ଜାତୀୟ

ଇସ୍ତଫା ଦେଲେ ‘ଲେଡି ସିଘଂମ’, କହିଲେ ଆଇପିଏସ୍‌ ହୋଇ ଫେରିବି

ସୁରତ,୧୬।୭: ଗୁଜୁରାଟର ଜଣେ ଲେଡି କନଷ୍ଟେବଳ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୁନୀତା ଯାଦବ ନାମକ ଏହି କନଷ୍ଟେବଳ ଭାଜପା ସରକାରର ଜଣେ ମନ୍ତ୍ରୀଙ୍କ ପୁଅକୁ…

6 years ago

ଭାରତରେ ୬ କୋଟି ଟପିପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୬।୭: ଆସନ୍ତା ୨୦୨୧ ମାର୍ଚ୍ଚ ବେଳକୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ୧୮ ଲକ୍ଷ ଟପିବ ବୋଲି ଭାରତୀୟ ବିଜ୍ଞାନ ସଂସ୍ଥାନ(ଆଇଆଇଏସ୍‌ସି) ପକ୍ଷରୁ…

6 years ago

ସକାଳୁ ସକାଳୁ ଥରିଲା ୩ ରାଜ୍ୟ

ନୂଆଦିଲ୍ଲୀ, ୧୬।୭: ଗୁରୁବାର ଭୋର୍‌ ୪ଟା ୪୭ ମିନିଟ୍‌ ରୁ ସକାଳ ୭ଟା ୫୭ ମଧ୍ୟରେ ହିମାଚଳପ୍ରଦେଶ, ଗୁଜରାଟ ଏବଂ ଆସାମରେ ଭୂକମ୍ପ ଅନୁଭୁତ ହୋଇଛି। ହିମାଚଳପ୍ରଦେଶରେ…

6 years ago

ପାଇଲଟଙ୍କୁ କଂଗ୍ରେସ ଡରାଇଲା, ଡାକିଲା

ଜୟପୁର/ନୂଆଦିଲ୍ଲୀ,୧୬ା୭: ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦ ହରାଇଥିବା ସଚିନ ପାଇଲଟ ଭାଜପାରେ ମିଶିବେ ବୋଲି ଯାହା କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା…

6 years ago

କରୋନା ପରବର୍ତ୍ତୀ ସ୍ଥିତି ବିଶ୍ୱ ଅର୍ଥନୀତି ଲାଗି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭାରତ- ୟୁରୋପ ସଂଘ(ଇୟୁ) ସମିଟ୍‌କୁ ଭିଡିଓ କନ୍‌ଫରେନ୍ସରେ ଉଦ୍‌ବୋଧନ ଦେଇ ଅର୍ଥନୀତି ସୁଧାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାମାରୀ କରୋନା…

6 years ago

୩୦୦ କୋଟିର ଯୁଦ୍ଧାସ୍ତ୍ର କିଣିବ ସେନା

ନୂଆଦିଲ୍ଲୀ,୧୬।୭: ଚାଇନା ସହ ସୀମା ବିବାଦ ଲାଗି ରହିଥିବାବେଳେ ଭାରତ ସେନାକୁ ସଶକ୍ତ କରିବା ଓ ଅତ୍ୟାଧୁନିକ ଶସ୍ତ୍ର ଯୋଗାଇ ଦେବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ…

6 years ago

ଦେଖିବାକୁ ଯେମିତି, ମାର୍କ ବି ସେମିତି

ନଏଡା,୧୬।୭: ନିକଟରେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ହେଲେ ନଏଡାର ଦୁଇ ଯାଆଁଳା ଭଉଣୀ (ଛାତ୍ରୀ) ଦେଖିବାକୁ ଯେମିତି ଏକାଭଳି ମାର୍କ ବି…

6 years ago

ବିନା ବେତନରେ ୬୦ମାସ ଯାଏଁ ଛୁଟିରେ ଯିବେ ଏୟାରଇଣ୍ଡିଆ କର୍ମଚାରୀ

ନୂଆଦିଲ୍ଲୀ,୧୫।୭: ସାରା ଦେଶରେ କରୋନା ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। କରୋନା ସଙ୍କଟ ଯୋଗୁ ସବୁ କ୍ଷେତ୍ର ପ୍ରଭାବିତ ହେବାରେ ଲାଗିଛି। ଫଳରେ ଦେଶର ଅର୍ଥନୀତି ଧିରେ…

6 years ago

ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ

ଚଣ୍ଡିଗଡ଼,୧୫।୭: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ବୁଧବାର ଏନେଇ ଖୋଦ ଅମରିନ୍ଦର ସିଂହ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହ…

6 years ago

ପାଇଲଟ୍‌ଙ୍କ ପାଇଁ କଂଗ୍ରେସର ଦ୍ୱାର ସର୍ବଦା ଖୋଲାରହିଛି: ରାହୁଲ

ନୂଆଦିଲ୍ଲୀ,୧୫।୭: ରାଜସ୍ଥାନରେ ରାଜନୈତିକ ଡ୍ରାମା ଲାଗି ରହିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ମନମାଳିନ୍ୟ ଏବେ ଚରମ ସୀମାରେ…

6 years ago