‘ଜୁବିନ ଗର୍ଗଙ୍କୁ ସିଙ୍ଗାପୁରରେ ଦିଆ ଯାଇଥିଲା ଜହର’, ଗିରଫ ଅଭିଯୁକ୍ତଙ୍କ ବଡ଼ ବୟାନ
ନୂଆଦିଲ୍ଲୀ,୪।୧୦: ଆସାମୀ ଗାୟକ ଜୁବିନ ଗର୍ଗଙ୍କ ବ୍ୟାଣ୍ଡ ସଦସ୍ୟ ଶେଖର ଜ୍ୟୋତି ଗୋସ୍ବାମୀ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ଗୋସ୍ବାମୀ କହିଛନ୍ତି ଯେ ଗର୍ଗଙ୍କୁ ସିଙ୍ଗାପୁରରେ ବିଷ ଦିଆଯାଇଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ସୂଚନା ପୋଲିସ ପାଖରେ…
‘ମାଓବାଦୀ ମୁକ୍ତ ହେବ ପ୍ରତିଟି ଗାଁ, ୨୦୩୧ ସୁଦ୍ଧା ୨୪ ଘଣ୍ଟା ମିଳିବ ପାଣି-ବିଜୁଳି, ଶାହା ଦେଲେ ପ୍ରତିଶ୍ରୁତି
ବସ୍ତର,୪।୧୦: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଛତିଶଗଡ଼ର ବସ୍ତରରେ ପହଞ୍ଚିଥିଲେ। ଏହି ଗସ୍ତ ଅନେକ ଦୃଷ୍ଟିରୁ ଐତିହାସିକ ଥିଲା। ଅମିତ ଶାହା ପ୍ରଥମେ ମା’ ଦାନ୍ତେଶ୍ୱରୀ ମନ୍ଦିରରେ ପ୍ରାର୍ଥନା କରିଥିଲେ ଏବଂ ବସ୍ତରକୁ ନକ୍ସଲବାଦରୁ ମୁକ୍ତ କରିବା ପାଇଁ ଦେବୀଙ୍କ…
ବିଜୟଙ୍କ ସାହାରାରେ ତାମିଲନାଡୁରେ ଶାସନ ଭାର ହାତେଇବ କି ଭାଜପା? ରିପୋର୍ଟରେ ବଡ଼ ଦାବି
ଚେନ୍ନାଇ,୪।୧୦: କରୁର ଷ୍ଟାମ୍ପେଡ ଘଟଣାର କିଛି ଦିନ ପରେ, ଭାରତୀୟ ଜନତା ପାର୍ଟି (ଭାଜପା) ଦକ୍ଷିଣ ସୁପରଷ୍ଟାର ବିଜୟ ଥାଲାପତିଙ୍କ ଦଳ ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ସହିତ ଯୋଗାଯୋଗ କରିଛି। ଭାଜପା ୨୦୨୬ତାମିଲନାଡୁ ବିଧାନସଭା ନିର୍ବାଚନରେ ନିଜର ସମ୍ଭାବନା ବୃଦ୍ଧି…
ଦଶହରାରେ ଏହି ରାଜ୍ୟରେ ମଦ ବିକ୍ରିରେ ହେଲା ରେକର୍ଡ, ୩ ଦିନରେ ବିକ୍ରିହେଲା ଏତେ କୋଟି ଟଙ୍କାର ମଦ
ହାଇଦ୍ରାବାଦ,୪।୧୦: ଦଶହରାର ଉତ୍ସବ ସମୟରେ କେଉଁଠି ରାବଣଙ୍କ ପ୍ରତିମୂର୍ତ୍ତି ପୋଡ଼ାଯାଉଥିବା ବେଳେ ଲୋକଙ୍କ ଗହଳି ଲାଗିଥିବା ବେଳେ, ତେଲଙ୍ଗାନାର ମଦ ଦୋକାନଗୁଡ଼ିକ ମଧ୍ୟ ଲୋକଙ୍କ ଗହଳି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପ୍ରକୃତରେ, ଉତ୍ସବର ରଙ୍ଗାରଙ୍ଗ ପରିବେଶ ସହିତ, ମଦ ବିକ୍ରୟ…
ଯମୁନାରେ ବୁଡ଼ିଗଲେ ଭାଜପା ନେତା, ଉଦ୍ଧାର ପାଇଁ ଦମକଳ ଗାଡ଼ି ଯିବା ସମୟରେ ଘଟିଲା ଏମିତି ଦୁଇ ପରିବାର…
ନୂଆଦିଲ୍ଲୀ,୪।୧୦: ପୂର୍ବ ଦିଲ୍ଲୀର ସୋନିଆ ବିହାର ଅଞ୍ଚଳରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜଣେ ବରିଷ୍ଠ ଭାଜପା ନେତା ମାଛମାନଙ୍କୁ ଖାଇବାକୁ ଦେବା ସମୟରେ ଯମୁନା ନଦୀରେ ବୁଡ଼ି ଯାଇଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ଆସିଥିବା ଅଗ୍ନିଶମ ବାହିନୀ ଗାଡ଼ି…
ଋଷିକୂଲ୍ୟାରେ ଭାସିଗଲେ ଯୁକ୍ତ ଦୁଇ ଛାତ୍ର
ଆସିକା,୪।୧୦: ଗଞ୍ଜାମ ଜିଲା ପୋଡ଼ାପଲ୍ଲୀ ଋଷିକୂଲ୍ୟା ନଦୀରେ ଶନିବାର ଏକ ଅଘଟଣ ଘଟିଛି। ଗାଧୋଇବା ବେଳେ ଜଣେ ନାବାଳକ ଛାତ୍ର ନଦୀରେ ଭାସି ନିଖୋଜ ହୋଇ ଯାଇଥିବା ଜଣାପଡିଛି। ନିଖୋଜ ଛାତ୍ର ଜଣକ ଯୁକ୍ତ-୨ରେ ପାଠ ପଢୁଥିବା ସୂଚନା ମିଳିଛି। ଖବର…
କ୍ୟାନସର ନିୟନ୍ତ୍ରଣ ଦିଗରେ ସରକାରଙ୍କ ବଡ଼ ପଦକ୍ଷେପ, ୧୮ ହସ୍ପିଟାଲରେ ହେବ ପ୍ରାଥମିକ ଚିକିତ୍ସା
ମୁମ୍ବାଇ,୪ା୧୦: ମହାରାଷ୍ଟ୍ର ସରକାର କ୍ୟାନସର ନିୟନ୍ତ୍ରଣ ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମହାରାଷ୍ଟ୍ର କ୍ୟାବିନେଟ୍ ଏକ କ୍ୟାନସର ଚିକିତ୍ସା ନୀତିକୁ ଅନୁମୋଦନ କରିଛି। ବର୍ତ୍ତମାନ ରାଜ୍ୟର ୧୮ଟି ହସ୍ପିଟାଲରେ ପ୍ରାଥମିକ ଭାବରେ କ୍ୟାନସର ଚିକିତ୍ସା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…
Coldrif କଫ ସିରପ୍ ବିକ୍ରୟ ଉପରେ ଲାଗିଲା ବ୍ୟାନ୍: ୯ ଶିଶୁ ମୃତ୍ୟୁପରେ ଚେତିଲେ ମୋହନ ସରକାର
ଭୋପାଳ,୪।୧୦: ମଧ୍ୟପ୍ରଦେଶର ଛିନ୍ଦୱାଡାରେ କଫ ସିରପ୍ ଖାଇ ୯ ଜଣ ଶିଶୁଙ୍କ ମୃତ୍ୟୁପରେ, ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସାରା ରାଜ୍ୟରେ Coldrif କଫ ସିରପ ବିକ୍ରୟ ଉପରେ ନିଷେଧ କରିଛନ୍ତି। ଏହି ଘଟଣା…
ଶାଳୀଙ୍କ ସହ ଫେରାର ହୋଇଗଲେ ଭିଣେଇ, ତା’ପରେ ଜଙ୍ଗଲରେ ମିଳିଲା…
କାନପୁର,୪।୧୦: ଉତ୍ତର ପ୍ରଦେଶର କାନପୁର ଦେହାତର ଏକ ଗାଁରେ ଚାଞ୍ଚଲ୍ୟ। ପ୍ରବଳ ଦୁର୍ଗନ୍ଧ ଆସିବା ପରେ ଗାଁ ଲୋକେ ବୁଦାରେ ଦୁଇଟି ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେବା ପରେ ଏନେଇ ଚାଞ୍ଚଲ୍ୟ ଖେଳି ଯାଇଛି। ସୂଚନା ପାଇ ପୋଲିସ…
ଅନଲାଇନରେ ଜିନିଷ ଅର୍ଡର କରିବାବେଳେ କ୍ୟାସ ଅନ ଡେଲିଭରି କରୁଛନ୍ତି କି? ହୋଇଯାଆନ୍ତୁ ସତର୍କ, ଆସିଲା ବଡ଼ ସୂଚନା
ନୂଆଦିଲ୍ଲୀ,୪।୧୦: ସରକାର କ୍ୟାସ-ଅନ-ଡେଲିଭରି (CoD) ଅର୍ଡର ପାଇଁ ଅତିରିକ୍ତ ଫି ଆଦାୟ କରୁଥିବା ଇ-କମର୍ସ କମ୍ପାନୀଗୁଡ଼ିକ ବିରୋଧରେ ତଦନ୍ତ ଆରମ୍ଭ କରିଛନ୍ତି। କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଏହି ଘୋଷଣା କରିଛନ୍ତି। X ରେ ଏକ ପୋଷ୍ଟରେ ସେ…
RSS ନାଁରେ ଆସିଲା ସାଂଘାତିକ ଅଭିଯୋଗ: ଭାରତକୁ କରିବାକୁ ଚାହୁଁଛି ‘ହିନ୍ଦୁ ପାକିସ୍ତାନ’
ନୂଆଦିଲ୍ଲୀ,୪।୧୦: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ୧୦୦ତମ ବାର୍ଷିକୀ ପାଳନ ଉପଲକ୍ଷେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାବେଳେ, ଶିବସେନାର ମୁଖପତ୍ର ପ୍ରଶ୍ନ ଉଠାଇଛି। ସାମନାରେ ପ୍ରକାଶିତ ଏକ ସାମ୍ପ୍ରତିକ ଲେଖା RSSର DNA ଏବଂ ବିଚାରଧାରା ଉପରେ ଗମ୍ଭୀର ପ୍ରଶ୍ନ…
ଭାରତର ଚେତାବନୀ ଶୁଣି ପାକିସ୍ତାନର ନିଦ ହଜିଲା: ଏବେ ମୁନିର କରିବେ କ’ଣ
ନୂଆଦିଲ୍ଲୀ,୪ା୧୦:ରାଜସ୍ଥାନର ଅନୁପଗଡ଼ସ୍ଥିତ ଆର୍ମି ପୋଷ୍ଟରେ ଭାରତୀୟ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ଖୋଲା ଚେତାବନୀ ଦେଇଛନ୍ତି। ପଶ୍ଚିମରେ ଥିବା ପଡ଼ୋଶୀ ଆତଙ୍କବାଦର ମାଷ୍ଟରମାନଙ୍କୁ ପ୍ରୋତ୍ସାହନ ଦେବା ନେଇ କୁଖ୍ୟାତ। ପାକିସ୍ତାନ ଯଦି ମାନଚିତ୍ରରେ ନିଜ ଭୌଗୋଳିକ ଅବସ୍ଥିତି ବଜାୟ ରଖିବାକୁ…
Archives


