ଜାତୀୟ

୬ରୁ ୧୨ ବର୍ଷ ପିଲାଙ୍କୁ ମିଳିବ କୋଭିଡ଼ ଟିକା

ନୂଆଦିଲ୍ଲୀ,୨୬।୪: ଦେଶରେ ଏବେ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ୬ରୁ ୧୨ ବର୍ଷ ପିଲାଙ୍କୁ କୋଭିଡ଼ ଟିକା ମିଳିବ।…

4 years ago

ଏପ୍ରିଲ ୨୯ରେ ରାଣା ଦମ୍ପତିଙ୍କ ଜାମିନ ଆବେଦନର ଶୁଣାଣି

ମୁମ୍ବାଇ,୨୬।୪: ହନୁମାନ ଚାଳିଶା ବିବାଦ ମାମଲାରେ ଗିରଫ ହୋଇଥିବା ଅମରାବତୀ ଏମ୍‌ପି ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ରବି ରାଣାଙ୍କ ଜାମିନ ଆବେଦନର ଏପ୍ରିଲ ୨୯ରେ…

4 years ago

କୋଭିଡ଼ ଅନାଥଙ୍କୁ ମାଗଣା ପାଠପଢା

ନୂଆଦିଲ୍ଲୀ/ଭୁବନେଶ୍ୱର,୨୬।୪(ବ୍ୟୁରୋ): କେନ୍ଦ୍ରୀୟ ବିଦ୍ୟାଳୟରେ କୋଭିଡ଼ ଅନାଥ ପିଲା ଏଣିକି ମାଗଣାରେ ପଢିପାରିବେ। କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦଙ୍କ କୋଟା ଉଚ୍ଛେଦ ପରେ ଲାଗୁ ହୋଇଛି ନୂଆ ବ୍ୟବସ୍ଥା। ପିଏମ…

4 years ago

ବୁଲ୍‌ଡୋଜରରେ ଟେକିନେଲେ ଏଟିଏମ୍‌

ମୁମ୍ବାଇ,୨୬।୪: ସୁବୁଆଡେ ଚର୍ଚ୍ଚାରେ ଏବେ ବୁଲ୍‌ଡୋଜର। ଇତିମଧ୍ୟରେ କିଛି ଦୁର୍ବୃତ୍ତ ବୁଲ୍‌ଡୋଜରରେ ଏଟିଏମ୍‌ କାଉଣ୍ଟର ଟେକିନେଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ମହାରାଷ୍ଟ୍ରର ପୁଣେରେ ଏଭଳି…

4 years ago

ଅଳିଆ ଗଦାରେ ଲାଗିଲା ନିଆଁ: ଲିଭାଇବାକୁ ପହଞ୍ଚିଲା ୩୫ ଦମକଳ ଗାଡି

ନୂଆଦିଲ୍ଲୀ,୨୬ ।୪: ରାଜଧାନୀ ଦିଲ୍ଲୀକୁ ଲାଗି ରହିଥିବା ଗୁରୁଗ୍ରାମର ମାନେସର ଅଞ୍ଚରେ ସୋମବାର ବିଳମ୍ବିତ ରାତିରେ ଅଳିଆ ଗଦାରେ ଭିଷଣ ନିଆଁ ଲାଗିଯାଇଥିଲା । ସେକ୍ଟର- ୬…

4 years ago

ପ୍ରଶାନ୍ତ କିଶୋରଙ୍କ ଯୋଗଦାନ ନେଇ କଂଗ୍ରେସ ନୀରବ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ଗ୍ରହଣ କରାଯିବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଦଳ ଏପର୍ଯ୍ୟନ୍ତ ଏହା ଉପରେ କୌଣସି…

4 years ago

କୋଠା ଭୁଶୁଡ଼ି ୨ ମୃତ

ନୂଆଦିଲ୍ଲୀ,୨୬୪: ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନଠାରେ ସୋମବାର ଅପରାହ୍ନରେ ଏକ ୩ ମହଲା ବିଲ୍ଡିଂ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ମାସେ ହେଲା ଉକ୍ତ ବିଲ୍ଡିଂର…

4 years ago

ଜୁଡିସିଆଲ ଭିଷ୍ଟା ଉପରେ ନିଷ୍ପତ୍ତି ଜଣାଅ

ନୂଆଦିଲ୍ଲୀ,୨୬।୪: ସୁପ୍ରିମକୋର୍ଟ ଭଲ ଭାବେ କାର୍ଯ୍ୟ କରିବା ଲାଗି ‘ଜୁଡିସିଆଲ୍‌ ଭିଷ୍ଟା ନିର୍ମାଣ ଉପରେ ସର୍ବୋଚ୍ଚ ଅଦାଲତ ସୋମବାର କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଜାଣିବାକୁ ଚାହିଁଛନ୍ତି। ନ୍ୟାୟପାଳିକା…

4 years ago

ଜୈବିକ ସାର ଉତ୍ପାଦନରେ ରେକର୍ଡ ହ୍ରାସ

ନୂଆଦିଲ୍ଲୀ,୨୬।୪ ଭାରତ ୨୦୧୭-୧୮ ବର୍ଷରେ ୩୩୮.୭୨ ନିୟୁତ ଟନ୍‌ ଜୈବିକ ସାର ଉତ୍ପାଦନ କରିଥିବାବେଳେ ୨୦୨୦-୨୧ରେ ମାତ୍ର ୩.୮୮ ନିୟୁତ ଟନ୍‌ ଉତ୍ପାଦନ କରିଛି। ଜୈବିକ ତଥା…

4 years ago

ଗ୍ରୀଷ୍ମାବକାଶ ପରେ ଅନୁଚ୍ଛେଦ ୩୭୦ ଉଚ୍ଛେଦର ଶୁଣାଣି

ନୂଆଦିଲ୍ଲୀ,୨୬୪ : ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନ ଉପରେ ଶୁଣାଣି ଗ୍ରୀଷ୍ମାବକାଶ ପରେ କରିବାକୁ…

4 years ago