ଜାତୀୟ

ୟୁପିରୁ ଜଣେ ଆତଙ୍କବାଦୀ ଗିରଫ: ନୂପୁରଙ୍କୁ ହତ୍ୟା କରିବାକୁ କରିଥିଲେ ଷଡ଼ଯନ୍ତ୍ର

ଲକ୍ଷ୍ନୌ,୧୨।୮: ଅଗଷ୍ଟ ୧୫ ପୂର୍ବରୁ ଉତ୍ତରପ୍ରଦେଶ ଏଟିଏସ୍‌ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଛି। ସାହାରନପୁରରୁ ଜୈଶ-ଏ-ମହମ୍ମଦ ଏବଂ ପାକିସ୍ତାନର ସଂଗଠନ ତେହେରିକ-ଏ-ତାଲିବାନ ସହ ଜଡିତ…

4 years ago

ନୀତିନ ଗଡକରୀଙ୍କ ନିକଟତମ ବନ୍ଧୁ ଚନ୍ଦ୍ରଶେଖର ହେଲେ ମହାରାଷ୍ଟ୍ର ଭାଜପା ଅଧ୍ୟକ୍ଷ

ମୁମ୍ବାଇ,୧୨।୮: ଭାଜପା ବିଧାୟକ ଚନ୍ଦ୍ରଶେଖର ବାୱାନକୁଲେଙ୍କୁ ମହାରାଷ୍ଟ୍ର ଭାଜପା ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଚନ୍ଦ୍ରଶେଖର ନାଗପୁରରୁ ଭାଜପା ନେତା ଥିବା ବେଳେ ସେ ନୀତିନ ଗଡକରୀଙ୍କ…

4 years ago

ରାମପୁରରେ ଭୂସ୍ଖଳନ: ଚାପି ହୋଇ ୧ମୃତ, ୪ଆହତ

ଶିମ୍‌ଲା,୧୨।୮: ହିମାଚଳ ପ୍ରଦେଶର ରାମପୁରରେ ଶୁକ୍ରବାର ଭୂସ୍ଖଳନ ହୋଇଛି। ଯେଉଁଠାରେ ଭଗ୍ନାବଶେଷ ତଳେ ପାଞ୍ଚ ଜଣ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା…

4 years ago

ଛତିଶଗଡ଼ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ ଚତୁର୍ଥ ସାହସିକତା ପୁରସ୍କାର

ରାୟପୁର,୧୨।୮: ମାଓବାଦୀଙ୍କୁ ଦମନ କରିବାରେ ନିଜର ସାହସ ଏବଂ ବୀରତ୍ୱ ଦେଖାଇ ସମଗ୍ର ବସ୍ତର ଜିଲାରେ ବେଶ୍‌ ଜଣାଶୁଣା ଛତିଶଗଡ଼ର ପୋଲିସ ଇନ୍ସପେକ୍ଟର ଅବଦୁଲ ସମୀର ପୁଣି…

4 years ago

ପ୍ରଶ୍ନ କଲେ ତେଜସ୍ବୀ: ଭାଜପା ବିହାରରେ ୧୯ ଲକ୍ଷ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲା, ୧୯ଟି ଦେଇଛି କି…

ନୂଆଦିଲ୍ଲୀ,୧୨।୮: ବିହାରରେ ଭାଜପା ସରକାର ୧୯ ଲକ୍ଷ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ କ’ଣ ସେ ୧୯ଜଣଙ୍କୁ ଚାକିରି ଦେଇଛନ୍ତି କି ବୋଲି ଶୁକ୍ରବାର ରାଜ୍ୟର…

4 years ago

ନ୍ୟୁଡ୍‌ ଫଟୋ ମାମଲା: ଅଗଷ୍ଟ ୨୨ରେ ହାଜର ହେବାକୁ ରଣବୀରଙ୍କୁ ନୋଟିସ୍‌

ମୁମ୍ବାଇ,୧୨।୮: ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ନ୍ୟୁଡ ଫଟୋଶୁଟ୍‌ ହେବାର ଦୀର୍ଘ ଦିନ ବିତିଥିଲେ ମଧ୍ୟ ତାଙ୍କ ଅଡ଼ୁଆ ଥମିବାର ନିଁ ନେଉନି। ଇତିମଧ୍ୟରେ ଶୁକ୍ରବାର ମୁମ୍ବାଇ…

4 years ago

କୋଏମ୍ବାଟୁରରେ ଜରୁରୀ ଅବତରଣ କଲା ବିମାନ

ବେଙ୍ଗାଲୁରୁ,୧୨।୮: ମାଳଦ୍ୱୀପର ମାଲେ ଯାଉଥିବା ଏକ ଘରୋଇ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଶୁକ୍ରବାର କୋଏମ୍ବାଟୁର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ସ୍ମୋକ୍‌ ଓ୍ବାର୍ନିଂ ଯୋଗୁ ଏଭଳି…

4 years ago

ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆସୁଛି ସୁଧାର: ପରିବାରଲୋକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୮: କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଲଗାତର ଭାବେ ଖବର ସାମ୍ନାକୁ ଆସୁଛି। ବର୍ତ୍ତମାନ ତାଙ୍କ ପ୍ରଶଂସକ ପାଇଁ ଏକ ଖୁସି ଖବର ରହିଛି। ଚିକିତ୍ସା…

4 years ago

୮ଘଣ୍ଟାରେ ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୨।୮:ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲା ସ୍ଥିତ ବିଜବେହାରା ଥାନା ଅଞ୍ଚଳରେ ଶୁକ୍ରବାର ଦ୍ୱିପ୍ରହରରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ବିଜବେହାରା ଅଞ୍ଚଳରେ ପୋଲିସ ଓ ସିଆରପିଏଫ୍‌ର ମିଳିତ…

4 years ago

‘ପ୍ରଧାନମନ୍ତ୍ରୀ ପଦ ପାଇଁ ଅଭିଳାଷ ନାହିଁ, ବିରୋଧୀଙ୍କୁ ଏକାଠି କରିବା ହିଁ ମୂଳ ଲକ୍ଷ୍ୟ’

ନୂଆଦିଲ୍ଲୀ,୧୨।୮: ନୀତୀଶ କୁମାର ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଛାଡ଼ି ପୁରୁଣା ସହଯୋଗୀ ଲାଲୁ ପ୍ରସାଦ ଯାଦବଙ୍କ ଆର୍‌ଜେଡିର ହାତ ଧରି ଅଷ୍ଟମ ଥର…

4 years ago