ଜାତୀୟ

‘ସବୁ କାଶ୍ମୀରୀଙ୍କୁ ସନ୍ଦେହ କରିବା ବନ୍ଦ କରନ୍ତୁ’: ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ପରେ ଓମାର ଅବଦୁଲାଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୪ା୧୧: ଦିଲ୍ଲୀରେ ହୋଇଥିବା କାର୍ ବିସ୍ଫୋରଣ, ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି, ସେହି ଘଟଣାକୁ ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ନିନ୍ଦା କରିବା ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ସେ କାଶ୍ମୀରୀ ମୁସଲମାନ ସମ୍ପ୍ରଦାୟକୁ ସାମୂହିକ…

ଦିଲ୍ଲୀ ବୋମା ବିସ୍ଫୋରଣ ଅଭିଯୁକ୍ତ ଉମର ମହମ୍ମଦର କାଶ୍ମୀର ଘର ଭାଙ୍ଗିଲା ସୁରକ୍ଷା ବାହିନୀ

ପୁଲୱାମା,୧୪ା୧୧: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଉମର ମହମ୍ମଦ ଓରଫ୍ ଉମର ଉନ୍-ନବିର ଜମ୍ମୁ ଓ କାଶ୍ମୀରସ୍ଥିତ ଘରକୁ ସୁରକ୍ଷା ବାହିନୀ ଆଜି ଭାଙ୍ଗି ଦେଇଛନ୍ତି। ଶୁକ୍ରବାର ସକାଳେ ଦକ୍ଷିଣ କାଶ୍ମୀରର ପୁଲୱାମାଠାରେ ଥିବା…

ଫେବୃଆରୀ ୧୭ରୁ ଆଇସିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷା

ନୂଆଦିଲ୍ଲୀ,୧୪ା୧୧(ପି.ଟି.): କାଉନସିଲ୍‌ ଫର୍‌ ଦ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଆସନ୍ତା ଫେବୃଆରୀ ୧୭ରୁ ଏବଂ ଆଇଏସ୍‌ସି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୨ରୁ ଆରମ୍ଭ ହେବ। ପ୍ରାୟ ୨.୬ ଲକ୍ଷ…

ଆଜି ବିହାର ଭୋଟ୍‌ ଗଣତି: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପାଟ୍‌ନା,୧୪ା୧୧: ଦୀର୍ଘଦିନ ଧରି ବିହାର ନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚାର ଶୁକ୍ରବାର ଅବସାନ ଘଟିବ। ବିହାର ଫଳାଫଳ ଉପରେ ଦେଶବ୍ୟାପୀ ସମସ୍ତଙ୍କ ନଜର ରହିଛି। ଆଜି ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ। ୮ଟାରୁ ପୋଷ୍ଟାଲ ବାଲଟ, ସାଢ଼େ ୮ଟାରୁ…

ବିହାର ବିଜୟ ପାଇଁ NDA ଶିବିରରେ ଉତ୍ସବର ମାହୋଲ: ୫୦୦ କିଗ୍ରା ଲଡୁ, ୫ ଲକ୍ଷ ରସଗୋଲା ପ୍ରସ୍ତୁତି

ପାଟ୍‌ନା,୧୪ା୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳକୁ ଅପେକ୍ଷା କରାଯାଇଥିବା ବେଳେ, ଏଗଜିଟ୍ ପୋଲ୍‌ରେ ଶାସକ ମେଣ୍ଟର ବିଜୟ ଆକଳନ ପରେ NDA ଶିବିରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ବିଜୟ ପାଳନ ପାଇଁ ପାଟନାରେ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଭାଜପା ରାଜ୍ୟ…

ମହଙ୍ଗା ପଡ଼ିଲା ICUରେ ଧର୍ମେନ୍ଦ୍ରଙ୍କ ଭିଡିଓ କରିବା, ଗିରଫ ହେଲେ ହସ୍ପିଟାଲ କର୍ମଚାରୀ

ମୁମ୍ବାଇ,୧୩।୧୧: ଅଭିନେତା ଧର୍ମେନ୍ଦ୍ର ଅସୁସ୍ଥ ଅଛନ୍ତି। ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ କିଛି ଦିନ ହେବ ଭର୍ତ୍ତି କରାଯାଇଥିଲା, ଯେଉଁଠାରୁ ତାଙ୍କୁ ବୁଧବାର ଡିସଚାର୍ଜ କରାଯାଇଥିଲା। ସେ ଏବେ ଘରେ ଚିକିତ୍ସାଧୀନ ଅଛନ୍ତି। ଏହି ସମୟରେ, ବୁଧବାର ବିଳମ୍ବିତ ରାତିରେ,…

ଦିଲ୍ଲୀ ବିସ୍ଫୋରଣକୁ ନେଇ ଏମିତି କହିଲେ ଶାହା, ଶତ୍ରୁ ଚକିତ

ନୂଆଦିଲ୍ଲୀ,୧୩।୧୧: ଗୁରୁବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଦିଲ୍ଲୀ ବିସ୍ଫୋରଣର ଦୋଷୀମାନଙ୍କୁ କଠୋରରୁ କଠୋରତମ ଦଣ୍ଡ ଦିଆଯିବ, ଯାହା ବିଶ୍ୱକୁ ଏକ ବାର୍ତ୍ତା ଦେଇଛି ଯେ ଆଉ କେହି ଏପରି ଆକ୍ରମଣ କରିବାକୁ ସାହସ କରିବେ ନାହିଁ। ଶାହା…

ନିର୍ବାଚନ ଫଳାଫଳ ପୂର୍ବରୁ ଜମିଲାଣି ଭୋଜିର ଆସର, ହେଲେ କିଏ ଚାଖିବ ବିଜୟର ସ୍ବାଦ? ଗୋଲାପ ଜାମୁନ ନା ରସଗୋଲା

ପାଟନା,୧୩।୧୧: ବିହାର ନିର୍ବାଚନ ଫଳାଫଳ ଉପରେ ଏବେ ସାରା ଦେଶର ନଜର। ଜେଲ ଯିବା ପୂର୍ବରୁ ବାହୁବଳି ନେତା ଅନନ୍ତ ସିଂହ ମୋକାମା ଆସନରୁ ବିଜୟ ଦାବି କରି ଆସୁଥିଲେ। ସେ ଦାବି କରିଥିଲେ ଯେ ଜନସମର୍ଥନ ତାଙ୍କ ସହିତ ଅଛି…

ଦିଲ୍ଲୀ ବିସ୍ଫୋରଣ ପରେ ଶୁଭେନ୍ଦୁ ଅଧିକାରୀଙ୍କୁ ପାକିସ୍ତାନ ସହ ସାଉଦି ଆରବରୁ ଆସିଲା ଫୋନ କଲ, ଜାଣନ୍ତୁ ଡିଟେଲ୍ସ

କୋଲକାତା,୧୩।୧୧: ବଙ୍ଗଳା ବିଧାନସଭାର ବିରୋଧୀ ଦଳ ନେତା ଏବଂ ଭାଜପା ବିଧାୟକ ଶୁଭେନ୍ଦୁ ଅଧିକାରୀ ଗୁରୁବାର ଦାବି କରିଛନ୍ତି ଯେ ଦିଲ୍ଲୀ ବିସ୍ଫୋରଣର ଦୁଇ ଦିନ ପୂର୍ବରୁ ତାଙ୍କୁ ପାକିସ୍ତାନ ଏବଂ ସାଉଦି ଆରବରୁ ଧମକପୂର୍ଣ୍ଣ ଫୋନ ଆସିଥିଲା ଏବଂ ତାଙ୍କୁ…

NDAରୁ କିଏ ନେବେ ମୁଖ୍ୟମନ୍ତ୍ରୀ ପଦର ଶପଥ? କାଉଣ୍ଟିଂ ପୂର୍ବରୁ ବଡ଼ ଦାବି କଲାଣି ଚିରାଗ ପାସଓ୍ବାନଙ୍କ ଦଳ

ପାଟନା,୧୩।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପୂର୍ବରୁ, ଚିରାଗ ପାସୱାନଙ୍କ ଦଳ ମୁଖ୍ୟମନ୍ତ୍ରୀ ପଦ ସମ୍ପର୍କରେ ଏକ ବଡ଼ ଦାବି କରିଛି। ଏଲଜେପି (ରାମ ବିଳାସ) ଏମପି ଶାମ୍ଭବୀ ଚୌଧୁରୀ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏବଂ ରାଷ୍ଟ୍ରୀୟ ଜନତା…

Video: ଜାଣିଶୁଣି ସ୍କୁଟିକୁ ମାରିଲେ ଧକ୍କା, ଏବେ ବୁଦ୍ଧି ଶିଖାଇଲା ପୋଲିସ

ବେଙ୍ଗାଲୁରୁ,୧୩।୧୧: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ, ଜଣେ କାର ଡ୍ରାଇଭରଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ତାଙ୍କ କାର ସହିତ ଏକ ଦୁଇ ଚକିଆ ଯାନକୁ ଧକ୍କା ଦେବା ଅଭିଯୋଗରେ ଗିରଫ କରାଯାଇଛି। ଏହି ଦୁର୍ଘଟଣାରେ ବାଇକ ଆରୋହୀ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି…

ଛତିଶଗଡ଼ ମଦ ଦୁର୍ନୀତିରେ ବଡ଼ କାର୍ଯ୍ୟାନୁଷ୍ଠାନ: ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କ ୬୧.୨୦ କୋଟି ଟଙ୍କାର ସମ୍ପତ୍ତି ଆଟାଚ କଲା ED

ରାଞ୍ଚି,୧୩।୧୧: ଛତିଶଗଡ଼ର ବିବାଦୀୟ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। EDର ରାୟପୁର ଜୋନାଲ ଅଫିସ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କ ୬୧.୨୦ କୋଟି ମୂଲ୍ୟର ସମ୍ପତ୍ତିକୁ ଅସ୍ଥାୟୀ ଭାବରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri