ଟାରିଫ୍ ବିବାଦ ମଝିରେ ଆମେରିକା ସହ ୧ ବିଲିୟନ୍ ଡଲାରର ଡିଲ୍ ସାଇନ୍ କରିବ ଭାରତ
ନୂଆଦିଲ୍ଲୀ,୨୬।୮: ଡୋନାଲ୍ଡ୍ ଟ୍ରମ୍ପ ଭାରତକୁ ରୁଷିଆ ସହ ବାଣିଜ୍ୟ ଉପରେ ୫୦% ଟାରିଫ୍ ଲଗାଇବାର ନିଷ୍ପତ୍ତି ମଝିରେ ଭାରତ ଓ ଆମେରିକା ୧ ବିଲିୟନ୍ ଡଲାରରୁ ଅଧିକର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଡିଲ୍ ସାଇନ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହା ହେଉଛି…
ଷ୍ଟେଶନ ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ମିଳିଯିବ ଟିକେଟ, ଏହି ଟ୍ରିକ୍ ବନ୍ଧୁଙ୍କୁ ବି କୁହନ୍ତୁ ନାହିଁ…
ନୂଆଦିଲ୍ଲୀ,୨୬।୮: ଯଦି ଆପଣ କାହାକୁ ଷ୍ଟେଶନରେ ଛାଡ଼ିବାକୁ ଯାଉଛନ୍ତି, ତେବେ ପ୍ଲାଟଫର୍ମ ଟିକେଟ କିଣିବା ବାଧ୍ୟତାମୂଳକ। କିନ୍ତୁ ଏବେ ପ୍ଲାଟଫର୍ମ ଟିକେଟ କିଣିବା ପାଇଁ ଲମ୍ବା ଲାଇନରେ ଛିଡ଼ା ହେବାର ଆବଶ୍ୟକତା ନାହିଁ, କାରଣ ଆପଣ ନିଜ ସ୍ମାର୍ଟଫୋନ୍ ମାଧ୍ୟମରେ ଏହା…
RSS ସଂଘ ମୁଖ୍ୟ ମୋହନ ଭାଗବତ ଦେଲେ ବଡ଼ ବୟାନ, କହିଲେ ସରକାର ଦାୟୀ…
ନୂଆଦିଲ୍ଲୀ,୨୬।୮: ଦିଲ୍ଲୀରେ ଆୟୋଜିତ ‘ସଂଘ ଯାତ୍ରାର ୧୦୦ ବର୍ଷ: ନୟେ କ୍ଷିତିଜ’ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆମେ ହିନ୍ଦୁ ରାଷ୍ଟ୍ର…
8th Pay Commission: ୨୦୨୮ ପୂର୍ବରୁ ବଢିବନି ଦରମା କି ପେନସନ୍ !
ନୂଆଦିଲ୍ଲୀ,୨୬।୮: ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ରାଜ୍ୟ ସରକାର, ପ୍ରତିରକ୍ଷା ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟ ସହ ଆଲୋଚନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ୮ମ ବେତନ କମିଶନ ଲାଗୁ ହେବା ନେଇ ବଡ଼ ଅପଡେଟ ସାମ୍ନାକୁ…
୪ ଥର କଲ୍ କଲେଣି ଟ୍ରମ୍ପ, କଥା ହେଉ ନାହାନ୍ତି ମୋଦି; ଆମେରିକାକୁ ଭାରତର ନାଲିଆଖି
ନୂଆଦିଲ୍ଲୀ,୨୬।୮: ନିକଟରେ ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତି କମ୍ ଚାରି ଥର ଫୋନ୍ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ମୋଦି ତାଙ୍କ ସହ କଥାବାର୍ତ୍ତା କରିବାକୁ ମନା କରିଦେଇଛନ୍ତି। ଜର୍ମାନୀର ପ୍ରସିଦ୍ଧ…
ଜିନପିଙ୍ଗଙ୍କ ସହ ମିଶି ଟ୍ରମ୍ପଙ୍କୁ ବଡ଼ ଝଟ୍କା ଦେଲେ ମୋଦି! କଲେ ବଡ଼ ଘୋଷଣା
ବେଜିଂ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ଗସ୍ତ କରିବେ। ମୋଦିଙ୍କ ସହିତ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଚାଇନାରେ ଅନୁଷ୍ଠିତ ହେବାକୁ ଥିବା SCO ସମ୍ମିଳନୀରେ ଯୋଗଦେବେ। ଏହି ଶିଖର ସମ୍ମିଳନୀ ପୂର୍ବରୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏକ…
ଗଣେଶ ପୂଜାରେ ସରକାର ଦେବେ ବଡ଼ ଉପହାର, ଏହି ସରକାରୀ ବିଭାଗର କର୍ମଚାରୀଙ୍କୁ ମିଳିବ…
ମୁମ୍ବାଇ,୨୬।୮: କେନ୍ଦ୍ର ସରକାର ମହାରାଷ୍ଟ୍ର ଏବଂ କେରଳରେ କାର୍ଯ୍ୟରତ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖବର ଦେଇଛନ୍ତି। ଗଣପତି ଏବଂ ଓଣମ ଭଳି ବଡ଼ ପର୍ବ ପୂର୍ବରୁ ଅଗଷ୍ଟ ମାସର ଦରମା ଏବଂ ପେନସନ ସେମାନଙ୍କ ଆକାଉଣ୍ଟକୁ…
ବାଦଲ ଫଟା ବର୍ଷା: ୩ ମୃତ, ସ୍ଥିତି ଗମ୍ଭୀର
ଜମ୍ମୁ-କଶ୍ମୀର,୨୬।୮: ଜମ୍ମୁ-କଶ୍ମୀରରେ ପ୍ରବଳ ବର୍ଷା ଜାରି ରହିଛି। ଏପରିକି ଡୋଡାରେ ବାଦଳଫଟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ବର୍ଷା ବିତ୍ପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୧୫ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ…
ଭାରତ ସରକାରଙ୍କ ଏହି ଯୋଜନା କରିବ ମାଲାମାଲ, ଏମିତି କରନ୍ତୁ ଆବେଦନ, ମିଳିବ ପେନସନ
ନୂଆଦିଲ୍ଲୀ,୨୬।୮: ଭାରତ ଏକ କୃଷି ପ୍ରଧାନ ଦେଶ। ଆମ ଦେଶର ଅର୍ଥନୀତିର ଏକ ବଡ଼ ଅଂଶ କୃଷି କ୍ଷେତ୍ର ଉପରେ ଆଧାରିତ। ଦେଶର କୋଟି କୋଟି ଲୋକଙ୍କ ପାଇଁ କୃଷି ହେଉଛି ଜୀବିକାର ମୁଖ୍ୟ ଉତ୍ସ। ଜୀବନର ଆରମ୍ଭରେ, ଚାଷୀମାନେ ଚାଷ…
ଗର୍ଲଫ୍ରେଣ୍ଡକୁ ହୋଟେଲ୍ ଡାକି ନେଇଥିଲେ ବୟଫ୍ରେଣ୍ଡ୍: ସେଠାରେ ପାଟି ଭିତରେ…ଲୋମଟାଙ୍କୁରା ଘଟଣା
ବେଙ୍ଗାଲୁରୁ,୨୬।୮: କର୍ନାଟକର ମହୀଶୂରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ତାଙ୍କ ପ୍ରେମିକ ନିର୍ମମ ଭାବରେ ହତ୍ୟା କରିଛନ୍ତି। ଯୁବତୀ ପୂର୍ବରୁ ବିବାହିତ ଥିଲେ। ଯୁବତୀ ତାଙ୍କ ପ୍ରେମିକଙ୍କୁ ଭେଟିବାକୁ ଯାଇଥିଲେ। ସେଠାରେ ଯୁବତୀଙ୍କ ପ୍ରେମିକ ତାଙ୍କ…
କ୍ଷମା ମାଗିଲେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, କହିଲେ ଜନ୍ମ କଂଗ୍ରେସରେ ମରିବି କଂଗ୍ରେସରେ ରହି
ନୂଆଦିଲ୍ଲୀ,୨୬।୮: ବିଧାନସଭାରେ ଆଲୋଚନା ସମୟରେ କର୍ନାଟକ ଉପମୁଖ୍ୟମନ୍ତ୍ରୀ ଶିବକୁମାର RSS ଗୀତର କିଛି ଧାଡ଼ି ଗାଇଥିଲେ। ଏହା ପରେ କର୍ନାଟକ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। କଂଗ୍ରେସ ନେତାମାନେ ଡିକେ ଶିବକୁମାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ। ସେହି ସମୟରେ ଭାଜପା…
ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ… ଚାଇନା-ପାକିସ୍ତାନକୁ ବଡ଼ ଚେତାବନୀ ଦେଲେ CDS ଅନିଲ ଚୌହାନ
ନୂଆଦୀଲ୍ଲୀ,୨୬।୮: ଭାରତର ପ୍ରତିରକ୍ଷା ମୁଖ୍ୟ (CDS) ଜେନେରାଲ ଅନିଲ ଚୌହାନ ଚାଇନା ଏବଂ ପାକିସ୍ତାନକୁ ବଡ଼ ଚେତାବନୀ ଦେଇଛନ୍ତି। ସେ ଦେଶର ସୁରକ୍ଷା ଏବଂ ଭବିଷ୍ୟତ ପ୍ରସ୍ତୁତି ବିଷୟରେ ମଧ୍ୟ ଅନେକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତ ସର୍ବଦା ଶାନ୍ତିର…
Archives


