ଗୁଗଲ୍-ମେଟାକୁ ED ଛାଟ: ଏବେ ଏହି ୨ କମ୍ପାନୀକୁ ପଡ଼ିବ ମହଙ୍ଗା
ନୂଆଦିଲ୍ଲୀ,୧୯।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅନଲାଇନ ବେଟିଂ ଆପ୍ସର ପ୍ରଚାରରେ ଗୁଗଲ ଏବଂ ମେଟାକୁ ନୋଟିସ ଜାରି କରିଛି। ED ଅଭିଯୋଗ କରିଛି ଯେ, ଉଭୟ କମ୍ପାନୀ ଏହି ଆପ୍ସର ବିଜ୍ଞାପନକୁ ପ୍ରମୁଖ ଭାବରେ ଦେଖାଇଛନ୍ତି। ଉଭୟ କମ୍ପାନୀର ପ୍ରତିନିଧିଙ୍କୁ ଜୁଲାଇ…
୨ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିଲେ ଜେଲ୍, ହଠାତ୍ ଚାକିରି ଛାଡ଼ିଦେଲେ ଏହି ଅଫିସର: ଦେଶରେ ବଢୁଛି ଚର୍ଚ୍ଚା
ନୂଆଦିଲ୍ଲୀ,୧୯।୭: ଇଡି ଅଧିକାରୀ କପିଲ ରାଜ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ସେହି ଇଡି ଅଧିକାରୀ ଯିଏ ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିଲେ। କପିଲ ରାଜ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲେ। ସେ ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…
୪ ବର୍ଷର ଝିଅକୁ ବଳାତ୍କାର କଲେ ସ୍କୁଲ ଭ୍ୟାନ୍ ଡ୍ରାଇଭର୍: ଅଭିଯୋଗ କରିବାରୁ ମିଳିଲା…
ଲକ୍ଷ୍ନୌ,୧୯।୭: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ସ୍କୁଲକୁ ନେଇ ଯାଉଥିବା ସମୟରେ ଜଣେ ଭ୍ୟାନ ଡ୍ରାଇଭରଙ୍କ ଦ୍ୱାରା ୪ ବର୍ଷର ଶିଶୁ କନ୍ୟା ସହିତ ବଳାତ୍କାର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତ ଭ୍ୟାନ ଡ୍ରାଇଭର ଆରିଫକୁ…
ପୁଣି ଧରାପଡ଼ିଲା ପାକିସ୍ତାନର ମିଛ: PoKରେ ଖୋଳିଖୋଲି ବୁଲୁଛନ୍ତି ମାସୁଦ ଆଝାର
ନୂଆଦିଲ୍ଲୀ,୧୯ା୭:ଭାରତର ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରଙ୍କୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ଗିଲ୍ଗିଟ-ବାଲଷ୍ଟାନ୍ ଅଞ୍ଚଳର ସ୍କାର୍ଦୁସ୍ଥିତ ସଦପାରା ରୋଡ୍ରେ ଥିବା ଗୋଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ଶୁକ୍ରବାର ଏକ ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି।…
ରାତିରେ ଶୋଇଥିଲେ ଭାଜପା ନେତା, ସକାଳୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ
ଭୋପାଳ, ୧୯ା୭:ମଧ୍ୟପ୍ରଦେଶର ମନ୍ଦସୌର ଜିଲାରେ ଶ୍ୟାମଲାଲ ଧାକଡ଼ (୪୫) ନାମକ ଜଣେ ଭାଜପା ନେତା ନିଜ ଘରେ ଶୋଇଥିବା ସମୟରେ ତାଙ୍କୁ ଜଣେ ଅଚିହ୍ନା ଆକ୍ରମଣକାରୀ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି। ରାତିରେ ତାଙ୍କର ହତ୍ୟା ହୋଇଥିବା ବେଳେ ଶ୍ୟାମଲାଲଙ୍କ…
ସ୍କିଲ ଇଣ୍ଡିଆ ମିଶନରେ ୬ କୋଟିରୁ ଅଧିକ ଯୁବକଙ୍କୁ ମିଳିବ ଟ୍ରେନିଂ, ଏଭଳି ଉଠାନ୍ତୁ ଏହି ଯୋଜନାର ଲାଭ
ନୂଆଦିଲ୍ଲୀ,୧୮ା୭: କେନ୍ଦ୍ରୀୟ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ (MSDE)ର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ପ୍ରଭାର) ଜୟନ୍ତ ଚୌଧୁରୀ କହିଛନ୍ତି ଯେ, ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ଦେଶରେ ୬ କୋଟିରୁ ଅଧିକ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତି ଯେ,…
ବଡ଼ ଧରଣର ଏନ୍କାଉଣ୍ଟର: ଟଳି ପଡିଲେ ୬ ହାର୍ଡକୋର ମାଓବାଦୀ
ରାୟପୁର,୧୮।୭: ଛତିଶଗଡ଼ ନାରାୟଣପୁର ଜିଲା ଅବୁଝମାଡ଼ରେ ଶୁକ୍ରବାର ଏକ ବଡ଼ ଧରଣର ଏନ୍କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୬ଜଣ ହାର୍ଡକୋର ମାଓବାଦୀ ନିପାତ ହୋଇଥିବା ବସ୍ତର ଆଇଜି ସୂଚନା ଦେଇଛନ୍ତି। ଅଧିକ ମାଓବାଦୀ ମୃତାହତ ଆଶଙ୍କାରେ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି…
‘ଲାଲ ଡାଏରୀ’ ଖୋଲିବ ଚାଙ୍ଗୁର ବାବାଙ୍କ ଯୌନ କେଳେଙ୍କାରୀ!
ଲକ୍ଷ୍ନୌ,୧୭।୮: ଧର୍ମାନ୍ତରୀକରଣ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଚାଙ୍ଗୁର ବାବା ଓରଫ ଜମାଲୁଦ୍ଦିନଙ୍କ ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶ ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ (ATS) ଦ୍ୱାରା କରାଯାଇଥିବା ଚଢାଉରେ ଏକ ଲାଲ ଡାଏରୀ ଉଦ୍ଧାର କରାଯାଇଛି, ଯେଉଁଥିରେ ଅନେକ ରାଜନେତା…
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି! D ଏରିଆରେ ପ୍ରବେଶ କଲେ ୩ ସନ୍ଦିଗ୍ଧ
ମୋତିହାରୀ,୧୮।୭: ମୋତିହାରୀର ଗାନ୍ଧୀ ମଇଦାନରେ ଶୁକ୍ରବାର ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ସମୟରେ କଡ଼ା ସୁରକ୍ଷା ମଧ୍ୟରେ, ସନ୍ଦେହଜନକ ପରିସ୍ଥିତିରେ ତିନି ଜଣ ବ୍ୟକ୍ତି ହଠାତ ହାଇ ସିକ୍ୟୁରିଟି ଜୋନ (ଡି ଏରିଆ) ଭିତରକୁ ପ୍ରବେଶ କରିଥିଲେ। ଘଟଣାସ୍ଥଳରେ ନିୟୋଜିତ…
ଇନ୍କମ୍ ଟ୍ୟାକ୍ସ ଦେବା ଏବେ ଆହୁରି ହେଲା ସହଜ, ଅନ୍ଲାଇନ୍ରେ ଏମିତି ପୂରଣ କରିପାରିବେ ITR-2 ଫର୍ମ
ନୂଆଦିଲ୍ଲୀ,୧୮ା୭: ଆୟକର ବିଭାଗ ୧୮ ଜୁଲାଇ ୨୦୨୫ରୁ ଅନ୍ଲାଇନ୍ରେ ITR-୨ ଫର୍ମ ଦାଖଲ କରିବାର ସୁବିଧା ଆରମ୍ଭ କରିଛି। ଏବେ ଯେଉଁ ବେତନଭୋଗୀ କରଦାତାମାନଙ୍କର ପୁଞ୍ଜି ଲାଭ, କ୍ରିପ୍ଟୋ ଆୟ କିମ୍ବା ଅନ୍ୟ କୌଣସି ବିଶେଷ ଆୟ ଉତ୍ସ ଅଛି। ସେମାନେ…
ଶ୍ରାବଣ ମାସରେ KFC ବନ୍ଦ, ହିନ୍ଦୁ ସଂଗଠନର କଡା ଚେତାବନୀ
ଗାଜିଆବାଦ,୧୮।୭: ଉତ୍ତରପ୍ରଦେଶର ଗାଜିଆବାଦର ବସୁନ୍ଧରା ଅଞ୍ଚଳରେ ଶୁକ୍ରବାର ହିନ୍ଦୁ ରକ୍ଷା ଦଳର ସଦସ୍ୟମାନେ ଶ୍ରାବଣ ମାସ ଓ କାଉଡିଆ ଯାତ୍ରା ଚାଲିଥିବା ବେଳେ ଦୁଇଟି ଲୋକପ୍ରିୟ ଖାଦ୍ୟ ଆଉଟଲେଟ, କେଏଫସି ଓ ନାଜିର ଫୁଡସ, ର ଶଟର ଜବରଦସ୍ତି ବନ୍ଦ କରି…
ବିହାରରେ ଚନ୍ଦ୍ର ଶେଖରଙ୍କ ଏଣ୍ଟ୍ରି, ବିଗାଡିବେ କି ଖେଳ
ପାଟଣା,୧୮।୭: ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ନିର୍ବାଚନ ତାତି ବଢିବାରେ ଲାଗିଛି। ଇତି ମଧ୍ୟରେ ବିହାର ନିର୍ବାଚନରେ ଏଣ୍ଟ୍ରି କରିଛନ୍ତି ଚନ୍ଦ୍ର ଶେଖର ଆଜାଦ। ଚନ୍ଦ୍ର ଶେଖର ଆଜାଦଙ୍କ ଦଳ ଆଜାଦ ସମାଜ ପାର୍ଟି ବିହାରରେ ୧୦୦ ଆସନରେ…
Archives


