ଅପରେସନ ସିନ୍ଦୂର ପରେ ପାକିସ୍ତାନର ହୀନ ବ୍ୟବହାର: ଭାରତୀୟ କୂଟନୀତିଜ୍ଞଙ୍କୁ ଖବରକାଗଜ, ଗ୍ୟାସ ଓ ପାଣି ଯୋଗାଣ ବନ୍ଦ
ନୂଆଦିଲ୍ଲୀ,୧୧।୮: ପାକିସ୍ତାନ ଅପରେସନ ସିନ୍ଦୂର ପରେ ଇସଲାମାବାଦରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କ ଉପରେ ଉତ୍ପୀଡ଼ନକୁ ତୀବ୍ର କରିଛି। ଏହି ଅପରେସନରେ ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ସୋମବାର ଅଧିକାରୀଙ୍କ ସୂଚନା ଅନୁସାରେ, ଭାରତୀୟ…
ପୁଟିନଙ୍କ ସହ ସାକ୍ଷାତ କରିବା ପୂର୍ବରୁ ମୋଦିଙ୍କ ସହ କ’ଣ କଥା ହେଲେ ଜେଲେନ୍ସକି, ଏକ୍ସରେ ଦେଲେ ସୂଚନା
ନୂଆଦିଲ୍ଲୀ,୧୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବୈଠକ ପୂର୍ବରୁ ସୋମବାର ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିଥିଲେ। ଦୁଇ ନେତାଙ୍କ ମଧ୍ୟରେ ଏକ ଲମ୍ବା ଆଲୋଚନା ହୋଇଥିଲା।…
ଏହି ଦିନରୁ ଆମେରିକାକୁ ବିମାନ ସେବା ସ୍ଥଗିତ ରଖିବ ଏୟାର ଇଣ୍ଡିଆ
ନୂଆଦିଲ୍ଲୀ,୧୧।୮: ଏୟାର ଇଣ୍ଡିଆ ସେପ୍ଟେମ୍ବର ୧, ୨୦୨୫ ତାରିଖରୁ ଦିଲ୍ଲୀରୁ ୱାଶିଂଟନ ଡିସିକୁ ଯାଉଥିବା ସେବାକୁ ସ୍ଥଗିତ ରଖିବାକୁ ଘୋଷଣା କରିଛି। ବିଭିନ୍ନ ପରିଚାଳନାଗତ କାରଣ ଯୋଗୁଁ ଏହି ସେବା ବନ୍ଦ କରାଯାଉଥିବା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ଏୟାର ଇଣ୍ଡିଆ ଏକ…
‘ପରମାଣୁ ଅସ୍ତ୍ରର ଧମକ ଦେବା ପାକିସ୍ତାନର ପାରମ୍ପରିକ କାମ’, କଡ଼ା ଜବାବ ଦେଲା ଭାରତ
ନୂଆଦିଲ୍ଲୀ,୧୧।୮: ପାକିସ୍ତାନ କେବେବି ତା’ର ଅଭ୍ୟାସ ଛାଡିବ ନାହିଁ। ଏହା ପୁଣିଥରେ ପରମାଣୁ ଆକ୍ରମଣର ଧମକ ଦେଇଛି। ଭାରତ ସ୍ପଷ୍ଟ ଭାବରେ କହିଛି ଯେ ଆମେ ଏପରି କୌଣସି ଧମକକୁ ଭୟ କରିବୁ ନାହିଁ। ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ…
ହୃଦୟବିଦାରକ ଘଟଣା: ଟ୍ରକ୍ ଧକ୍କାରେ ଚାଲିଗଲା ସ୍ତ୍ରୀ ଜୀବନ, କେହି ଟିକିଏ ସାହାଯ୍ୟ କଲେନି, ଶେଷରେ…
ନୂଆଦିଲ୍ଲୀ,୧୧।୮: ନାଗପୁରରେ ଜଣେ ୩୫ ବର୍ଷୀୟ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ମୃତଦେହକୁ ବାଇକରେ ବାନ୍ଧି ନେଇଥିବା ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏକ ଦ୍ରୁତଗାମୀ ଟ୍ରକ ତାଙ୍କ ପତ୍ନୀଙ୍କୁ ଚାପି ଦେଇଥିବା ପରେ ସେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ,…
ରାହୁଲ, ପ୍ରିୟଙ୍କାଙ୍କୁ ଉଠାଇନେବା ପଛରେ ବଡ଼ କାରଣ, ଦିଲ୍ଲୀ ପୋଲିସ କଲା ବଡ଼ ଖୁଲାସା
ନୂଆଦିଲ୍ଲୀ,୧୧।୮: ସୋମବାର ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ସାଂସଦମାନେ ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ବିରୋଧରେ ପ୍ରତିବାଦ କରି ସଂସଦ ଭବନରୁ ନିର୍ବାଚନ କମିଶନ ମୁଖ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆରମ୍ଭ କରିଥିଲେ। ଏହି ସମୟରେ”ଭୋଟ ଚୋରି” ଅଭିଯୋଗ…
ବୁଲା କୁକୁରଙ୍କୁ ତୁରନ୍ତ ଧରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ବାଧା ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ
ନୂଆଦିଲ୍ଲୀ,୧୧।୮: ସୁପ୍ରିମକୋର୍ଟ ସୋମବାର ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ବେଆଇନ କୁକୁରଙ୍କୁ ତୁରନ୍ତ ଧରି ବନ୍ଧ୍ୟାକରଣ କରିବା ଏବଂ ସେମାନଙ୍କୁ ସ୍ଥାୟୀ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ନାଗରିକ ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏକ କଠୋର ନିର୍ଦ୍ଦେଶରେ କୋର୍ଟ…
ପୁଣି ତ୍ରୁଟି! ଲ୍ୟାଣ୍ଡିଂ ପରେ ବି ଘଣ୍ଟାଏ ପର୍ଯ୍ୟନ୍ତ ଓହ୍ଲାଇ ପାରିଲେନି ଯାତ୍ରୀ
ନୂଆଦିଲ୍ଲୀ,୧୧।୮: ଏୟାର ଇଣ୍ଡିଆ ବିମାନରେ ସମସ୍ୟାର ଅଭିଯୋଗ କମିବା ନାଁ ଧରୁନାହିଁ। ଏବେ ଖବର ଆସିଛି ଯେ ଦିଲ୍ଲୀରୁ ରାୟପୁର ପହଞ୍ଚିଥିବା ଏୟାର ଇଣ୍ଡିଆ ବିମାନର ଦ୍ୱାର ଖୋଲିନଥିଲା, ଯାହା ଫଳରେ ଯାତ୍ରୀମାନେ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ବିମାନ ଭିତରେ ଫସି…
ଅହମଦାବାଦ ବିମାନ ଦୁର୍ଘଟଣାର ୨ ମାସ ପରେ କାହିଁକି ଏମିତି କହିଲେ ପୀଡ଼ିତ? ଜାଣନ୍ତୁ କ’ଣ ତାଙ୍କର ଦୁଃଖ
ନୂଆଦିଲ୍ଲୀ,୧୧।୮: ଜୁନ ୨ ତାରିଖରେ ଗୁଜରାଟର ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ଦୁଇ ମାସ ବିତିଗଲାଣି, କିନ୍ତୁ ପୀଡିତମାନେ ଏପର୍ଯ୍ୟନ୍ତ କ୍ଷତିପୂରଣ ରାଶି ପାଇନାହାଁନ୍ତି। ପୀଡିତଙ୍କ ପ୍ରତିନିଧିତ୍ୱ କରୁଥିବା ଆମେରିକୀୟ ଓକିଲ ଆଣ୍ଡ୍ରୁଜ କହିଛନ୍ତି ଯେ ଯଦି ରତନ ଟାଟା…
ନୂଆ ଇନ୍କମ୍ ଟ୍ୟାକ୍ସ ବିଲ ଆଗତ: ସାଧାରଣ ଲୋକଙ୍କ ଉପରେ ପଡ଼ିବ ପ୍ରଭାବ
ନୂଆଦିଲ୍ଲୀ,୧୧।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ନୂଆ ଇନ୍କମ୍ ଟ୍ୟାକ୍ସ ବିଲ ୨୦୨୫ ଆଗତ କରିଛନ୍ତି। ସୀତାରମଣ ସୋମବାର ଲୋକସଭାରେ ଇନ୍କମ୍ ଟ୍ୟାକ୍ସ ବିଲ୍ର ଏକ ସଂଶୋଧିତ ସଂସ୍କରଣ ଆଗତ କରିଛନ୍ତି। ଏଥିରେ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱାଧୀନ ସିଲେକ୍ଟ କମିଟିର…
ବେହୋସ ହୋଇପଡ଼ିଲେ ମହିଳା ଏମ୍ପି: ସମ୍ଭାଳିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧୧।୮: ଇଣ୍ଡିଆ ଆଲାଏନ୍ସ ନିର୍ବାଚନ କମିଶନଙ୍କ ଉପରେ ଭୋଟ ତାଲିକାରେ ହେରଫେର ଅଭିଯୋଗ କରୁଛି। ଏହି ସମୟରେ ସଂସଦର ମକର ଦ୍ୱାରରୁ ନିର୍ବାଚନ କମିଶନ ଭବନ ପର୍ଯ୍ୟନ୍ତ ଇଣ୍ଡିଆ ବ୍ଲକ ପ୍ରତିବାଦରେ ନାଟକୀୟ ଦୃଶ୍ୟ ଦେଖାଦେଇଛି। ଏଥିରେ ସମାଜବାଦୀ ପାର୍ଟି ମୁଖ୍ୟ…
ରାହୁଲ-ପ୍ରିୟଙ୍କାଙ୍କୁ ଟେକିନେଲା ପୋଲିସ: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୧।୮: ଆଜିକାଲି ଭୋଟ ଚୋରି ପ୍ରସଙ୍ଗରେ ଦେଶରେ ରାଜନୈତିକ ପାଣିପାଗ ଉଷ୍ମ ରହିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟର ତାଲିକାରେ ଅନିୟମିତତା ସମ୍ପର୍କରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଆଜି ବିରୋଧୀ ଦଳର ଏମ୍ପିମାନେ ସଂସଦର ମକର…
Archives


