ଜାତୀୟ

ୟୁନିଫର୍ମ ରଙ୍ଗର ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଉ

ବାଙ୍ଗାଲୁରୁ,୧୫।୨: କେନ୍ଦ୍ରୀୟ ବିଦ୍ୟାଳୟରେ ମୁସଲିମ ଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ସହ ମ୍ୟାଚ୍‌ କରୁଥିବା ରଙ୍ଗର ହେଡ୍‌ସ୍କାର୍ଫ ପିନ୍ଧିବାକୁ ବିକଳ୍ପ ଦିଆଯାଇଛି। ଏହାକୁ ଆଧାର କରି ସମାନ ଅନୁମତି…

4 years ago

ଶେଷ ହେଲା କରୋନାର ତୃତୀୟ ଲହର!

ନୂଆଦିଲ୍ଲୀ,୧୫ ।୨: ଦେଶରେ କରୋନା ମହାମାରୀର ତୃତୀୟ ଲହର କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୭,୪୦୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ…

4 years ago

ପୌର ନିର୍ବାଚନ ପୋଛିନେଲା ଟିଏମ୍‌ସି

କୋଲକାତା,୧୪।୨: କୋଲକାତା ପରେ ପଶ୍ଚିମବଙ୍ଗର ବିଧାନନଗର, ସିଲିଗୁଡ଼ି, ଆସାନସୋଲ ଏବଂ ଚାନ୍ଦେରନାଗୋରେ ପୌର ନିଗମ ନିର୍ବାଚନ ଜିତିନେଇଛି ତୃଣମୂଳ କଂଗ୍ରେସ(ଟିଏମ୍‌ସି)। ସିଲିଗୁଡ଼ି ଏବଂ ଆସାନସୋଲରେ ଭାଜପା ଦ୍ୱିତୀୟ…

4 years ago

ଟେକା ମାଡ଼ରେ ଭାଜପା ପ୍ରାର୍ଥୀ ଗୁରୁତର

ଚଣ୍ଡିଗଡ଼,୧୫।୨: ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ପଞ୍ଜାବ ଗିଲ୍‌ ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ସୁଚାରାମ ଲାଧାରଙ୍କ କାରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଫଳରେ ସେ…

4 years ago

କକ୍ଷପଥରେ ଇଓଏସ୍‌-୦୪

ଶ୍ରୀହରିକୋଟା, ୧୪ା୨: ଚଳିତ ବର୍ଷର ପ୍ରଥମ ମିଶନ ଭାବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୋମବାର ସଫଳତାର ସହ ପିଏସ୍‌ଏଲ୍‌ଭି-ସି୫୨ ଯୋଗେ ଇଓଏସ୍‌-୦୪ ଉପଗ୍ରହକୁ ସଫଳତାର…

4 years ago

ହିଜାବ ବ୍ୟାନ୍‌ ପାଇଁ ଆଇନ ନାହିଁ

ବେଙ୍ଗାଲୁରୁ,୧୫।୨: ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ବ୍ୟବହାର ନିଷେଧ କରିବା ପାଇଁ କୌଣସି ଆଇନ ନାହିଁ ବୋଲି କର୍ନାଟକ ହାଇକୋର୍ଟରେ ଛାତ୍ରୀମାନେ ଯୁକ୍ତି ବାଢ଼ିଛନ୍ତି। ହିଜାବ ପିନ୍ଧିଥିବାରୁ କଲେଜରେ ପ୍ରବେଶ…

4 years ago

ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ ଫେରାଇଦେଲା ସ୍କୁଲ

ମାଡ଼ିକେରି,୧୪।୨: କର୍ନାଟକ କୋଡାଗୁ ଜିଲାର ଏକ ପବ୍ଲିକ୍‌ ସ୍କୁଲ୍‌କୁ ସୋମବାର ହିଜାବ ପିନ୍ଧି ଆସିଥିବା ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀଙ୍କୁ ପ୍ରବେଶ ଅନୁମତି ଦିଆଯାଇ ନାହିଁ। ଫଳରେ ସେମାନେ…

4 years ago

ଶ୍ରୀନଗରରେ ଫାରୁକ୍‌ ଗୃହବନ୍ଦୀ

ଶ୍ରୀନଗର,୧୫।୨: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲାଙ୍କୁ ସୋମବାର ତାଙ୍କ ଶ୍ରୀନଗରସ୍ଥିତ ବାସଭବନରେ ଗୃହବନ୍ଦୀ ରଖାଯାଇଛି। ପୁଲ୍‌ଓ୍ବାମା ଆକ୍ରମଣର ତୃତୀୟ ବାର୍ଷିକୀରେ…

4 years ago

ହନୁମାନ ଜନ୍ମସ୍ଥାନକୁ ନେଇ ୨ ଟ୍ରଷ୍ଟ ମଧ୍ୟରେ ବିବାଦ

ହାଇଦ୍ରାବାଦ,୧୫।୨: ଅଯୋଧ୍ୟା ରାମ ଜନ୍ମଭୂମି ବିବାଦ ୨୦୧୯ ନଭେମ୍ବରରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ସମାଧାନ ହେବା ପରେ ଏବେ ହନୁମାନ ଜନ୍ମସ୍ଥାନକୁ ନେଇ ନୂଆ ବିବାଦ ଦେଖାଦେଇଛି। ତେବେ…

4 years ago

ୟୁକ୍ରେନ୍‌ ସଙ୍କଟ: କ’ଣ କରିବ ଭାରତ

ନୂଆଦିଲ୍ଲୀ, ୧୫ା୨: ୟୁକ୍ରେନ୍‌ ପ୍ରସଙ୍ଗରେ ରୁଷିଆକୁ ଘେରିବାକୁ ଉଦ୍ୟମ କରୁଛନ୍ତି ନାଟୋ ଦେଶ। ଆମେରିକା ଓ ପାଶ୍ଚାତ୍ୟ ଦେଶ ମସ୍କୋ ଉପରେ ଚାପ ପକାଇବାକୁ ସବୁ ପ୍ରକାର…

4 years ago