ଭାରତ-ଆମେରିକା ସହ ହୋଇଗଲା ଏମିତି ଡିଲ୍, ଯାହା ପୂର୍ବରୁ କେବେ ହୋଇ ନ ଥିଲା
ନୂଆଦିଲ୍ଲୀ,୩୧।୧୦: ଟାରିଫ୍ ଝଡ଼ ପରେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଏବେ କିଛିଟା ଶାନ୍ତ ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଘୋଷଣା କରିଛନ୍ତି, ସେ ଭାରତ ସହିତ ଏକ ଟ୍ରେଡ୍ ଡିଲ୍ ବିଷୟରେ ବିଚାର କରୁଛନ୍ତି।…
ନଭେମ୍ବର ୧ରୁ ୭ଟି ବଡ଼ ଆର୍ଥିକ ନିୟମରେ ପରିବର୍ତ୍ତନ, ସିଧା ପକେଟ ଉପରେ ପଡ଼ିବ ପ୍ରଭାବ
ନୂଆଦିଲ୍ଲୀ,୩୧।୧୦: ନଭେମ୍ବର ୨୦୨୫ ଆରମ୍ଭରୁ ଦେଶରେ ଅନେକ ନୂଆ ଆର୍ଥିକ ନିୟମ ଲାଗୁ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କ ଦୈନନ୍ଦିନ ଅର୍ଥନୀତି ତଥା ପକେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇବ। ଆଧାର ଅପଡେଟ୍ ଠାରୁ ଆରମ୍ଭ କରି ବ୍ୟାଙ୍କ୍ ନୋମିନେସନ୍…
ଦିଲ୍ଲୀରେ କ୍ଲାଉଡ୍ ସିଡିଂ ବିଫଳ: ୩ ଟ୍ରାଏଲ୍, ୧ କୋଟିରୁ ଅଧିକ ଖର୍ଚ୍ଚ, ଫଳ ଶୂନ
ନୂଆଦିଲ୍ଲୀ,୩୧ା୧୦: ଦିଲ୍ଲୀର ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କ୍ଲାଉଡ୍ ସିଡିଂ ପ୍ରୟୋଗ ବିଫଳ ହୋଇଛି। ଆଇଆଇଟି କାନପୁର ସହ ମିଶି ଦିଲ୍ଲୀ ସରକାର ଅକ୍ଟୋବର ୨୩ରେ ଗୋଟିଏ ଓ ୨୮ରେ ଦୁଇଟି ଟ୍ରାଏଲ୍ କରିଥିଲା, କିନ୍ତୁ ରାଜଧାନୀରେ କୌଣସି ଉଲ୍ଲେଖନୀୟ ବର୍ଷା…
ମହିଳାଙ୍କୁ ମିଳୁଛି ୧୧ ହଜାର ଟଙ୍କାର ସହାୟତା, ମୋଦି ସରକାରଙ୍କ ଏହି ଯୋଜନାର କେମିତି ଉଠାଇବେ ଲାଭ, ଜାଣନ୍ତୁ…
ନୂଆଦିଲ୍ଲୀ,୩୧।୧୦: ଭାରତ ସରକାର ଦେଶରେ ମହିଳାମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ଏବଂ ସମାଜରେ ସେମାନଙ୍କର ସ୍ଥିତି ଉନ୍ନତ କରିବା ପାଇଁ ଅନେକ ଯୋଜନା ଚଳାଇଛନ୍ତି। ଏପରି ଏକ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (PMMVY)। ଏହି ଯୋଜନା…
ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି: ଭାରତକୁ ଆଖି ଦେଖାଇଲେ…
ନୂଆଦିଲ୍ଲୀ,୩୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଏକତା ଦିବସରେ କଂଗ୍ରେସ ଦଳକୁ ଜୋରଦାର ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ଏକ ପୃଥକ ସମ୍ବିଧାନ ସୃଷ୍ଟି କରି କଶ୍ମୀରକୁ ଦେଶରୁ ପୃଥକ କରିଛି ବୋଲି ମୋଦି ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କଶ୍ମୀର…
ବିହାର ନିର୍ବାଚନ ପୂର୍ବରୁ ଏନ୍ଡିଏର ମେଗା ଘୋଷଣା: ୧ କୋଟି ସରକାରୀ ଚାକିରି, ୧ କୋଟି ଲଖପତି ଦିଦି
ପାଟନା,୩୧ା୧୦: ବିହାର ବିଧାନସଭା ନିର୍ବାଚନ ୨୦୨୫ର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣର ଏକ ସପ୍ତାହ ପୂର୍ବରୁ ନ୍ୟାଶନାଲ୍ ଡେମୋକ୍ରାଟିକ୍ ଆଲାଇନ୍ସ୍ (ଏନ୍ଡିଏ) ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ପ୍ରବାସୀ ଶ୍ରମିକଙ୍କ ବିଶାଳ ସଂଖ୍ୟା ପାଇଁ ପରିଚିତ ରାଜ୍ୟରେ ଏନ୍ଡିଏ ୧…
ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହା, କହିଲେ ତାଙ୍କୁ ଉପଯୁକ୍ତ…
ନୂଆଦିଲ୍ଲୀ,୩୧ା୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି। ସେ ଶୁକ୍ରବାର କହିଛନ୍ତି ଯେ, କଂଗ୍ରେସ ଦଳ ସର୍ଦ୍ଦାର ପଟେଲଙ୍କୁ ତାଙ୍କର ଉପଯୁକ୍ତ…
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୩୧ା୧୦: ଆଜି ଦେଶ ପାଳୁଛି ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ। ଏହି ଅବସରରେ ଗୁଜରାଟର ଷ୍ଟାଚ୍ୟୁ ଅଫ ୟୁନିଟ୍ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସର୍ଦ୍ଦାର ପଟେଲଙ୍କ ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଲୌହମାନବ…
ଡିଜିଟାଲ ଆରେଷ୍ଟରେ ୧.୨ କୋଟି ହରାଇଲେ ବୃଦ୍ଧ: ଆଉ ତା’ପରେ ଯାହା ଘଟିଲା…
ପୁଣେ,୩୦ା୧୦: ଡିଜିଟାଲ ଆରେଷ୍ଟ ସାଇବର ଠକେଇରେ ଫସି ମାସେ ତଳେ ୧.୨ କୋଟି ଟଙ୍କା ହରାଇଥିବା ପୁଣେର ୮୩ ବର୍ଷୀୟ ବ୍ୟକ୍ତିଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଛି। ଠକମାନେ ନିଜକୁ ପୋଲିସ ଓ ସିବିଆଇ ଅଫିସରର ପରିଚୟ ଦେଇ ଉକ୍ତ ଅବସରପ୍ରାପ୍ତ ସରକାରୀ…
ଡେଲିଭରି ଏଜେଣ୍ଟଙ୍କୁ କାର୍ ମଡ଼ାଇ ହତ୍ୟା କଲେ ଦମ୍ପତି, ଜାଣନ୍ତୁ ହତ୍ୟା ପଛର କାରଣ…
ବେଙ୍ଗାଲୁରୁ,୩୦ା୧୦: ଜଣେ ଡେଲିଭରି ଏଜେଣ୍ଟଙ୍କ ବାଇକ୍କୁ ପିଛାକରି କାର୍ ମଡ଼ାଇ ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରୁଥିବା ଏକ ଦମ୍ପତିଙ୍କୁ ବେଙ୍ଗାଲୁରୁ ପୋଲିସ ଗିରଫ କରିଛି। ଗତ ୨୫ ତାରିଖ ରାତିରେ ଦକ୍ଷିଣ ବେଙ୍ଗାଲୁରୁର ଶ୍ରୀରାମ…
ବଡ଼ ଘୋଷଣା: ଜଷ୍ଟିସ୍ ସୂର୍ଯ୍ୟକାନ୍ତ ହେବେ ଭାରତର ୫୩ତମ ସିଜେଆଇ
ନୂଆଦିଲ୍ଲୀ,୩୦ା୧୦(ପି.ଟି.):ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ଗୁରୁବାର ଭାରତର ୫୩ତମ ପ୍ରଧାନ ବିଚାରପତି (ସିଜେଆଇ) ନିଯୁକ୍ତ କରାଯାଇଛି। ସେ ନଭେମ୍ବର ୨୪ରେ କାର୍ଯ୍ୟଭାର ଗ୍ରହଣ କରିବେ। କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ନୂଆ ସିଜେଆଇ ନିଯୁକ୍ତି…
କଶ୍ମୀରରେ ବାଦଲଫଟା ବର୍ଷା: ଏବେ ବି ୩୧ ନିଖୋଜ
ଶ୍ରୀନଗର,୩୦ା୧୦: ଜମ୍ମୁ-କଶ୍ମୀରର କିସ୍ତଓ୍ବାର ଜିଲା ଅଧୀନ ଚେସୋଟି ଗ୍ରାମରେ ଅଗଷ୍ଟ ୧୪ରେ ପ୍ରଳୟଙ୍କରୀ ବାଦଲଫଟା ବର୍ଷାରେ ଏବେ ବି ୩୧ ଜଣ ନିଖୋଜ ଥିବା ଜଣାପଡ଼ିଛି। ପ୍ରବଳ ବର୍ଷା ଯୋଗୁ ହଠାତ୍ ବନ୍ୟା ସହ ମାଟିକାଦୁଅ ମାଡ଼ିଆସି ୧୯ଟି ବିଲ୍ଡିଂ ଓ…
Archives


