ଜାତୀୟ

ଅନ୍ନଦାତାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୦ ।୯: ପାର୍ଲାମେଣ୍ଟରେ ରବିବାର କୃଷି ସହ ଜଡିତ ୩ ବିଧେୟକ ଉପରେ ଅନ୍ତିମ ମୋହର ଲାଗିଯାଇଛି । ବିପକ୍ଷଙ୍କ ବିରୋଧ ସତ୍ତ୍ୱେ ରାଜ୍ୟ ସଭାରେ କୃଷି ବିଲ୍ ପାସ ହୋଇ ଯାଇଛି । ଆଉ ଏହାପରେ ସାରା ଦେଶରେ ଏହାକୁ…

କରୋନା ଯୁଦ୍ଧରେ ଜିତିବା ପରେ କାର୍ଯ୍ୟରେ ଯୋଗଦେବେ ଶାହା

ନୂଆଦିଲ୍ଲୀ,୨୦ ।୯: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କରୋନା ଯୁଦ୍ଧରେ ବିଜୟି ହେବା ପରେ ରବିବାର ପାର୍ଲାମେଣ୍ଟରେ ପହଞ୍ଚିବେ ବୋଲି ଜଣାପଡିଛି । ସେ ପ୍ରଥରେ ଲୋକ ସଭାରେ ଯୋଗ ଦେବେ । ଏହାପରେ ସେ କିଛି ମହତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପନ କରିବେ…

ଭାରତରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୭୪ କୋଟି ଟପିଲା

ନୂଆଦିଲ୍ଲୀ, ୨୦।୯: ଦେଶରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୭୪ କୋଟି ୩୦ ଲକ୍ଷରୁ ଅଧିକରେ ପହଞ୍ଚିଛି। ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ଏଭଳି ହୋଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ହୋଇଥିବା ତ୍ରୟମାସିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେଥିମଧ୍ୟରେ ଓ୍ବେରଲେସ୍‌ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ…

ଭାରତୀୟ ଯବାନଙ୍କ କବ୍‌ଜାରେ ଏଲ୍‌ଏସିର ୬ ଅଞ୍ଚଳ

ଲେହ, ୨୦।୯: ପୂର୍ବ ଲଦାଖରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟ ବାହିନୀ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଭାରତୀୟ ଯବାନ ପୋଙ୍ଗାଙ୍ଗ୍‌ ହ୍ରଦ ନିକଟରେ ଥିବା ୬ଟି ଅଞ୍ଚଳ ଉପରେ ନିଜର କବ୍‌ଜା ସାବ୍ୟସ୍ତ କରିଛନ୍ତି। ଅଗଷ୍ଟ ୨୯ରୁ…

ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଉତ୍ପିଡନ ଅଭିଯୋଗ ଆଣିଲେ ପାୟଲ

ମୁମ୍ବାଇ,୨୦ ।୯: ବଲିଉଡ୍‌ରେ ବିବାଦ ଯେମିତି ଥମିବାର ନାଁ ନେଉନି । ଶନିବାର ନବାଗତା ନାୟିକା ପାୟଲ ଘୋଷ ଚର୍ଚ୍ଚିତ ସେଲିବ୍ରିଟି ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଉତ୍ପିଡନର ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଛନ୍ତି । ସେ ଟୁଇଟରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ…

ଜଳପ୍ରପାତ ବୁଲିବାକୁ ଯାଇଥିଲେ ଯୁବତୀ ଯୁବକ, ହଠାତ୍‌ ମାଡ଼ିଆସିଲା ପାଣି; ଆଉ ତା’ ପରେ…

ଭୋପାଳ,୨୦ା୯: ଇନ୍ଦୋର ନିକଟସ୍ଥ ଟିଲୋରରୁ ଟିଙ୍ଗଚା ମଧ୍ୟରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁ ଏକ କାର୍‌ ପାଣିରେ ଭାସିଯାଇଥିଲା। ଫଳରେ ଏଥିରେ ବସିଥିବା ୪ ଯୁବତୀ ଯୁବକଙ୍କୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ପରେ ପୋଲିସ ଘଟଣାସ୍ଥଳରେ…

ବିରୋଧ ସତ୍ତ୍ୱେ ୨ କୃଷି ବିଧେୟକକୁ ରାଜ୍ୟ ସଭାରେ ମଞ୍ଜୁରୀ 

ନୂଆଦିଲ୍ଲୀ, ୨୦।୯: ମୌସୁମୀ ଅଧିବେଶନର ୭ମ ଦିନରେ ରବିବାର ରାଜ୍ୟ ସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ୩ଟି କୃଷି ବିଧେୟକ ମଧ୍ୟରୁ ୨ଟିକୁ ମଞ୍ଜୁରୀ ମିଳିଛି। କୃଷି ଉତ୍ପାଦନ ବ୍ୟବସାୟ ବିଧେୟକ-୨୦୨୦ ଏବଂ ମୂଲ୍ୟ ଅଶ୍ୱାସନ କୃଷି ସେବା ବିଧେୟକ-୨୦୨୦କୁ ରାଜ୍ୟ…

ଆଇସିୟୁରେ ରାମ ବିଳାସ ପାସଓ୍ବାନ: ଆସନ ଭାଗଭଣ୍ଟା ବୈଠକରେ ଯୋଗ ଦେବେନି ଚିରାଗ

ନୂଆଦିଲ୍ଲୀ, ୨୦।୯: କେନ୍ଦ୍ରୀୟ ଖାଉଟି ଓ ଯୋଗାଣ ମନ୍ତ୍ରୀ ରାମ ବିଳାସ ପାସଓ୍ବାନ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଚିକିତ୍ସା ଜାରି ରହିଛି। ତେଣୁ ବିହାର ବିଧାନସଭା ନିର୍ବାଚନ ପାଇଁ ହେବାକୁ ଥିବା ଆସନ ଭାଗଭଣ୍ଟା ବୈଠକରେ ତାଙ୍କ ପୁଅ ଲୋକ…

ବିନା ପେଟ୍ରୋଲ, ଡିଜେଲରେ ଚାଲୁଛି ଏହି ବାଇକ୍‌, ଜାଣନ୍ତୁ ଆଉ କ’ଣ ରହିଛି ସୁବିଧା

ଚେନ୍ନାଇ,୨୦ା୯: ପରିବେଶକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରିକ୍‌ ଗାଡ଼ିମୋଟର ସଂଖ୍ୟା ବଢ଼ିଚାଲିଛି। ସରକାର ମଧ୍ୟ ଇଲେକ୍ଟ୍ରିକ୍‌ ଯାନବାହନ ପ୍ରତି ବେଶ୍‌ ଗୁରୁତ୍ୱ ଦେଉଛନ୍ତି। ତାମିଲନାଡୁର ଜଣେ ଛାତ୍ର ଏମିତି ଏକ ଇଲେକ୍ଟ୍ରିକ୍‌ ବାଇକ୍‌ ତିଆରି କରିଛନ୍ତି। ଯାହା ବିନା ପେଟ୍ରୋଲ ଏବଂ ଡିଜେଲରେ…

କୃଷକଙ୍କୁ ପୁଞ୍ଜିପତିଙ୍କ ଗୁଲାମ କରିବାକୁ ଚାହୁଁଛନ୍ତି ମୋଦି: ରାହୁଲ

ନୂଆଦିଲ୍ଲୀ,୨୦ ।୯: କୃଷି ବିଲ୍‌କୁ ନେଇ କଂଗ୍ରେସ ସମେତ ସମସ୍ତ ବିରୋଧି ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଘେରିଛନ୍ତି । ରବିବାର ଏହି ବିଧେୟକକୁ ନେଇ ରାହୁଲ…

କାଗଜର ରଙ୍ଗରୁ ଜଣାପଡ଼ିବ କରୋନା ସଂକ୍ରମଣ: ଡିସିଜିଆଇ ମଞ୍ଜୁରୀ

ନୂଆଦିଲ୍ଲୀ, ୨୦।୯: କରୋନା ସଂକ୍ରମଣ ହୋଇଛି କି ନାହିଁ ଏବେ ସହଜରେ କେଇ ମିନିଟ ମଧ୍ୟରେ ଜଣାପଡ଼ିଯିବ। କାଗଜ ରଙ୍ଗରୁ କରୋନା ସଂକ୍ରମଣ ସମ୍ପର୍କରେ ଜଣାପଡୁଥିବା ଏକ ଜ୍ଞାନକୌଶଳକୁ ଭାରତୀୟ ଡ୍ରଗ୍‌ ନିୟନ୍ତ୍ରକ(ଡିସିଜିଆଇ)ଙ୍କପକ୍ଷରୁ ଶନିବାର ମଞ୍ଜୁରୀ ମିଳିଛି। ଅନୁମତି ମିଳିବା ପରେ…

ଏଲ୍‌ଓସିରେ ଡ୍ରଗ୍ସ୍‌ ର଼୍ୟାକେଟର ପର୍ଦ୍ଦାଫାଶ୍‌

ଶ୍ରୀନଗର, ୨୦।୯: ଜମ୍ମୁ-କଶ୍ମୀରରେ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ଏକ ଡ୍ରଗ୍ସ୍‌ ର଼୍ୟାକେଟର ପର୍ଦ୍ଦାଫାଶ୍‌ ହୋଇଛି। ଅର୍ନିଆ ସେକ୍ଟରର ବୁଧଓ୍ବାରାଠାରୁ ବିଏସ୍‌ଏଫ୍‌ ଯବାନମାନେ ବିପୁଳ ପରିମାଣର ଡ୍ରଗ୍ସ୍‌ ଜବତ କରିଛନ୍ତି। ରବିବାର ଭୋର୍‌ ସମୟରେ ଜଣେ ବ୍ୟକ୍ତି ପାକିସ୍ତାନ ପଟୁ ଭାରତରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri