ଜାତୀୟ

ରୋଡ ଶୋ’ ସମୟରେ କେଜରିଓ୍ବାଲଙ୍କୁ ବିରୋଧ

ନୂଆଦିଲ୍ଲୀ, ୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଆଗକୁ ଥିବା ବେଳେ ଏହାକୁ ଆଖି ଆଗରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରଚାର ମଇଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

୨୫ ଦିନିଆ ଭିଜାରେ ପାକିସ୍ତାନରୁ ଭାରତ ଆସିଲେ ୫୦ ହିନ୍ଦୁ ପରିବାର

ପଞ୍ଜାବ,୩।୨: ଓ୍ବାଘା-ଅଟାରି ସୀମା ଦେଇ ସୋମବାର ୫୦ ହିନ୍ଦୁ ପରିବାର ପାକିସ୍ତାନରୁ ଆସି ଭାରତରେ ପହଞ୍ଚିଛନ୍ତି। ଏମାନେ ୨୫ ଦିନିଆ ଭିଜାରେ ଭାରତ ଗସ୍ତ କରିଛନ୍ତି। ଏହି ପାକିସ୍ତାନୀ ହିନ୍ଦୁମାନେ ହରିଦ୍ୱାରରେ ବୁଡ ପକାଇବାକୁ ଆସିଛନ୍ତି। ଲକ୍ଷ୍ମଣ ଦାସ ନାମକ ଜଣେ…

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ପାଇଲଟ ସୁରକ୍ଷିତ

ଜମ୍ମୁ,୩।୨: ଜମ୍ମୁ-କଶ୍ମୀରରେ ସୋମବାର ସକାଳ ପ୍ରାୟ ୧୧ଟା ୧୫ରେ ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୨ ପାଇଲଟ ସୁରକ୍ଷିତ ବାହାରି ଆସିଥିବା ସୂଚନା ମିଳିଛି। ଏହା ଜମ୍ମୁ-କଶ୍ମୀରର ରିଆସି ଜିଲାରେ ହୋଇଥିବା ସୂଚନା ମିଳିଛି। ହେଲେ…

୫ମାସ ପରେ ଭାଜପା ନେତା ଚିନ୍ମୟାନନ୍ଦଙ୍କୁ ମିଳିଲା ଜାମିନ

ପ୍ରୟାଗରାଜ,୩।୨: ଉତ୍ତରପ୍ରଦେଶ ଶାହଜହାଁପୁରର ଲ’ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଜାମିନ ମିଳିଛି। ସୋମବାର ଆହ୍ଲାବାଦ ହାଇକୋର୍ଟ ତାଙ୍କର ଜାମିନ ଆବେଦନର ଶୁଣାଣି କରିଥିଲେ। ଏହି ଶୁଣାଣିରେ କୋର୍ଟ…

କ୍ଷମା ମାଗିବା ପାଇଁ ଅନନ୍ତ ହେଗଡ଼େଙ୍କ ଉପରେ ଭାଜପା ପକାଇଲା ଚାପ

ନୂଆଦିଲ୍ଲୀ,୩।୨: ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଭାଜପା ଏମ୍‌ପି ଅନନ୍ତ ହେଗଡ଼େଙ୍କୁ କ୍ଷମା ମାଗିବା ପାଇଁ ଦଳ ପକ୍ଷରୁ ଚାପ ପକାଯାଇଛି। ଅନନ୍ତ ମହାତ୍ମାଙ୍କ ନେତୃତ୍ୱରେ ହୋଇଥିବା ସ୍ବତନ୍ତ୍ରତା ଆନ୍ଦୋଳନକୁ ଏକ ନାଟକ ବୋଲି କହିଥିଲେ। ଏହାକୁ ନେଇ…

୬୫ତମ ଫିଲ୍ମ ଫେୟାର ଆଓ୍ବାର୍ଡ: ଓ୍ବାର, ଉରି ସମେତ ଏହି ଫିଲ୍ମ ମାରିଲେ ବାଜି

ମୁମ୍ବାଇ: ୬୫ତମ ଆମାଜନ ଫିଲ୍ମଫେୟାର ଆଓ୍ବାର୍ଡ ୨୦୨୦ ଚଳିତ ଥର ଆସାମରେ ଫେବୃୟାରୀ ୧୫ରେ ଅନୁଷ୍ଠିତ ହେବ। ତେବେ ଏହି ଆଓ୍ବାର୍ଡ ସେରିମନି ପୂର୍ବରୁ ନୋମିନେଶନ୍‌ ଲିଷ୍ଟ ଜାରି କରାଯାଇଛି। ଚଳିତ ଥର ମୁଖ୍ୟ ଆଓ୍ବାର୍ଡ ନୋମିନେଶନରେ ୧୯ କାଟାଗୋରିକୁ ସାମିଲ…

ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ସହିତ ସମ୍ପର୍କ: ପୂର୍ବତନ ବିଧାୟକଙ୍କୁ ଜେରା କରିବ ଏନ୍‌ଆଇଏ

ଶ୍ରୀନଗର,୩।୨: ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ସହିତ ସମ୍ପର୍କ ଅଭିଯୋଗରେ ଜମ୍ମୁ-କଶ୍ମୀରର ପୂର୍ବତନ ବିଧାୟକ ଶେଖ୍‌ ଅବଦୁଲ୍‌ ରଶିଦ୍‌ଙ୍କୁ ଏନ୍‌ଆଇଏ ଜେରା କରିବ। ହିଜ୍‌ବୁଲ୍‌ କମାଣ୍ଡର ସୟଦ୍‌ ନଓ୍ବିଦ୍‌ ମୁସ୍ତାକ୍‌ ଅହମ୍ମଦ୍‌ ଓରଫ୍‌ ବାବୁଙ୍କ ସହିତ ତାଙ୍କର ସମ୍ପର୍କ ଥିବା ଅଭିଯୋଗ…

ପାଣିରେ ଲାଗିଲା ନିଆଁ

ଗୁଆହାଟି,୩।୨: ଆସାମ ଦିବ୍ରୁଗଡରେ ଏକ ତେଲ ପାଇପ ଲାଇନ୍‌ ଫାଟିଯିବା ଫଳରେ ନିଆଁ ଲାଗିଯାଇଛି। ଏହାର ଧୂଆଁରେ ଆଖପାଖ ଅଞ୍ଚଳର ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ପାଇପ ଲାଇନରେ ବିସ୍ଫୋରଣ ହେବା ଫଳରେ ଏହା ନିକଟରେ ଥିବା ଏକ ନଦୀ ମଧ୍ୟକୁ ବ୍ୟାପିଯାଇଥିଲା।…

ନିର୍ଭୟା ମାମଲା: ଫାଶୀ ତାରିଖ ଘୁଞ୍ଚିବାରୁ କିନ୍ନରଙ୍କ ବିରୋଧ ପ୍ରଦର୍ଶନ

ବଲିୟା,୩।୨: ନିର୍ଭୟା ଗଣବଳାତ୍କାର ମାମଲରେ ଦୋଷୀଙ୍କୁ ଫେବୃୟାରୀ ୧ରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ କେତେକ ନ୍ୟାୟିକ କାରଣ ଯୋଗୁ ଏବେ ଏହା ଘୁଞ୍ଚିଯାଇଛି। ଏହାକୁ ଦେଖି ଏବେ ଉତ୍ତରପ୍ରଦେଶର କିନ୍ନର ଅନୁଷ୍କା ତାଙ୍କ ସହଯୋଗୀଙ୍କ ସହ ମିଶି…

କପି ରୋକିବାକୁ ବିହାରରେ ଜୋତା, ମୋଜା ଉପରେ ଲାଗିଲା କଟକଣା

ପାଟନା,୩।୨: ରାଜ୍ୟରେ ଫେବୃୟାରୀ ୩ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ସୋମବାରଠାରୁ ଏହି ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଚଳିତ ଥର ୧୨.୦୫ଲକ୍ଷ ଛାତ୍ରୀଛାତ୍ର ପରୀକ୍ଷା ଦେଉଥିବା ଜଣାପଡ଼ିଛି। ଏହି ପରୀକ୍ଷାରେ କୌଣସି ପ୍ରକାର ତ୍ରୁଟି ଏବଂ ଭ୍ରଷ୍ଟାଚାରକୁ ରୋକିବା…

କଥା କହିଲେ ଉଡ଼ିବ ଯୁଦ୍ଧ ବିମାନ: ଏଚ୍‌ଏଏଲ୍‌ ପ୍ରସ୍ତୁତ କଲା ଭଏସ୍‌ ଆକ୍ଟିଭେଟେଡ୍‌ କମାଣ୍ଡ ସିଷ୍ଟମ୍‌

ଲକ୍ଷ୍ନୌ,୩।୨: ଏଣିକି ଆଉ ଯୁଦ୍ଧ ବିମାନକୁ କକ୍‌ ପିଟ୍‌ରେ ବସି ନିୟନ୍ତ୍ରଣ କରିବାକୁ ପଡ଼ିବ ନାହିଁ। ଭାରତ ନିଜସ୍ବ ଜ୍ଞାନକୌଶଳ ଦ୍ୱାରା ଭଏସ୍‌ ଆକ୍ଟିଭେଟେଡ୍‌ କମାଣ୍ଡ ସିଷ୍ଟମ୍‌ ପ୍ରସ୍ତୁତ କରିପାରିଛି। ଏହାକୁ ହିନ୍ଦୁସ୍ତାନ ଏରୋନ୍ୟୁଟିକାଲ ଲିମିଟେଡ୍‌(ଏଚ୍‌ଏଏଲ୍‌)ର ବୈଜ୍ଞାନିକ ତିଆରି କରିଛନ୍ତି। ଏହା…

କେରଳରେ ଚିହ୍ନଟ ହେଲେ ତୃତୀୟ କରୋନାଭାଇରସ ପଜିଟିଭ

ଥିରୁଭାନନ୍ଥପୁରମ,୩।୨: ଡରାଇଲାଣି କରୋନାଭଇରସ। କେରଳରେ କରୋନାଭାଇରସରେ ଆକ୍ରାନ୍ତ ଥିବା ତୃତୀୟ ବ୍ୟକ୍ତିଙ୍କର ଚିହ୍ନଟ କରାଯାଇଛି। ଏହାପୂର୍ବରୁ ୨ଜଣଙ୍କ ନିକଟରେ କରୋନାଭାଇରସ ପଜିଟିଭ ମିଳିବା ପରେ ଏମାନଙ୍କର ଏବେ ଆଇସୋଲେଶନ ଓ୍ବାର୍ଡରେ ଚିକିତ୍ସା ଚାଲିଛି। ତୃତୀୟ ବ୍ୟକ୍ତି ଜଣଙ୍କ କାସରାଗଡ ଅଞ୍ଚଳର ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri