ପାକିସ୍ତାନ ଫେରିଯିବେ ସୀମା ହାଇଦର! ପାକିସ୍ତାନୀ ଭିସା ବାତିଲ ପରେ ଏବେ କ’ଣ ହେବ…
ନୂଆଦିଲ୍ଲୀ,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ସୀମା ହାଇଦରଙ୍କ ସ୍ବାମୀଙ୍କର ଏକ ନୂତନ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଗୁଲାମ ହାଇଦର ତାଙ୍କ ପତ୍ନୀ ସୀମା ହାଇଦର, ତାଙ୍କ ନୂଆ ସ୍ବାମୀ ସଚିନ ମୀନା ଏବଂ ଓକିଲ ଏପି ସିଂହଙ୍କୁ କଡ଼ା…
ସରକାରଙ୍କ ସହ ଶାନ୍ତି କଥାବାର୍ତ୍ତା ପାଇଁ ମାଓବାଦୀଙ୍କ ଅପିଲ
ରାୟପୁର,୨୫।୪: ଦିନକୁ ଦିନ ମାଓବାଦୀ ସଙ୍ଗଠନ ଦୁର୍ବଲ ହେଉଥିବା ବେଳେ ସରକାରଙ୍କ ସହ ଶାନ୍ତି କଥାବାର୍ତ୍ତା ପାଇଁ ମାଓବାଦୀ ସଙ୍ଗଠନ ପ୍ରସ୍ତୁତ ବୋଲି ଅନୁରୋଧ କରିଛନ୍ତି। ଏନେଇ ଉତ୍ତର ପଶ୍ଚିମ ସବ୍ ଜୋନାଲ ବ୍ୟୁରୋ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ…
କଶ୍ମୀରରେ ରାହୁଲ ଗାନ୍ଧୀ, ପହଞ୍ଚୁ ପହଞ୍ଚୁ ଆଗରେ ଘଟିଗଲା…
ଶ୍ରୀନଗର,୨୫।୪: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ ପହଞ୍ଚିଛନ୍ତି। ସେ ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଭେଟିବା ପାଇଁ ୯୨ ବେସ ଆର୍ମି ହସ୍ପିଟାଲ ଗସ୍ତ କରିଛନ୍ତି। ଏହି ଆକ୍ରମଣରେ…
Pahalgam Terror Attack: ଭାରତ-ପାକିସ୍ତାନ ବର୍ଡରରେ ପହଞ୍ଚିଲେ Army Chief: କିଛି ବି ଘଟିପାରେ
ଶ୍ରୀନଗର,୨୫।୪: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ଶ୍ରୀନଗରରେ ପହଞ୍ଚିଛନ୍ତି। ଏଠାରେ ସେନା କମାଣ୍ଡରମାନେ ଜେନେରାଲ ଦ୍ୱିବେଦୀଙ୍କୁ ବର୍ତ୍ତମାନର ପରିସ୍ଥିତି ଏବଂ ଆତଙ୍କବାଦୀଙ୍କ ବିରୋଧରେ ସେନା ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ।…
ଆପଲ୍ ଆସନ୍ତା ବର୍ଷ ସୁଦ୍ଧା ଆମେରିକାରୁ ସମ୍ପୂର୍ଣ୍ଣ ଆଇଫୋନ୍ ଫ୍ୟାକ୍ଟ୍ରି ଭାରତ ସ୍ଥାନାନ୍ତର କରିପାରେ: ରିପୋର୍ଟ
ନୂଆଦିଲ୍ଲୀ,୨୫।୪: ଆପଲ୍ କମ୍ପାନୀ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ ସୁଦ୍ଧା ଆମେରିକା ବଜାର ପାଇଁ ସମ୍ପୂର୍ଣ୍ଣ ଆଇଫୋନ୍ ଆସେମ୍ବଲିକୁ ଭାରତକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି। ଫାଇନାନ୍ସିଆଲ୍ ଟାଇମ୍ସ୍ର ରିପୋର୍ଟ ଅନୁଯାୟୀ, ଏହି ପଦକ୍ଷେପର…
ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ ମନ୍ତବ୍ୟରୁ ବିରତ ରହିବାକୁ ନିର୍ଦ୍ଦେଶ: ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ନୂଆଦିଲ୍ଲୀ,୨୫।୪: ସୁପ୍ରିମକୋର୍ଟ ଶୁକ୍ରବାର କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ବୀର ସାଭରକରଙ୍କ ବିଷୟରେ ଦିଆଯାଇଥିବା ମନ୍ତବ୍ୟ ପାଇଁ କଡ଼ା ଭର୍ତ୍ସନା କରିଛନ୍ତି। ଅଦାଲତ ଏହାକୁ “ଦାୟିତ୍ୱହୀନ” ମନ୍ତବ୍ୟ ବୋଲି ଅଭିହିତ କରି…
ଯେଉଁଠି ଲୁଚିଛନ୍ତି, ଖୋଜିଆଣି ଦଣ୍ଡ ଦିଅ: ସେନା ମୁଖ୍ୟଙ୍କୁ କହିଲେ ଏଲଜି
ଶ୍ରୀନଗର,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଜମ୍ମୁ ଏବଂ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ନର (ଏଲଜି) ମନୋଜ ସିହ୍ନା ଆଜି ଶ୍ରୀନଗରରେ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀଙ୍କ ସହ ଏକ ବୈଠକ କରିଛନ୍ତି। ଏହି ସମୟରେ, ଏଲଜି ପହଲଗାମ ଆକ୍ରମଣର ଦୋଷୀମାନଙ୍କ ସହିତ…
ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଶାହା, କହିଲେ ନିଜ ନିଜ ରାଜ୍ୟରେ ଥିବା…
ନୂଆଦିଲ୍ଲୀ,୨୫ା୪: ପହଲଗାମ ଆତଙ୍କବାଦୀ ଘଟଣାକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଉକ୍ତ ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପାକ୍ ନାଗରିକଙ୍କ ଭିଜା ବନ୍ଦ କରିବାକୁ ଶାହା ନିର୍ଦ୍ଦେଶ…
“ଧର୍ମ-ଅଧର୍ମ ଯୁଦ୍ଧ”: ପହଲଗାମ ଆକ୍ରମଣ ପରେ ଏକତା ବଜାୟ ରଖିବାକୁ ଅନୁରୋଧ କଲେ ମୋହନ ଭଗବତ
ନୂଆଦିଲ୍ଲୀ,୨୫।୪: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଏକ “ଧର୍ମ ଓ ଅଧର୍ମ ମଧ୍ୟରେ ଯୁଦ୍ଧ” ବୋଲି ଅଭିହିତ କରିଛନ୍ତି। ଏପ୍ରିଲ 22ରେ ହୋଇଥିବା ଏହି ଆକ୍ରମଣରେ 26…
ଜମ୍ମୁ କଶ୍ମୀରର ବନ୍ଦିପୋର ଗୁଳିବିନିମୟରେ LeT କମାଣ୍ଡର ଅଲତାଫ ଲାଲି ନିହତ
ଶ୍ରୀନଗର,୨୫।୪: ଜମ୍ମୁ ଓ କଶ୍ମୀରର ବନ୍ଦିପୋରରେ ସୁରକ୍ଷା ବାହିନୀ ସହ ଏକ ଗୁଳିବିନିମୟରେ ଲସ୍କର-ଏ-ତୋଇବା (ଏଲଇଟି)ର ଶୀର୍ଷ କମାଣ୍ଡର ଅଲତାଫ ଲାଲି ନିହତ ହୋଇଛନ୍ତି। ଏହି ଅପରେସନ ଏପ୍ରିଲ ୨୨ ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଡ଼ିତ ଥିବା ଏଲଇଟି…
ଆକ୍ରମଣ ପଛରେ କେନ୍ଦ୍ରର ହାତ କହି ବିଧାୟକ ଗିରଫ
ଗୁଆହାଟୀ,୨୫।୪:ପୁଲଓ୍ବାମା ଏବଂ ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣ ପଛରେ ସରକାରଙ୍କ ଷଡ଼ଯନ୍ତ୍ର ରହିଥିବା ମନ୍ତବ୍ୟ ଦେଇ ଆସାମର ଏଆଇୟୁଡିଏଫ୍ ବିଧାୟକ ଅମିନୁଲ ଇସ୍ଲାମ ଗିରଫ ହୋଇଛନ୍ତି। ଉଭୟ ଆକ୍ରମଣ ପଛରେ ସରକାରଙ୍କ ଷଡ଼ଯନ୍ତ୍ର ଥିବା ଅମିନୁଲ କହିଥିଲେ। ଉକ୍ତ ମନ୍ତବ୍ୟର ଭିଡିଓ ସୋସିଆଲ…
ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ଘର ଉଡ଼ାଇ ଦେଲେ ସୁରକ୍ଷା ବାହିନୀ
ଶ୍ରୀନଗର,୨୫।୪: ପହଲଗାମ ଆକ୍ରମଣ ପରେ ଭାରତୀୟ ସେନା ସର୍ଚ୍ଚ ଅପରେଶନକୁ ଜୋରଦାର କରିଛି। ଏନଆଇଏ ମଧ୍ୟ ଜମ୍ମୁ ଏବଂ କାଶ୍ମୀର ପୋଲିସ ସହିତ ମିଶି ଆକ୍ରମଣର ତଦନ୍ତ ଆରମ୍ଭ କରିଛି। ପହଲଗାମ ଆକ୍ରମଣରେ ଆତଙ୍କବାଦୀ ଆସିଫ ଶେଖ ଏବଂ ଆଦିଲ ଗୁରିଙ୍କ…
Archives


