ପୃଥିବୀରେ ପହଞ୍ଚିବା ପରେ ପ୍ରଥମେ ଶୁଭାଂଶୁଙ୍କୁ କ’ଣ ମିଳିବ ଖାଇବାକୁ? ଜାଣନ୍ତୁ ଏମ୍ପର୍କରେ…
କାଲିଫର୍ନିଆ,୧୫।୭: ଭାରତର ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ମହାକାଶରୁ ପୃଥିବୀକୁ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି। ଫେରିବା ପରେ ତାଙ୍କୁ ପ୍ରଥମେ କ’ଣ ଖାଇବାକୁ ବା ପିଇବାକୁ ଦିଆଯାଇଥିଲା? କେତେ ସମୟ ପରେ ତାଙ୍କୁ ଖାଦ୍ୟ ମିଳିବ ଏବଂ ସେତେବେଳେ ସେ...
ସରେଣ୍ଡର କଲେ ରାହୁଲ ଗାନ୍ଧୀ, କୋର୍ଟରେ କଲେ…ରାଜନୀତିରେ ଚହଳ
ନୂଆଦିଲ୍ଲୀ,୧୫।୭: କଂଗ୍ରେସ ଏମପି ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଲକ୍ଷ୍ନୌର ଏମପି-ବିଧାୟକଙ୍କ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଭାରତୀୟ ସେନା ଉପରେ ଦିଆଯାଇଥିବା କଥିତ ମାନହାନି ମନ୍ତବ୍ୟ ସହିତ ଜଡିତ ଏକ ମାନହାନି ମାମଲା...
ଭାରତ ସହ ହାତ ମିଳାଇଲେ ରୁଷିଆ-ଆମେରିକା, ପାକ୍ତିସ୍ତାନକୁ ଜୋରଦାର ଝଟ୍କା!
ନୂଆଦିଲ୍ଲୀ,୧୫।୭: ଜୁନ ମାସରେ ଅଶୋଧିତ ତେଲ ମୂଲ୍ୟ କିଛିଟା କମ ହୋଇଥିଲା, ଯାହା ଭାରତକୁ ଲାଭ ଦେଇଥିଲା। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଏକ କ୍ଷଣସ୍ଥାୟୀ ଶାନ୍ତି ଏବଂ OPEC+ ଦେଶମାନଙ୍କ ଦ୍ୱାରା ଅଧିକ ତୈଳ ଉତ୍ପାଦନ ଭାରତର ତୈଳ...
୧୮ ଦିନ ପରେ ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା
ନୂଆଦିଲ୍ଲୀ,୧୫।୭: ୧୮ ଦିନ ଧରି ମହାକାଶରେ ରହିବା ପରେ ମହାକାଶଚାରୀ ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ଆକ୍ସିଓମ୍-୪ ମିଶନର ଅନ୍ୟ ୩ କ୍ରିଉ ସଦସ୍ୟଙ୍କ ସହ ପୃଥିବୀରେ ଅବତରଣ କରିଛନ୍ତି। ତାଙ୍କ ମହାକାଶଯାନ ଡ୍ରାଗନ କାଲିଫର୍ନିଆ ଉପକୂଳ ନିକଟସ୍ଥ ପ୍ରଶାନ୍ତ...
ରାହୁଲ ଗାନ୍ଧୀଙ୍କ ବିରୋଧରେ ଆବେଦନ ଖାରଜ କଲେ କୋର୍ଟ: ସାଭାରକରଙ୍କ ବିଷୟରେ ପଢ଼ିବାକୁ ନିର୍ଦ୍ଦେଶ ଦାବି…
ମୁମ୍ବାଇ,୧୫।୭: ବମ୍ବେ ହାଇକୋର୍ଟ ମଙ୍ଗଳବାର କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ହିନ୍ଦୁ ନେତା ବୀର ସାଭରକରଙ୍କ ବିଷୟରେ ପଢ଼ି ଜ୍ଞାନ ଆହରଣ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଦାଖଲ ହୋଇଥିବା ଏକ ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଛି। ଆବେଦନକାରୀ...
ମାଓବାଦୀଙ୍କ ବର୍ବରତା: ୨ ପାରା ଶିକ୍ଷକଙ୍କ ଗଳା କାଟିଦେଲେ
ରାୟପୁର,୧୫।୭: କିଛି ଦିନର ନିରବତା ପରେ ପୁଣି ମାଓବାଦୀମାନେ ବର୍ବରକାଣ୍ଡ ଭିଆଇଛନ୍ତି। ପୋଲିସ ଇନ୍ଫର୍ମର ସନ୍ଦେହରେ ଛତିଶଗଡ଼ ବିଜାପୁର ଜିଲାରେ ମାଓବାଦୀମାନେ ୨ଟି ଗାଁରେ ପଶି ୨ଜଣ ପାରା ଶିକ୍ଷକଙ୍କୁ ଗଳା କାଟି ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ପରେ ଗାଁରେ...
ବିମାନ ଉଡ଼ାଣକୁ ନେଇ ନୂଆ ନିୟମ ଜାରି କଲେ ସରକାର, ଜାଣନ୍ତୁ କ’ଣ କ’ଣ ହେଲା ପରିବର୍ତ୍ତନ
ନୂଆଦିଲ୍ଲୀ,୧୫।୭: ଭାରତ ସରକାର ବିମାନ ଉଡ଼ାଣ ସମ୍ପର୍କରେ ନୂତନ ନିୟମର ଏକ ଡ୍ରାଫ୍ଟ ଜାରି କରିଛନ୍ତି। ଭାରତୀୟ ବିମାନ ନିୟମ, ୨୦୨୫ ଅନୁଯାୟୀ, ଏବେ ସରକାର ୩୦ ଦିନ ମଧ୍ୟରେ ଏହି ନିୟମଗୁଡ଼ିକ ଉପରେ ଯେକୌଣସି ମତାମତ କିମ୍ବା ପରାମର୍ଶ...
ସ୍ପାଇସଜେଟରେ ପୁଣି ଗଣ୍ଡଗୋଳ! ହଠାତ କକପିଟରେ ପଶିଲେ ୨ ଦୁଇ ଯାତ୍ରୀ, କରିବାକୁ ପଡିଲା ଜରୁରୀ ଅବତରଣ
ନୂଆଦିଲ୍ଲୀ,୧୫।୭: ସ୍ପାଇସଜେଟର ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ବିମାନ SG ୯୨୮୨ ରେ ସୋମବାର ହଙ୍ଗାମା ହୋଇଥିଲା ଯେତେବେଳେ ଦୁଇଜଣ ଯାତ୍ରୀ ଟ୍ୟାକ୍ସିଂ କରିବା ସମୟରେ ଅନୁଶାସନହୀନତା ଦେଖାଇ ଜୋରଜବରଦସ୍ତ କକପିଟ ଆଡକୁ ଯିବାକୁ ଚେଷ୍ଟା କରିଥିଲେ। ସ୍ପାଇସଜେଟ ପକ୍ଷରୁ ଏକ...
ମୁମ୍ବାଇରେ ଖୋଲିଲା ଟେସଲାର ପ୍ରଥମ ଶୋ’ରୁମ, ଗାଡ଼ିର ମୂଲ୍ୟ ଏତିକି ଲକ୍ଷ ଟଙ୍କାରୁ ଆରମ୍ଭ
ମୁମ୍ବାଇ,୧୫।୭: ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ ବଜାର ଭାରତରେ ଟେସଲା ଆନୁଷ୍ଠାନିକ ଭାବେ ପ୍ରବେଶ କରିଛି। ମଙ୍ଗଳବାର ମୁମ୍ବାଇରେ କମ୍ପାନୀର ପ୍ରଥମ ଶୋ’ରୁମ ଉଦ୍ଘାଟନ ହୋଇଛି, ଯେଉଁଠାରେ ଟେସଲାର ମଡେଲ ୱାଇ ଇଲେକ୍ଟ୍ରିକ ଗାଡ଼ିର ମୂଲ୍ୟ ୬୦ ଲକ୍ଷ ଟଙ୍କା...
FM ପୀଡିତାଙ୍କ ମୃତ୍ୟୁ: ଟୁଇଟରେ ଏମିତି ଲେଖିଲେ ରାହୁଲ, କହିଲେ ଏହା ଆତ୍ମହତ୍ୟା ନୁହେଁ…
ଭୁବନେଶ୍ୱର,୧୫।୭: ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ। ମୃତ୍ୟୁବରଣ କଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶି। ସେ ଚିକିତ୍ସିତ ହେଉଥିବା AIIMS ତରଫରୁ ଏ ସଂପର୍କରେ ବିଧିବଦ୍ଧ ଘୋଷଣା କରାଯାଇଛି। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ...
ଭାଜପାକୁ ଚେତାବନୀ ଦେଲେ ଓମାର ଅବଦୁଲ୍ଲା: କହିଲେ, କାଲି ଯଦି ନିର୍ବାଚନ ହୁଏ…
ଶ୍ରୀନଗର,୧୪।୭:ଜୁଲାଇ ୧୩ରେ ଶହୀଦ ଦିବସକୁ ନେଇ ଜମ୍ମୁ କଶ୍ମୀରରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି। ଶ୍ରୀନଗରର ଶହୀଦ କବରସ୍ଥାନରେ କାନ୍ଥ ଚଢ଼ି ପୋଲିସ ସହ ସଂଘର୍ଷର ଭିଡିଓ ଭାଇରାଲ ହେବାର କିଛି ଘଣ୍ଟା ପରେ, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି,...
ମହାକାଶରୁ ଫେରିବା ପରେ ଏସବୁ ଜିନିଷ ଭୁଲିଯିବେ ଶୁଭାଂଶୁ ଶୁକ୍ଲା: ଖାଇବାଠାରୁ ଚାଲିବା ପର୍ଯ୍ୟନ୍ତ…
ନୂଆଦିଲ୍ଲୀ,୧୪।୭: ଭାରତର ମହାକାଶ ଅଭିଯାନରେ ଆଉ ଏକ ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନ ବିତାଇବା ପରେ ପୃଥିବୀକୁ ଫେରିବାକୁ ଯାଉଛନ୍ତି। ତାଙ୍କର ପ୍ରତ୍ୟାବର୍ତ୍ତନ ଆକ୍ସିଅମ-୪ ମିଶନ ମାଧ୍ୟମରେ...
Archives


