ଜାତୀୟ

କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା ବନ୍ଦ: ପ୍ରଭାବିତ ଘରକୁ କରାଯିବ ସିଲ୍‌

ବେଙ୍ଗାଲୁର, ୧୪।୬: କର୍ନାଟକରେ କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଅନୁସାରେ ବେଙ୍ଗାଲୁର୍‌ ସହରରେ କଣ୍ଟେନମେଣ୍ଟ୍‌…

6 years ago

ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ

ମୁମ୍ବାଇ,୧୪।୬: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ। ରବିବାର ସେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ…

6 years ago

କରୋନା ମୁକାବିଲା ପାଇଁ ଦିଲ୍ଲୀକୁ ମିଳିଲା ୫ଶହ ରେଲଓ୍ବେ କୋଚ, ଟେଷ୍ଟିଂ ବଢାଇବାକୁ ପ୍ରସ୍ତୁତି

ନୂଆଦିଲ୍ଲୀ,୧୪।୬: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ଦିଲ୍ଲୀରେ କରୋନା ଭାଇରସର ସ୍ଥିତିକୁ ନେଇ ଏକ ସମିକ୍ଷା ବୈଠକର ଆୟୋଜନ କରିଥିଲେ। ଏବେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ…

6 years ago

ବଦଳିଯିବ ଜମ୍ମୁ-କଶ୍ମୀରର ରୂପ, ପିଓକେର ଲୋକେ ଭାରତର ଅଂଶ ହେବାକୁ ଆଶା କରିବେ: ରାଜନାଥ

ଜମ୍ମୁ,୧୪।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଭିଡିଓ କନଫରେନ୍ସିଂ ଜରିଆରେ ଜମ୍ମୁ-କଶ୍ମୀର ଜନ ସମ୍ବାଦ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଏବେ…

6 years ago

କରୋନା ସଂକ୍ରମିତ ମହିଳାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ୧୯ ଜଣଙ୍କ ରିପୋର୍ଟ ପଜିଟିଭ

ହାଇଦ୍ରାବାଦ,୧୪।୬: ତେଲେଙ୍ଗାନାର ରଙ୍ଗାରେଡ୍ଡୀରେ ଜଣେ କରୋନା ସଂକ୍ରମିତ ମହିଳାଙ୍କ ଅନ୍ତିମ ସଂସ୍କାରରେ ପ୍ରାୟ ୨୫ଜଣ ପରିଜନ ଯୋଗ ଦେଇଥିଲେ। ଏବେ ଏମାନଙ୍କ ମଧ୍ୟରୁ ୧୯ ଜଣ କରୋନାରେ…

6 years ago

ପ୍ରବାସୀ ଶ୍ରମିକ ଫେରିବା ପରେ ଗାଁରେ ୩ ଗୁଣ ବଢିଛି କରୋନା ସଂକ୍ରମଣ

ଭୋପାଳ,୧୪।୬: ମଧ୍ୟପ୍ରଦେଶରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏଥିରୁ ଗାଁ ଗୁଡିକ ମଧ୍ୟ ବାଦ୍‌ ପଡି ନାହାନ୍ତି। ମିଳିଥିବା ସୂଚନାରୁ ଜଣାପଡିଛି…

6 years ago

୧୦ରୁ ୪୯ ଶଯ୍ୟା ବିଶିଷ୍ଟ ନର୍ସିଂ ହୋମରେ ହେବ କୋଭିଡ-୧୯ର ଚିକିତ୍ସା

ନୂଆଦିଲ୍ଲୀ,୧୪।୬: ରାଜଧାନୀ ଦିଲ୍ଲୀରେ ବେଳକୁ ବେଳ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଏହାର ମୁକାବିଲା କରିବାକୁ ଏବେ ରୋଗୀଙ୍କ ପାଇଁ ବେଡ୍‌ର ଆବଶ୍ୟକତା ଜରୁରୀ ହୋଇପଡିଛି। ତେଣୁ…

6 years ago

ରଜପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଇଲେ ମୋଦି

ନୂଆଦିଲ୍ଲୀ, ୧୪।୬: ରଜପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ, ରଜ ପର୍ବ ସମାଜରେ ଆନନ୍ଦ ଓ…

6 years ago

ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଜଣେ ଭାରତୀୟ ଯବାନ ଶହୀଦ

ଶ୍ରୀନଗର, ୧୪।୬: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣାରେ ୨ ଜଣ ଆହତ…

6 years ago

୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ପାଖାପାଖି

ନୂଆଦିଲ୍ଲୀ, ୧୪।୬: କରୋନା ମହାମାରୀ ଯୋଗୁ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ରବିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୬୨୬ରେ ପହଞ୍ଚିଥିବାବେଳେ…

6 years ago