ଜାତୀୟ

‘ଲାଉଡ୍‌ସ୍ପିକରକୁ ମସ୍‌ଜିଦ ଭିତର ଲଗାଅ’

ବେଙ୍ଗାଲୁରୁ,୪।୪: ମସ୍‌ଜିଦରେ ଲାଉଡ୍‌ସ୍ପିକରର ବ୍ୟବହାରକୁ କିଛି ଦକ୍ଷିଣ ପନ୍ଥୀ ଗୋଷ୍ଠୀ ବିରୋଧ କରୁଥିବା ବେଳେ ସମାଧାନ ଲାଗି ଏକ ଉପାୟ ଦେଇଛନ୍ତି କର୍ନାଟକର ବରିଷ୍ଠ ମନ୍ତ୍ରୀ କେ ଏସ୍‌ ଇଶାଓ୍ବାରାପ୍ପା। ଗତ ସପ୍ତାହରେ ମସ୍‌ଜିଦରୁ ଲାଉଡ୍‌ସ୍ପିକର ହଟାଇବା ପାଇଁ ମହାରାଷ୍ଟ୍ରର...

ହରିୟାଣା କଂଗ୍ରେସର ପୂର୍ବତନ ମୁଖ୍ୟ ଏଏପିରେ ସାମିଲ

ଚଣ୍ଡିଗଡ଼,୪ ।୪: ହରିୟାଣା କଂଗ୍ରେସର ପୂର୍ବତନ ମୁଖ୍ୟ ଅଶୋକ ତନୱର ସୋମବାର ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗ ଦେଇଛନ୍ତି । ସେ ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପସ୍ଥିତିରେ ଏଏପିରେ ଯୋଗ ଦେଇଛନ୍ତି...

ରାଜ୍ୟ ସଭା ଯିବା ନେଇ ମୁହଁ ଖୋଲିଲେ ନୀତିଶ

ପାଟନା,୪।୪: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୋମବାର ମୁଖ୍ୟମନ୍ତ୍ରୀ ପଦ ଛାଡି ରାଜ୍ୟ ସଭାକୁ ଯିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ଏଭଳି ଖବର ପଢି ଆଶ୍ଚର୍ଯ୍ୟ। ଏମିତି ମିଥ୍ୟା ଖବର କିଏ ଭାଇରାଲ କରୁଛି ତାହା...

ମନ୍ଦିର ବାହାରେ କଟୁରି ଧରି ଗୋଡାଇଲେ ଆଇଆଇଟି ଗ୍ରାଜୁଏଟ୍‌

ଲକ୍ଷ୍ନୌ,୪।୪: ଉତ୍ତରପ୍ରଦେଶର ଗୋରଖନାଥ ମନ୍ଦିର ବାହାରେ ଜଣେ ଆଇଆଇଟି ଗ୍ରାଜୁଏଟ୍‌ ଏକ କଟୁରିରେ ଦୁଇ ପୋଲିସ କର୍ମୀଙ୍କୁ ଆକ୍ରମଣ କରିଛନ୍ତି। ଏଥିସହିତ ସେ ଧାର୍ମିକ ସ୍ଲୋଗାନ ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏହାପରେ ତାଙ୍କଠାରୁ ଅସ୍ତ୍ର...

ଆମ ଆଦମୀ ପାର୍ଟିରେ ଯୋଗ ଦେଲେ ପୂର୍ବତନ ପୋଲିସ କମିଶନର

ନୂଆଦିଲ୍ଲୀ,୪।୪:ବେଙ୍ଗାଲୁରୁର ପୂର୍ବତନ ପୋଲିସ କମିଶନର ଭାସ୍କର ରାଓ ସୋମବାର ଦିଲ୍ଲୀର ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଭାସ୍କର ରାଓଙ୍କୁ ଏଏପି ଦଳର ସଦସ୍ୟତା ପ୍ରଦାନ କରିଥିଲେ। ଏହି ସମୟରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଏବଂ...

ରାହୁଲ ଗାନ୍ଧୀଙ୍କ ନାଁରେ ନିଜର ସବୁ ସମ୍ପତ୍ତି କରିଦେଲେ ମହିଳା

ଡେରାଡୁନ,୪।୪: ଉତ୍ତରାଖଣ୍ଡର ଜଣେ ମହିଳା ନିଜର ସବୁ ସମ୍ପତ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ କରିଦେଇଛନ୍ତି। ୭୮ ବର୍ଷୀୟ ଏହି ମହିଳାଙ୍କ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଏବଂ ୧୦ ତୋଳା ଅଛି। ଏସବୁ ସେ ରାହୁଲଙ୍କ...

ହିଜାବ ପିନ୍ଧିଥିବା ଶିକ୍ଷୟତ୍ରୀଙ୍କୁ ପରୀକ୍ଷା ଡ୍ୟୁଟି ମନା

ବେଙ୍ଗାଲୁରୁ,୪।୪:କର୍ନାଟକରେ ହିଜାବ ପିନ୍ଧିଥିବା ଶିକ୍ଷୟତ୍ରୀଙ୍କୁ ପରୀକ୍ଷା ଡ୍ୟୁଟିରୁ ବାଦ୍‌ ଦିଆଯିବ ବୋଲି କର୍ନାଟକ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ହିଜାବ ପିନ୍ଧିଥିବା ସ୍କୁଲ ଏବଂ କଲେଜ ଶିକ୍ଷୟତ୍ରୀମାନଙ୍କୁ ପ୍ରି-ୟୁନିଭରସିଟି (ପିୟୁ) ପରୀକ୍ଷା ଡ୍ୟୁଟିିରେ ରଖାଯିବ ନାହିଁ।...

ଚମ୍ପାଓ୍ବତ୍‌ ଆସନରୁ ଲଢ଼ିପାରନ୍ତି ମୁଖ୍ୟମନ୍ତ୍ରୀ ଧାମି

ଡେରାଡୁନ୍‌,୪।୪: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚମ୍ପାଓ୍ବତ୍‌ ଆସନରୁ ଉପନିର୍ବାଚନ ଲଢ଼ିପାରନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ସେ ଦିଦିହାଟ ଆସନରୁ ଲଢ଼ିବା ନେଇ ଆଲୋଚନା ହେଉଥିଲା। ତେବେ ଉକ୍ତ ଆସନରୁ ବିଧାୟକ ଥିବା ବିଶନ ସିଂ ଚୁଫାଲଙ୍କ...

ରେବ୍‌ ପାର୍ଟିରେ ଅଭିନେତାଙ୍କ ଝିଅ ଅଟକ, ବାପା କହିଲେ ..

ହାଇଦ୍ରାବାଦ୍‌,୪।୪: ରବିବାର ବିଳମ୍ବିତ ରାତିରେ ଏକ ୫ ତାରକା ହୋଟେଲରେ ରେବ ପାର୍ଟି ଚାଲିଥିବା ବେଳେ ହାଇଦ୍ରାବାଦ୍‌ ପୋଲିସ ଚଢ଼ାଉ କରି ୧୪୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଟଲିଉଡ୍‌ର ଜଣାଶୁଣା ଅଭିନେତା ନାଗା ବାବୁଙ୍କ...

ହାତ, ଗୋଡ଼ ବନ୍ଧା ଅବସ୍ଥାରେ ମିଳିଲା ଶିକ୍ଷକଙ୍କ ମୃତଦେହ

ଭାଦୋଇ,୪।୪: ନିଖୋଜ ହେବାର ଦିନକ ପରେ ୪୨ ବର୍ଷୀୟ ଶିକ୍ଷକଙ୍କ ମୃତଦେହକୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀରୁ ଉଦ୍ଧାର କରାଯାଇଛି। ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଭାଦୋଇ ଜିଲାର ଏକ ଗ୍ରାମରେ। ଏହି ହତ୍ୟା କାଣ୍ଡରେ ସମ୍ପୃକ୍ତ...

ଦୋଷ ନ କରି ୬ ବର୍ଷ ହେବ ଜେଲ୍‌ଦଣ୍ଡ ଭୋଗୁଥିଲେ ୨ ବ୍ୟକ୍ତି, ଜଣାପଡିବା ପରେ…

ଗାନ୍ଧିନଗର,୪।୪: ହତ୍ୟା ଅଭିଯୋଗରେ ଜେଲରେ ଥିବା ୨ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଗୁଜରାଟ କୋର୍ଟ। ଯେଉଁ ବ୍ୟକ୍ତିଙ୍କ ହତ୍ୟା ଅଭିଯୋଗରେ ୬ ବର୍ଷ ହେବ ଏହି ଦୁଇ ବ୍ୟକ୍ତି ଜେଲ୍‌ରେ ଥିଲେ, ସେହି ବ୍ୟକ୍ତି ଜୀବିତ ଥିବା ଜଣାପଡିଛି।...

୧୦ ରାଜ୍ୟର ୧୮ ସ୍କୁଲରେ ଡ୍ରୋନ୍‌ ପାଇଲଟ୍‌ ଟ୍ରେନିଂ…

ନୂଆଦିଲ୍ଲୀ, ୪।୪ : ଡ୍ରୋନର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଅନେକ କ୍ଷେତ୍ରରେ ଡ୍ରୋନ ବ୍ୟବହାରକୁ ମଧ୍ୟ ଅନୁମୋଦନ କରାଯାଇଛି। ୨୦୨୨ ବଜେଟ ଉପସ୍ଥାପନ କରିବାବେଳେ କେନ୍ଦ୍ର ସରକାର ଡ୍ରୋନ ସହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri