Odisha Elections 2024

ଜାତୀୟ

ସ୍ବାମୀଙ୍କୁ ସର୍ବସାଧାରଣରେ ଅପମାନିତ କଲେ ସ୍ତ୍ରୀଙ୍କୁ ଦିଆଯାଇପାରିବ ଛାଡପତ୍ର: ହାଇକୋର୍ଟ…

ନୂଆଦିଲ୍ଲୀ,୨୩।୧୨ : ଦିଲ୍ଲୀ ହାଇକୋର୍ଟ ସ୍ତ୍ରୀଙ୍କ ବ୍ୟବହାରରେ କ୍ରୁରତା କାରଣରୁ ଏକ ବିବାହିତ ଦମ୍ପତିଙ୍କ ଛାଡ଼ପତ୍ର ଆବେଦନକୁ ସମର୍ଥନ କରି ଏହାକୁ ଅନୁମତି ଦେଇଛନ୍ତି। କୋର୍ଟ କହିଛନ୍ତି ସ୍ବାମୀଙ୍କୁ ସର୍ବସାଧାରଣରେ ହଇରାଣ କରିବା, ଅପମାନିତ କରିବା ଏବଂ ତାଙ୍କୁ ମାଇଚିଆ...

ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ କଳି:ସୋମବାରଠାରୁ ବିନା କୁଳପତିରେ କାର୍ଯ୍ୟ କରିବେ ୧୦ ବିଶ୍ୱବିଦ୍ୟାଳୟ…

କୋଲକାତା,୨୩।୧୨ : ପଶ୍ଚିମବଙ୍ଗର ୧୦ଟି ବିଶ୍ୱବିଦ୍ୟାଳୟ ସୋମବାରଠାରୁ ପୁଣି କୁଳପତି ଶୂନ୍ୟ ହୋଇଯିବେ। ରାଜ୍ୟପାଳ ସି.ଭି.ଆନନ୍ଦ ବୋଷଙ୍କ ଦ୍ୱାରା ନିଯୁକ୍ତ ମଧ୍ୟବର୍ତ୍ତୀକାଳୀନ କୁଳପତିଙ୍କ କାର୍ଯ୍ୟକାଳ ସୋମବାର ଠାରୁ ଶେଷ ହେବ। କଲିକତା ବିଶ୍ୱବିଦ୍ୟାଳୟ ସହିତ ଅନ୍ୟ ନଅଟି ବିଶ୍ୱବିଦ୍ୟାଳୟ କାଜି...

ଦକ୍ଷିଣ ଭାରତ ହୋଇଛି ଭାଜପା ମୁକ୍ତ, ଏବେ ସାରା ଦେଶରୁ ହଟିବ: କଂଗ୍ରେସ…

ବେଙ୍ଗାଲୁରୁ,୨୩।୧୨ : କଂଗ୍ରେସ ନେତା ତଥା କର୍ନାଟକ ମନ୍ତ୍ରୀ ପ୍ରିୟଙ୍କା ଖାର୍ଗେ କହିଛନ୍ତି କଂଗ୍ରେସ କ୍ଷମତାକୁ ଫେରିବା ଆଉ କିଛି ସମୟ ବାକି ରହିଛି। ଦକ୍ଷିଣ ଭାରତ ପୂର୍ବରୁ ଭାଜପା ମୁକ୍ତ ହୋଇ ସାରିଛି। ଖୁବ ଶୀଘ୍ର ସମଗ୍ର ଦେଶରୁ...

ପ୍ରିୟଙ୍କାଙ୍କ ବଦଳରେ ଅବିନାଶଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ…

ନୂଆଦିଲ୍ଲୀ,୨୩।୧୨ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ଏହାର ସଂଗଠନରେ ବଡ଼ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇଛି। ଏହା ଅନ୍ତର୍ଗତ ଅବିନାଶ ପାଣ୍ଡେଙ୍କୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ଥାନରେ ଉତ୍ତରପ୍ରଦେଶର ଦାୟିତ୍ୱ ଦିଆଯାଇଛି।...

ଲୋକସଭା ନିର୍ବାଚନ ପାଇଁ ମିଶନ ମୋଡରେ କାର୍ଯ୍ୟ କରିବାକୁ ଦଳୀୟ ନେତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ

ନୂଆଦିଲ୍ଲୀ ,୨୩।୧୨: ଲୋକସଭା ନିର୍ବାଚନ ଆଉ କିଛିମାସ ବାକି ଥିବା ବେଳେ ଦଳୀୟ ନେତାମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ଦିଲ୍ଲୀରେ ଦଳର ମୁଖ୍ୟକାର୍ଯ୍ୟଳୟରେ ବସିଥିବା ଏକ ରୁଦ୍ଧଦ୍ବାର ବୈଠକରେ ୨୦୨୪ ନିର୍ବାଚନ ପାଇଁ ମିଶନ ମୋଡରେ...

ଇଣ୍ଡିଆରେ ମାୟାବତୀଙ୍କ ପାଇଁ ଲକ୍ଷ୍ମଣ ରେଖା: ବିଏସପିକୁ ମିଶାଇଲେ ଏସପି ସହିତ ଏସବୁ ଦଳ ଯିବେ ବାହାରି…

ନୂଆଦିଲ୍ଲୀ,୨୩।୧୨ : ଦେଶରେ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥର ନିର୍ବାଚନରେ କେବଳ ଦୁଇ ମିଳିତ ମେଣ୍ଟ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ପ୍ରଥମଟି ହେଉଛି ଏନଡିଏ ଏବଂ ଦ୍ୱିତୀୟଟି ହେଉଛି ଇଣ୍ଡିଆ।...

ଅସମ୍ଭାଳ ହେଉଛି କରୋନା, ଜିରୋ ନାଇଟ ସେଲିବ୍ରେସନକୁ ନେଇ ଦ୍ୱନ୍ଦ୍ବ

ନୂଆଦିଲ୍ଲୀ,୨୩।୧୨: ପୁଣି କରୋନା ଦେଖାଇଛି ତାର ପୁରୁଣା ରୂପ। ଦେଶରେ ଦିନକୁ ଦିନ ବଢି ଚାଲିଛି କୋଭିଡର ଏହି ନୂଆ ଭାରିଆଣ୍ଟ ସଂକ୍ରମଣ। ଆଉ ଏଥିପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାରି ଭିତରେ...

ଲୋକସଭା ବିଜୟ ପାଇଁ ଭାଜପାର ସି-ବର୍ଗ ସୂତ୍ର : ମୋଦି ପୁଣି ଫେରିବେ…

ନୂଆଦିଲ୍ଲୀ,୨୩।୧୨ : ଭାରତୀୟ ଜନତା ପାର୍ଟି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ମିଶନ ମୋଡରେ ପ୍ରସ୍ତୁତି ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର କର୍ମୀଙ୍କୁ ଏଥିପାଇଁ ସମସ୍ତ ଶକ୍ତିରେ ଲାଗିବାକୁ ନିବେଦନ କରିସାରିଛନ୍ତି। ଦଳ ଏହାର ଯୋଜନା ଉପରେ...

ଭାରତରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବା ଆଶଙ୍କା:ହୁତି ବିଦ୍ରୋହୀଙ୍କ ଯୋଗୁ ଆରବ ସାଗରରେ ଉତ୍ତେଜନା…

ନୂଆଦିଲ୍ଲୀ,୨୩।୧୨ : ୟେମେନର ହୁତି ବିଦ୍ରୋହୀମାନେ ଭାରତର ଭେରାଭାଲଠାରୁ ୨୦୦ ନ୍ୟୁଟିକାଲ ମାଇଲ ଦୂରରେ ଏକ ତୈଳ ଟ୍ୟାଙ୍କର୍‌ ଉପରେ ଡ୍ରୋନ ଆକ୍ରମଣ କରିଛନ୍ତି। ଏହି ଘଟଣା୧୮ ଡିସେମ୍ବରରେ ଘଟିଥିବା କୁହାଯାଉଛି । ଏହି ଆକ୍ରମଣରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା,...

୨୦୨୩ରେ ମହିଳାମାନେ ଗୁଗ୍‌ଲରେ ଅଧିକ ସର୍ଚ୍ଚ କରିଛନ୍ତି ଏହି ସବୁ ଜିନିଷ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୩।୧୨: ଟେକ୍ନୋଲୋଜି, ଇଣ୍ଟରନେଟ, ଗୁଗ୍‌ଲ ପରି ସର୍ଚ୍ଚ ଇଞ୍ଜିନ ଆମର ନିତିଦିନଆ କାମକୁ ସହଜ କରି ଦେଇଛି। ମନରେ କିଛି ବି ପ୍ରଶ୍ନ ଥିଲେ କିଛି ବି ଦ୍ୱନ୍ଦ ଥିଲେ ଆମେ ଗୁଗ୍‌ଲରେ ସର୍ଚ୍ଚ କରି ସେ ବିଷୟରେ ଜାଣି...

୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର…

ଜୟପୁର,୨୩।୧୨ : ରାଜସ୍ଥାନର ଉଜ୍ୱଳା ଯୋଜନାର ହିତାଧିକାରୀମାନେ ଖୁବ ଶୀଘ୍ର ଘରୋଇ ଗ୍ୟାସ ସିଲିଣ୍ଡର ୪୫୦ ଟଙ୍କା ପାଇବେ। ନିକଟରେ ରାଜ୍ୟସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ବିଭାଗର ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି ୪୫୦ଟଙ୍କାରେ ଗ୍ୟାସ ସିଲିଣ୍ଡର...

କିଏ ଏହି କାମିଆ ଜାନି, ଯାହାକୁ ନେଇ ଓଡିଶା ରାଜନୀତିରେ ଏତେ ହଲଚଲ

ଭୁବନେଶ୍ୱର,୨୩।୧୨: ଓଡିଶା ରାଜନୀତିରେ ହଲଚଲ ସୃଷ୍ଟି କରିଛନ୍ତି ଜଣାଶୁଣା ବ୍ଲଗର ଓ ୟୁଟ୍ୟୁବର କାମିଆ ଜାନ। ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ସହ କାମିଆ ନଜର ଆସିବା ପରେ ଜାତୀୟ ରାଜନୀତି ଠାରୁ ରାଜ୍ୟ ରାଜନୀତି ସରଗରମ ହୋଇଛିି। କାମିଆ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri