ଶ୍ରୀନଗର,୧୨।୬: ଜମ୍ମୁ-କାଶ୍ମୀରର ଶୋପିଆନ ଜିଲାରୁ ଜଣେ ଲଶ୍କର ଆତଙ୍କବାଦୀଙ୍କୁ ଗିରଫ କରିଛି। ଆତଙ୍କବାଦୀ ଜଣକ ଜାକିର ଅହମ୍ମଦ ଖାନ। ତାଙ୍କ ନିକଟରୁ ବନ୍ଧୁକ ଏବଂ ଅନ୍ୟାନ୍ୟ ଗୋଳାବାରୁଦ…
ନୂଆଦିଲ୍ଲୀ,୧୨।୬: ଶୁକ୍ରବାର ପେଟ୍ରୋଲ ଓ ଡିଜେଲ ଦର ପୁଣି ବଢିଛି। ପେଟ୍ରୋଲ ଲିଟର ପିଛା ୫୭ ପଇସା ଏବଂ ଡିଜେଲ ଲିଟର ପିଛା ୫୯ ପଇସା ବଢିଛି।…
ଭୋପାଳ,୧୨।୬: ମଧ୍ୟପ୍ରଦେଶର ସେହୋର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରମେଶ ସାକ୍ସେନା କରୋନା ସମ୍ପର୍କରେ ଅଜବ ଦାବି କରିଛନ୍ତି। କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ରମେଶ…
ମୁମ୍ବାଇ,୧୨।୬: ମହାରାଷ୍ଟ୍ରର ପୁଣି ଜଣେ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନସିପିର ବରିଷ୍ଠ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।…
ନୂଆଦିଲ୍ଲୀ,୧୨।୬ : ମହାମାରୀ କରୋନା ଶୁକ୍ରବାର ଭାରତରେ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ…
ନୂଆଦିଲ୍ଲୀ, ୧୨ା୬:ମହାମାରୀ କରୋନା ଲୋକଙ୍କ ଜୀବନ ଜୀବିକା ଛଡ଼ାଇ ନେବା ସହ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ବିଶ୍ୱରେ ୭୫ ଲକ୍ଷରୁ ଅଧିକ ଲୋକ ଭୂତାଣୁ ଆକ୍ରାନ୍ତ…
କୋଲକାତା,୧୨ା୬(ପି.ଟି.):ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି କୋଭିଡ୍-୧୯ ସଙ୍କଟକୁ ଏକ ସୁଯୋଗରେ ରୂପାନ୍ତରିତ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗୁରୁବାର ଭିଡିଓ କନ୍ଫରେନ୍ସ ଜରିଆରେ…
ନୂଆଦିଲ୍ଲୀ/ଶ୍ରୀନଗର,୧୨ା୬:ପାକିସ୍ତାନ ପ୍ରାୟୋଜିତ ଏକ ବଡ଼ ଧରଣର ନିଶାଦ୍ରବ୍ୟ କାରବାର ର଼୍ୟାକେଟର ପର୍ଦ୍ଦଫାସ୍ କରିଛି ଜମ୍ମୁ-କଶ୍ମୀରର ହଣ୍ଡଓ୍ବାରା ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ୩ ଲଶ୍କର-ଇ-ତୋଇବା ଆତଙ୍କବାଦୀ ଗିରଫ…
ଜୟପୁର, ୧୨ା୬:ମଧ୍ୟପ୍ରଦେଶରେ କମଳନାଥ ସରକାର ପରେ ଭାଜପା ଏବେ ରାଜସ୍ଥାନ ସରକାରକୁ ଭାଙ୍ଗିବା ଲାଗି ପ୍ରୟାସ ଜାରି ରଖିଛି। ବିଶେଷକରି ଜୁନ୍ ୧୯ରେ ରାଜ୍ୟ ସଭା ଭୋଟ…
ନୂଆଦିଲ୍ଲୀ, ୧୨ା୬:ପୂର୍ବ ଲଦାଖ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ଲାଗି ଭାରତ ଓ ଚାଇନା ଆଲୋଚନା ଟେବୁଲକୁ ଯାଇ ସୈନ୍ୟ ପ୍ରତ୍ୟାହାର କରିଥିଲେ। ସେନା ଅଧିକାରୀସ୍ତରୀୟ ଆଲୋଚନା…