ଲାଲୁ ଯାଦବଙ୍କ ପ୍ରକୃତ ଉତ୍ତରାଧିକାରୀ କିଏ? ହୋଇଗଲା ଖୁଲାସା
ପାଟଣା,୧୬।୭: ପରିବାରରେ ଉତ୍ତରାଧିକାର ଲଢ଼େଇ ପାଇଁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ବିଗୁଲ ବଜାଇଛନ୍ତି। ତାଙ୍କ ପୁରୁଣା ନିର୍ବାଚନମଣ୍ଡଳୀ ମହୁଆରେ, ସେ ଘୋଷଣା କରିଥିଲେ ଯେ ସେ ଲାଲୁ ଯାଦବଙ୍କ ପ୍ରକୃତ ଉତ୍ତରାଧିକାରୀ। ଏହା…
ପୁଣି ଏକ ଲଜ୍ଜା: ଛାତ୍ରୀଙ୍କୁ ଘରେ ପୂରାଇ ବଳାତ୍କାର କଲେ ଅଧ୍ୟାପକ, ଜଣାପଡ଼ିବା ପରେ…
ବେଙ୍ଗାଲୁରୁ,୧୬ା୭: ବେଙ୍ଗାଲୁରୁର ଜଣେ ଛାତ୍ରୀଙ୍କୁ ବଳାତ୍କାର କରିବା ଅଭିଯୋଗରେ କଲେଜର ୨ ଅଧ୍ୟାପକ ଓ ସେମାନଙ୍କ ବନ୍ଧୁ ଗିରଫ ହୋଇଛନ୍ତି। ସେମାନେ ଛାତ୍ରୀଙ୍କୁ ଅନେକ ଥର ବଳାତ୍କାର କରିବା ସହ ବ୍ଲାକ୍ମେଲ୍ କରୁଥିଲେ। ପଦାର୍ଥ ବିଜ୍ଞାନ ଅଧ୍ୟାପକ ନରେନ୍ଦ୍ର, ଜୀବବିଜ୍ଞାନ ଅଧ୍ୟାପକ…
ଶୁଭାଂଶୁ ଶୁକ୍ଲାଙ୍କ ଭଳି Astronaut ହେବାକୁ ଚାହାନ୍ତି କି? ଜାଣନ୍ତୁ କେଉଁ ଡିଗ୍ରୀ ଆବଶ୍ୟକ;ଦରମା କେତେ , ଚୟନ ପ୍ରକ୍ରିୟା…
ନୂଆଦିଲ୍ଲୀ,୧୫।୭: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଏବଂ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ମହାକାଶରେ ୨୦ ଦିନ ଏବଂ ମହାକାଶ ଷ୍ଟେସନରେ ୧୮ ଦିନ ବିତାଇବା ପରେ ଆଜି ସୁରକ୍ଷିତ ଭାବରେ ପୃଥିବୀକୁ ଫେରିଛନ୍ତି। ସେ କାଲିଫର୍ନିଆ ଉପକୂଳ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ…
ନୋକିଆର ପୁରୁଣା ଫୋନ ସାହାଯ୍ୟରେ ଚିହ୍ନଟ ହେଲା ୧୦ ବର୍ଷ ତଳର କଙ୍କାଳ, ୨୦୧୫ରେ କରାଯାଇଥିଲା ୮୪ ମିସ୍ଡ କଲ
ହାଇଦ୍ରାବାଦ,୧୫।୭: ହାଇଦ୍ରାବାଦର ନାମପାଲିର ଏକ ଖାଲି ଘରୁ ସୋମବାର (୧୪ ଜୁଲାଇ, ୨୦୨୫) ପୋଲିସ ଏକ କଙ୍କାଳ ଉଦ୍ଧାର କରିଛି। ପୋଲିସର ସୂଚନା ଅନୁଯାୟୀ, ଏହି କଙ୍କାଳ ୧୦ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ଆମିର ଖାନଙ୍କର ହୋଇପାରେ। କଙ୍କାଳ ବ୍ୟତୀତ,…
ସୋମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଟୁଇଟ୍ କଲେ ରାଜଦୀପ ସରଦେଶାଇ, କହିଦେଲେ…
ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୭: ସୋମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ଆଜି ସାରା ରାଜ୍ୟ ସ୍ତବ୍ଧ। ୩ ଦିନର ଯମ ଯନ୍ତ୍ରଣା ପରେ ଜୀବନ ହାରିଛନ୍ତି ସୋମ୍ୟାଶ୍ରୀ। ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ୱାରା ଯୌନ ର୍ନିଯାତନାର ଶିକାର ହୋଇ ଜୀବନ ଯୁଦ୍ଧରେ ହାରି…
ରାହୁଲଙ୍କ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା: କହିଦେଲେ…
ନୂଆଦିଲ୍ଲୀ,୧୫।୭: FM ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉଦ୍ବେଗ ପ୍ରକାଶ କରିଛନ୍ତି। ଓଡ଼ିଶାରେ ପୁଣି ଏକ ଝିଅ ନ୍ୟାୟ ପାଇଁ ଲଢ଼ି ହାରିଗଲା ବୋଲି ସୋସିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି। ଏପରିକି ସୌମ୍ୟାଶ୍ରୀଙ୍କ…
ଶୁଭାଂଶୁଙ୍କ ସଫଳ ପ୍ରତ୍ୟାବର୍ତ୍ତନ ସ୍ପେଶ ମିଶନ ‘ଗଗନଯାନ’ ପାଇଁ ମାଇଲଷ୍ଟୋନ ହେବ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୫।୭: ୧୮ ଦିନ ଧରି ମହାକାଶରେ ରହିବା ପରେ ମହାକାଶଚାରୀ ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ଆକ୍ସିଓମ-୪ ମିଶନର ଅନ୍ୟ ୩ କ୍ରିଉ ସଦସ୍ୟଙ୍କ ସହ ପୃଥିବୀରେ ଅବତରଣ କରିଛନ୍ତି। ଶୁଭାଂଶୁଙ୍କ ସଫଳ ପ୍ରତ୍ୟାବର୍ତ୍ତନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଗତ କରିଛନ୍ତି।…
ସୋମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ମୁହାଁମୁହିଁ ହେଲେ ରାହୁଲ-ଧର୍ମେନ୍ଦ୍ର, କହିଦେଲେ ଏତେ ବଡ଼କଥା
ନୂଆଦିଲ୍ଲୀ,୧୫।୭: ଏଫଏମ କଲେଜ ଛାତ୍ରୀ ସୋମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ପୂରା ରାଜ୍ୟ ଉଠୁଛି ପଡୁଛି। ତେବେ ଏହା ଜାତୀୟ ରାଜନୀତିରେ ମଧ୍ୟ ଚହଳ ପକାଇଛି। ଯାହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଧର୍ମେନ୍ଦ୍ର ପ୍ରଧାନ ମୁହାଁମୁହିଁ ହୋଇଛନ୍ତି। ସୋମ୍ୟାଶ୍ରୀଙ୍କ…
ପୃଥିବୀରେ ପହଞ୍ଚିବା ପରେ ପ୍ରଥମେ ଶୁଭାଂଶୁଙ୍କୁ କ’ଣ ମିଳିବ ଖାଇବାକୁ? ଜାଣନ୍ତୁ ଏମ୍ପର୍କରେ…
କାଲିଫର୍ନିଆ,୧୫।୭: ଭାରତର ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ମହାକାଶରୁ ପୃଥିବୀକୁ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି। ଫେରିବା ପରେ ତାଙ୍କୁ ପ୍ରଥମେ କ’ଣ ଖାଇବାକୁ ବା ପିଇବାକୁ ଦିଆଯାଇଥିଲା? କେତେ ସମୟ ପରେ ତାଙ୍କୁ ଖାଦ୍ୟ ମିଳିବ ଏବଂ ସେତେବେଳେ ସେ କ’ଣ…
ସରେଣ୍ଡର କଲେ ରାହୁଲ ଗାନ୍ଧୀ, କୋର୍ଟରେ କଲେ…ରାଜନୀତିରେ ଚହଳ
ନୂଆଦିଲ୍ଲୀ,୧୫।୭: କଂଗ୍ରେସ ଏମପି ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଲକ୍ଷ୍ନୌର ଏମପି-ବିଧାୟକଙ୍କ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଭାରତୀୟ ସେନା ଉପରେ ଦିଆଯାଇଥିବା କଥିତ ମାନହାନି ମନ୍ତବ୍ୟ ସହିତ ଜଡିତ ଏକ ମାନହାନି ମାମଲା ଅଧୀନରେ…
ଭାରତ ସହ ହାତ ମିଳାଇଲେ ରୁଷିଆ-ଆମେରିକା, ପାକ୍ତିସ୍ତାନକୁ ଜୋରଦାର ଝଟ୍କା!
ନୂଆଦିଲ୍ଲୀ,୧୫।୭: ଜୁନ ମାସରେ ଅଶୋଧିତ ତେଲ ମୂଲ୍ୟ କିଛିଟା କମ ହୋଇଥିଲା, ଯାହା ଭାରତକୁ ଲାଭ ଦେଇଥିଲା। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଏକ କ୍ଷଣସ୍ଥାୟୀ ଶାନ୍ତି ଏବଂ OPEC+ ଦେଶମାନଙ୍କ ଦ୍ୱାରା ଅଧିକ ତୈଳ ଉତ୍ପାଦନ ଭାରତର ତୈଳ କ୍ରୟ…
୧୮ ଦିନ ପରେ ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା
ନୂଆଦିଲ୍ଲୀ,୧୫।୭: ୧୮ ଦିନ ଧରି ମହାକାଶରେ ରହିବା ପରେ ମହାକାଶଚାରୀ ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ଆକ୍ସିଓମ୍-୪ ମିଶନର ଅନ୍ୟ ୩ କ୍ରିଉ ସଦସ୍ୟଙ୍କ ସହ ପୃଥିବୀରେ ଅବତରଣ କରିଛନ୍ତି। ତାଙ୍କ ମହାକାଶଯାନ ଡ୍ରାଗନ କାଲିଫର୍ନିଆ ଉପକୂଳ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ…
Archives


