ଡିଜିଟାଲ ଆରେଷ୍ଟ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୧୮ା୧୦ : ଦେଶରେ ବଢ଼ି ଚାଲିଥିବା ଡିଜିଟାଲ ଆରେଷ୍ଟ ମାମଲାକୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଚିନ୍ତା ବ୍ୟକ୍ତ କରିବା ସହ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଏହା ଉପରେ ଜବାବ ମାଗିଛନ୍ତି। ଅନ୍ଲାଇନ୍ ଠକେଇ ବିଶେଷକରି…
ମେହୁଲ ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ବେଲଜିଅମ କୋର୍ଟଙ୍କ ମିଳିଲା ଅନୁମତି
ନୂଆଦିଲ୍ଲୀ,୧୭।୧୦: ବେଲଜିଅମର ଆଣ୍ଟୱେର୍ପ କୋର୍ଟ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଅନୁମୋଦନ ଦେଇଛନ୍ତି ଏବଂ ଚଳିତ ବର୍ଷ ବେଲଜିଅମ ପୁଲିସ ଦ୍ୱାରା ତାଙ୍କୁ ଗିରଫ ବୈଧ ବୋଲି ରାୟ ଦେଇଛନ୍ତି। ତେବେ, ଚୋକ୍ସି ଏହି ନିଷ୍ପତ୍ତି…
ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି: ନଭେମ୍ବର ମାସରୁ ନାଗରିକଙ୍କୁ ଏସବୁ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୭ା୧୦: କେନ୍ଦ୍ର ସରକାର ଜନଗଣନା ୨୦୨୭ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନାଗରିକମାନେ ନଭେମ୍ବର ୧ ରୁ ୭ ମଧ୍ୟରେ ଡିଜିଟାଲ୍ ମାଧ୍ୟମରେ ନିଜର ବ୍ୟକ୍ତିଗତ ତଥ୍ୟ ଦାଖଲ କରିପାରିବେ ବୋଲି ଘୋଷଣା କରାଯାଇଛି। ଶୁକ୍ରବାର ଜାରି ଏକ ଗେଜେଟ୍ ବିଜ୍ଞପ୍ତିରେ…
ଇଞ୍ଜିନିୟରିଂ କଲେଜ ଓ୍ବାଶରୁମରେ ଛାତ୍ରୀଙ୍କୁ ବଳାତ୍କାର, ଅଭିଯୁକ୍ତ ଫୋନ କରି ପଚାରିଲେ ଏମିତି ପ୍ରଶ୍ନ ସମସ୍ତେ ଆଶ୍ଚର୍ଯ୍ୟ
ବେଙ୍ଗାଲୁରୁ,୧୭।୧୦: ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ଘରୋଇ ଇଞ୍ଜିନିୟରିଂ କଲେଜ କ୍ୟାମ୍ପସରେ ଜଣେ ଯୁବକ ତାଙ୍କ ନିଜ ବନ୍ଧୁଙ୍କୁ ବଳାତ୍କାର କରିଛନ୍ତି। ଶୌଚାଳୟରେ ଅପରାଧ କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ପରିଚୟ ଜୀବନ ଗୌଡା…
ଭୂପେନ୍ଦ୍ରଙ୍କ ନୂଆ ଟିମ୍: ହର୍ଷ ସାଙ୍ଘଭି ଉପମୁଖ୍ୟମନ୍ତ୍ରୀ: ୨୬ ନୂଆ ମନ୍ତ୍ରୀ
ଗାନ୍ଧୀନଗର,୧୭।୧୦: ଗୁଜରାଟରେ ନୂତନ କ୍ୟାବିନେଟର ଶପଥ ଗ୍ରହଣ ଉତ୍ସବ ଶୁକ୍ରବାର ଆରମ୍ଭ ହୋଇଛି। ଶପଥ ତାଲିକାରେ ୨୬ଜଣ ମନ୍ତ୍ରୀଙ୍କ ନାଁ ପ୍ରକାଶ ପାଇଛି। ତାଲିକାରେ ସ୍ବରୂପଜୀ ଠାକୋର, ପ୍ରବିଣକୁମାର ମାଲି, ଋଷୀକେଶ ପଟେଲ, ଦର୍ଶନା ବାଘେଲା, କୁନୱାରଜୀ ବାଭାଲିଆ,ରିଭାବା ଜାଡେଜା, ଅର୍ଜୁନ…
ବିହାର ବିଧାନସଭା ନିର୍ବାଚନକୁ ନେଇ ବଡ଼ ଭବଷ୍ୟବାଣୀ କଲେ ପ୍ରଶାନ୍ତ କିଶୋର!
ପାଟନା,୧୭।୧୦: ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ଆଉ ଗୋଟିଏ ମାସ ବାକି ଅଛି। ବିହାର ନିର୍ବାଚନ ସମ୍ପର୍କରେ ଅନେକ ସର୍ଭେ ପ୍ରକାଶ ପାଇଛି, ଯାହା NDA ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତାର ପୂର୍ବାନୁମାନ କରୁଛି। ଏକ ନ୍ୟୁଜ…
ଗୁଜରାଟରେ କାହିଁକି ଭାଜପା ବଦଳାଇ ଦେଲା ପୂରା କ୍ୟାବିନେଟ, ବିଧାନସଭା ନିର୍ବାଚନ ନା ଆଉ କିଛି, ଜାଣନ୍ତୁ ଇନସାଇଡ ଷ୍ଟୋରୀ
ଗାନ୍ଧିନଗର,୧୭।୧୦: ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସରକାର ତାଙ୍କର ସମ୍ପୂର୍ଣ୍ଣ କ୍ୟାବିନେଟକୁ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଡିସେମ୍ବର ୨୦୨୨ରେ ସରକାର ଗଠନ କରିବାର ମାତ୍ର ତିନି ବର୍ଷ ପରେ, ପଟେଲ ତାଙ୍କର ସମ୍ପୂର୍ଣ୍ଣ କ୍ୟାବିନେଟକୁ ଇସ୍ତଫା ଦେଇ ଏକ ନୂତନ କ୍ୟାବିନେଟ…
ଏ ମୋର ଶେଷ ଦୀପାବଳି…ଭାବପ୍ରବଣ କରିଦେବ ୨୧ ବର୍ଷୀୟ ଯୁବକଙ୍କ କାହାଣୀ
ନୂଆଦିଲ୍ଲୀ,୧୭।୧୦: ଜୀବନ ଅନିଶ୍ଚିତ। କେତେବେଳେ ଜୀବନ କେଉଁ ମୋଡ଼ ନେବ, ତାହା କହିବା ଅସମ୍ଭବ। କିନ୍ତୁ ବେଳେବେଳେ ପରିସ୍ଥିତି ଏମିତି ଆସେ, ଯାହାକୁ ବଦଳାଇବାକୁ ସତ ଚେଷ୍ଟା କଲେ ମଧ୍ୟ ହୁଏ ନାହିଁ। ଏମିତି କିଛି ପରିସ୍ଥିତି ଜଣେ ଯୁବକଙ୍କୁ ଭାଙ୍ଗିପକାଇଛି।…
ଆଗକୁ ଧନତେରାସ, ଏବେଠାରୁ ଆଉ ମିଳୁନାହିଁ ରୂପା! ଜାଣନ୍ତୁ ଏହାର ମୁଖ୍ୟ କାରଣ
ନୂଆଦିଲ୍ଲୀ,୧୭।୧୦: ଦୀପାବଳି ଏବଂ ଅନ୍ୟାନ୍ୟ ଉତ୍ସବ ସମୟରେ ଭାରତରେ ରୂପାର ଚାହିଦା ସବୁବେଳେ ବୃଦ୍ଧି ପାଏ, କିନ୍ତୁ ୨୦୨୫ରେ ରୂପାର ଅଭାବ ନିବେଶକ ଏବଂ ଅଳଙ୍କାର ବ୍ୟବସାୟୀଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ଦେଶରେ ରୂପାର ମୂଲ୍ୟ ବର୍ତ୍ତମାନ ବିଶ୍ୱ ସ୍ତର…
ମନ୍ତ୍ରୀ ହେବେ ଏହି କ୍ରିକେଟର୍ଙ୍କ ସ୍ତ୍ରୀ: ମୋଟ ଆୟ ଜାଣିଲେ ଉଡ଼ିଯିବ ହୋଶ୍
ଗାନ୍ଧୀନଗର,୧୭।୧୦: ଆଜି ଗୁଜରାଟ କ୍ୟାବିନେଟର ବିସ୍ତାର ହେଉଛି। ୧୬ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ଏବଂ ନୂତନ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଆଜି ଅନୁଷ୍ଠିତ ହେବ। ପ୍ରାୟ ୨୫ ଜଣ ନୂତନ ମନ୍ତ୍ରୀ ଯୋଗଦେବେ। ଗୁଜରାଟର ଜାମନଗର ଉତ୍ତର ନିର୍ବାଚନମଣ୍ଡଳୀର…
ଚାଇନାକୁ ପଛରେ ପକାଇ ଆଗକୁ ବଢିଲା ଭାରତ, ଜାଣନ୍ତୁ କେତେ ନମ୍ବରରେ ରହିଛି ପାକିସ୍ତାନ
ନୂଆଦିଲ୍ଲୀ,୧୭।୧୦: ଭାରତୀୟ ବାୟୁସେନା ବିଶ୍ୱର ତୃତୀୟ ସବୁଠାରୁ ଶକ୍ତିଶାଳୀ ବାୟୁସେନା ପାଲଟିଛି। ବିଶ୍ୱ ଆଧୁନିକ ସାମରିକ ବିମାନ ନିର୍ଦ୍ଦେଶିକା ଦ୍ୱାରା ପ୍ରକାଶିତ ସର୍ବଶେଷ ରାଙ୍କିଙ୍ଗରେ, ଭାରତୀୟ ବାୟୁସେନା ଚାଇନାକୁ ପଛରେ ପକାଇ ଦେଇଛି। ପ୍ରଥମ ସ୍ଥାନରେ ଯୁକ୍ତରାଷ୍ଟ୍ର ଆମେରୀକା, ଦ୍ୱିତୀୟ ସ୍ଥାନରେ…
ଭିତିରିଆ ହୋଇଗଲା ବଡ଼ ଖେଳ! ଅମିତ ଶାହାଙ୍କୁ ଭେଟିଲେ ନୀତୀଶ, ୨୦ ମିନିଟ୍ର ମିଟିଂରେ କ’ଣ ଘଟିଲା, ଜାଣନ୍ତୁ…
ନୂଆଦିଲ୍ଲୀ,୧୭।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିହାର ଗସ୍ତରେ ଅଛନ୍ତି। ଶୁକ୍ରବାର ପାଟନାରେ ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି। ଅମିତ ଶାହା ଏବଂ ନୀତୀଶ କୁମାରଙ୍କ ମଧ୍ୟରେ ପ୍ରାୟ ୨୦ ମିନିଟ ଧରି ଆଲୋଚନା ହୋଇଥିବା ଜଣାପଡିଛି। କୁହାଯାଉଛି…
Archives


