ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବ୍ରିଜ୍ର ଉଦ୍ଘାଟନ କଲେ ମନ୍ତ୍ରୀ
ଶାହାଜାହାନପୁର,୧୦।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଜଣେ ମନ୍ତ୍ରୀ ଗାରା ନଦୀରେ ନିର୍ମାଣାଧୀନ ଏକ ପୋଲକୁ ଅସମ୍ପୂର୍ଣ୍ଣ ଅବସ୍ଥାରେ ଉଦ୍ଘାଟନ କରିଛନ୍ତି। ନିର୍ବାଚନ ପୂର୍ବରୁ ମନ୍ତ୍ରୀ ସୁରେଶ କୁମାର ଖାନ୍ନା ବ୍ରିଜ୍...
ନିର୍ବାଚନ ପୂର୍ବରୁ ଭାଜପାକୁ ଡବଲ ଝଟ୍କା
ଗୋଆ,୧୦।୧: ଗୋଆରେ ଫେବୃୟାରୀ ୧୪ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଭାଜପାକୁ ସୋମବାର ଦୁଇଟି ଶକ୍ତ ଧକ୍କା ଲାଗିଛି। ‘ଦଳ ଆଉ ସାଧାରଣ ଲୋକଙ୍କ ପାର୍ଟି ହୋଇ ନାହିଁ’ କହି ମନ୍ତ୍ରୀ ମାଇକେଲ ଲୋବୋ ଭାଜପା ଛାଡ଼ିବା ପରେ...
ଗୋଟିଏ ଦିନରେ ୨ ମୁଖ୍ୟମନ୍ତ୍ରୀ ହେଲେ କରୋନା ପଜିଟିଭ
ବେଙ୍ଗାଲୁରୁ:୧୦।୧: ବିହାର ମୁଖ୍ୟମନ୍ତ୍ରୀଙ୍କ ପରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ସୋମବାର କରୋନା ସଂକ୍ରମିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ବୋମାଇଙ୍କ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଏନେଇ ସେ କରୋନା ପରୀକ୍ଷା କରାଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସେ ବର୍ତ୍ତମାନ ହୋମ...
ଗେମ୍ ଚେଞ୍ଜର ହେବେ ସୋନୁଙ୍କ ଭଉଣୀ
ନୂଆଦିଲ୍ଲୀ,୧୦।୧: ପଞ୍ଜାବ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ। ପଞ୍ଜାବରେ ଫେବୃୟାରୀ ୧୪ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଅନ୍ୟ ୫ ରାଜ୍ୟ ଭଳି ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣନା...
ରେଷ୍ଟୁରାଣ୍ଟ,ବାର୍ରେ ଖାଇବା ମନା
ନୂଆଦିଲ୍ଲୀ,୧୦।୧: ଦେଶରେ କରୋନା ସଂକ୍ରମଣ ବଢିଚାଲିଛି। କିଛି ରାଜ୍ୟରେ କୋଭିଡ କଟକଣାକୁ କଡାକଡି କରାଯାଇଛି। ଏହାରି ଭିତରେ ଦିଲ୍ଲୀରେ ମଧ୍ୟ କଟକଣା କରାଯାଇଛି। ରେଷ୍ଟୁରାଣ୍ଟ ଏବଂ ବାର୍ରେ ଭୋଜନ କରିବାକୁ ଗ୍ରାହକଙ୍କୁ ଅନୁମତି ଦିଆଯିବ ନାହିଁ। କେବଳ ରେଷ୍ଟୁରାଣ୍ଟରୁ ଖାଦ୍ୟ...
ପାର୍ଟନର ବଦଳାଇ ଧରାପଡ଼ିଲେ
କୋଟାୟାମ(କେରଳ),୧୦।୧: ପାର୍ଟନର ବଦଳାଇବା ସମ୍ପର୍କୀତ ମାମଲାରେ ୭ ଜଣଙ୍କୁ କେରଳରୁ ଗିରଫ କରାଯାଇଛି। ଅନ୍ୟ ବ୍ୟକ୍ତିଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ସ୍ବାମୀ ବାଧ୍ୟ କରୁଥିବା ଜଣେ ମହିଳାଙ୍କ ଅଭିଯୋଗ କରିବା ପରେ ସାମ୍ନାକୁ ଆସିଛି ପୂରା ର଼୍ୟାକେଟ।...
ବିହାର ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍
ପାଟନା,୧୦।୧: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ବର୍ତ୍ତମାନ ହୋମ୍ ଆଇସୋଲେଶନରେ ରହିଛନ୍ତି।...
ହାତ ଛାଡି ସାଇକେଲ ଚଢିବେ ଇମ୍ରାନ
ଲକ୍ଷ୍ନୌ,୧୦।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍କା ଲାଗିଛି। କଂଗ୍ରେସର ରାଷ୍ଟ୍ରୀୟ ସଚିବ ଥିବା ସାହାରନପୁରର ଇମ୍ରାନ ମାସୁଦ ଏବେ ଦଳ ଛାଡି ସମାଜବାଦୀ ପାର୍ଟି(ଏସପି)ରେ ଯୋଗଦେବାକୁ ଘୋଷଣା କରିଛନ୍ତି। ଅମ୍ବାଲା ରୋଡରେ ଥିବା ତାଙ୍କ ବାସଭବନରେ...
ପ୍ରତିରକ୍ଷା ମନ୍ତ୍ରୀ କରୋନା ପଜିଟିଭ୍
ନୂଆଦିଲ୍ଲୀ,୧୦।୧: ଦେଶର ପ୍ରତିରକ୍ଷା ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ରାଜନାଥ ସିଂ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ମନ୍ତ୍ରୀ ସୋମବାର ଅପରାହ୍ନରେ ନିଜେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ତାଙ୍କର ସାମାନ୍ୟ ଲକ୍ଷଣ ରହିଛି ଏବଂ...
ରାଜଧାନୀରେ ହେବନି ଲକ୍ଡାଉନ
ନୂଆଦିଲ୍ଲୀ,୧୦।୧: ରାଜଧାନୀ ଦିଲ୍ଲୀରେ କରୋନା ସହ ଏହାର ପୂଆ ଭାରିଆଣ୍ଟ ଓମିକ୍ରନ ମାମଲା ବ୍ୟାପିବାରେ ଲାଗିଛି। ସୋମବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍ଏ)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀରେ କୌଣସି ଲକ୍ଡାଉନ ପଡ଼ିବ ନାହିଁ, କିନ୍ତୁ କିଛି...
ପ୍ରଧାନମନ୍ତ୍ରୀ ପୂରା ଦେଶର, ଏଥିପାଇଁ ଚିନ୍ତିତ ଥିଲି:ପ୍ରିୟଙ୍କା
ନୂଆଦିଲ୍ଲୀ,୧୦।୧: ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟିକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ସୂଚନା ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନି ପ୍ରିୟଙ୍କାଙ୍କ ସହ ଶେୟାର କରିଥିଲେ। ଏହା ଉପରେ ଭାଜପା...
୧୦୦୦ ପୋଲିସ କର୍ମଚାରୀ କରୋନା ସଂକ୍ରମିତ
ନୂଆଦିଲ୍ଲୀ,୧୦ା୧: ରାଜଧାନୀ ଦିଲ୍ଲୀରେ କରୋନା ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ସୋମବାର ଦିଲ୍ଲୀ ପୋଲିସର ପ୍ରାୟ ୧୦୦୦ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ପୋଲିସ କର୍ମଚାରୀଙ୍କ ମଧ୍ୟରେ ଲୋକ ସମ୍ପର୍କ ଅଧିକାରୀ ଓ ଅତିରିକ୍ତ କମିଶନର ଚିନ୍ମୟ ବିଶ୍ୱାଳ...
Archives


