ଜାତୀୟ

ମୋଦିଙ୍କ ଚିନ୍ତାଧାରା ଦେଶର ଅର୍ଥନୀତିକୁ ବିଗାଡି ଦେଇଛି: ରାହୁଲ

ନୂଆଦିଲ୍ଲୀ,୬।୩: ଦେଶରେ ୟେସ୍‌ ବ୍ୟାଙ୍କରେ ଦେଖାଦେଇଥିବା ସଙ୍କଟକୁ ନେଇ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ଏହି ପ୍ରସଙ୍ଗରେ…

6 years ago

ମହାରାଷ୍ଟ୍ରର ସବୁ ଜିଲାରେ ହେବ ମହିଳା ପୋଲିସ ଷ୍ଟେଶନ: ଅଜିତ ପାଓ୍ବାର

ମୁମ୍ବାଇ,୬।୩: ମହାରାଷ୍ଟ୍ରର ଶିବସେନା ମେଣ୍ଟ ସରକାର ଏବେ ଲୋକଙ୍କ ହିତ ଉଦ୍ଦେଶ୍ୟରେ କାମ କରିବା ଆରମ୍ଭ କରିଥିବା ଆଲୋଚନା ହେଉଛି। ଶୁକ୍ରବାର ବିଧାନସଭାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଗୋଟିଏ…

6 years ago

କରୋନା ଭାଇରସ ଭୟ: ସ୍ଥଗିତ ରହିଲା ଆଇଫା ଆଓ୍ବାର୍ଡ ଉତ୍ସବ

ମୁମ୍ବାଇ,୬।୩: ସାରା ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଆୟୋଜିତ ହେବାକୁ ଥିବା ଇଣ୍ଟରନ୍ୟାଶନାଲ ଇଣ୍ଡିଆନ ଫିଲ୍ମ ଏକାଡେମୀ(ଆଇଫା)…

6 years ago

ମହାରାଷ୍ଟ୍ରରେ ଚାଷୀଙ୍କ ପାଇଁ ଖୁସି ଖବର: ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣଛାଡ କଲେ ସରକାର

ମୁମ୍ବାଇ,୬।୩: ମହାରାଷ୍ଟ୍ର ବିଧାନସଭାରେ ଶୁକ୍ରବାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ମହାରାଷ୍ଟ୍ରରେ ଶାସନ କ୍ଷମତା ହାତେଇଥିବା ଶିବସେନାର ଏହା ପ୍ରଥମ ବଜେଟ। ଗୃହରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା…

6 years ago

କରୋନା ଭାଇରସ: ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୩୧

ନୂଆଦିଲ୍ଲୀ,୬।୩: କରୋନା ଭାଇରସ ଏବେ ଦେଶରେ କୋକୁଆ ଭୟ ସୃଷ୍ଟି କରିଛି। ଦିଲ୍ଲୀରେ ଶୁକ୍ରବାର ଆଉ ଜଣେ ପଜିଟିଭ ମିଳିବା ପରେ ଏବେ ଭାରତରେ କରୋନା ଭାଇରସ…

6 years ago

ଦିଲ୍ଲୀ ହିଂସାକୁ ନେଇ ସଂସଦରେ କଂଗ୍ରେସର ବିରୋଧ ପ୍ରଦର୍ଶନ: ମାର୍ଚ୍ଚ ୧୧ଯାଏ ଗୃହ ମୁଲତବୀ

ନୂଆଦିଲ୍ଲୀ,୬।୩: ଦିଲ୍ଲୀ ହିଂସାକୁ ନେଇ ବିରୋଧୀ ରାଜନୀତି କରୁଥିବା ବେଳେ ଏହାକୁ ଅସ୍ତ୍ର କରି ଶାସକ ଦଳକୁ ଘେରିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ସୋମବାରଠାରୁ ଗୃହ କାର୍ଯ୍ୟ…

6 years ago

ଘନେଇଲା କମଲନାଥଙ୍କ ସଙ୍କଟ

ଭୋପାଳ, ୬ା୩(ପି.ଟି.): ମଧ୍ୟପ୍ରଦେଶର କମଲନାଥ ସରକାରଙ୍କ ସଙ୍କଟ ଘନେଇବାରେ ଲାଗିଛି। ଗୁରୁବାର କଂଗ୍ରେସ ବିଧାୟକ ହରଦୀପ ସିଂ ଡଙ୍ଗ୍‌ ନିଜର ଇସ୍ତଫାପତ୍ର ବାଚସ୍ପତି ଏନ୍‌.ପି. ପ୍ରଜାପତିଙ୍କ ନିକଟକୁ…

6 years ago

ଭାରତରେ ପ୍ରବେଶ ପାଇଁ ଆବଶ୍ୟକ ସ୍ବାସ୍ଥ୍ୟ ପ୍ରମାଣପତ୍ର

ନୂଆଦିଲ୍ଲୀ,୬ା୩(ପି.ଟି.): ଭାରତ ସରକାର ଭିଜା ଉପରେ ଅତିରିକ୍ତ କଟକଣା ଜାରି କରିଛନ୍ତି। କରୋନା ସଂକ୍ରମିତ ଇଟାଲୀ ଏବଂ ଦକ୍ଷିଣ କୋରିଆରୁ ଆସିଥିବା କିମ୍ବା ସେଠାକୁ ଯାଇଥିବା ବ୍ୟକ୍ତି…

6 years ago

ଓଡ଼ିଶାରେ ହେଉ କରୋନା ପରୀକ୍ଷା କେନ୍ଦ୍ର

ନୂଆଦିଲ୍ଲୀ,୬ା୩: ପାର୍ଲାମେଣ୍ଟରେ ଗୁରୁବାର କରୋନା ସମ୍ପର୍କିତ ଆଲୋଚନା ବେଳେ ଓଡ଼ିଶା ଓ ଦେଶର ଅନ୍ୟ ଭାଗରେ ତୁରନ୍ତ ପରୀକ୍ଷା କେନ୍ଦ୍ର ଖୋଲିବା ଲାଗି ବିଜେଡି ଏମ୍‌ପି ଦାବି…

6 years ago

ଚାଇନା ଜାହାଜକୁ ମିଳୁନି ଅନୁମତି

ନୂଆଦିଲ୍ଲୀ,୬ା୩(ପି.ଟି.): ୧୬,୦୭୬ ଯାତ୍ରୀ ଓ କର୍ମଚାରୀଙ୍କୁ ନେଇ ଆସିଥିବା ଚାଇନାର କେତେକ ଜାହାଜ ତଥା ପୂର୍ବରୁ ଚାଇନା ଯାଇଥିବା ଜାହାଜଗୁଡ଼ିକୁ ଭାରତୀୟ ବନ୍ଦର ମଧ୍ୟରେ ପ୍ରବେଶ କରିବାକୁ…

6 years ago