”ତୁମର ଏତେ ସାହସ” ମହିଳା IPS ଅଫିସରଙ୍କ ସହ ମୁହାଁମୁହିଁ ହେଲେ ହୋଇଗଲେ ଅଜିତ ପାୱାର,
ମୁମ୍ବାଇ,୫।୯: ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଜଣେ ମହିଳା ଆଇପିଏସ ଅଫିସରଙ୍କ ସହ ସୋଲାପୁରରେ ଅବୈଧ ମାଟି ଖୋଳା ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ତୀବ୍ର ବାକ୍ୟ ବିନିମୟ ହେଉଥିବା ଏକ ଭିଡିଓ ଭାଇରାଲ ହୋଇଛି। ୩୧ ଅଗଷ୍ଟରେ ଏକ ଦୁଇ ମିନିଟର…
ଟ୍ରମ୍ପଙ୍କ ଟାରିଫ୍ ଧମକ ମଧ୍ୟରେ ଏହି ଦେଶ ସହ ବଡ଼ ଡିଲ୍ କରିଦେଲା ଭାରତ
ନୂଆଦିଲ୍ଲୀ,୫।୯:ଆମେରିକା ସହିତ ଟାରିଫ୍କୁ ନେଇ ବିବାଦ ଲାଗି ରହିଥିବା ବେଳେ, ଭାରତ ସିଙ୍ଗାପୁର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ ନୂଆଦିଲ୍ଲୀରେ ସାକ୍ଷାତ କରିଥିଲେ। ଏହି ସମୟରେ, ଦୁଇ…
ଅଭିଯୁକ୍ତଙ୍କ ଘରେ ପୀଡ଼ିତାଙ୍କୁ ପୁଣି ବଳାତ୍କାର: ପୂରା ଘଟଣା ଜାଣିଲେ…
ଭୋପାଳ,୫ା୯:ମଧ୍ୟପ୍ରଦେଶରେ ବଳାତ୍କାର ହୋଇଥିବା ଜଣେ ନାବାଳିକାଙ୍କୁ ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି) ଅଭିଯୁକ୍ତଙ୍କ ପରିବାରକୁ ପଠାଇଥିବାବେଳେ ସେଠାରେ ସେ ପୁନର୍ବାର ବଳାତ୍କାରର ଶିକାର ହୋଇଛନ୍ତି। ଏହି ମାମଲାରେ ପନ୍ନା ଜିଲା ପୋଲିସ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ସମେତ ମହିଳା ଓ…
ଦେଶରେ ଶିଶୁ ମୃତ୍ୟୁହାର ୨୫କୁ ହ୍ରାସ: ୧୦ ବର୍ଷ ମଧ୍ୟରେ ମୃତ୍ୟୁହାର ୩୭.୫% କମିଛି
ନୂଆଦିଲ୍ଲୀ,୫।୯(ପି.ଟି.):ଦେଶରେ ଶିଶୁ ମୃତ୍ୟୁ ହାର (ଆଇଏମ୍ଆର୍) ୨୦୧୩ରେ ୪୦ ଥିବାବେଳେ ଏବେ ତାହା ୨୫କୁ ହ୍ରାସ ପାଇଛି। ଅର୍ଥାତ୍ ୧୦ ବର୍ଷ ମଧ୍ୟରେ ମୃତ୍ୟୁହାର ୩୭.୫% କମିଛି। ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆଙ୍କ ଦ୍ୱାରା ଜାରି ୨୦୨୩ର ନମୁନା ପଞ୍ଜୀକରଣ ସିଷ୍ଟମ…
ବେଆଇନ ଗଛକଟାରୁ ଭୂସ୍ଖଳନ, ବନ୍ୟା: କେନ୍ଦ୍ର, ପ୍ରଭାବିତ ରାଜ୍ୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୫ା୯(ପି.ଟି.):ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟଗୁଡ଼ିକରେ ଅଭୂତପୂର୍ବ ଭୂସ୍ଖଳନ ଏବଂ ବନ୍ୟା ପାଇଁ ବେଆଇନ ଗଛକଟା ଦାୟୀ। ଅବାଧରେ ଗଛକଟା ଜାରି ରହିଥିବାରୁ ଏଭଳି ବିପର୍ଯ୍ୟୟ ଆସିଥିବା କହି ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାର, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ…
ଆସିଲା ଚାଞ୍ଚଲ୍ୟକର ରିପୋର୍ଟ: ଓଡ଼ିଶାର ୬୦% ମନ୍ତ୍ରୀଙ୍କ ନାଁରେ ଆପରାଧିକ ମାମଲା
ନୂଆଦିଲ୍ଲୀ,୫ା୯(ପି.ଟି.):ଦେଶର ୪୭% ମନ୍ତ୍ରୀ ସେମାନଙ୍କ ନାମରେ ଆପରାଧିକ ମାମଲା ରହିଥିବା ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ନାମରେ ହତ୍ୟା, ଅପହରଣ, ମହିଳା ବିରୋଧୀ ଅପରାଧ ଭଳି ଗମ୍ଭୀର ମାମଲା ରହିଥିବା ଆସୋସିଏଶନ୍ ଫର୍ ଡେମୋକ୍ରାଟିକ୍ ରିଫମର୍ସ (ଏଡିଆର୍)ର ବିଶ୍ଳେଷଣରୁ ଜଣାପଡ଼ିଛି।…
ନୂଆ GST ଯୋଗୁ ଏତେ କୋଟି ଟଙ୍କା କ୍ଷତି ସହିବେ ସରକାର! ଚକିତ କଲା ଭଳି ସୂଚନା ଦେଲେ ବିଶେଷଜ୍ଞ
ନୂଆଦିଲ୍ଲୀ, ୪।୯: ଦେଶର ଅର୍ଥନୀତିକୁ ତ୍ୱରାନ୍ବିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇ କେନ୍ଦ୍ର ସରକାର GSTରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ GST ୧.୦ ରେ ଚାରୋଟି ସ୍ଲାବ ଥିଲା, କିନ୍ତୁ ଏବେ ଏହାକୁ ମାତ୍ର ଦୁଇଟି…
PM Awas Yojnaରେ ମିଳୁଛି ପକ୍କା ଘର; ଏହି ଯୋଜନାର ଲାଭ ଉଠାଇବା ଲାଗି ଜାଣନ୍ତୁ କ’ଣ କରିବେ…
ନୂଆଦିଲ୍ଲୀ,୪।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଭାରତ ସରକାରଙ୍କର ଏକ ମହତ୍ତ୍ୱାକାଂକ୍ଷୀ ଯୋଜନା, ଯାହାର ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା। ଏହି ଯୋଜନା ସହରୀ (PMAY-U) ଓ ଗ୍ରାମୀଣ (PMAY-G) ଅଞ୍ଚଳରେ ଗରିବ ଏବଂ ନିମ୍ନ ଆୟ…
GST କାଉନସିଲର ନିଷ୍ପତ୍ତିକୁ ନେଇ ବଡ଼ ବୟାନ ଦେଲେ ଖାର୍ଗେ, କହିଲେ କଂଗ୍ରେସ ପୂର୍ବରୁ…
ନୂଆଦିଲ୍ଲୀ,୪।୯: ଜିଏସଟି କାଉନସିଲ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ୨ଟି ସ୍ଲାବ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏବେ କେବଳ ଦୁଇଟି ସ୍ଲାବ ରହିବ, ଯାହା ୧୮ ଏବଂ ୫ ପ୍ରତିଶତ। ଏହି ନିଷ୍ପତ୍ତି ପରେ କଂଗ୍ରେସ ଅଧ୍ୟକ୍ଷ…
ବିନା କୌଣସି ଜିନିଷ ବନ୍ଧକରେ ଏବେ ସରକାର ଦେବେ ୯୦ ହଜାର ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ
ନୂଆଦିଲ୍ଲୀ,୪।୯: କେନ୍ଦ୍ର ସରକାର ଦେଶର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଚଳାଇଛନ୍ତି। କେନ୍ଦ୍ର ସରକାର ଛାତ୍ର, ମହିଳା, ବୃଦ୍ଧ, ବ୍ୟବସାୟୀ ଇତ୍ୟାଦି ବିଭିନ୍ନ ବର୍ଗକୁ ଦୃଷ୍ଟିରେ ରଖି ଏହି ଯୋଜନାଗୁଡ଼ିକ କରନ୍ତି। ଦୁଇ ପ୍ରକାରର ବ୍ୟବସାୟୀ ଅଛନ୍ତି, ଜଣେ…
ବିଧାନସଭାରେ ହଙ୍ଗାମା: ବିଧାୟକଙ୍କ ମଧ୍ୟରେ ମାରପିଟ୍
କୋଲକାତା,୪।୯: ପଶ୍ଚିମବଙ୍ଗ ବିଧାନସଭାରେ ଗୁରୁବାର ପ୍ରବଳ ହଟ୍ଟଗୋଳ ହୋଇଥିଲା। ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଟିଏମସି କର୍ମୀମାନେ ମୁହାଁମୁହିଁ ହୋଇଥିଲେ। ଏହାପରେ ମାର୍ଶାଲମାନଙ୍କୁ ଡକାଯାଇଥିଲା। ଭାଜପା ବିଧାୟକମାନେ ମଧ୍ୟ ସେମାନଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ଗୃହରେ ହଟ୍ଟଗୋଳ ପରେ ଭାଜପା…
ନୂଆ GST ଲାଗୁ ପରେ କର୍କଟ ଚିକିତ୍ସା ଶସ୍ତା ହେବ ନା ମହଙ୍ଗା, ଜାଣନ୍ତୁ…
ନୂଆଦିଲ୍ଲୀ, ୪।୯: ଭାରତରେ କର୍କଟ ରୋଗ ଚିକିତ୍ସା ସବୁବେଳେ ରୋଗୀ ଏବଂ ତାଙ୍କ ପରିବାର ଉପରେ ଏକ ଆର୍ଥିକ ବୋଝ ହୋଇଆସିଛି। ଅତ୍ୟଧିକ କେମୋଥେରାପି ଔଷଧ, ପରୀକ୍ଷା ଏବଂ ଦୀର୍ଘକାଳୀନ ଚିକିତ୍ସା ଯୋଗୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ଏହା…
Archives


