ଜାତୀୟ

କେତେ ବର୍ଷ ଯାଏ ଜାରି ରଖିବେ SIP? ନିବେଶ ପୂର୍ବରୁ ଜାଣନ୍ତୁ ୭ରୁ ୧୦+ ବର୍ଷର ନିୟମ 

ନୂଆଦିଲ୍ଲୀ,୭।୧୧: ଏସ୍‌ଆଇପି (Systematic Investment Plan) ବିଷୟରେ କଥା ଉଠିଲେ ପ୍ରଥମେ ମନେ ପଡ଼େ ଅନୁଶାସନ ଓ ଧୌର୍ଯ୍ୟ। ଏସ୍‌ଆଇପି ଆରମ୍ଭ କରିବା ପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିବେଶରେ ଅନୁଶାସନ ବଜାୟ ରଖିବା ଏବଂ ବଜାରର ଉତ୍‌ଥାନ ପତନକୁ...

ହୋମ୍‌ ଲୋନ୍‌ ନ ଶୁଝି ବି ବିକ୍ରି କରିପାରିବେ ଘର, ଏ ହେଉଛି ସବୁଠାରୁୁ ସହଜ ଉପାୟ…

ନୂଆଦିଲ୍ଲୀ,୭।୧୧: ଭାରତରେ ଅଧିକାଂଶ ଲୋକ ଘର କିଣିବା ପାଇଁ ହୋମ୍‌ ଲୋନ୍‌ ନିଅନ୍ତି। ଏହା ଦ୍ୱାରା ଏକାଥରକେ ଟଙ୍କା ଦେବା ପରିବର୍ତ୍ତେ ଇଏମ୍‌ଆଇ(EMI) ମାଧ୍ୟମରେ ଧୀରେ ଧୀରେ ଦେବାର ସୁବିଧା ମିଳେ। କିନ୍ତୁ କେତେକ ସମୟରେ ପରିସ୍ଥିତି ଏପରି ହୋଇଯାଏ...

ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଯିଏ କରିଥିଲେ ଭବିଷ୍ୟବାଣୀ, ଜାଣନ୍ତୁ ଏବେ ବିହାର ନିର୍ବାଚନକୁ ନେଇ କ’ଣ କହିଲେ

ପାଟନା,୭।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ ୧୨୧ ଆସନରେ ବମ୍ପର ମତଦାନ ପରେ, ଭବିଷ୍ୟବାଣୀର ଲହରୀ ଆରମ୍ଭ ହୋଇଛି। ଭାଜପା ନେତା ଏବଂ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଦାବି କରିଛନ୍ତି ଯେ ଏନଡିଏ ୧୦୦ ଆସନ ଜିତିବ। ମହାମେଣ୍ଟର ନେତୃତ୍ୱ...

ଗୋଟିଏ ଫୋନ କଲ ଯୋଗୁ ବଞ୍ଚିଯାଇଥିଲା ଶେଖ ହାସିନାଙ୍କ ଜୀବନ! ଖୋଲିଲା ନୂଆ ରାଜ

ନୂଆଦିଲ୍ଲୀ/ଢାକା,୭।୧୧: ବାଂଲାଦେଶରେ ବିଦ୍ରୋହର ପ୍ରାୟ ଗୋଟିଏ ବର୍ଷ ପରେ, ଏକ ଖୁଲାସା ହୋଇଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ। ପ୍ରକୃତରେ, ବାଂଲାଦେଶରେ ବିଦ୍ରୋହ ପରେ ପ୍ରକାଶିତ ‘ଇନଶାଲ୍ଲାହ ବାଂଲାଦେଶ: ଦି ଷ୍ଟୋରୀ ଅଫ ଆନ ଅନଫିନିସଡ ରିଭୋଲ୍ୟୁସନ’ ନାମକ ଏକ...

‘ଦୋଷର ସ୍ପଷ୍ଟିକରଣ ନ ଦେଲେ, ରଦ୍ଦ ହେବ ପ୍ରାର୍ଥୀପତ୍ର’, ବିହାର ନିର୍ବାଚନ ମଧ୍ୟରେ ସୁପିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ,୭।୧୧: ସୁପ୍ରିମକୋର୍ଟ ନାମାଙ୍କନ ପତ୍ରରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଷୟକୁ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଏକ ଐତିହାସିକ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ଶୁକ୍ରବାର ରାୟ ଦେଇଛନ୍ତି ଯେ ନାମାଙ୍କନ ଫର୍ମରେ ପୂର୍ବ ଦୋଷୀ ସାବ୍ୟସ୍ତ ହୋଇଥିବା ବିଷୟ ପ୍ରକାଶ ନ...

ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତ ପାଇଲଟଙ୍କ ପିତାଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ, ଶୁଣିଲେ…

ନୂଆଦିଲ୍ଲୀ,୭।୧୧: ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସୁପ୍ରିମକୋର୍ଟ ଏକ ନୋଟିସ ଜାରି କରିଛନ୍ତି। କୋର୍ଟ ପୁଷ୍କରରାଜ ସବରୱାଲଙ୍କ ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି, ଯାହାଙ୍କ ପୁଅ ସୁମିତ ବୋଇଂ 787 ଡ୍ରିମଲାଇନର ପାଇଲଟ-ଇନ-କମାଣ୍ଡ ଥିଲେ। କୋର୍ଟ କେନ୍ଦ୍ର...

ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ଏସବୁ ସ୍ଥାନରୁ ବୁଲା କୁକୁର ହଟାଅ

ନୂଆଦିଲ୍ଲୀ,୭ା୧୧: ଦେଶରେ ବୁଲା କୁକୁରଙ୍କ ଉପଦ୍ରବ ବଢ଼ୁଥିବା ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାନୁଷ୍ଠାନ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ କ୍ରୀଡ଼ା କେନ୍ଦ୍ର ପରିସରରୁ ବୁଲା କୁକୁରଙ୍କୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ...

ବିହାର ନିର୍ବାଚନ ପରେ ବିପଦରେ ପଡ଼ିପାରେ ମୋଦି ସରକାର, ପାକିସ୍ତାନରେ ଚାଲିଛି…

ନୂଆଦିଲ୍ଲୀ,୭।୧୧: ସାରା ଦେଶରେ ଏବଂ ପାକିସ୍ତାନରେ ମଧ୍ୟ ବିହାର ବିଧାନସଭା ନିର୍ବାଚନକୁ ନେଇ ବ୍ୟାପକ ଆଲୋଚନା ହେଉଛି। ପାକିସ୍ତାନୀର ଏକ ଖବରକାଗଜ ବିହାର ନିର୍ବାଚନକୁ ଉଲ୍ଲେଖ କରି ଲେଖିଛି ଯେ ଯଦି ଏହି ନିର୍ବାଚନର ଫଳାଫଳ ଭିନ୍ନ ହୁଏ, ତେବେ...

ଆଜି ହେଉଛି ଏକ ଐତିହାସିକ ଦିନ: ମୋଦି

ନୂଆଦିଲ୍ଲୀ,୭।୧୧: ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ୧୫୦...

ଦିଲ୍ଲୀ ବିମାନ ବନ୍ଦରରେ ବିମାନ ସେବା ବ୍ୟାହତ; ଏହି କାରଣରୁ ଅନେକ ଫ୍ଲାଇଟ୍ ବାତିଲ

ନୂଆଦିଲ୍ଲୀ,୭ା୧୧: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର (IGIA) ର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ବ୍ୟବସ୍ଥାରେ ଏକ ବୈଷୟିକ ତ୍ରୁଟି ଯୋଗୁଁ ଶୁକ୍ରବାର ସକାଳେ ବିମାନ ସେବା ବ୍ୟାପକ ଭାବରେ ବ୍ୟାହତ ହୋଇଛି। ଏହି ସମସ୍ୟା ଫଳରେ ବିମାନ...

ହୋଟେଲରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର

ଲକ୍ଷ୍ନୌ,୬ା୧୧: ଉତ୍ତରପ୍ରଦେଶରେ ଲକ୍ଷ୍ନୌରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଇନ୍‌ଷ୍ଟାଗ୍ରାମ ବନ୍ଧୁତାର ବୀଭତ୍ସ ପରିଣତି ଦେଖିବାକୁ ମିଳିଛି। ଅଭିଯୁକ୍ତ ଜଣକ ବନ୍ଧୁତା ଆଳରେ ଛାତ୍ରୀଙ୍କୁ ଭେଟିବା ପାଇଁ ହୋଟେଲକୁ ଡକାଇ ଅନ୍ୟ ୨ ସହଯୋଗୀଙ୍କ ସହ ଗଣବଳାତ୍କାର କରିଛନ୍ତି। ୩...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri