ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଛୁଟି ବାତିଲ
ନୂଆଦିଲ୍ଲୀ,୯।୫: ସାମ୍ପ୍ରତିକ ଭାରତ-ପାକ୍ ଯୁଦ୍ଧ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଛୁଟି ବାତିଲ କରିଛି। ଏ ନେଇ ମନ୍ତ୍ରାଳୟ ପକ୍ଷରୁ ସର୍କୁଲାର୍ ଜାରି ହୋଇଛି। ମେଡିକାଲ ଗ୍ରାଉଣ୍ଡ ବ୍ୟତୀତ ସମସ୍ତ ଛୁଟି ବାତିଲ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି...
ଏହା ହିଁ ସଠିକ୍ ସମୟ! ପାକିସ୍ତାନଠାରୁ POKକୁ ଛଡ଼ାଇ ଆଣିବ ଭାରତ, ଟ୍ରମ୍ପଙ୍କ ସମର୍ଥନ…
ନୂଆଦିଲ୍ଲୀ,୯।୫: ପାକ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରି ବାୟୁସେନା କୋଟି କୋଟି ଭାରତୀୟଙ୍କ ଇଚ୍ଛା ପୂରଣ କରିବାର ପଥ ପରିଷ୍କାର କରିଛି। କହିବାର ତାତ୍ପର୍ଯ୍ୟ ଭାରତ ଆରମ୍ଭରୁ କହିଆସୁଛି ଯେ ପିଓକେ ମଧ୍ୟ ଆମର ଅଂଶ, ଯାହା...
ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଖାଦ୍ୟ ସାମଗ୍ରୀ କଳାବଜାରୀ ନକରିବାକୁ କେନ୍ଦ୍ରର ଚେତାବନୀ
ନୂଆଦିଲ୍ଲୀ,୯।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ବ୍ୟବସାୟୀମାନଙ୍କୁ ଖାଦ୍ୟ ସାମଗ୍ରୀ କଳାବଜାରୀ ବା ଗଚ୍ଛିତ ନ କରିବାକୁ ଚେତାବନୀ ଦେଇଛନ୍ତି। ସରକାର କହିଛନ୍ତି ଯେ ଦେଶରେ ଖାଦ୍ୟ ସାମଗ୍ରୀର ପର୍ଯ୍ୟାପ୍ତ ମହଜୁଦ ରହିଛି,...
ଯୁଦ୍ଧ ଭିତରେ ବଡ଼ ଖବର: ଆତ୍ମସମର୍ପଣ କରିବ ପାକିସ୍ତାନ! ଆଊ ମାତ୍ର ୪ଦିନ…
ନୂଆଦିଲ୍ଲୀ,୯।୫: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ଉଚିତ ଜବାବ ଦେବାକୁ ସଂକଳ୍ପ ନେଇଛି। ଅନ୍ୟପକ୍ଷରେ, ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ବିରୋଧରେ ଆକ୍ରମଣାତ୍ମକ ଆକ୍ରମଣ କରୁଛନ୍ତି। କିନ୍ତୁ ଏହି...
୩୦୦-୪୦୦ ତୁର୍କି ଡ୍ରୋନ୍ ବ୍ୟବହାର କରି ଭାରତର ୩୬ ସ୍ଥାନକୁ ଟାର୍ଗେଟ କରିଥିଲା ପାକିସ୍ତାନ: MEA
ନୂଆଦିଲ୍ଲୀ,୯।୫: ଅପରେଶନ ‘ସିନ୍ଦୂର’ର ଜବାବ ଦେବାକୁ ଯାଇ ପାକିସ୍ତାନ ଗୁରୁବାର ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଏହାକୁ ଭାରତ ବିଫଳ କରିଥିଲା। ତେବେ ପାକିସ୍ତାନ ତୁର୍କୀ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଥିବା ଶୁକ୍ରବାର MEA ର ଏକ...
‘ଅପରେଶନ ସିନ୍ଦୂର’ଖବରର ଶିରୋନାମାରେ ଥିବା ସୋଫିଆ କୁରେଶୀଙ୍କ ଦରମା କେତେ ଜାଣନ୍ତି କି?
‘ଅପରେଶନ ସିନ୍ଦୂର’ର ପ୍ରେସ୍ମିଟ୍ କରାଯାଇଥିଲା। ଏଥିରେ ସବିଶେଷ ସୂଚନା ଦେଇ ଖବରର ଶିରୋନାମାକୁ ଆସିଥିଲେ ସୋଫିଆ କୁରେଶୀ।ସେ କହିଥିଲେ, ୨୨ ଏପ୍ରିଲରେ ପହଲଗାମରେ ଯେଉଁ ଆକ୍ରମଣ ହୋଇଥିଲା ଏଥିରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଭାରତ ବୁଧବାର...
Atom Bomb War: ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ କିଏ ଜିତିବ? ଚମକାଇଲା AIର ଭବିଷ୍ୟବାଣୀ
ନୂଆଦିଲ୍ଲୀ, ୯।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଆଲୋଚନା ସାମ୍ନାକୁ ଆସିଛି ଯେ, ଯଦି ଏହି ଦୁଇ ପରମାଣୁ ଶକ୍ତିସମ୍ପନ୍ନ ଦେଶ ମଧ୍ୟରେ ଯୁଦ୍ଧ ହୁଏ, ତେବେ କିଏ ଜିତିବ? ଏକ ସମ୍ପ୍ରତି...
ପାକିସ୍ତାନକୁ ମୋଦି ଦେଲେ ଜୋରଦାର ଝଟ୍କା! ବିଶ୍ୱରେ ଚହଳ
ନୂଆଦିଲ୍ଲୀ,୯।୫: ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଅଜୟ ବଙ୍ଗା ଗୁରୁବାର ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ସେ ସ୍ପଷ୍ଟ କରିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସିନ୍ଧୁ...
Operation Sindoor: ଅପରେଶନ ସିନ୍ଦୂରକୁ ନେଇ ବଡ଼ ବୟାନ ଦେଲେ ମୁସଲମାନ ମନ୍ତ୍ରୀ, କହିଲେ ମୋଦି ଯଦି ମୋତେ ଅନୁମତି ଦିଅନ୍ତି…
ବେଙ୍ଗାଲୁରୁ,୯।୫: ପାକିସ୍ତାନର ଆକ୍ରମଣ ଏବଂ ଭାରତର ପ୍ରତିଶୋଧ ମଧ୍ୟରେ, କର୍ନାଟକର ମନ୍ତ୍ରୀ ବିଜେଡ ଜମିର ଅହମ୍ମଦ ଏକ ବଡ଼ ବୟାନ ଦେଇଛନ୍ତି। କର୍ନାଟକ ଗୃହ ମନ୍ତ୍ରୀ ବିଜେଡ ଜମିର ଅହମ୍ମଦ ସମ୍ବାଦ ସଂସ୍ଥା ଏଏନଆଇକୁ କହିଛନ୍ତି ଯେ ମୁଁ ଦେଶ...
ଭାରତ-ପାକିସ୍ତାନ ଉତ୍ତେଜନା: LOCରେ ପ୍ରବଳ ଗୁଳିବର୍ଷା, ୧୪ଟି ଟେରିଟୋରିଆଲ ଆର୍ମୀଙ୍କୁ ସକ୍ରିୟ କଲା ଭାରତ
ନୂଆଦିଲ୍ଲୀ,୯।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉତ୍ତେଜନା ମଧ୍ୟରେ ଭାରତୀୟ ସେନା ପାକିସ୍ତାନର ମିସାଇଲ ଓ ଡ୍ରୋନ ଆକ୍ରମଣକୁ ବିଫଳ କରିଛି। ଏହା ସହିତ ଭାରତ ନିଜର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ୧୪ଟି...
ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ବଡ଼ ଖବର: କାଲିଠାରୁ ପେଟ୍ରୋଲ ପମ୍ପରେ UPI ଓ କାର୍ଡ ପେମେଣ୍ଟ ବନ୍ଦ
ନୂଆଦିଲ୍ଲୀ,୯।୫: ଭାରତରେ ଡିଜିଟାଲ ପେମେଣ୍ଟର ବ୍ୟବହାର ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ସାଇବର ଠକେଇର ବୃଦ୍ଧି ଏକ ବଡ଼ ଚିନ୍ତାର କାରଣ ହୋଇଛି। ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ରର ନାଗପୁରରେ ଥିବା ପେଟ୍ରୋଲ ପମ୍ପ ମାଲିକମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।...
ସରକାରଙ୍କ ବଡ଼ ନିଷ୍ପତ୍ତି: ମେ ୧୫ ଯାଏ….
ଗୁଜୁରାଟ,୯।୫: ଦେଶରେ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଗୁଜରାଟରେ ବାଣ ଫୁଟାଇବା ଓ ଡ୍ରୋନ ବ୍ୟବହାର ଉପରେ କଟକଣା ଲଗାଯାଇଛି। ଏହି କଟକଣା ଆସନ୍ତା ୧୫ ତାରିଖ ଯାଏ ଘୋଷଣା ହୋଇଛି ତଥା...
Archives


