୭ ଦିନିଆ ଓଡ଼ିିଶା ଗସ୍ତରେ ମୋହନ ଭାଗବତ
ଭୁବନେଶ୍ବର, ୧ା୮(ସୁନିତ୍ ମିଶ୍ର): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ ସୋମବାର ୭ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଗଣ୍ଡମୁଣ୍ଡାସ୍ଥିତ ସ୍ବାମୀ ବିବେକାନନ୍ଦ କେନ୍ଦ୍ରର କାର୍ଯ୍ୟକ୍ରମରେ ଯୋଗଦେବେ। ଏହାସହ ପୁରୀ ଯାଇ ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ…
ସବୁ ସରକାରୀ କୋଠା ଆଲୋକରେ ଝଲସିବ
ଭୁବନେଶ୍ବର, ୧ା୮(ସୁନିତ୍ ମିଶ୍ର):ଚଳିତ ବର୍ଷ ୭୭ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ। ସୋମବାର ଅପରାହ୍ନରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ବାଧୀନତା ଦିବସ-୨୦୨୩ ପାଳନର ରୂପରେଖ…
ବଦଳିଲା ଯୁକ୍ତ୨ ପାଠ୍ୟକ୍ରମ
ଭୁବନେଶ୍ୱର,୧ା୮(ଅନୁରାଧା ମହାରଣା):ଯୁକ୍ତ୨ରେ କେତେକ ପାଠ୍ୟକ୍ରମ ବଦଳିବା ସହ ସିବିଏସ୍ଇ ଢାଞ୍ଚାରେ ସରଳୀକରଣ କରାଯାଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ପାଠ୍ୟକ୍ରମ ସମ୍ପର୍କିତ ତଥ୍ୟ ସିଏଚ୍ଏସଇ ଓ୍ବେବସାଇଟ୍ www.chseodisha.nic.inରେ ଉପଲବ୍ଧ ହୋଇଛି। ବିଜ୍ଞାନ…
କୋଇଲା ଉତ୍ପାଦନରେ ରେକର୍ଡ
ଭୁବନେଶ୍ୱର,୧ା୮ (ଅନିଲ ଦାସ):ଗତ ଆର୍ଥିକ ବର୍ଷରେ କୋଇଲା ଉତ୍ପାଦନ ରେକର୍ଡ ଭାଙ୍ଗିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶରେ ସର୍ବାଧିକ ୮୯୩.୧୯ ନିୟୁତ ଟନ୍ କୋଇଲା ଉତ୍ପାଦନ ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ୭୭୮.୨୧ ନିୟୁତ ଟନ କୋଇଲା ଉତ୍ପାଦନ ହୋଇଥିଲା। ଓଡ଼ିଶା…
ବଢ଼ିଲା ଯୁକ୍ତ ୨ ସ୍ପଟ୍ ଆଡମିଶନ ଅବଧି
ଭୁବନେଶ୍ୱର,୩୧।୭(ଅନୁରାଧା ମହାରଣା): ଯୁକ୍ତ ୨ରେ ନାମଲେଖା ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ହୋଇନଥିବା ଆବେଦନକାରୀ କିମ୍ବା ଶିକ୍ଷାନୁଷ୍ଠାନ ପରିବର୍ତ୍ତନ କରିବାକୁ ଚାହଁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଜୁଲାଇ ୨୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜଜୁଲାଇ ୨୭ରେ ଏହାର…
ଭାସିଲା ରାଜଧାନୀ
ଭୁବନେଶ୍ୱର,୩୧ା୭: ସୋମବାର ଅପରାହ୍ନରେ ପ୍ରବଳ ବର୍ଷା ହେବାରୁ ରାଜଧାନୀ ଭାସିଛି। କିଛି ଘଣ୍ଟା ଧଣି ବର୍ଷା ହେବାରୁ ଭୁବନେଶ୍ୱରର ଅବସ୍ଥା ବେହାଲ ହୋଇପଡ଼ିଛି। ଜୁଆଡ଼େ ଚାହିଁଲେ ଖାଲି ପାଣି ପାଣି। ଫଳରେ ରାସ୍ତାରେ ଲୋକେ ଯିବାଆସିବା ପାଇଁ ଭୟ କରୁଛନ୍ତି। ଜାଗମରା,…
‘ନାରୀ ନିଜ ସ୍ବତନ୍ତ୍ରତା ବଜାୟ ରଖିବା ଉଚିତ’
ଭୁବନେଶ୍ୱର,୩୧।୭: ମୈତ୍ରେୟୀ ଲେଖିକା ସଂଗଠନ ତରଫରୁ ଆଭାସୀ ମଞ୍ଚରେ ‘ଓଡ଼ିଶାରେ ନାରୀବାଦର ବିମର୍ଷ ଶୀର୍ଷକ’ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବକ୍ତା ଭାବେ ସାହିତି୍ୟକା କମଳା ଶତପଥୀ, ସାମ୍ବାଦିକ ଶାଶ୍ୱତୀ କର ଯୋଗଦେଇ ନିଜ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ…
କଲଭର୍ଟ ଭୁଶୁଡ଼ି ୫ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ସରକାର
ଭୁବନେଶ୍ୱର,୩୧ା୭(ଅସମାପିକା ସାହୁ): ସୋମବାର ସକାଳେ ରାୟଗଡ଼ା ଜିଲା କଲ୍ୟାଣସିଂପୁରରେ ଏକ ନିର୍ମାଣାଧୀନ କଲଭର୍ଟ ଭାଙ୍ଗି ଯିବାରୁ ୪ ଜଣ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର…
ଏନ୍ଜିଟିରେ ବିଡିଏ ସଚିବଙ୍କୁ ୫ଶହ ଟଙ୍କା ଜରିମାନା
ଭୁବନେଶ୍ୱର, ୩୧।୭ (ବନ୍ଦନା ସେଠୀ):ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି)ରେ କାଜୁଆଲ ବା ଖାମଖିଆଲ ଭାବେ ଆଫିଡେଭିଟ୍ ଦାଖଲ କରିଥିବାରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ସଚିବ ରବୀନ୍ଦ୍ର କୁମାର ସାହୁଙ୍କୁ ୫ଶହ ଟଙ୍କା ଜରିମାନା କରାଯାଇଛି। ଭୁବନେଶ୍ୱରର ଶିଖରଚଣ୍ଡୀ ପାହାଡରେ ୱାଟ୍କୋ…
୪ ତାରିଖଯାଏ ବର୍ଷିବ
ଭୁବନେଶ୍ୱର,୩୧ା୭(ଅନୁରାଧା ମହାରଣା):ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ଜାରି ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଶନିବାର ଉତ୍ତର ଓ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପର ରୂପ ନେବା ପରେ ବର୍ଷା ପରିମାଣ ବଢ଼ିଛି। ରବିବାର…
ପହିଲାରୁ ଯୁକ୍ତ୨ ପାଠପଢ଼ା
ଭୁବନେଶ୍ୱର,୩୧।୭(ଅନୁରାଧା ମହାରଣା):ଅଗଷ୍ଟ ପହିଲାରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ୨୦୨୩-୨୪ ଶିକ୍ଷାବର୍ଷରେ ନାମ ଲେଖାଇଥିବା ପିଲାଙ୍କ ପାଇଁ ପ୍ରତି ବିଦ୍ୟାଳୟରେ ପ୍ରବେଶ ଉତ୍ସବର ଆୟୋଜନ କରାଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା…
ୟୁରୋପର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ସୌଭାଗ୍ୟ
ଭୁବନେଶ୍ୱର,୩୦ା୭(ଅସମାପିକା ସାହୁ): ନୟାଗଡ଼ ଗୌରବ ଆଇରନ ମ୍ୟାନ ତଥା ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ଅଗଷ୍ଟ ମାସରେ ୟୁରୋପ ଓ ରୁଷିଆର ସର୍ବୋଚ୍ଚ ଶୃଙ୍ଗ ୧୮୫୧୦ ଫୁଟ ଉଚ୍ଚ ମାଉଣ୍ଟ ଏଲ୍ବ୍ରସ ଚଢ଼ିବାକୁ ଯାଉଛନ୍ତି। ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର…
Archives


