Video: ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପୁଅଙ୍କ ହସ୍ପିଟାଲ ‘ଭିଜିଟ ’, ଶୁଟିଂ କଲେ ‘ରିଲ୍’, ଘନେଇଲା ବିବାଦ
ରାଞ୍ଚି,୨୦।୭: ଝାଡ଼ଖଣ୍ଡରେ ରବିବାର ଏକ ରାଜନୈତିକ ବିବାଦ ସୃଷ୍ଟି ହୋଇଛି, ଯେତେବେଳେ ରାଜେନ୍ଦ୍ର ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନ୍ସେସ (RIMS)ରେ ସ୍ୱାସ୍ଥ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଇରଫାନ ଆନସାରୀଙ୍କ ପୁଅ କ୍ରିଶ ଆନସାରୀଙ୍କ ଦ୍ୱାରା କଥିତ ନିରୀକ୍ଷଣର ଏକ ଭିଡିଓ...
ଭାରତୀୟ ସେନାକୁ ମିଳିବ ବହୁ ପ୍ରତିକ୍ଷିତ ଆପାଚେ ହେଲିକପ୍ଟର, ଜାଣନ୍ତୁ ଏହାର ଶକ୍ତି
ନୂଆଦିଲ୍ଲୀ,୨୦।୭: ୧୫ ମାସରୁ ଅଧିକ ବିଳମ୍ବ ପରେ ଭାରତୀୟ ସେନା ଆସନ୍ତା ଜୁଲାଇ ୨୨ ତାରିଖରେ ପ୍ରଥମ ବ୍ୟାଚରେ ତିନୋଟି ଆପାଚେ AH-64E ଲଢୁଆ ହେଲିକପ୍ଟର ଗ୍ରହଣ କରିବାକୁ ଯାଉଛି। ଏହା ଅପରେସନ ସିନ୍ଦୁର ପରିପ୍ରେକ୍ଷୀରେ ପଶ୍ଚିମ ସୀମାରେ ସେନାର...
ଦିଅରଙ୍କୁ ପ୍ରେମ କରି ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ,ଏମିତି ରଚିଥିଲେ ଷଡ଼ଯନ୍ତ୍ର
ନୂଆଦିଲ୍ଲୀ,୨୦ା୭: ଦିଲ୍ଲୀରେ ଦିଅରଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି। ମୃତକ କରନ ଦେବ (୩୬)ଙ୍କୁ ତାଙ୍କ ସ୍ତ୍ରୀ ସୁସ୍ମିତା ଗତ ୧୩ ତାରିଖରେ ମାତା ରୂପରାନି ମାଗୋ ହସ୍ପିଟାଲକୁ...
ଶିକ୍ଷାନୁଷ୍ଠାନରେ ଛାତ୍ରୀ ଅସୁରକ୍ଷିତ
ଲକ୍ଷ୍ନୌ/ଗ୍ରେଟର ନଏଡା,୨୦ା୭: ୟୁପି ରାଜଧାନୀ ଲକ୍ଷ୍ନୌସ୍ଥିତ ଏକ ସ୍କୁଲରେ ୪ ବର୍ଷୀୟା ଝିଅ ଜଣକ ପାଠ ପଢ଼ନ୍ତି। ଭ୍ୟାନ୍ ଡ୍ରାଇଭର ମହମ୍ମଦ ଆରିଫ୍ ଅନ୍ୟ ପିଲାଙ୍କ ସହ ତାଙ୍କୁ ଘରୁ ସ୍କୁଲକୁ ନେବାଆଣିବା କରନ୍ତି। ନିକଟରେ ଶିଶୁକନ୍ୟା ନିଜ ସମ୍ବେଦନଶୀଳ...
ଅଗଷ୍ଟ ୧ ପୂର୍ବରୁ ଭାରତକୁ ଏହି ଗୁଡ୍ନ୍ୟୁଜ୍ ଦେବ ଆମେରିକା! ଭାରତବାସୀଙ୍କ ପାଇଁ ହେବ ଖୁସିଖବର
ନୂଆଦିଲ୍ଲୀ,୨୦।୭: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଖୁବ ଶୀଘ୍ର ସ୍ଥିର ହୋଇପାରେ। ନିକଟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ମଧ୍ୟ ସମାପ୍ତ ହୋଇଥିଲା। ଏଥିରେ ବାଣିଜ୍ୟ ଚୁକ୍ତିର ଚୂଡ଼ାନ୍ତ ରୂପରେଖା ଦିଆଯିବାର ଥିଲା। ଏହି ଚୁକ୍ତିକୁ ଭାରତ ପାଇଁ...
ହିନ୍ଦୁଙ୍କୁ ନେଇ ବଡ଼ ବୟାନ ଦେଲେ କିରେନ ରିଜିଜୁ
ନୂଆଦିଲ୍ଲୀ,୧୯।୭: ଏକ ଆଲୋଚନା ସମୟରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଏବଂ ସଂଖ୍ୟାଲଘୁମାନେ ଏହି ଦେଶରେ ସବୁଠାରୁ ସୁରକ୍ଷିତ। ସେ ଗୁରୁତ୍ୱାରୋପ କରିଥିଲେ ଯେ ସଂଖ୍ୟାଲଘୁମାନେ ବହୁଳ ହିନ୍ଦୁଙ୍କ ଯୋଗୁ ସମ୍ପୂର୍ଣ୍ଣ...
ମୋଦି ୪୨ ଦେଶ ବୁଲିପାରୁଛନ୍ତି ହେଲେ ମଣିପୁର ଯାଇପାରୁ ନାହାଁନ୍ତି, ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କଲେ ମଲ୍ଲିକାର୍ଜୁନ
ନୂଆଦିଲ୍ଲୀ,୧୯।୭: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶନିବାର କର୍ନାଟକର ମୈସୁରୁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ ମଣିପୁରରେ ହିଂସା ଉପରେ...
ପ୍ରଫେସର ଦେଉଥିଲେ ନିର୍ଯାତନା ସହି ନ ପାରି ଏମିତି ନୋଟ ଲେଖି ଚରମ ନିଷ୍ପତ୍ତି ନେଲେ ଡାକ୍ତରୀ ଛାତ୍ରୀ
ନୂଆଦିଲ୍ଲୀ,୧୯।୭: ଗ୍ରେଟର ନୋଏଡାର ନଲେଜ ପାର୍କ ଥାନା ଅଞ୍ଚଳରେ ଥିବା ଶାରଦା ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଏବେ ଶିକ୍ଷକ-ଛାତ୍ରୀଙ୍କ ସମ୍ପର୍କକୁ ନେଇ ଉଠିଛି ପ୍ରଶ୍ନ। ଶୁକ୍ରବାର ରାତିରେ ଛାତ୍ରୀ ଜଣକ ହଷ୍ଟେଲରେ ଆତ୍ମହତ୍ୟା କରିଥିଲେ।...
ହାତୀ ପଲକୁ ଧକ୍କା ଦେଲା ଟ୍ରେନ୍: ଚାଲିଗଲା ୩ ଜୀବନ
ରାଞ୍ଚି,୧୯ା୭: ପଶ୍ଚିମବଙ୍ଗ-ଝାଡ଼ଖଣ୍ଡ ସୀମା ଅନ୍ତର୍ଗତ ରେଳଲାଇନ ଅତିକ୍ରମ କରୁଥିବା ହାତୀ ପଲକୁ ଶନିବାର ଜନଶତାବ୍ଦୀ ଏକ୍ସପ୍ରେସ୍ ଧକ୍କା ଦେବାରୁ ୩ ହାତୀଙ୍କ ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗର ବସ୍ତୋଲା ରେଳଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏହାକୁ ନେଇ ରେଲ୍ଓ୍ବେ...
ସେକ୍ସ ଓ୍ବାର୍କର ପାଇଁ ମନା କରିବାରୁ ପ୍ରେମିକାଙ୍କୁ ମା’ ଭାଇଙ୍କ ସାମ୍ନାରେ ଏମିତି କଲେ ପ୍ରେମିକ
ବିଜୟଓ୍ବାଡା,୧୯।୭: ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଏକ ଲୋମଟାଙ୍କୁରା ଖବର ଆସିଛି, ଯେଉଁଠାରେ ଜଣେ ପୁରୁଷ ତାଙ୍କ ଲିଭ-ଇନ ପାର୍ଟନରଙ୍କୁ ହତ୍ୟା କରିଛନ୍ତି। କୁହାଯାଉଛି ଯେ ମହିଳା ପାର୍ଟନର ସେକ୍ସ ଓ୍ବାର୍କର ହେବାକୁ ମନା କରିବାରୁ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ହତ୍ୟା...
ଆପକୁ ଲାଗିଲା ଜବରଦସ୍ତ ଝଟକା, ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ନେତା କହିଲେ…
ଚଣ୍ଡିଗଡ଼,୧୯।୭: ପଞ୍ଜାବ ଖରାର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଅନମୋଲ ଗଗନ ମାନ, ଯାହାଙ୍କୁ ପୂର୍ବରୁ ମନ୍ତ୍ରୀ ପଦରୁ ହଟାଯାଇଥିଲା, ସେ ଏବେ ତାଙ୍କ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ବିଧାନସଭାର ବାଚସ୍ପତି କୁଲତାର ସିଂହ ସନ୍ଧୱାନଙ୍କୁ ଶୀଘ୍ର...
ମା’ କାଳୀଙ୍କ ନାଁ ନେବାରୁ ମୋଦିଙ୍କ ଉପରେ ବର୍ଷିଲେ ମହୁଆ
ନୂଆଦିଲ୍ଲୀ,୧୯।୭: ପଶ୍ଚିମବଙ୍ଗର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେବୀ କାଳୀଙ୍କ ନାମ ନେବାରୁ ତ୍ରୁଣଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ଏହାକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ବଙ୍ଗାଳୀ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଏପରି...
Archives


