ଓଡ଼ିଆ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା! ସ୍ବାମୀ ଘରେ ନ ଥିବା ବେଳେ…
ଭୁବନେଶ୍ୱର,୧୭।୧୦: ହାଇଦ୍ରାବାଦର କୋମପାଲିରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ ହୋଇଛି। ପୀଡିତା ଜଣଙ୍କ ଭୁବନେଶ୍ୱରର ଭରତପୁରର ବାସିନ୍ଦା ଅନିନ୍ଦିତା ମହନ୍ତ ଭାବରେ ଚିହ୍ନଟ କରାଯାଇଛି। ମିଳିଥିବାସୂଚନା ଅନୁଯାୟୀ, ପେଟବଶିରାବାଦରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ ମୃତ ମହିଳ। ଖୋର୍ଦ୍ଧା…
ଅଢେଇ ଘଣ୍ଟା ପୁଟିନଙ୍କ ସହ ଫୋନରେ ଗପିଲେ ଟ୍ରମ୍ପ: ଆଉ ତା’ପରେ ଘଟିଗଲା..
ଓ୍ବାଶିଂଟନ୍,୧୭।୧୦: ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭ୍ଲାଦିମିର ପୁଟିନ ପୁଣି ଥରେ ଆଲୋଚନା କରିଛନ୍ତି। ହମାସକୁ ଧମକ ଦେବା ପରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ସିଧାସଳଖ ଫୋନ କରିଥିଲେ। ଫୋନ କଥାବାର୍ତ୍ତା…
ଆଉ ମୁଖ୍ୟମନ୍ତ୍ରୀ ହେବେନି ନୀତୀଶ! ଭାଜପା ଦେଲା ଏମିତି ସଙ୍କେତ, ବଢିଲା ସସ୍ପେନ୍ସ
ନୂଆଦିଲ୍ଲୀ,୧୭।୧୦: ବିହାରରେ ନିର୍ବାଚନୀ ପରିବେଶ ସମ୍ପୂର୍ଣ୍ଣ ସରଗରମ। ଏନଡିଏ ଏବଂ ମହାଗଠବନ୍ଧନ ଉଭୟ ଆସନ ବଣ୍ଟନ ଏବଂ ପ୍ରାର୍ଥୀ ଘୋଷଣା କରିଛନ୍ତି। ନାମାଙ୍କନ ପ୍ରକ୍ରିୟା ଚାଲିଛି, ଏବଂ ନେତାମାନେ ଭୋଟ ପାଇଁ ପ୍ରଚାର କରୁଛନ୍ତି। କିନ୍ତୁ ଏଥର ସବୁଠାରୁ ବଡ଼ ପ୍ରଶ୍ନ…
ଭାରତରେ ବନାଗ୍ନି: ବର୍ଷକରେ ୧.୫ କୋଟି ଲୋକ ପ୍ରଭାବିତ
ନୂଆଦିଲ୍ଲୀ,୧୭ା୧୦(ପି.ଟି.): ବର୍ଷ ୨୦୨୪-୨୫ରେ ଭାରତରେ ବନାଗ୍ନି ଯୋଗୁ ପ୍ରାୟ ୧.୫ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଉତ୍ତରପ୍ରଦେଶରେ ସର୍ବାଧିକ ୪୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଗୁରୁବାର ଆର୍ଥ ସିଷ୍ଟମ ସାଇନ୍ସ ଡେଟା ନାମକ ଏକ ଜର୍ନାଲରେ ପ୍ରକାଶିତ ‘ଷ୍ଟେଟ୍ ଅଫ୍…
ଆଜିଥ୍ରୋମାଇସିନ୍ରେ ପୋକ: ଖେଳିଗଲା ଚାଞ୍ଚଲ୍ୟ
ଭୋପାଳ,୧୭ା୧୦:ମଧ୍ୟପ୍ରଦେଶରେ କୋଲ୍ଡରିଫ୍ କଫ୍ ସିରପ୍ ସେବନ କରି ୨୩ ପିଲାଙ୍କ ମୃତ୍ୟୁ ଘଟଣା ପରେ ଏହାର ଉତ୍ପାଦନ ଓ ବିକ୍ରି ବନ୍ଦ ହୋଇଛି। ଏବେ ରାଜ୍ୟର ଏକ ସରକାରୀ ହସ୍ପିଟାଲରେ ଆଜିଥ୍ରୋମାଇସିନ୍ ଔଷଧରେ ପୋକ ଥିବା ଅଭିଯୋଗ ଆସିବା ପରେ ଉକ୍ତ…
ଆର୍ଏସ୍ଏସକୁ ନେଇ କର୍ନାଟକ ସରକାରଙ୍କ ବଡ଼ ନିଷ୍ପତ୍ତି
ବେଙ୍ଗାଲୁରୁ,୧୬ା୧୦: କର୍ନାଟକରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍)ର ବିଭିନ୍ନ କାର୍ଯ୍ୟକୁ ରୋକିବା ପାଇଁ ରାଜ୍ୟ କ୍ୟାବିନେଟ୍ ଗୁରୁବାର ନିଷ୍ପତ୍ତି ନେଇଛି। ଉକ୍ତ ନିଷ୍ପତ୍ତି ଅନୁଯାୟୀ ଆର୍ଏସ୍ଏସ୍ କାର୍ଯ୍ୟକର୍ତ୍ତାମାନେ ରାସ୍ତାରେ ଶୋଭାଯାତ୍ରା ଏବଂ ସର୍ବସାଧାରଣ ସ୍ଥାନରେ ତଥା ସରକାରୀ ଅନୁଷ୍ଠାନଗୁଡ଼ିକରେ କାର୍ଯ୍ୟକ୍ରମ କରିପାରିବେ…
DIGଙ୍କ ଘରୁ ମିଳିଲା ଅମାପ ଧନ! ଟଙ୍କା ଗଣିବାକୁ ଆସିଲା ମେଶିନ
ଚଣ୍ଡିଗଡ଼,୧୬।୧୦: ପଞ୍ଜାବ ପୋଲିସର ଜଣେ ଡିଆଇଜିଙ୍କ ଘରୁ ଏକ ଗୁପ୍ତଧନ ବାହାରିଥିଲା, ଯାହା ଫଳରେ ସିବିଆଇକୁ ଏକ ନୋଟ ଗଣନା ମେଶିନ ମଗାଇବାକୁ ପଡିଥିଲା। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏକ ବଡ଼ ଲାଞ୍ଚ ମାମଲାରେ ପଞ୍ଜାବ ପୋଲିସର ରୋପାର ରେଞ୍ଜର…
୮୦ ବିଧାୟକଙ୍କ ମଧ୍ୟରୁ ୧୯ ଜଣଙ୍କ ଟିକେଟ କାଟିଲା ଭାଜପା, ଶୀର୍ଷ ନେତୃତ୍ୱଙ୍କ ନିଷ୍ପତ୍ତିକୁ ନେଇ ହେଲାଣି ହଙ୍ଗାମା
ପାଟନା,୧୬।୧୦: ବିହାରର ୪୫ ବର୍ଷର ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ପ୍ରତ୍ୟେକ ୧୦୧ ଆସନ ବାଣ୍ଟି ଏନଡିଏ-ଜେଡିୟୁ ସହିତ ମେଣ୍ଟ କରିଥିବା ଭାଜପା ଏଥର ଏକ ଦୃଢ଼ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି। ସାଂଗଠନିକ ଆଲୋଚନା ଏବଂ ତୃଣମୂଳ ସ୍ତରର…
ଶୁଣାଣି ସମୟରେ ମହିଳାଙ୍କ ସହ ମସ୍ତି କରୁଥିଲେ ବିଚାରପତି! ଆଖିକୁ ବିଶ୍ୱାସ ହେଉନି, ହେଲେ ଭିଡିଓ ହେଉଛି ଭାଇରାଲ କ’ଣ ରହିଛି ସତ୍ୟତା ଜାଣନ୍ତୁ
ନୂଆଦିଲ୍ଲୀ,୧୬।୧୦: ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାଇରାଲ କ୍ଲିପରେ, ଜଣେ ବିଚାରପତି ଜଣେ ମହିଳାଙ୍କ ସହିତ ମଜା କରୁଥିବାର ଦେଖିବାକୁ ମିଳୁଛି। କୁହାଯାଉଛି ଯେ ଏହି ଭିଡିଓଟି ଏକ…
କମେଡିଆନ କପିଲ ଶର୍ମାଙ୍କ କାଫେ ଉପରେ ପୁଣି ଗୁଳିମାଡ଼, ସାମ୍ନାକୁ ଆସିଲା…
ନୂଆଦିଲ୍ଲୀ,୧୬।୧୦: କାନାଡାରେ ଥିବା ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାଫେ ଉପରେ ପୁଣି ଥରେ ଗୁଳିମାଡ଼। ରିପୋର୍ଟ ମୁତାବକ, କାଫେରେ ତିନୋଟି ଗୁଳି ଚାଳନା କରାଯାଇଛି। ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଏହି ଗୁଳିକାଣ୍ଡ ପାଇଁ ଦାୟୀ ବୋଲି ଦାବି କରିଛି। ଏହି…
ବିହାର ବିଧାନସଭା ନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ଭାଜପା, ଅଛନ୍ତି ହେଭିଓ୍ବେଟ୍ ନେତା…
ପାଟ୍ନା,୧୬ା୧୦: ବିହାର ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ମାହୋଲ ସେତିକି ସରଗରମ ହେଉଛି। ଏହି ପରିପ୍ରେକ୍ଷୀରେ ଭାଜପା ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ବିଚ୍ ରାସ୍ତାରେ ବାଇକ୍ ଚାଳକଙ୍କୁ ଟ୍ରାଫିକ ପୋଲିସଙ୍କ ଚାପୁଡ଼ା, Video ଦେଖି ତାତିଲେ ଲୋକେ, ଏବେ…
ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଟ୍ରାଫିକ ଚାଲାଣ କଟିବା ସ୍ବାଭାବିକ କଥା। ହେଲେ ଏବେ ଟ୍ରାଫିକ ପୋଲିସ ଜଣେ ବାଇକ୍ ଚାଳକଙ୍କୁ ଚାପୁଡ଼ା ମାରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ଲୋକମାନଙ୍କ ମନରେ ଆକ୍ରୋଶ…
Archives


