ବିପଦରେ ଏହି ୪୦ ସଂସ୍ଥାର ଚାକିରି: ଅଧ୍ୟୟନରୁ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା, ସର୍ବାଧିକ ପ୍ରଭାବିତ ହେବ…
ନୂଆଦିଲ୍ଲୀ,୩୧।୭: ମାଇକ୍ରୋସଫ୍ଟର ଏକ ଅଧ୍ୟୟନରୁ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଏଥିରେ କୁହାଯାଇଛି ଯେ, ଇଣ୍ଟରପ୍ରେଟର୍ସ ଏବଂ ଟ୍ରାନ୍ସଲେଟର୍ (ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ କରିବା) ସହିତ, ଆହୁରି ଅନେକ ଚାକିରି ଅଛି ଯାହା AI (କୃତ୍ରିମ ବୁଦ୍ଧିମତ୍ତା) ଦ୍ୱାରା…
ଭାରତକୁ ଏମିତି କ’ଣ କହିଦେଲେ ଟ୍ରମ୍ପ, ଯାହାକୁ ଶୁଣି ଖୁସି ହୋଇଗଲେ ରାହୁଲ
ନୂଆଦିଲ୍ଲୀ,୩୧।୭: ଲୋକସଭାର ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ବୟାନକୁ ସମର୍ଥନ କରିଛନ୍ତି। ଯେଉଁଥିରେ ସେ ଭାରତକୁ ଏକ ‘ଡେଡ୍ ଇକୋନୋମି’ ବୋଲି କହିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି…
କୋର୍ଟଙ୍କ ବଡ଼ ରାୟ, ମାଲେଗାଓଁ ପୀଡ଼ିତଙ୍କୁ ମିଳିବ ଅନୁକମ୍ପା ରାଶି
ନୂଆଦିଲ୍ଲୀ,୩୧।୭: ୨୦୦୮ ମସିହାରେ ମହାରାଷ୍ଟ୍ରର ମାଲେଗାଓଁରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ୧୭ ବର୍ଷ ପରେ NIA ସ୍ବତନ୍ତ୍ର କୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ଠାକୁର ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ…
ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ମାଡ଼, ଏହି ସବୁ ଜିନିଷର ବଢିଯିବ ଦାମ୍! ତାଲିକାରେ ରହିଛି…
ଓ୍ବାଶିଂଟନ/ନୂଆଦିଲ୍ଲୀ,୩୧।୭: ବୁଧବାର ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଘୋଷଣା କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଟାରିଫ୍ ଘୋଷଣା କରିବା ସମୟରେ କହିଥିଲେ ଯେ ବନ୍ଧୁ ହେବା ସତ୍ତ୍ୱେ, ଭାରତ ଏବଂ ଆମେରିକା ତୁଳନାତ୍ମକ ଭାବରେ…
ମୋଦିଙ୍କୁ ପ୍ରିୟଙ୍କାଙ୍କ କଡ଼ା ଟାର୍ଗେଟ୍: କହିଲେ ସେ ସବୁ ଦେଶ ବୁଲୁଛନ୍ତି, ସାଙ୍ଗସାଥୀ ସୃଷ୍ଟି କରୁଛନ୍ତି, ହେଲେ ଏହାର ପରିଣାମ…
ନୂଆଦିଲ୍ଲୀ,୩୧ା୭: ସଂସଦର ମୌସୁମୀ ଅଧିବେଶନ ଚାଲିଛି। ଏପରି ପରିସ୍ଥିତିରେ ବିରୋଧୀ ଦଳ ସମସ୍ତ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସବୁଠାରୁ ଚର୍ଚ୍ଚିତ ହେଉଛି ଭାରତ-ପାକିସ୍ତାନ ଯୁଦ୍ଧବିରତି ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ। କଂଗ୍ରେସ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ…
ଶେୟାର ମାର୍କେଟ୍ରେ ହାହାକାର: ୧୦ ମିନିଟରେ ୩ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ
ନୂଆଦିଲ୍ଲୀ,୩୧।୭: ଭାରତର ରପ୍ତାନି ଉପରେ ୨୫% ଟାରିଫ୍ ଲାଗୁ କରିନ୍ତି ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ। ଆମେରିକାର ଘୋଷଣା ଗୁରୁବାର ସକାଳେ ଭାରତୀୟ ସେୟାର ବଜାର ଉପରେ ଗଭୀର ପ୍ରଭାବ ପକାଇଛି। କାରବାର ଆରମ୍ଭରୁ ସେନସେକ୍ସ ୮୦୦ ପଏଣ୍ଟ ହ୍ରାସ ପାଇଥିଲା।…
ଏଣିକି ପାରାଙ୍କୁ ଖାଇବାକୁ ଦେବା ପଡ଼ିବ ମହଙ୍ଗା, କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କଲେ…
ମୁମ୍ବାଇ,୩୧ା୭: ବମ୍ବେ ହାଇକୋର୍ଟ ସାର୍ବଜନୀନ ସ୍ଥାନରେ ପାରାଙ୍କୁ ଖାଇବାକୁ ଦେବା ଉପରେ ନିଷେଧାଦେଶ ଜାରି କରିଛନ୍ତି। ଏହି ନିଷ୍ପତ୍ତି ସମ୍ପର୍କରେ କୋର୍ଟ କହିଛନ୍ତି ଯେ, ଏପରି କରିବା ଦ୍ୱାରା ସାଧାରଣ ଅସୁବିଧା ହୁଏ ଏବଂ ଏହା ଜନସ୍ବାସ୍ଥ୍ୟ ପାଇଁ ବିପଦ ସୃଷ୍ଟି…
Malegaon Blast Case: ୧୭ ବର୍ଷ ପରେ ଏନଆଇଏ କୋର୍ଟ ଦେଲେ ରାୟ, ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ନୂଆଦିଲ୍ଲୀ,୩୧।୭: ମାଲେଗାଓଁ ବିସ୍ଫୋରଣ ମାମଲାରେ ସାଧ୍ୱୀ ପ୍ରଜ୍ଞା ସିଂହ, ଲେଫ୍ଟନାଣ୍ଟ କର୍ଣ୍ଣେଲ ପୁରୋହିତଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଏନଆଇଏ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୨୦୦୮ ସେପ୍ଟେମ୍ବର ୨୯ ତାରିଖରେ ନାସିକର ମାଲେଗାଓଁ ସହରରେ ଏକ ମସଜିଦ ନିକଟରେ ଏକ ମୋଟରସାଇକେଲରେ…
ପାକିସ୍ତାନକୁ ୪୪୦ ଭୋଲ୍ଟର ଆଉ ଏକ ବଡ଼ ଝଟକା ଦେଲା ଭାରତ
ନୂଆଦିଲ୍ଲୀ/ଇସଲାମାବାଦ,୩୧।୭: ଭାରତ ପୁଣି ଥରେ ପାକିସ୍ତାନକୁ ଏକ ବଡ଼ ଝଟକା ଦେଇଛି। କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀରର ରାମବନ ଜିଲାରେ ଚେନାବ ନଦୀ ଉପରେ ୧୮୫୬ ମେଗାୱାଟ ସାୱଲକୋଟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ଭାରତ ପୂର୍ବରୁ ସିନ୍ଧୁ ଜଳ…
ସେଲ୍ଫି ବାହାନାରେ ସ୍ବାମୀଙ୍କୁ ନଦୀକୁ ଠେଲିଦେଲେ ସ୍ତ୍ରୀ: ଓଲଟା ସ୍ବାମୀଙ୍କ ନାଁରେ ହେଲା ମାମଲା: ଜାଣିଲେ ମୁଣ୍ଡ ହୋଇଯିବ ଗୋଲ୍
ବେଙ୍ଗାଲୁରୁ,୩୧।୭: କର୍ନାଟକର ରାଇଚୁର ଜିଲାର ଗୁର୍ଜାପୁର ବ୍ୟାରେଜ ନିକଟରେ ଫଟୋ ଉଠାଇବା ବାହାନାରେ ପତ୍ନୀ ତାଙ୍କ ସ୍ବାମୀଙ୍କୁ ପୋଲ ଉପରୁ ନଦୀକୁ ଠେଲି ଦେବା ମାମଲାରେ ଏକ ନୂତନ ମୋଡ଼ ଆସିଛି। ଫଟୋ ଉଠାଇବା ବାହାନାରେ ତାଙ୍କ ସ୍ତ୍ରୀ ତାଙ୍କୁ ନଦୀକୁ…
ଇରାନର ନାଁ ନେଇ ଭାରତକୁ ଆଉ ଏକ ବଡ଼ ଝଟକା ଦେଲା ଆମେରିକା
ଓ୍ବାଶିଂଟନ/ନୂଆଦିଲ୍ଲୀ,୩୧।୭: ଆମେରିକା ଭାରତକୁ ଆଉ ଏକ ଝଟକା ଦେଇଛି। ଏହା ୬ଟି ଭାରତୀୟ ପେଟ୍ରୋଲିୟମ କମ୍ପାନୀକୁ ନିଷେଧ କରିଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି କମ୍ପାନୀଗୁଡ଼ିକ ଇରାନ ସହିତ ବ୍ୟବସାୟ କରୁଥିଲେ। ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ବୈଦେଶିକ…
୧୭୦ ଘଣ୍ଟା ଭାରତନାଟ୍ୟମ୍ ନୃତ୍ୟ କରି ବିଶ୍ୱ ରେକର୍ଡ
ମାଙ୍ଗାଲୁରୁ, ୩୧ା୭ କର୍ନାଟକର ମାଙ୍ଗାଲୋରସ୍ଥିତ ସେଣ୍ଟ ଆଲୋୟସିଅସ୍ ୟୁନିଭର୍ସିଟିର ଛାତ୍ରୀ ରେମୋନା ଏଭେଟ ପେରେରା ୧୭୦ ଘଣ୍ଟା ପର୍ଯ୍ୟନ୍ତ ଭାରତନାଟ୍ୟମ୍ ନୃତ୍ୟ ପ୍ରଦର୍ଶନ କରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଗୋଲ୍ଡେନ ବୁକ୍ ଅଫ୍ ଓ୍ବାଲର୍ଡ ରେକଡର୍ସରେ ତାଙ୍କ ନାମ ସ୍ଥାନ…
Archives


