ଜାତୀୟ

ଲଜ୍‌ରେ ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ସନ୍ଥ ଲୋକେଶ୍ୱର ମହାରାଜ ଗିରଫ

ବେଙ୍ଗାଲୁରୁ,୨୪ା୫: କର୍ନାଟକର ବେଲଗମ୍‌ ଜିଲାରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗରେ ଜଣେ ସନ୍ଥଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ବେଲଗମ୍‌ ଜିଲା ରାଇବାଗ ତାଲୁକ ଅନ୍ତର୍ଗତ ମେଖାଲି ଗ୍ରାମରେ ଥିବା ରାମମନ୍ଦିରର ସନ୍ଥ ଲୋକେଶ୍ୱର ମହାରାଜ। ସେ ୧୭…

ଦିଲ୍ଲୀ, ମୁମ୍ବାଇ, କେରଳରେ ବଢ଼ୁଛି କୋଭିଡ୍‌ ସଂକ୍ରମଣ: ଅକ୍ସିଜେନ୍‌ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୪ା୫: ଦିଲ୍ଲୀ, ମହରାଷ୍ଟ୍ର, କେରଳ, ତାମିଲନାଡ଼ୁ ଏବଂ କର୍ନାଟକରେ କୋଭିଡ୍‌ ସଂକ୍ରମଣ ବଢ଼ିଚାଲିଥିବାରୁ ହସ୍ପିଟାଲଗୁଡ଼ିକରେ ଶଯ୍ୟା ଓ ଅକ୍ସିଜେନ୍‌ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ୩ ବର୍ଷ ପରେ ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀରେ ୨୩ ଜଣ କୋଭିଡ୍‌ ସଂକ୍ରମିତ…

‘ଇଡି ଅଥବା ମୋଦି କାହାକୁ ଡରି ନାହିଁ DMK’, ଉଦୟନିଧି ଷ୍ଟାଲିନ କହିଲେ, କିଛି ବି ହୋଇଯାଉ…

ଚେନ୍ନାଇ,୨୪।୫: ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ଏବଂ କ୍ରୀଡା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଶନିବାର (୨୪ ମଇ, ୨୦୨୫) ପୁଡୁକ୍କୋଟାଇରେ ଅଟକି ରହିଥିବା ଇଣ୍ଡୋର କ୍ରୀଡା ହଲ ଯାଞ୍ଚ କରିଥିଲେ। ଏହା AIADMK ଶାସନ ସମୟରେ ଆରମ୍ଭ ହୋଇଥିଲା। ସେ ଘୋଷଣା କରିଛନ୍ତି ଯେ…

୨୫ ହଜାର ଟଙ୍କା ଋଣ ନେଇ ପୁଅକୁ ବନ୍ଧା ରଖିଥିଲେ ପରିବାର, ହେଲେ ମା’ଟଙ୍କା ନେଇ ପହଞ୍ଚିଲା ବେଳକୁ …

ତିରୁପତି,୨୪।୫: ଆନ୍ଧ୍ରପ୍ରଦେଶର ତିରୁପତିରେ ଜଣେ ଆଦିବାସୀ ମହିଳା ଏବଂ ତାଙ୍କ ତିନି ପିଲାଙ୍କୁ ୨୫,୦୦୦ ଟଙ୍କା ଋଣ ପାଇଁ ବାଧ୍ୟ କରି ବନ୍ଧନ ଶ୍ରମିକ କରିବା ଅଭିଯୋଗରେ ଜଣେ ବତକ ଚାଷୀ ଏବଂ ତାଙ୍କ ପରିବାରକୁ ଗିରଫ କରାଯାଇଛି। ଅଭିଯୁକ୍ତ ତାଙ୍କୁ…

ଫିଟିଲା ଗୁମର, ଲାଲୁ ପ୍ରସାଦଙ୍କ ପୁଅ ତେଜପ୍ରତାପ ଅଛନ୍ତି ରିଲେସନଶିପରେ, କହିଲେ ମୁଁ ଆଉ ଅନୁଷ୍କା…

ପାଟନା,୨୪।୫: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଅନୁଷ୍କା ଯାଦବଙ୍କ ସହ ତାଙ୍କ ସମ୍ପର୍କ ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ ଅନୁଷ୍କାଙ୍କ ବିଷୟରେ ପ୍ରକାଶ କରିଥିଲେ। ତାଙ୍କର ପୋଷ୍ଟ…

EPF ହିତାଧିକାରୀଙ୍କ ପାଇଁ ଖୁସି ଖବର, ସୁଧହାର ଉପରେ ସରକାର ଲଗାଇଲେ ମୋହର, ୭ କୋଟିରୁ ଅଧିକ ଲୋକଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ,୨୪।୫: କେନ୍ଦ୍ର ସରକାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଜମା ଉପରେ ସୁଧ ହାର ୮.୨୫ ପ୍ରତିଶତ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ବର୍ଷ ମଧ୍ୟ EPF ଉପରେ ସୁଧ ହାର ସମାନ ଥିଲା। ପୂର୍ବରୁ,…

ଯଦି ଇଣ୍ଡିଗୋ ଫ୍ଲାଇଟକୁ ଖସାଇ ଦେଇଥାଆନ୍ତା ପାକିସ୍ତାନ ତେବେ କ’ଣ ହୋଇଥାଆନ୍ତା? DGCA କହିଲା…

ନୂଆଦିଲ୍ଲୀ,୨୪।୫: ପ୍ରବଳ ଅସ୍ଥିରତା ଯୋଗୁ ମେ’ ୨୧ରେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ଶ୍ରୀନଗରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ଯେତେବେଳେ ଏହି ବିମାନଟି ଅମୃତସର ଉପରେ ଅତିକ୍ରମ କରୁଥିଲା, ପାଇଲଟ ସାମାନ୍ୟ ଅସ୍ଥିରତା ଅନୁଭବ କରିଥିଲେ। ଏହାକୁ…

ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନୀତୀଶ

ନୂଆଦିଲ୍ଲୀ,୨୪ା୫: ନୀତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନସିଲ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଜାତୀୟ ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହୋଇଛି। ବିକଶିତ ଭାରତ @୨୦୪୭ ଉପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଗାମୀ ୨୫ ବର୍ଷ…

ଆକାଉଣ୍ଟରେ ପୁଳାପୁଳା ଟଙ୍କା! NIA ଦେଖି ହୋଇଗଲା ତାଜୁବ…

ନୂଆଦିଲ୍ଲ,୨୪।୫: ହରିୟାଣାର ହିସାରରେ ରହୁଥିବା YouTuber ଏବଂ ଟ୍ରାଭେଲ ବ୍ଲଗର ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚରୀ କରିବା ଅଭିଯୋଗରେ ଗିରଫ କରାଯାଇଛି। ଜ୍ୟୋତି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା (ISI)ର ଅଧିକାରୀଙ୍କ ସହ ସମ୍ପର୍କରେ ଥିବା ସନ୍ଦେହ କରାଯାଉଛି। ସୂଚନା ଥାଉ…

ଚିନ୍ତା ବଢ଼ାଉଛି କରୋନା: ସଜାଗ ରହିବାକୁ ନିର୍ଦ୍ଦେଶ ଦେଲା ସ୍ବାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ,୨୪ା୫: ୨୦୨୦ରେ ସାରା ବିଶ୍ୱକୁ ଭୟଭୀତ କରିଥିବା କରୋନା ଭାଇରସ୍‌ ଏବେ ପୁଣି ଥରେ ବ୍ୟାପିବାରେ ଲାଗିଛି। ଏହି କାରଣରୁ କ୍ରମାଗତ ଭାବରେ ବଢ଼ୁଥିବା ମାମଲା ଏବେ ଚିନ୍ତାର ବିଷୟ ପାଲଟିଛି। ଭାରତ ସମେତ ବିଶ୍ୱର ଅନେକ ଦେଶରେ କରୋନାର ନୂଆ…

ଶୂନଶାନ ଅନ୍ଧାର  ରାତିରେ ଦେଶ ସୀମାରେ କିଏ?: ଯାହାକୁ ନେଇ ଏବେ ବଢ଼ୁଛି …

ନୂଆଦିଲ୍ଲୀ,୨୪।୫: ପହଲଗାମରେ ଆତଙ୍କୀଙ୍କ ନରସଂହାର କାର୍ଯ୍ୟପରେ,  ଅପରେଶନ ସିନ୍ଦୂର କରିଥିଲେ ଭରତୀୟ ସେନା । ଏକାବେଳକେ ଆତଙ୍କୀଙ୍କ ଆଡ୍ଡାକୁ  ଟାର୍ଗେଟ କରି ଉଡାଇ ଦିଆଯାଇଥିଲା। ପରେ ପୂରା ଅପରେଶନ୍‌ ସିନ୍ଦୂରକୁ ସାମ୍ବାଦିକ ସମ୍ମିଳନୀ ମଧ୍ୟମରେ ଜଣାଇଥିଲେ ସୋଫିଆ କ୍ୟୁରେଶୀ। ପରେ ପାକ୍‌-…

ନିର୍ଦ୍ଧାରିତ ସମୟର ଗୋଟିଏ ସପ୍ତାହ ପୂର୍ବରୁ କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ,୨୪।୫: କେରଳରେ ମୌସୁମୀ ପ୍ରବେଶ କରିଛି। ଏହା ନିର୍ଦ୍ଧାରିତ ସମୟର ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ମୌସୁମୀ କେରଳ ଛୁଇଁଛି। ଗତ ୧୬ ବର୍ଷ ମଧ୍ୟରେ ଏହି ବର୍ଷ ମୌସୁମୀ କେରଳରେ ସବୁଠାରୁ ଶୀଘ୍ର ପହଞ୍ଚିଛି। ଗତ ଦୁଇ ଦିନ ଧରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri