୧୧ ଜିଲାରେ ନିଅଣ୍ଟିଆ ବର୍ଷା
ଭୁବନେଶ୍ୱର,୧୫ା୮(ଅନୁରାଧା ମହାରଣା):ଜୁନ୍ ୧ରୁ ଅଗଷ୍ଟ ୧୪ ମଧ୍ୟରେ ରାଜ୍ୟରେ ମୋଟ ୬୬୪.୫ ମିମି ବର୍ଷା ରେକର୍ଡ ହୋଇଛି। ଏହା ସ୍ବାଭାବିକ ବର୍ଷା ୭୨୪.୮ ମିମିଠାରୁ ଯଥେଷ୍ଟ କମ୍ ରହିଛି। କେବଳ ବୌଦ୍ଧ ଜିଲାରେ ମାତ୍ରାଧିକ ବର୍ଷା ହୋଇଛି। କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି,…
ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ୧୬ରୁ ୨୮ ପର୍ଯ୍ୟନ୍ତ ଆବେଦନ
ଭୁବନେଶ୍ୱର, ୧୪।୮(ଅସମାପିକା ସାହୁ): ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲରେ ଦ୍ୱିତୀୟ ପର୍ଯ୍ୟାୟ ଯୁକ୍ତ୨ ନାମଲେଖା ପାଇଁ ଆସନ୍ତା ୧୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ସୋମବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ…
ବନ୍ଦେ ମାତରମ୍ ପକ୍ଷରୁ ତ୍ରିରଙ୍ଗା
ଭୁବନେଶ୍ୱର,୧୪।୮(ଅନୁରାଧା ମହାରଣା): ସାମାଜିକ ଅନୁଷ୍ଠାନ ବନ୍ଦେ ମାତରମ୍ ପକ୍ଷରୁ ସୋମବାର ‘ତ୍ରିରଙ୍ଗା ଦାନ’ ଶୀର୍ଷକ ପ୍ରଥପାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗାନ୍ଧୀମାର୍ଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୭ ଜଣ ସଦସ୍ୟ ଯୋଗଦାନ କରି କଳାପ୍ରଦର୍ଶନ କରିଥିଲେ। ସମସ୍ତ ସଦସ୍ୟ…
୧୫ରୁ ବଢ଼ିବ ବର୍ଷା
ଭୁବନେଶ୍ୱର,୧୪।୮(ଅନୁରାଧା ମହାରଣା): ରାଜ୍ୟରେ ମୌସୁମୀ ନିମ୍ନଚାପ ରେଖା ସାଧାରଣ ଅବସ୍ଥାନଠାରୁ ଉତ୍ତର ଭାଗରେ ରହୁଛି। ତେଣୁ ରାଜ୍ୟରେ ଏହାର ବିଶେଷ ପ୍ରଭାବ ରହୁନାହିଁ। ପଶ୍ଚିମ ଭାଗ ହିମାଳୟ ପାଦଦେଶରେ ରହୁଥିବାବେଳେ ପୂର୍ବ ଭାଗ ଉତ୍ତର ପ୍ରଦେଶ ଦେଇ ବ୍ୟାପିଛି। ଏପଟେ ଏକ…
ଲିଜାର୍ଡ ଡେ’
ଆଜି ଅଗଷ୍ଟ ୧୪ ଓ୍ବାର୍ଲଡ ଲିଜାର୍ଡ ଡେ’। ବିଶ୍ୱରେ ପ୍ରାୟ ୬ହଜାର ଲିଜାର୍ଡ ପ୍ରଜାତିର ସରୀସୃପ ଦେଖାଯାଆନ୍ତି। କିନ୍ତୁ ବିଭିନ୍ନ କାରଣରୁ ଅଧିକାଂଶ ସଙ୍କଟରେ ଅଛନ୍ତି। ଗୋଧିଠାରୁ ଆରମ୍ଭ କରି ଏଣ୍ଡୁଅ, ଝିଟିପିଟି ପର୍ଯ୍ୟନ୍ତ ସବୁ ଲିଜାର୍ଡ ପ୍ରଜାତିର। ତେବେ ଏମାନଙ୍କ…
ପାଠକୀୟ ପ୍ରତିକ୍ରିୟାଠୁ ବଡ଼ ପୁରସ୍କାର କିଛି ନାହିଁ
କରିଥିଲେ, ଏବେ ସେ ଜଣେ ସଫଳ ଯୁବ ଲେଖକ। ସେ ହେଉଛନ୍ତି ବଲାଙ୍ଗୀର ଜିଲାର ସାଲେଭଟା ଗ୍ରାମରେ ଜନ୍ମଗ୍ରହଣ କରିଥିବା ସୁଜିତ୍ କୁମାର ଶତପଥୀ। ଏଥିସହ ସେ ମଧ୍ୟ ଜଣେ ଆକାଶବାଣୀ କଳାକାର। ୨୦୧୧ରୁ ୨୦୧୯ ପର୍ଯ୍ୟନ୍ତ ଯୁବବାଣୀରେ ଉପସ୍ଥାପକ ଭାବେ…
ସ୍ବାଧୀନତା ଦିବସରେ ସ୍ବତନ୍ତ୍ର ଅତିଥି ହେବେ ଓଡ଼ିିଶା ଚାଷୀ
ଭୁବନେଶ୍ୱର,୧୪।୮(ଅନୁରାଧା ମହାରଣା): ନୂଆଦିଲ୍ଲୀରେ ହେବାକୁ ଥିବା ୭୭ତମ ସ୍ବାଧୀନତା ଦିବସ ସମାରୋହରେ ଯୋଗଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୧୮ଶହ ସ୍ବତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏମାନଙ୍କ ମଧ୍ୟରେ ଓଡ଼ିଶାର ମତ୍ସ୍ୟଜୀବୀ, ଏମ୍ଜିଏନ୍ଆର୍ଇଜିଏସ୍ ଶ୍ରମିକ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର…
ଓଡ଼ିଶାରେ ମେଣ୍ଟ ପ୍ରଶ୍ନ ଉଠୁନି: ମୁଣ୍ଡା
ଭୁବନେଶ୍ବର, ୧୪ା୮(ସୁନିତ୍ ମିଶ୍ର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ପରେ ବିଜେଡି-ଭାଜପା ମେଣ୍ଟକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ହେଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ରବିବାର ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ,…
ଅରୁନ୍ଧତୀରେ ଚେନ୍ସ ଆଣ୍ଡ ବ୍ୟାଙ୍ଗେ୍ଲସ୍ ଫେଷ୍ଟିଭାଲ
ଭୁବନେଶ୍ୱର,୧୩।୮ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ‘ଅରୁନ୍ଧତୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ତଥା ଅଭିଜ୍ଞ କାରିଗରି ଦ୍ୱାରା ନିର୍ମିତ ଅଳଙ୍କାରର ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ‘ଚେନ୍ସ ଆଣ୍ଡ ବ୍ୟାଙ୍ଗେ୍ଲସ୍ ଫେଷ୍ଟିଭାଲ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଅବସରରେ ଆକର୍ଷଣୀୟ…
କସ୍ମୋ ବଜାରର ମେଗା ଷ୍ଟୋର ଉଦ୍ଘାଟିତ
ଭୁବନେଶ୍ୱର,୧୩।୮: ଦେଶର ପ୍ରମୁଖ ଘରୋଇ ସଂସ୍ଥା କସ୍ମୋ କନେକ୍ଟର ଆଉ ଏକ ଷ୍ଟୋର ଓଡ଼ିଶା ବଜାରରେ ଶୁଭାରମ୍ଭ ହୋଇଯାଇଛି। ବିଶେଷକରି କସ୍ମୋ ବଜାରର ମେଗା ଷ୍ଟୋର ଶୁକ୍ରବାର କଟକର ବାଦାମବାଡ଼ିଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ଆଇନଜୀବୀ ପ୍ରଦୀପ ପଟ୍ଟନାୟକ…
ମଶା ପାଇଁ ଡ୍ରୋନ୍ ନୁହେଁ, ରାଫେଲ ବ୍ୟବହାର କରନ୍ତୁ: ସୁନୀତି ମୁଣ୍ଡ
ଭୁବନେଶ୍ୱର, ୧୩।୮ (ବନ୍ଦନା ସେଠୀ)ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ବ୍ୟାପିବା ଘଟଣାରେ ଭାଜପା ନେତ୍ରୀ ସୁନୀତି ମୁଣ୍ଡ ବିଏମ୍ସି ମେୟରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମେୟର ଜନସାଧାରଣଙ୍କୁ ମୌଳିକ ସେବା ଯୋଗାଇଦେବାରେ ବିଫଳ ହେବା ସହ ଡେଙ୍ଗୁ ବ୍ୟାପିବା ପାଇଁ…
ବିଏମ୍ସିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୁଷ୍ଟ ସହରବାସୀ
ଭୁବନେଶ୍ୱର, ୧୩।୮ (ବନ୍ଦନା ସେଠୀ)ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମାତ୍ର କିଛି ଅମାନିଆ ସୁଧୁରୁ ନ ଥିବାରୁ ଏବେ ପୂରା ଆକ୍ସନମୋଡ୍ରେ ବିଏମ୍ସି। ଆଉ ଚେତାବନୀ ନୁହେଁ, ସିଧାସିଧା ଜରିମାନା,…
Archives


