏବେ ଶାସକ ଭାଜପାକୁ ସମାଲୋଚନା କରି ଚାଲିଛନ୍ତି।...

ପିଓକେରେ ଆତଙ୍କବାଦୀଙ୍କ ରାଲି କରିବାକୁ ପ୍ରସ୍ତୁତ ହେଉଛି ହାଫିଜ

ନୂଆଦିଲ୍ଲୀ,୧୦।୧୦: ଆତଙ୍କବାଦୀ ସଙ୍ଗଠନ ଜମାତ-ଉଦ୍‌-ଦାଓ୍ବାର ମୁଖ୍ୟ ହାଫିଜ ସୟିଦ ଆସନ୍ତା ୧୪ ତାରିଖରେ ପିଓକେରେ ଆତଙ୍କବାଦୀଙ୍କ ରାଲି କରିବାକୁ ପ୍ରସ୍ତୁତ ହେଉଥିବା ଖବର ମିଳିଛି। ଏହି ରାଲିକୁ ହାଫିଜ ନିଜେ ସମ୍ବୋଧନ କରିବେ। ମୁଜାଫରାବାଦରେ ଏହା ଅନୁଷ୍ଠିତ ହେବାକୁ ଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri