ଜାତୀୟ

ଟ୍ରେନରେ ଯାତ୍ରା କରୁଥିଲେ ଜାଣି ନିଅନ୍ତୁ, ରେଲଓ୍ବେ ଷ୍ଟେଶନରେ ଏହି ଭୂଲ କଲେ ଦେବାକୁ ପଡିବ ମୋଟାଅଙ୍କର ଜରିମାନା

ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ସବୁବେଳେ ଭାରୀ ବ୍ୟାଗ ସହିତ ବାହାରକୁ ଯାଉଛନ୍ତି, ତେବେ ଏବେ ଟିକେ ସତର୍କ ରୁହନ୍ତୁ। ରେଳବାଇ ଏବେ ଯାତ୍ରୀଙ୍କ ଲଗେଜ ଉପରେ ନଜର ରଖିବାକୁ ପ୍ରସ୍ତୁତ ହେଉଛି। ଯେପରି ବିମାନବନ୍ଦରରେ ବ୍ୟାଗର ଓଜନ…

YouTubeରେ ବିଜ୍ଞାପନ ଦେଖି ବିରକ୍ତ ହୋଇଗଲେଣି କି? ଆପଣାନ୍ତୁ ଏହି ଟ୍ରିକ୍‌, ଆଦୌ…

ନୂଆଦିଲ୍ଲୀ,୨୦।୮: ଆପଣ ମଧ୍ୟ YouTube ରେ ବିଜ୍ଞାପନ ଦେଖି ବିରକ୍ତ ହୋଇଯାଉଛନ୍ତି କି? ଯଦି ହଁ, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। କିଛି ମାସ ପୂର୍ବରୁ ଲଞ୍ଚ ହୋଇଥିବା Reliance Jio ର ଅଫିସିଆଲ ବ୍ରାଉଜର JioSphere…

ଭାରତ-ଚାଇନା ବାଣିଜ୍ୟକୁ ନେପାଳର ବିରୋଧ ପ୍ରତ୍ୟାଖ୍ୟାନ: ଭାରତ ସରକାର

ନୂଆଦିଲ୍ଲୀ,୨୦ା୮: ଭାରତ ସରକାର ବୁଧବାର ଲିପୁଲେଖ ପାସ ଦେଇ ଭାରତ-ଚାଇନା ବାଣିଜ୍ୟ ପୁନରାରମ୍ଭକୁ ନେପାଳର ବିରୋଧକୁ ଅଯୌକ୍ତିକ, ଅଗ୍ରାହ୍ୟ ଓ ଐତିହାସିକ ତଥ୍ୟହୀନ ବୋଲି ପ୍ରତ୍ୟାଖ୍ୟାନ କରିଛନ୍ତି। ନେପାଳ ସରକାର ପୂର୍ବରୁ ଏକ ବିବୃତିରେ ଦାବି କରିଥିଲେ ଯେ, ଲିପୁଲେଖ ପାସର…

ଚାନ୍ଦିପୁରରୁ ପରୀକ୍ଷା ହେଲା ଭାରତର ସବୁଠାରୁ ଶକ୍ତିଶାଳୀ ମିସାଇଲ ‘ଅଗ୍ନି-୫’

ଚାନ୍ଦିପୁର,୨୦ା୮: ବୁଧବାର ଓଡ଼ିଶାର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜରୁ ‘ଅଗ୍ନି-୫’ ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତି ଅନୁଯାୟୀ, ଏହି ପରୀକ୍ଷଣରେ ମିସାଇଲର ସମସ୍ତ କାର୍ଯ୍ୟକାରୀ ଓ ବୈଷୟିକ ପାରାମିଟର ଯାଞ୍ଚ କରାଯାଇଛି। ଏହି…

ଲୋକସଭାରେ ହଙ୍ଗାମା: ଅମିତ ଶାହଙ୍କ ଉପରେ କାଗଜ ଚିରି ଫୋଫାଡ଼ିଲେ ବିରୋଧୀ

ନୂଆଦିଲ୍ଲୀ,୨୦ା୮: ବୁଧବାର ଲୋକସଭାରେ ତୀବ୍ର ହଙ୍ଗାମା ଦେଖାଦେଇଥିଲା, ଯେତେବେଳେ ବିରୋଧୀ ଦଳର ସାଂସଦମାନେ ଗୁରୁତର ଅପରାଧିକ ଅଭିଯୋଗରେ ୩୦ ଦିନ ପାଇଁ ଗିରଫ ହେଉଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବା ସମ୍ପର୍କିତ ତିନୋଟି ବିଲ୍‌ର ନକଲ ଫାଡି କେନ୍ଦ୍ର ଗୃହମନ୍ତ୍ରୀ…

ନବୀନଙ୍କ ସହ ଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ, କହିଲେ ଏବେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୦ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ମୋଦି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା କଥା ପଚାରି ବୁଝିବା  ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହିତ…

ଏହି ସାମାନ୍ୟ କଥା ପାଇଁ ସାନ ଭଉଣୀଙ୍କ ତଣ୍ଟି ଚିପିଦେଲେ ବଡ଼: ପରିବାର ଆଶ୍ଚର୍ଯ୍ୟ

ଭୋପାଳ,୨୦।୮: ମଧ୍ୟପ୍ରଦେଶର ସତନାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୫ ବର୍ଷୀୟା ଝିଅ ଏପରି ଅପରାଧ କରିଛନ୍ତି ଯେ ତାଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇଗଲେ। ଝିଅଟି ବଜାରକୁ ଯାଉଥିଲେ। ତାଙ୍କ ସାନ ଭଉଣୀ କହିଲେ – ଦିଦି, ମୁଁ ମଧ୍ୟ…

ଟ୍ରମ୍ପଙ୍କ ନାଁ ନ ନେଇ ପୁଟିନ ଦେଲେ ବଡ଼ ଧମକ! କହିଲେ ଭାରତ ସହ…

ମସ୍କୋ,୨୦।୮: ଟାରିପ୍‌ ବିବାଦ ଭିତରେ ରୁଷିଆ କରିଛି ବଡ଼ ଘୋଷଣା। ରୁଷିଆ କହିଛି ଯେ ଭାରତ ରୁଷ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ରୁଷୀୟ ତେଲ କିଣିବା ପାଇଁ ଭାରତ ଉପରେ ଶୁଳ୍କ ଲଗାଇବା…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧,୦୮,୦୦,୦୦,୦୦୦ ଟଙ୍କାର ବଡ଼ ଠକେଇ! ଲୋକଙ୍କ ଆକାଉଣ୍ଟକୁ ପଳାଉଛି ଟଙ୍କା

ନୂଆଦିଲ୍ଲୀ,୨୦।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମୋଦି ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ମଧ୍ୟରୁ ଗୋଟିଏ, ଏପର୍ଯ୍ୟନ୍ତ ଏହି ଯୋଜନାରେ ସେହି ଲୋକମାନଙ୍କୁ ଘର ଯୋଗାଇ ଦିଆଯାଇଛି ଯେଉଁମାନଙ୍କର ମୁଣ୍ଡ ଉପରେ ଛାତ ନାହିଁ। କିନ୍ତୁ ପ୍ରୟାଗରାଜରେ ଏହି ଯୋଜନା ସହିତ ଜଡିତ ଏପରି…

ଆଗତ ହେଲା ଅନ୍‌ଲାଇନ୍‌ ଗେମିଂ ବିଲ୍‌, ମନ୍ତ୍ରୀ କହିଲେ ବେଟିଂ ସହ…

ନୂଆଦିଲ୍ଲୀ,୨୦ା୮: ଲୋକ ସଭାରେ ଉପସ୍ଥାପିତ ହୋଇଛି ଅନ୍‌ଲାଇନ୍‌ ଗେମିଂ ବିଲ୍‌ ୨୦୨୫। ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବିଲ୍‌ ଉପସ୍ଥାପନ କରିଛନ୍ତି। ବେଟିଂ ସହିତ ଜଡ଼ିତ ଅନ୍‌ଲାଇନ ଟଙ୍କା ଖେଳକୁ ନିଷିଦ୍ଧ କରିବା ଲକ୍ଷ୍ୟରେ ଏହି ବିଲ୍‌ ଆଗତ…

ସଂସଦରେ ତାତିଲା ବିଜେଡି! କେନ୍ଦ୍ର ସରକାରଙ୍କ ବିରୋଧରେ କରିଦେଲା…

ଭୁବନେଶ୍ୱର,୨୦।୮ ମେଟ୍ରୋ ରେଳ ପ୍ରକଳ୍ପର ଅନିଶ୍ଚିତତା ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ଏମପି ସସ୍ମିତ ପାତ୍ର । କେନ୍ଦ୍ର ସରକାରଙ୍କ ନିକଟରୁ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ବିଷୟରେ ସେ ସ୍ପଷ୍ଟୀକରଣ ମାଗିଛନ୍ତି। ସଂସଦ ଅଧିବେଶନରେ ଏମପି ସମ୍ବିତ ପାତ୍ର କେନ୍ଦ୍ରୀୟ…

ମୁଖ୍ୟମନ୍ତ୍ରୀଙ୍କ କେଶ ଧରି ଝିଙ୍କିଲେ, ମୁଣ୍ଡ ପିଟିଦେଲେ: ଜାଣନ୍ତୁ କିଏ ସେହି ବ୍ୟକ୍ତି

ନୂଆଦିଲ୍ଲୀ,୨୦।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ହୋଇଛି। ସେ ସିଭିଲ ଲାଇନ୍ସ ସ୍ଥିତ ତାଙ୍କ ସରକାରୀ ବାସଭବନରେ ଏକ ଜନଶୁଣାଣି କରୁଥିଲେ, ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସୂଚନା ମିଳିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri