ଏଥର ବଜେଟରେ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା କରିବେ ଅର୍ଥମନ୍ତ୍ରୀ! ମିଳିବ ବଡ଼ ଆଶ୍ୱସ୍ତି, ଜାଣନ୍ତୁ କ’ଣ…
ନୂଆଦିଲ୍ଲୀ,୧୩।୧: ୨୦୨୭ ଆର୍ଥିକ ବର୍ଷର ବଜେଟ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ବର୍ଷ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଲଗାତାର ନବମ ଥର ପାଇଁ ରେକର୍ଡ ବଜେଟ ଉପସ୍ଥାପନ କରିବେ। ମଧ୍ୟବିତ୍ତ ପରିବାର ବଜେଟ ଠାରୁ ଉଚ୍ଚ ଆଶା ରଖିଛନ୍ତି,…
ମା’ଙ୍କ ପିଣ୍ଡଦାନ ପାଇଁ ପ୍ରସ୍ତୁତି କରୁଥିଲେ ପୁଅ, ବାଜିଲା ଫୋନର ଘଣ୍ଟି: ଆଉ ତା’ପରେ…
ହାଇଦ୍ରାବାଦ୍,୧୩।୧:ଦକ୍ଷିଣ ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁ ମା’ଙ୍କୁ ମୃତ ଭାବି ପିଣ୍ଡଦାନ ପାଇଁ ପୁଅ ପ୍ରସ୍ତୁତି କରୁଥିବାବେଳେ, ସେଇ ମା’ ହଠାତ୍ ଫେରି ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି କାହାଣୀଟି ଫିଲ୍ମ ସ୍କ୍ରିପ୍ଟ…
ପରିବା ଉଜାଡିଦେଲା ସଂସାର; ଘରୁ ଲୁଚି ବିବାହ କରିଥିଲେ, ଏବେ ମିଳିଲା…
ନୂଆଦିଲ୍ଲୀ,୧୩।୧: ବିହାରର ସୁପୌଲରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଜଣେ ୨୦ ବର୍ଷୀୟ ବୋହୂ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପରିବାରରେ ପନିପରିବା ସରିଯିବାକୁ ନେଇ କଳହ ଯୋଗୁଁ ଏହି ଆତ୍ମହତ୍ୟା ହୋଇଥିବା କୁହାଯାଉଛି। ଏହି ଘଟଣା…
India-Iran Trade: ଇରାନଠାରୁ ଏହି ଜିନିଷ କ୍ରୟ-ବିକ୍ରୟ କରିଥାଏ ଭାରତ, ଟ୍ରମ୍ପଙ୍କ ୨୫ ପ୍ରତିଶତ ଟାରିଫ ପରେ ଭାରତ କେତେ କ୍ଷତି ସହିବ? ଜାଣନ୍ତୁ…
ନୂଆଦିଲ୍ଲୀ,୧୩।୧: ଇରାନ ବର୍ତ୍ତମାନ ଏକ ଗମ୍ଭୀର ରାଜନୈତିକ ଏବଂ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଦେଶବ୍ୟାପୀ ପ୍ରତିବାଦ ସରକାରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପରିସ୍ଥିତି ଏପରି ଖରାପ ହୋଇଛି ଯେ ଇରାନରେ ଇଣ୍ଟରନେଟ ଏବଂ ମୋବାଇଲ ସେବା…
ମମତାଙ୍କୁ କାହିଁକି ଯଥା ସମ୍ଭବ ସହଯୋଗ କରିବାକୁ କହିଲେ କେନ୍ଦ୍ର ସରକାର? ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ,୧୩।୧: ପଶ୍ଚିମବଙ୍ଗରେ ନିପା ଭାଇରସର ଦୁଇଟି ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଛି। ଏହି ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ତୁରନ୍ତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ କରି ପରିସ୍ଥିତି ବିଷୟରେ ପଚାରି ବୁଝିଥିଲେ…
ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୩ା୧: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଚାଲିଥିବାବେଳେ ସେଥିରେ ମନମାନି ଏବଂ ପ୍ରକ୍ରିୟାଗତ ଅନିୟମିତତା ହେଉଥିବା ନେଇ ତୃଣମୂଳ କଂଗ୍ରେସର କେତେଜଣ ଏମ୍ପି ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ। ସର୍ବୋଚ୍ଚ ଅଦାଲ ସୋମବାର ଏହା ଉପରେ ନିର୍ବାଚନ କମିଶନ(ଇସି)ଙ୍କୁ…
ପ୍ରଥମଥର ପାଇଁ ରବିବାର ହେବ କେନ୍ଦ୍ର ବଜେଟ୍: ବାଚସ୍ପତି ଦେଲେ ସୂଚନା
ନୂଆଦିଲ୍ଲୀ,୧୩ା୧(ପି.ଟି.):ଆଗାମୀ ଫେବୃଆରୀ ୧ ତାରିଖ ରବିବାରରେ ପାର୍ଲାମେଣ୍ଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସାଧାରଣ ବଜେଟ ଉପସ୍ଥାପନ କରିବେ ବୋଲି ଲୋକ ସଭା ବାଚସ୍ପତି ଓମ୍ ବିର୍ଲା ସୋମବାର ଘୋଷଣା କରିଛନ୍ତି। ରବିବାର ବଜେଟ ଉପସ୍ଥାପନ କରାଯିବା ଏହା ପ୍ରଥମ ଘଟଣା।…
ବିବାହର ମାସେ ପୂର୍ବରୁ ରୁଷିଆ ଟ୍ୟାଙ୍କରରୁ ମର୍ଚ୍ଚାଣ୍ଟ ନେଭି ଅଫିସର ଅଟକ
ନୂଆଦିଲ୍ଲୀ,୧୩ା୧: ହିମାଚଳପ୍ରଦେଶର କାଙ୍ଗ୍ରା ଜିଲାରୁ ରୁଷିଆର ଏକ କମ୍ପାନୀରେ ମର୍ଚ୍ଚାଣ୍ଟ ନେଭି ଅଫିସର ଭାବେ କାର୍ଯ୍ୟରତ ରିକ୍ଷିତ ଚୌହାନଙ୍କର ଆସନ୍ତା ମାସରେ ବିବାହ ଅନୁଷ୍ଠିତ ହେବାର ଥିଲା। ତାଙ୍କୁ ତୁରନ୍ତ ଘରକୁ ଫେରିବାର ଥିବାବେଳେ ତୈଳ ଆଣିବା ପାଇଁ ଭେନେଜୁଏଲା ଯାଇ ସେ…
ବାପା-ମା’ଙ୍କ ସେବା ନକଲେ କଟିବ ଦରମା: ସରକାରଙ୍କ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୧୨ା୧: ବାପା-ମା’ଙ୍କୁ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କୁ ବଡ ଝଟକା। ଏଣିକି ଯେଉଁ କର୍ମଚାରୀମାନେ ନିଜ ବୃଦ୍ଧ ବାପା-ମା’ଙ୍କ ଯତ୍ନ ନେବେ ନାହିଁ, ସେମାନଙ୍କ ଦରମାରୁ ୧୦ ପ୍ରତିଶତ ଅର୍ଥ କାଟି ସିଧାସଳଖ ବାପା-ମା’ଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ସୋମବାର ଏକ…
ଖୁବଶୀଘ୍ର ଗଡ଼ିବ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍: ଜାଣନ୍ତୁ କେତେ ରହିବ ଭଡ଼ା
ନୂଆଦିଲ୍ଲୀ,୧୨ା୧: ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦେଶରେ ଖୁବଶୀଘ୍ର ଅତ୍ୟାଧୁନିକ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍ ସେବା ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରିମିୟମ ଟ୍ରେନ୍ ହାୱଡ଼ା ରୁ କାମାକ୍ଷା (ଗୁଆହାଟି)…
କରୁର ଦଳାଚକଟା ମାମଲା: ଅଭିନେତା ବିଜୟଙ୍କୁ ୬ ଘଣ୍ଟା ଜେରା କଲା ସିବିଆଇ
ନୂଆଦିଲ୍ଲୀ,୧୨ା୧: ତାମିଲ ସୁପରଷ୍ଟାର ତଥା TVK ମୁଖ୍ୟ ବିଜୟ ସୋମବାର ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟରେ ହାଜର ହୋଇଥିଲେ। କରୁର ଦଳାଚକଟା ଘଟଣାରେ ତାଙ୍କର ଏବଂ ତାଙ୍କ ଦଳର ଭୂମିକାକୁ ନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାଙ୍କୁ ଦୀର୍ଘ ସମୟ ଧରି ଜେରା…
ଗାଡି ଭିତରକୁ ଟାଣି ନେଲେ, ମଦ ପିଆଇ ଯୁବତୀଙ୍କୁ କଲେ ଗଣବଳାତ୍କାର, ସାହସିକତା ଦେଖାଇ ଅଭିଯୁକ୍ତ ଶୋଇଥିବାବେଳେ…
ନୂଆଦିଲ୍ଲୀ, ୧୨।୧: ବିହାରର ପୂର୍ଣ୍ଣିଆରେ ମାନବତାକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି। ଛଅ ଜଣ ନୃଶଂସ ବ୍ୟକ୍ତି ଜଣେ ଯୁବତୀଙ୍କୁ ରାସ୍ତାରୁ ଅପହରଣ କରି ରାତିସାରା ଗଣବଳାତ୍କାର କରିଛନ୍ତି ଏବଂ ତାଙ୍କୁ ନର୍କ ଯନ୍ତ୍ରଣାରେ ଛାଡି ପଳାଇଯାଇଥିଲେ। ପୀଡିତା…
Archives


