ଅବସର ନେବାର ଦିନକ ପରେ ବୃନ୍ଦାବନରେ ବିରାଟ-ଅନୁଷ୍କା
ବୃନ୍ଦାବନ,୧୩।୫: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବାର ଦିନକ ପରେ ମଙ୍ଗଳବାର ବୃନ୍ଦାବନରେ ପହଞ୍ଚିଛନ୍ତି। ସ୍ତ୍ରୀ ଅନୁଷ୍କାଙ୍କ ସହିତ ବିରାଟ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରୟ ସ୍ଥଳରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଛନ୍ତି। ଏହାର...
ଭାରତର ବଡ଼ ଆକ୍ସନ, ପାକିସ୍ତାନକୁ ଚେତାବନୀ ଦେବା ଶୁଣି ବାଂଲାଦେଶରେ ଭୂକମ୍ପ!
ନୂଆଦିଲ୍ଲୀ,୧୩।୫: ମହମ୍ମଦ ୟୁନୁସ ବାଂଲାଦେଶର କମାଣ୍ଡ ଗ୍ରହଣ କରିବା ପରଠାରୁ, ଭାରତ ସହିତ ଏହାର ସମ୍ପର୍କ ଖରାପ ହେବାରେ ଲାଗିଛି। ମହମ୍ମଦ ୟୁନୁସ ଭାରତର ଅନୁଗ୍ରହକୁ ଭୁଲି ପାକିସ୍ତାନ ଏବଂ ଚାଇନା ସହିତ ହାତ ମିଳାଇଛନ୍ତି। କିନ୍ତୁ ଭାରତ ମଧ୍ୟ...
ଅଭେଦ୍ୟ କିଲ୍ଲାରେ ପରିଣତ ହେବ ଭାରତ: ରୁଷିଆଠାରୁ କିଣିବ ଅତିରିକ୍ତ S-400 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ: ରିପୋର୍ଟ
ନୂଆଦିଲ୍ଲୀ,୧୩।୫: ଭାରତ ନିଜର ବାୟୁ ପ୍ରତିରକ୍ଷା କ୍ଷମତାକୁ ଆହୁରି ମଜବୁତ କରିବା ପାଇଁ ରୁଷିଆଠାରୁ ଅତିରିକ୍ତ S-400 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ କିଣିବାକୁ ଯୋଜନା କରୁଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଅତ୍ୟାଧୁନିକ ପ୍ରତିରକ୍ଷା...
ସୀମାରୁ ମୋଦିଙ୍କ ବଡ଼ ଘୋଷଣା, ଥରିଲା ପାକିସ୍ତାନ!
ନୂଆଦିଲ୍ଲୀ, ୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପଞ୍ଜାବର ଆଦମପୁର ଏୟାରବେସ ପରିଦର୍ଶନ କରି ଭାରତୀୟ ବାୟୁସେନାର ସୈନିକମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଅପରେଶନ ସିନ୍ଦୁରର ସଫଳତା ପାଇଁ ଯବାନମାନଙ୍କ ସାହସିକତା ଓ ନିଷ୍ଠାକୁ ଉଚ୍ଚ ପ୍ରଶଂସା...
ଆଦମପୁର ଏୟାରବେସରେ S-400 ସମ୍ମୁଖରେ ପ୍ରଧାନମନ୍ତ୍ରୀଙ୍କ ଫଟୋ, ପାକିସ୍ତାନକୁ ଭାରତର କଡ଼ା ସନ୍ଦେଶ
ଆଦମପୁର,୧୩।୫: ପଞ୍ଜାବର ଆଦମପୁର ଏୟାରବେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକସ୍ମିକ ଗସ୍ତ ସମୟରେ ଏକ ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଜବାନମାନଙ୍କୁ ସାଲ୍ୟୁଟ୍ କରୁଥିବା ଏକ ଫଟୋରେ ପଛରେ ଏକ ମିଗ-୨୯ ଯୁଦ୍ଧବିମାନ ଓ...
ଅପରେଶନ କିଲର: ଜମ୍ମୁ କାଶ୍ମୀରର ସୋପିଆନରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ
ଶ୍ରୀନଗର,୧୩।୫: ଜମ୍ମୁ କାଶ୍ମୀରର ସୋପିଆନ ଜିଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏକ ଜୋରଦାର ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅପରେଶନ, ଯାହାକୁ ‘ଅପରେଶନ କିଲର’ ନାମ ଦିଆଯାଇଛି, ସୋପିଆନର ଜଙ୍ଗଲ ଅଞ୍ଚଳରେ...
ଦେଶପ୍ରେମର ଅନନ୍ୟ ଉଦାହରଣ: ୧୭ ନବଜାତ କନ୍ୟାଙ୍କ ନାମ ରଖାଗଲା ‘ସିନ୍ଦୂର’
ଲକ୍ଷ୍ନୌ,୧୩।୫: ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ, ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଅପରେଶନ ସିନ୍ଦୂର ନାମକୁ ଲୋକମାନେ ପସନ୍ଦ କରୁଛନ୍ତି। ସେମାନେ ସେମାନଙ୍କ ଝିଅଙ୍କ ନାମ ସିନ୍ଦୂର ରଖିଛନ୍ତି। କୁଶୀନଗର ଜିଲାରେ,...
ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ
ଭୁବନେଶ୍ୱର,୧୩।୫: ଦ୍ୱାଦଶ ପରେ ଏପେ ପ୍ରକାଶ ପାଇଛି CBSE ଦଶମ ରେଜଲ୍ଟ। ଏଥିରେ ପାସ ହାର ୯୩.୬୬ ପ୍ରତିଶତ ରହିଛି। CBSE ୱେବସାଇଟରେ ଛାତ୍ରୀଛାତ୍ରମାନେ ରେଜଲ୍ଟ ପାଇପାରିବେ। ସୂଚନାଯୋଗ୍ୟ, ଏଥର CBSE ଦଶମରେ ୨୪ ଲକ୍ଷ ୧୨ ହଜାର ଛାତ୍ରୀଛାତ୍ର...
ଅବସର ନେଲେ CJI, ଇମୋଶନାଲ ହେଲେ କପିଲ ସିବଲ, SG ତୁଷାର ମେହେଟା
ନୂଆଦିଲ୍ଲୀ,୧୩।୫: ମୁଖ୍ୟ ବିଚାରପତି (CJI) ସଞ୍ଜିବ ଖାନ୍ନା ମଙ୍ଗଳବାର (୧୩ ମଇ, ୨୦୨୫) ରେ ଅବସର ନେଇଛନ୍ତି। ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଏବଂ ବରିଷ୍ଠ ଓକିଲମାନେ ସିଜେଆଇଙ୍କ ଅବସର ଉପରେ ଭାଷଣ ଦେଇଥିଲେ। ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି, ବରିଷ୍ଠ...
ପୂର୍ବାନୁମାନ ହେଲା ସତ: ଆଣ୍ଡାମାନ ଛୁଇଁଲା ମୌସୁମୀ
ନୂଆଦିଲ୍ଲୀ,୧୩।୫: ଭାରତ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ସତ ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ଆଗକୁ ବଢ଼ିବ। ପରେ ନିକୋବର...
ପାକିସ୍ତାନ ମିଛର ପର୍ଦ୍ଦାଫାଶ କଲେ ମୋଦି: ଆଦମପୁର ଏୟାରବେସ୍ରେ ପହଞ୍ଚି ଦେଲେ ବଡ଼ ବାର୍ତ୍ତା
ନୂଆଦିଲ୍ଲୀ,୧୩।୫: ‘ଅପରେଶନ ସିନ୍ଦୂର’ ମାଧ୍ୟମରେ ପାକିସ୍ତାନକୁ କଡ଼ା ଜବାବ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପଞ୍ଜାବର ଆଦମପୁର ଏୟାରବେସରେ ପହଞ୍ଚିଛନ୍ତି। ଏଠାରେ ସେ ସେନା ସୈନିକମାନଙ୍କୁ ଭେଟିଛନ୍ତି। ସେ ବାୟୁସେନାର ସାହସୀ ସୈନିକମାନଙ୍କ ସହିତ ମଧ୍ୟ ଆଲୋଚନା...
ଯୁଦ୍ଧ ବିରତି ପରେ ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ ଜାରି
ଯୁଦ୍ଧ ବିରତି ପରେ ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ ଜାରି ଶ୍ରୀନଗର,୧୩।୪: ଜମ୍ମୁ ଓ କଶ୍ମୀରର ଶୋପିଆନରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅଞ୍ଚଳରେ ଆଉ ଜଣେ ଆତଙ୍କବାଦୀ ଉପସ୍ଥିତ...
Archives


