ଜାତୀୟ

ଏ କିଭଳି ବିକାଶ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଚାଲିଗଲା ବିଜୁଳି; ଅନ୍ଧାରରେ କରାଗଲା ସ୍ବାଗତ

ପାଟନା,୨।୯: ବିହାରରେ ବିଗତ ୨୦ ବର୍ଷ ଧରି କ୍ଷମତାରେ ଅଛନ୍ତି ନୀତୀଶ କୁମାର। କେତେବେଳେ ଭାଜପା ସହ ତ କେତେବେଳେ ଆର୍‌ଜେଡି ସହ ମିଶି ସେ କ୍ଷମତାର…

3 years ago

ଭାଜପାର ପ୍ରାୟ ୧୦୦୦ ବିଧାୟକ-୩୦୦ ଏମ୍‌ପି: କ’ଣ କେହି ଦୁର୍ନୀତିଗ୍ରସ୍ତ ନୁହନ୍ତି, ସମସ୍ତେ ଶୁଦ୍ଧ..

ପାଟନା,୨।୯: ଦେଶର ବିଭିନ୍ନ ସ୍ଥାନରେ ସକ୍ରିୟ ରହିଛି ସିବିଆଇ ଏବଂ ଇଡି। ସଂସ୍ଥା ପକ୍ଷରୁ ବ୍ୟବସାୟିକ ଅନୁଷ୍ଠାନ ସାଙ୍ଗକୁ ରାଜନେତାମାନଙ୍କ ଘରେ ଚଢ଼ାଉ କରାଯାଉଛି। ତେବେ ଏସବୁ…

3 years ago

‘ନୀତୀଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହଁନ୍ତି’

ପାଟନା,୨।୯: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ହେଉଛି।…

3 years ago

୧୧ରେ ମାଉଣ୍ଟଆବୁ ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨ା୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୧ରେ ରାଜସ୍ଥାନର ମାଉଣ୍ଟ ଆବୁ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଅବସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଏକ…

3 years ago

କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୧୬୮ ନୂଆ କରୋନା…

3 years ago

ତୀର୍ଥଯାତ୍ରୀଙ୍କ ଉପରେ କାର୍‌ ମାଡିଯିବା ଘଟଣା: ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ, ୨।୯: ଗୁଜୁରାଟର ଆରାଭାଲୀ ଜିଲାର ଅମ୍ବାଜୀରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭…

3 years ago

ନୌସେନାରେ ସାମିଲ ହେଲା ସ୍ବଦେଶୀ ଆଏନଏସ୍‌ ବିକ୍ରାନ୍ତ

କୋଚି,୨।୯: ଭାରତୀୟ ନୌସେନା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ପ୍ରଥମ ସ୍ବଦେଶୀ ବିମାନବାହକ ଯୁଦ୍ଧପୋତ ଆଇଏନଏସ୍‌ ବିକ୍ରାନ୍ତକୁ ନୌସେନାରେ ସାମିଲ କରାଯାଇଛି। କୋଚିଠାରେ ଥିବା ନୌସେନା…

3 years ago

ଶ୍ରମିକଙ୍କୁ ଗୁଳିମାଡ କଲେ ଆତଙ୍କବାଦୀ

ଶ୍ରୀନଗର,୨।୯: ଜମ୍ମୁକଶ୍ମୀରର ପୁଲୱାମାରେ ଜଣେ ଶ୍ରମିକଙ୍କ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଛନ୍ତି। ଏଥିରେ ଶ୍ରମିକ ଜଣଙ୍କ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି…

3 years ago

ତୀର୍ଥଯାତ୍ରୀଙ୍କ ଉପରେ ମାଡିଗଲା କାର୍‌: ଚାଲିଗଲା ୬ ଜୀବନ

ଅହମ୍ମଦାବାଦ,୨।୯: ଗୁଜରାଟର ଅମ୍ବାଜୀରେ ଶୁକ୍ରବାର ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଦ୍ରୁତଗାମୀ କାର ତୀର୍ଥଯାତ୍ରୀଙ୍କୁ ଚଢିଯିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି।…

3 years ago

ଏଏପି ବିଧାୟକ ବଲଜିନ୍ଦର କୌରଙ୍କୁ ମାଡ ମାରିଲେ ସ୍ୱାମୀ ସୁଖରାଜ: ଭିଡିଓ ଭାଇରାଲ

ଚଣ୍ଡିଗଡ଼,୨ ।୯: ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ବଲଜିନ୍ଦର କୌରଙ୍କୁ ତାଙ୍କ ସ୍ୱାମୀ ମାଡ ମାରିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି…

3 years ago