ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ: ପୁଅ କହିଲେ, ଆଜି ମୁଁ ଶୂନ୍ୟ ହୋଇଗଲି
ନୂଆଦିଲ୍ଲୀ,୪।୮:ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM)ର ପ୍ରତିଷ୍ଠାତା ତଥା ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସୋମବାର ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଦିଲ୍ଲୀର ସାର୍...
ଚାଞ୍ଚଲ୍ୟ! ଅଧରାତିରେ ଭଡାଟିଆ ଛାତ୍ରୀଙ୍କୁ ବଳାତ୍କାର କଲେ ଘର ମାଲିକ
ବେଙ୍ଗାଲୁରୁ,୩।୮: ବେଙ୍ଗାଲୁରୁରେ ଜଣେ କଲେଜ ଛାତ୍ରୀ ତାଙ୍କ ଟଙ୍କା ଦିଆ ବନ୍ଧୁ/ପେୟିଂ ଗେଷ୍ଟ(ପିଜି) ମାଲିକ ଆଶରଫଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଛାତ୍ରୀଙ୍କ ଅଭିଯୋଗ ପରେ ସ୍ଥାନୀୟ ଥାନାରେ ଏଫଆଇଆର ରୁଜୁ ହୋଇଛି ଏବଂ ଅଭିଯୁକ୍ତ ଆଶରଫଙ୍କୁ...
ବଏଫ୍ରେଣ୍ଡକୁ ହତ୍ୟା କରି ୭ ଲକ୍ଷ ଟଙ୍କା ନେଇ ଫେରାର ଲିଭ୍-ଇନ୍ ପାର୍ଟନର
ଗୁରୁଗ୍ରାମ,୩।୮: ଗୁରୁଗ୍ରାମର ବାଲିୟାଭାସ ନିବାସୀ ୪୨ ବର୍ଷୀୟ ହରିଶଙ୍କୁ ତାଙ୍କ ଲିଭ୍-ଇନ୍ ପାର୍ଟନର ୨୭ ବର୍ଷୀୟ ୟଶମୀତ କୌର ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି। ଏହି ଘଟଣା ଶନିବାର ଡିଏଲଏଫ ଫେଜ-୩ରେ ଘଟିଛି, ଯେଉଁଠାରେ ଉଭୟ ଗତ ଏକ...
ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପ୍ଡେଟ୍: ଖୁବ୍ଶୀଘ୍ର ସରକାରୀ ଚାକିରିଆଙ୍କୁ ମିଳିବ ଖୁସି ଖବର, ଜାଣନ୍ତୁ ପୂରା ତଥ୍ୟ…
ନୂଆଦିଲ୍ଲୀ,୩ା୮: ୧ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନ୍ଭୋଗୀ ଖୁବ୍ଶୀଘ୍ର ଖୁସି ଖବର ପାଇବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ଅର୍ଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, ସରକାରଙ୍କୁ ବିଭିନ୍ନ...
ତେଜସ୍ବୀ ଯାଦବଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ
ପାଟଣା,୩।୮: ରାଷ୍ଟ୍ରୀୟ ଜନତା ଦଳ (RJD) ନେତା ଏବଂ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ସମସ୍ୟା ବଢ଼ିପାରେ। ସେ ଦାବି କରିଥିଲେ ଯେ ତାଙ୍କ ନାମ ବିହାରର ଡ୍ରାଫ୍ଟ ଭୋଟର ତାଲିକାରେ ନାହିଁ। ତେଜସ୍ବୀଙ୍କ ଅନୁଯାୟୀ, ସେ ଯେଉଁ...
ରାଜ୍ୟ ରାଜନୀତିରେ ହଇଚଇ, ଏମିତି ଅନୁଦାନ ଘୋଷଣା କଲେ ଦିଦି, ଆଖି ତରାଟି ରହିଗଲା ଭାଜପା!
କୋଲକାତା,୩।୮: ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଦୁଇଟି ପ୍ରମୁଖ ଯୋଜନା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଗୋଟିଏ ପଟେ ମମତା ଦୁର୍ଗା ପୂଜା ପାଇଁ ୧.୧ ଲକ୍ଷ ଟଙ୍କାର...
ହଠାତ୍ କାହିଁକି ରାଷ୍ଟ୍ରପତିଙ୍କୁ ଭେଟିବାକୁ ପହଞ୍ଚିଲେ ମୋଦି? ଜାଣନ୍ତୁ ଏହା ପଛର ବଡ଼ କାରଣ
ନୂଆଦିଲ୍ଲୀ,୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ଏଠାରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ଏ ସମ୍ପର୍କରେ ସୂଚନା ରାଷ୍ଟ୍ରପତି ଭବନ ପକ୍ଷରୁ ସୋସିଆଲ ମିଡିଆ ସାଇଟ ଏକ୍ସରେ ଦିଆଯାଇଛି। ରାଷ୍ଟ୍ରପତି ଭବନ ଏକ୍ସରେ ପ୍ରଧାନମନ୍ତ୍ରୀ...
ଆର୍ମି ଅଫିସରଙ୍କ ହାଇଡ୍ରାମା: ବିମାନବନ୍ଦରରେ କର୍ମଚାରୀଙ୍କୁ ମାରିଲେ ବିଧା-ଗୋଇଠା , ଭାଙ୍ଗିଦେଲେ ହାଡ଼, ଏବେ…
ଶ୍ରୀନଗର,୩।୮: ଶ୍ରୀନଗରରୁ ଦିଲ୍ଲୀ ଯାଉଥିବା ସ୍ପାଇସ୍ ଜେଟ୍ ବିମାନ ନମ୍ବର SG-୩୮୬ର ବୋର୍ଡିଂ ଗେଟ୍ରେ ଜଣେ ଯାତ୍ରୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ଯାତ୍ରୀଜଣଙ୍କ ସ୍ପାଇସ୍ ଜେଟ୍ର ଚାରିଜଣ କର୍ମଚାରୀଙ୍କ ଉପରେ ଗୁରୁତର ଆକ୍ରମଣ କରିଛନ୍ତି। ଶ୍ରୀନଗର ବିମାନବନ୍ଦରରେ ଘଟିଥିବା ଏହି...
ଡୋନାଲ୍ଡ ଟ୍ରମ୍ପଙ୍କ ଇଚ୍ଛା ପୂରଣ କଲେ ମୋଦି, ଟେନସନରେ ପୁଟିନ୍, ଏବେ ହେବ ଅସଲ ଖେଳ!
ଓ୍ବାଶିଂଟନ୍,୩।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ସମସ୍ତ ଦେଶ ବିରୁଦ୍ଧରେ ଏକ ଟାରିଫ୍ ଯୁଦ୍ଧ ଆରମ୍ଭ କରିଛନ୍ତି। ଟ୍ରମ୍ପ ସରକାର ଆମେରିକୀୟ ଉତ୍ପାଦ ଉପରେ ଟିକସ ହ୍ରାସ କରିବା ପାଇଁ ନିରନ୍ତର ଚାପ ପ୍ରୟୋଗ କରୁଛନ୍ତି। ଏହା ସହିତ,...
କିଏ ହେବେ ଉପରାଷ୍ଟ୍ରପତି? ଶଶି ଥରୁରଙ୍କ ଜବାବରେ କଂଗ୍ରେସକୁ ଲାଗିଲା ଝଟକା
ନୂଆଦିଲ୍ଲୀ,୩।୮: ଜଗଦୀପ ଧନକର ନିକଟରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ଏବେ ୯ ସେପ୍ଟେମ୍ବରରେ ଦେଶରେ ନୂଆ ଉପରାଷ୍ଟ୍ରପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସୂଚନା ନିର୍ବାଚନ କମିଶନ ଦେଇଛନ୍ତି। ଦେଶର ନାଗରିକଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ...
ସରକାରୀ ସ୍କୁଲରେ ପିଲାଙ୍କୁ ଦିଆଗଲା କୁକୁର ଅଇଁଠା! ୭୮ ପିଲାଙ୍କୁ ଦିଆଗଲା ଆଣ୍ଟି ରାବିଜ ଇଞ୍ଜେକ୍ସନ
ରାଞ୍ଚି,୩।୮: ଛତିଶଗଡ଼ର ବାଲୋଦାବଜାର ଜିଲାର ଏକ ସରକାରୀ ସ୍କୁଲର ପିଲାମାନଙ୍କୁ କୁକୁରର ବଳକା ଖାଦ୍ୟ ଖାଇବାକୁ ଦେବାର ଏକ ଘଟଣା ସାମ୍ନାକୁ ଆସିଛି। ପାଲାରି ବ୍ଲକର ଲଛନପୁର ଗାଁର ସରକାରୀ ମଧ୍ୟମ ବିଦ୍ୟାଳୟରେ ପଢୁଥିବା ପିଲାମାନେ କହିଛନ୍ତି ଯେ ସ୍କୁଲରେ...
କେନାଲକୁ ଖସିଲା ତୀର୍ଥଯାତ୍ରୀ ଗାଡ଼ି, ଚାଲିଗଲା ୧୧ ଜୀବନ
ଲକ୍ଷ୍ନୌ,୩ା୮: ଉତ୍ତରପ୍ରଦେଶ ଗୋଣ୍ଡାର ଇଟିଆ ଥୋକ୍ ଥାନା ଅନ୍ତର୍ଗତ ଏକ କେନାଲରେ ରବିବାର ତୀର୍ଥଯାତ୍ରୀ ଗାଡ଼ି ଖସି ପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଉକ୍ତ ଗାଡ଼ିରେ ୧୫ ଜଣ ଯାତ୍ରୀ ଥିଲେ ଏବଂ ସେମାନେ ପୃଥ୍ବୀନାଥ ମନ୍ଦିର ଦର୍ଶନ...
Archives


