ସ୍ବପ୍ନା ସୁନ୍ଦରୀଙ୍କୁ ‘ଭରତ ମୁନି ସମ୍ମାନ’
ଭୁବନେଶ୍ୱର,୧୬।୧୨(ଶର୍ମିଷ୍ଠା ପାଣିଗ୍ରାହୀ): କଳିଙ୍ଗାୟନ ତୌର୍ଯ୍ୟତ୍ରିକମ୍ ଅନୁଷ୍ଠାନ ପକ୍ଷରୁ ଉତ୍କଳ ରଙ୍ଗମଞ୍ଚଠାରେ ଚାଲିଥିବା ଭରତ ମୁନି ମହୋତ୍ସବ ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସାରେ କୁଚିପୁଡ଼ି ଓ ଭାରତନାଟ୍ୟମ୍ ବିଦୂଷୀ ପଦ୍ମଭୂଷଣ ସ୍ବପ୍ନା ସୁନ୍ଦରୀଙ୍କୁ ଭରତ ମୁନି ସମ୍ମାନରେ ସମ୍ମାନିତ କରାଯାଇଥିଲା। ସାରେ…
ଗୋଡାଇ କାମୁଡୁଛନ୍ତି କୁକୁର
ଭୁବନେଶ୍ୱର, ୧୬।୧୨ (ବନ୍ଦନା ସେଠୀ): ରାଜଧାନୀ ରାସ୍ତାଘାଟରେ ବୁଲା କୁକୁର ରାଜ୍ ଚଳାଇଛନ୍ତି। ଗଳିକନ୍ଦିରୁ ରାଜରାସ୍ତାରାରେ ସେମାନଙ୍କ ପ୍ରାର୍ଦୁଭାବ ଦେଖିବାକୁ ମିଳୁଛି। ଗାଡ଼ି ଚାଳକ ହୁଅନ୍ତୁ ଅବା ପଥଚାରୀ, ଏପରିକି ଛୋଟ ପିଲାଙ୍କୁ ମଧ୍ୟ ଏମାନେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି।…
୧୪୭ ଆସନରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ଠିଆହେବି: କାର୍ତ୍ତିକ
ଭୁବନେଶ୍ୱର ୧୬ା୧୨(ଅନିଲ ଦାସ): ମୋର କୌଣସି ପଦପଦବୀ ଆଶା ନାହିଁ, ଆଗାମୀ ନିର୍ବାଚନରେ କେଉଁଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ରାଜ୍ୟର ୧୪୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ, ଅର୍ଥାତ୍ ମୁଖ୍ୟମନ୍ତ୍ରୀ ସମସ୍ତ ୧୪୭ ଆସନରେ ଠିଆ…
ମିଛର ମୁକାବିଲା କର: ନବୀନ
ଭୁବନେଶ୍ୱର,୧୬।୧୨(ଅନିଲ ଦାସ): ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରି କହିଛନ୍ତି, ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ହେବ। ଓଡ଼ିଶାବାସୀ ଜାଣିଛନ୍ତି, ହଜାରେ ମିଛ କେବେ ସତ ହେବନାହିଁ। ଘରେ ଘରେ ଶଙ୍ଖ ବାଜିବ। ସତ୍ୟର…
ଆଇପିଏସ୍ ଅଫିସର ସ୍ତରରେ ଅଦଳବଦଳ: ବି. ରାଧିକା ପୋଲିସ ରିକ୍ର୍ୟୁଟମେଣ୍ଟ ବୋର୍ଡ ଅଧ୍ୟକ୍ଷ
ଭୁବନେଶ୍ୱର,୧୫।୧୨(ଅନିଲ ଦାସ): ରାଜ୍ୟ ସରକାର ଆଇପିଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ କେନ୍ଦ୍ରୀୟ ଡେପୁଟେଶନରୁ ଫେରିଥିବା ୧୯୮୯ ବ୍ୟାଚ୍ ଆଇପିଏସ୍ ଅଫିସର ବି.ରାଧିକାଙ୍କୁ ରାଜ୍ୟ…
ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନା ଅବଧିକୁ ଆଉ ୫ ବର୍ଷ ବଢ଼ାଇଲେ ସରକାର
ଭୁବନେଶ୍ୱର,୧୫ା୧୨: ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୫ ବର୍ଷକୁ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ ଅନ୍ତର୍ଭୁକ୍ତ ହୋଇଛନ୍ତି। ସେମାନେ ପ୍ରତ୍ୟେକ ମାଗଣାରେ ମାସକୁ ୫ କେଜି…
ଫେବୃୟାରୀ ୧୬ରୁ ଯୁକ୍ତ ଦୁଇ ପରୀକ୍ଷା
ଭୁବନେଶ୍ୱର,୧୫ା୧୨: ଆସନ୍ତା ଫେବୃୟାରୀ ୧୬ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ପରୀକ୍ଷା ଫେବୃୟାରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। କାଉନ୍ସିଲର…
ପିଆଜ ଉତ୍ପାଦନ ବଢୁଛି, ଘାଣ୍ଟି ହେଉଛନ୍ତି ଖାଉଟି
ଭୁବନେଶ୍ୱର,୧୫।୧୨(ଅନିଲ ଦାସ)- ରାଜ୍ୟରେ ପିଆଜ ଉତ୍ପାଦନ ବଢୁଛି। ହେଲେ ପ୍ରତ୍ୟେକ ବର୍ଷ ଦର ବୃଦ୍ଧିରେ ଘାଣ୍ଟି ହେଉଛନ୍ତି ଖାଉଟି। ଅନ୍ୟ ବର୍ଷଗୁଡିକ ଭଳି ଚଳିତ ବର୍ଷ ମଧ୍ୟ ମାସାଧିକ କାଳ ହେବ ରାଜ୍ୟରେ ପିଆଜ କିଲୋ ପିଛା ଦର ୬୦ ଟଙ୍କା…
ଛିଙ୍କ ଅଟକାଇଲେ ବିପଦ
ଭୁବନେଶ୍ୱର, ୧୫ା୧୨(ବନ୍ଦନା ସେଠୀ): ଛିଙ୍କ ଆସିଲେ ତାହାକୁ ଅଟକାଇବା ଉଚିତ ନୁହେଁ। ଛିଙ୍କକୁ ରୋକିବାକୁ ଚେଷ୍ଟା କଲେ ଏହା ନିଜ ପାଇଁ ବିପଜ୍ଜନକ ସାଜିପାରେ। ଏପରି କି ଜୀବନ ମଧ୍ୟ ଚାଲି ଯାଇପାରେ ବୋଲି ଡାକ୍ତରମାନେ କହିଛନ୍ତି। ଲାଇଭ୍ ସାଇନ୍ସରେ ପ୍ରକାଶିତ…
ରାଜ୍ୟ ଯୁବ କଂଗ୍ରେସ ସଭାପତି ହେଲେ ରଞ୍ଜିତ ପାତ୍ର
ଭୁବନେଶ୍ୱର,୧୪।୧୨: ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ବୁଧବାର ନିଯୁକ୍ତ ରଞ୍ଜିତ ପାତ୍ର। ସେହିପରି ସାଗର ଚରଣ ଦାସ ଓ କୃଷ୍ଣ ମହାନ୍ତିଙ୍କୁ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ଦାୟିତ୍ୱ ଦିଆଯାଇଛି। ଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି.ଭି ଏହି…
କୋରାପୁଟରେ ଗଡ଼ିଲା ଲକ୍ଷ୍ମୀ ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/କୋରାପୁଟ,୧୪ା୧୨(ଅସମାପିକା ସାହୁ/ଅମିତାଭ ବେହେରା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କୋରାପୁଟ ଜିଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ…
ସ୍ଥାଣୁ ପାଲଟିଛି ବନ ବିଭାଗ
ବାଳକାଟୀ,୧୪।୧୨ (ମନୋଜ ମଣ୍ଡଳ)ବିଶ୍ୱତାପନ ସମସ୍ୟା ସମସ୍ତ ପ୍ରାଣିଜଗତ ପାଇଁ ବର୍ତ୍ତମାନ ଚିନ୍ତାର କାରଣ ସାଜିଛି। ପରିବେଶ ସନ୍ତୁଳନ ରଖିବା ଅତ୍ୟନ୍ତ ଅପରିହାର୍ଯ୍ୟ ହୋଇପଡିଛି। ଅଧିକରୁ ଅଧିକ ଚାରାରୋପଣ କରି ପରିବେଶରେ ସବୁଜ ବଳୟ ସୃଷ୍ଟି କରିବା ଅତି ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ଏଥିପାଇଁ…
Archives


