ଏଥର ବଙ୍ଗ ଦଖଲ କରିବ ଭାଜପା, ୧୫ ବର୍ଷ ପରେ କ୍ଷମତାଚ୍ୟୁତ ହେବ TMC
କୋଲକାତା,୨୯ା୪: ପଶ୍ଚିମବଙ୍ଗ EXIT POLLରେ ଭାଜପାକୁ ବହୁ ମତ ମିଳିଛି। ପ୍ରଥମ ଥର ବଙ୍ଗ ଦଖଲ କରିବାକୁ ଯାଉଛି ଭାଜପା। ଫଳରେ ୧୫ ବର୍ଷ ଧରି ଶାସନ କରୁଥିବା TMC କ୍ଷମତାଚ୍ୟୁତ ହେବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିବ ବଡ଼ ଝଟକା।…
Matrize Exit Poll: ୧୫ ବର୍ଷ ପରେ ବଙ୍ଗରେ ବଦଳିବକି ସତ୍ତା? ସାମ୍ନାକୁ ଆସିଲା ଏକଜିଟ୍ ପୋଲ
କୋଲକାତା,୨୯।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଆନୁଷ୍ଠାନିକ ଫଳାଫଳ ଘୋଷଣା ପୂର୍ବରୁ ଏକଜିଟ୍ ପୋଲ ଆକଳନ ସାମ୍ନାକୁ ଆସିଛି । ମାଟ୍ରିଜ୍ ଏକଜିଟ୍ ପୋଲ ଅନୁଯାୟୀ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ୧୫ବର୍ଷର ଶାସନ ଶେଷ ହେବାକୁ…
ସରିନି ଭୋଟିଂ; ମମତା ଦେଲେ ବଡ଼ ବୟାନ, ୧୯୮୪ରୁ ନିର୍ବାଚନ ଲଢୁଛି ହେଲେ ଏଥର…
କୋଲକାତା,୨୯।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବୁଧବାର (୨୯ ଏପ୍ରିଲ, ୨୦୧୬) ୧୪୨ଟି ଆସନରେ ମତଦାନ ହେଉଛି। ଭୋଟ ଦେବାକୁ ଆସିଥିବା ଭୋଟରଙ୍କ ମଧ୍ୟରେ ଯଥେଷ୍ଟ ଉତ୍ସାହ ପରିଲକ୍ଷିତ ହୋଇଥିଲା। ର୍ନିବାଚନ କମିଶନଙ୍କ ଅନୁଯାୟୀ, ସଂଧ୍ୟା ସୁଦ୍ଧା ଦ୍ୱିତୀୟ…
ଏଣିକି OTP ବିନା ମିଳିବନି LPG ସିଲିଣ୍ଡର! ମେ ପହିଲାରୁ ଲାଗୁ ହେବ ନୂଆ ନିୟମ…
ଯଦି ଆପଣ ମଧ୍ୟ ଘରେ ଗ୍ୟାସ ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ୧ ମେରୁ ସାରା ଦେଶରେ ଏଲପିଜି ସିଲିଣ୍ଡର ବୁକିଂ ଏବଂ ବିତରଣ ସହିତ ଜଡିତ ନିୟମରେ ଏକ ବଡ଼ ପରିବର୍ତ୍ତନ…
ବିନା ଗ୍ୟାରେଣ୍ଟିରେ ମିଳିବ ଲୋନ! ୨.୫ ଲକ୍ଷ କୋଟି ଟଙ୍କାର ସ୍କିମ୍ ପାଇଁ ମଞ୍ଜୁରୀ ଦେଲା ଅର୍ଥ ମନ୍ତ୍ରଣାଳୟ,ଶୀଘ୍ର…
ନୂଆଦିଲ୍ଲୀ,୨୯।୪: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଏବଂ ବିଶ୍ୱସ୍ତରୀୟ ଭୂ-ରାଜନୈତିକ ଅସ୍ଥିରତା ମଧ୍ୟରେ ଦେଶର ବ୍ୟବସାୟିକ କ୍ଷେତ୍ରକୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୨.୫…
ଘରକୁ ଆସିଲେ ହତ୍ୟା…ଧମକ ଦେଉଛି TMC! IPS ଅଜୟପାଲଙ୍କ ପାଖରେ ମା’-ପୁଅ…
ନୂଆଦିଲ୍ଲୀ,୨୯।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ପଶ୍ଚିମବଙ୍ଗରେ ଅଶାନ୍ତି ଜାରି ରହିଛି । ଅନେକ ସ୍ଥାନରେ ହିଂସା ଏବଂ ସଂଘର୍ଷର ରିପୋର୍ଟ ଆସିଛି । ଫାଲଟା ବିଧାନସଭା ନିର୍ବାଚନମଣ୍ଡଳୀରେ, ଟିଏମସି ଧମକ ଦେଉଥିବା ଅଭିଯୋଗ ହୋଇଛି। ଅଞ୍ଚଳର ଭୋଟରମାନେ ଅଭିଯୋଗ କରିଛନ୍ତି…
EVM ବଟନ ଉପରେ ଲାଗିଛି ଟେପ୍: ମମତାଙ୍କ ଭଣଜାଙ୍କ ଆସନରେ ହେରଫେର, ଭାଜପାର ଚାଞ୍ଚଲ୍ୟକର ଅଭିଯୋଗ
କୋଲକାତା,୨୯।୪: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ଚାଲିଥିବା ଭୋଟିଂ ମଧ୍ୟରେ ପରସ୍ପର ବିରୋଧରେ ନିର୍ବାଚନୀ ଜାଲିଆତିର ଅଭିଯୋଗ ଲଗାଯାଉଛନ୍ତି ଟିଏମ୍ସି-ଭାଜପା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ତଥା ଏମ୍ପି ଅଭିଷେକ ବାନାର୍ଜୀଙ୍କ ଗଡ଼ କୁହାଯାଉଥିବା ଅଞ୍ଚଳରେ ତୃଣମୂଳ…
ଆଜି ସନ୍ଧ୍ୟାରେ ଆସିବ ଏକଜିଟ ପୋଲ: କେରଳ, ବଙ୍ଗଳା, ଆସାମ, ତାମିଲନାଡୁ ଏବଂ ପୁଡୁଚେରୀରେ କିଏ କରିବ ସରକାର?
ନୂଆଦିଲ୍ଲୀ,୨୯।୪: ପଶ୍ଚିମବଙ୍ଗ ବିଧାନସଭାର ୧୪୨ ଆସନ ପାଇଁ ବୁଧବାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ମୋଟ ୧,୪୪୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଥିବା ବେଳେ ୭ ଜିଲାର ୪୦ ହଜାରରୁ ଊର୍ଦ୍ଧ୍ୱ ବୁଥ୍ରେ ଭୋଟର ନିଜ…
ଉତ୍ତର ପ୍ରଦେଶରୁ ମୋଦିଙ୍କ ବଡ଼ ବୟାନ, ପଶ୍ଚିମବଙ୍ଗ ଭୋଟିଂ ଭିତରେ ଚହଳ!
କୋଲକାତା,୨୯।୪: ଉତ୍ତର ପ୍ରଦେଶର ହରଦୋଇ ଜିଲାରେ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଉପରେ ମତ ଦେଇଛନ୍ତି। ବଙ୍ଗଳାର ଲୋକଙ୍କ ଉତ୍ସାହକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ…
୫ହଜାର ନୁହେଁ ମାସକୁ ୯ହଜାର ଦେବେ ସରକାର, ଛାତ୍ରୀଛାତ୍ର ଏମିତି କରନ୍ତୁ ଆପ୍ଲାଏ…
ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଯୁବବର୍ଗମାନେ ଶିକ୍ଷା ଏବଂ କାର୍ଯ୍ୟ ଅଭିଜ୍ଞତା ଉଭୟ ପାଇପାରିବେ ଯାହା ଫଳରେ ଭବିଷ୍ୟତରେ ସେମାନଙ୍କ ପାଇଁ ଚାକିରି ଖୋଜିବା ସହଜ ହେବ । ଏବେ…
ଦିଦିଙ୍କୁ ଘାରିଲାଣି ‘ଭାଜପା’ ଭୟ: ବୁଲି ବୁଲି ଜଗୁଛନ୍ତି ବୁଥ୍, ଆଣିଲେ ସାଂଘାତିକ ଅଭିଯୋଗ
କୋଲକାତା,୨୯।୪: ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ବୁଧବାର ଭୋଟିଂ ଚାଲିଛି। ୨୯୪ ବିଧାନସଭା ଆସନ ମଧ୍ୟରୁ ୧୪୨ଟିରେ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଛି। ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭାଜପା ଭୟ ଘାରିଛି। ସେ…
ମମତା ବାନାର୍ଜୀ ଯେଉଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ସେଠାରେ ପ୍ରାରମ୍ଭିକ ସମୟରେ ହୋଇଗଲା ଖେଳ
କୋଲକାତା,୨୯।୪: ପଶ୍ଚିମବଙ୍ଗର ୧୪୨ଟି ବିଧାନସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ସବୁଠାରୁ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ନିର୍ବାଚନମଣ୍ଡଳୀ ହେଉଛି ଭବାନୀପୁର, ଯେଉଁଠାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଏବଂ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହେଉଛନ୍ତି। ନିର୍ବାଚନ…

