ଇସିଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ତାଲିକାରୁ ବାଦ୍ ପଡ଼ିଲେ ୩୩୪ ଦଳ
ନୂଆଦିଲ୍ଲୀ,୯ା୮: ୨୦୧୯ରୁ ୬ ବର୍ଷ ମଧ୍ୟରେ ଗୋଟିଏ ବି ନିର୍ବାଚନ ଲଢ଼ି ନ ଥିବା ଓ ଅନ୍ୟାନ୍ୟ ସର୍ତ୍ତ ପୂରଣ କରିବାରେ ବିଫଳ ହୋଇଥିବା ୩୩୪ଟି ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳକୁ ନିର୍ବାଚନ କମିଶନ (ଇସି) ଶନିବାର ତାଲିକାରୁ ବାଦ୍ ଦେଇଛନ୍ତି।…
ଆଧାରକାର୍ଡରେ ମୋବାଇଲ ନମ୍ବର ଲିଙ୍କ୍ ନାହିଁ କି? ତେବେ କିପରି କରିବେ ସଂଶୋଧନ, ଜାଣନ୍ତୁ ପ୍ରକ୍ରିୟା…
ନୂଆଦିଲ୍ଲୀ,୯ା୮: ଆଧାରକାର୍ଡ ହେଉଛି ଭାରତରେ ବ୍ୟବହୃତ ସବୁଠାରୁ ସାଧାରଣ ଡକ୍ୟୁମେଣ୍ଟ, ଦେଶର ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ପାଖରେ ଆଧାରକାର୍ଡ ଅଛି। ସ୍କୁଲ-କଲେଜରେ ପ୍ରବେଶ କରିବାଠାରୁ ଆରମ୍ଭ କରି ସରକାରୀ ଯୋଜନାର ଲାଭ ନେବା ପର୍ଯ୍ୟନ୍ତ, ଆଧାରକାର୍ଡ ଆବଶ୍ୟକ। ଆଧାରକାର୍ଡ ତିଆରି…
ଧନକର ଏବେ କେଉଁଠି ଅଛନ୍ତି? ‘ଲାପତା ଲେଡିଜ’ ଶୁଣିଥିଲୁ, ହେଲେ ‘ଲାପତା ଉପରାଷ୍ଟ୍ରପତି’ ନୁହେଁ, ବଡ଼ ପ୍ରଶ୍ନ ଉଠାଇଲେ ସିବଲ
ନୂଆଦିଲ୍ଲୀ,୯।୮: ରାଜ୍ୟ ସଭା ଏମପି ଏବଂ ପୂର୍ବତନ ଆଇନ ମନ୍ତ୍ରୀ କପିଲ ସିବଲ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଜଗଦୀପ ଧନକରଙ୍କ ସାଧାରଣରେ ଅନୁପସ୍ଥିତି ଉପରେ ଶନିବାର ପ୍ରଶ୍ନ ଉଠାଇଛନ୍ତି। ସେ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେ ସେ ‘ଲାପତା…
ରାକ୍ଷୀ ପୂର୍ଣ୍ଣିମାରେ ବଡ଼ ଅଘଟଣ, ରାଜଧାନୀରେ ପ୍ରବଳ ବର୍ଷା ସାଜିଲା କାଳ ୮ ଲୋକଙ୍କ ଜୀବନ ଗଲା
ନୂଆଦିଲ୍ଲୀ,୯।୮: ରାଜଧାନୀ ଦିଲ୍ଲୀର ହରିନଗରରେ ଶନିବାର ବର୍ଷା ସମୟରେ ଏକ କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁ ବଡ଼ ଦୁର୍ଘଟଣା ଘଟିଛି। ଜୈତପୁର ଥାନା ଅନ୍ତର୍ଗତ ହରିନଗରର ବାବା ମୋହନ ରାମ ମନ୍ଦିର ନିକଟରେ ଥିବା ସମାଧି ସ୍ଥଳର କାନ୍ଥ ଭୁଶୁଡ଼ି ପଡ଼ିଛି।…
କୁନି କୁନି ପିଲାଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୋଦି
ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ବାସଭବନରେ ରକ୍ଷା ବନ୍ଧନ ପାଳନ କରିଥିଲେ। ସ୍କୁଲ ପିଲାମାନେ ଏବଂ ଆଧ୍ୟାତ୍ମିକ ସଂଗଠନ ବ୍ରହ୍ମା କୁମାରୀଙ୍କ ସଦସ୍ୟମାନେ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଏହି ପର୍ବ ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ପାରମ୍ପରିକ…
ଶହବାଜ ସରିଫ-ଅସୀମ ମୁନିରଙ୍କ ପୋଲ୍ ଖୋଲିଲେ ଭାରତୀୟ ସେନା ମୁଖ୍ୟ
ନୂଆଦିଲ୍ଲୀ,୯।୮: ଅପରେଶନ ସିନ୍ଦୂର ସମୟରେ ପାଞ୍ଚଟି ପାକିସ୍ତାନୀ ଲଢୁଆ ବିମାନ ନଷ୍ଟ କରାଯାଇଥିଲା। ଏହା ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଏପି ସିଂହ ବେଙ୍ଗାଲୁରୁରେ ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ ପାଞ୍ଚଟି ଲଢ଼ୁଆ ବିମାନ ସହିତ ଏକ…
ବନ୍ଦ ହୋଇଯିବ ୫୦୦ ଟଙ୍କିଆ ନୋଟ! ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ, ୯।୮: ସମ୍ପ୍ରତି କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ATMରୁ ଖୁବ ଶୀଘ୍ର ୫୦୦ ଟଙ୍କିଆ ନୋଟ ବାହାରିବା ବନ୍ଦ ହୋଇଯିବ। ଅର୍ଥ ମନ୍ତ୍ରଣାଳୟ ଏ ବିଷୟରେ ସ୍ପଷ୍ଟୀକରଣ ଦେଇଛି।ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସମସ୍ତ ବ୍ୟାଙ୍କକୁ ୨୦୨୫…
ରାଜଧାନୀରେ ଅଘଟଣ: ହଠାତ୍ ଭୁଶୁଡ଼ିଲା ୧୦୦ ଫୁଟ ଲମ୍ବା କାନ୍ଥ, ୭ ମୃତ
ନୂଆଦିଲ୍ଲୀ,୯।୮: ଦକ୍ଷିଣ ପୂର୍ବ ଦିଲ୍ଲୀର ଜୈତପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଦୁର୍ଘଟଣା ଘଟିଛି। ଏଠାରେ ଏକ ସମାଧି ସ୍ଥଳର ପ୍ରାୟ ୧୦୦ ଫୁଟ ଲମ୍ବା କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ନିକଟରେ ଥିବା ଅନେକ ବସ୍ତି ଏହାର କବଜାକୁ…
୧୦ ହଜାରରୁ ସିଧା ୫୦ ହଜାର ହେଲା ମିନିମନ ବାଲନ୍ସ! ଗ୍ରାହକଙ୍କୁ ଝଟକା ଦେବ କି ଏହି ବ୍ୟାଙ୍କ
ନୂଆଦିଲ୍ଲୀ,୯।୮: ଘରୋଇ କ୍ଷେତ୍ରର ବଡ଼ ବ୍ୟାଙ୍କ ICICI, ଏବେ ସାଧାରଣ ଲୋକଙ୍କ ପାଇଁ ତାର ଦ୍ୱାର ବନ୍ଦ କରିଦେଉଥିବା ପରି ମନେ ହେଉଛି। ବ୍ୟାଙ୍କ ଦ୍ୱାରା ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ହାରାହାରି ସର୍ବନିମ୍ନ ବାଲାନ୍ସରେ ସମ୍ପ୍ରତି ହୋଇଥିବା ବିଶାଳ ବୃଦ୍ଧି…
ଚର୍ଚ୍ଚାରେ କଂଗ୍ରେସ ନେତାଙ୍କ ବୟାନ, କହିଲେ ବାଟ ହୁଏତ ଦେଖାଇପାରିବେ ମେଲାନିଆ
ନୂଆଦିଲ୍ଲୀ,୯।୮: ବରିଷ୍ଠ କଂଗ୍ରେସ ନେତା ଏବଂ ଏମପି ଶଶି ଥରୁର ତାଙ୍କ ବୟାନ ପାଇଁ ସବୁବେଳେ ଖବରରେଥାଆନ୍ତି। ଏବେ କଂଗ୍ରେସ ନେତା ଏକ ବ୍ୟଙ୍ଗାତ୍ମକ ସ୍ବରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି। ଶଶି ଥରୁର ମଜା କରି କହିଛନ୍ତି…
ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହିଦ
ଶ୍ରୀନଗର,୯।୮: ଜମ୍ମୁ-କଶ୍ମୀରର କୁଲଗାମର ଅଖାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ଆଜି ନବମ ଦିନ ପାଇଁ ଜାରି ରହିଛି। ସାରା ରାତି ଅଞ୍ଚଳରେ ଜୋରଦାର ବିସ୍ଫୋରଣ ଏବଂ ଗୁଳିଚାଳନା ଶବ୍ଦ ଶୁଣାଯାଇଥିଲା। ଏହି ସମୟରେ, ଗତକାଲି ରାତିରେ ଗୁଳିଚାଳନାରେ ସେନାର ୨…
ଟ୍ରମ୍ପଙ୍କ ଟାରିଫ୍ ମାଡ଼ ପରେ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବାତିଲ୍ ହେଲା…
ନୂଆଦିଲ୍ଲୀ,୯ା୮:ଭାରତରୁ ଆମଦାନୀ କରୁଥିବା ସାମଗ୍ରୀ ଉପରେ ୫୦% ଟାରିଫ୍ ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଘୋଷଣା କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅନେକ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଏହାର ପ୍ରତିବାଦରେ କେନ୍ଦ୍ର ଆମେରିକାରୁ ଅସ୍ତ୍ରଶସ୍ତ୍ର…
Archives


